ଆଜି କଂଗ୍ରେସର କାର୍ଯ୍ୟକାରିଣୀ କମିଟି ବୈଠକରେ କଂଗ୍ରେସର ନୂତନ ଅଧ୍ୟକ୍ଷ କିଏ ହେବ ନେଇ ଚାଲିଛି ଅଙ୍କକଷା । ତେବେ ନୂତନ ଅଧ୍ୟକ୍ଷ ଚୟନରେ ଭାଗ ନେଇନାହାନ୍ତି ସୋନିଆ ଗାନ୍ଧି ଓ ରାହୁଲ୍ ଗାନ୍ଧି । କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ ସୋନିଆ […]
ଧାରା 370 ଉଚ୍ଛେଦ ପରେ ଜମ୍ମୁ କାଶ୍ମୀରରେ ଧାରା 144 ଲାଗୁ କରାଯାଇଥିଲା । ଶୁକ୍ରବାର ରାତିରେ ଜମ୍ମୁ କାଶ୍ମୀରର 5 ଜିଲ୍ଲାରୁ କର୍ଫ୍ୟୁ ଉଚ୍ଛେଦ କିମ୍ବା କୋହଳ କରାଯାଇଛି । ଜମ୍ମୁରୁ ଧାରା 144 ଉପରକୁ ଉଠାଯାଇଥିବା ବେଳେ ଡୋଡା […]
ବିଜେପିର ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ପରମ୍ପରା ଭଙ୍ଗ କରିଥିବା ଅଭିଯୋଗରେ ପ୍ରତିକ୍ରିୟା ରଖିଛନ୍ତି ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ । ମନ୍ତ୍ରୀ ପରମ୍ପରା ଭଙ୍ଗ ହୋଇନି କହିବା ସହିତ ବିରୋଧୀଙ୍କ ଏସବୁ କଥାରେ ମାନେ କିଛି ନାହିଁ ବୋଲି […]
ସ୍ବାଧିନତା ଦିବସରେ ପରେଡ୍ ସ୍ଥାନ ପରିବର୍ତ୍ତନ ଓ ଏଥର ପରେଡ୍ରେ ମାତ୍ର ଚାରୋଟି ଗ୍ରୁପ୍କୁ ସାମିଲ୍ କରିବାକୁ ନେଇ ଅଭିଯୋଗ କରିଛି ବିଜେପି । ବିଜେପି ଅଭିଯୋଗ କରିଛି ଯେ, ଚଳିତ ଥର କୌଣସି କାରଣ ନଥାଇ ରାଜ୍ୟ ସରକାର ପରେଡ୍ […]
ହୀରାକୁଦ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଛି । ତେଣୁ ଆସନ୍ତା ୧୪ରେ ହୀରାକୁଦ ଡ୍ୟାମର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବା ପାଇଁ ଗେଟ ଖୋଲାଯିବ ବୋଲି ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀ ସୁନୀଲ୍ କୁମାର ନାୟକ ସୂଚନା […]
ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ଭାରତ ସରକାରଙ୍କ ନିଷ୍ପତ୍ତିକୁ ରୁଷ୍ ସମର୍ଥନ କରିଛି । ରୁଷର ବିଦେଶ ମନ୍ତ୍ରାଳୟ କହିଛି ଯେ, ଭାରତ ଜମ୍ମୁକାଶ୍ମୀର ଯାହା କିଛି ପରିବର୍ତ୍ତନ କରିଛି, ତାହା ଭାରତର ସମ୍ବିଧାନ ଅନୁସାରେ ହିଁ କରିଛି । […]
ପ୍ରବଳ ବର୍ଷା ଯୋଗୁ ମହାରାଷ୍ଟ୍ର, କର୍ଣ୍ଣାଟକ, ଗୁଜରାଟ ଓ କେରଳ ସମେତ ୭ଟି ରାଜ୍ୟରେ ବନ୍ୟାର କରାଳ ରୂପ ଦେଖିବାକୁ ମିଳିଛି। ପାଖାପାଖି ୨୦୦ ଲୋକଙ୍କ ମୃତ୍ୟ ହୋଇଥିବାର ସୂଚନା ରହିଛି । କେରଳର ପୁଣିଥରେ ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ହୋଇଛି […]
ପୂର୍ବତନ ଅର୍ଥ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କୁ ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା(ଏମ୍ସ)ରେ ଭର୍ତ୍ତି କରାଯାଇଛି। ଅରୁଣ ଜେଟଲୀଙ୍କୁ ଶୁକ୍ରବାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ଏମ୍ସ ଅରୁଣ ଜେଟଲୀଙ୍କ ମେଡିକାଲ ବୁଲେଟିନ୍ ମଧ୍ୟ […]
ଆଜି କଂଗ୍ରେସର କାର୍ଯ୍ୟକମିଟି ବୈଠକରେ କଂଗ୍ରେସକୁ ନୂତନ ଅଧ୍ୟକ୍ଷ ମିଳିବ । କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ ଏବେ ପାର୍ଟିକୁ ନୂତନ ଅଧ୍ୟକ୍ଷ କିଏ ହେବ ସେନଇ ଅଙ୍କ କଷା ଚାଲିଛି । ପାର୍ଟିର ନୂତନ […]
ଆଜି ନୂଆଦିଲ୍ଲୀସ୍ଥିତ ଏଏମଏସ ରେ ଭର୍ତ୍ତି ହୋଇଛନ୍ତି ବିଜେପିର ବରିଷ୍ଠ ନେତା ତଥା ପୂର୍ବତ୍ତନ ଅର୍ଥମନ୍ତ୍ରୀ ଅରୁଣ ଜେଟିଲ୍। ସେ ପୂର୍ବରୁ ଅସୁସ୍ଥ ରହୁଥିବାରୁ ତାଙ୍କୁ ଆଜି ସକାଳେ ଏଏମଏସକୁ ଆଣାଯାଇଥିଲା। ଡାକ୍ତରମାନେ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ତାଙ୍କୁ ଆଇୟୁସ […]
ଯୁକ୍ତ ଦୁଇ ପାଇଁ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅନ୍ଲାଇନ୍ରେ ଅଗଷ୍ଟ ୧୩ରୁ ୨୪ ତାରିଖ ଯାଏ ଫର୍ମ ଉପଲବ୍ଧ ହେବ । http://samsodisha.gov.in ୱେବ୍ସାଇଟରେ ଏହି ଫର୍ମ ମିଳିବ । ଅଗଷ୍ଟ ୨୯ ତାରିଖରେ […]
ରାଜ୍ୟର ପ୍ରତ୍ୟେକ ଜିଲ୍ଲା ପାଇଁ ନୂତନ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କୁ ନିଯୁକ୍ତି କରାଯାଇଛି । ପୁରୀ-ନିରଞ୍ଜନ ପୂଜାରୀ, ଖୋର୍ଦ୍ଧା-ପ୍ରଶାନ୍ତ ଜଗଦ୍ଦେବ, ନୟାଗଡ଼-ସତ୍ୟନାରାୟଣ ପ୍ରଧାନ, ଗଞ୍ଜାମ-ଶ୍ରୀକାନ୍ତ ସାହୁ, ଯାଜପୁର-ସମୀର ଦାଶ, କେନ୍ଦ୍ରାପଡ଼ା-ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଜଗତସିଂହପୁର-ପ୍ରଶାନ୍ତ ମୁଦୁଲି, କଟକ-ପ୍ରମୋଦ ମଲ୍ଲିକ ମୟୂରଭଞ୍ଜ […]
ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଜମ୍ମୁକାଶ୍ମୀର ମାମଲାରେ ପୁଣି ଥରେ ପାକିସ୍ତାନକୁ ଜବାବ ଦେଇଛନ୍ତି । ବିଦେଶ ମନ୍ତ୍ରାଳୟ ତରଫରୁ କୁହାଯାଇଛି ଯେ, ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ଏହାକୁ ନେଇ ବିବ୍ରତ ହୋଇପଡିଛି । ପାକିସ୍ତାନ […]
ବହୁଚର୍ଚ୍ଚିତ ଭିଭିଆଇପି ଚପର୍ ଦୁର୍ନୀତି ମାମଲାରେ ଦିଲ୍ଲୀର ଏକ କୋର୍ଟ ରତୁଲ ପୁରୀଙ୍କ ନାମରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରିଛି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପୁତୁରା ରତୁଲଙ୍କ ନାମରେ ଏକ ଅର୍ଥ ହେରଫେର ମାମଲାରେ ଏହି ଜାମିନ […]
ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ଗୁରୁବାର ସମଝୌତା ଏକ୍ସପ୍ରେସ ବନ୍ଦ କରିବା ପରେ ଶୁକ୍ରବାର ’ଥର’ ଏକ୍ସପ୍ରେସ ଚଳାଚଳକୁ ବନ୍ଦ କରିଦେଇଛି। ଏହାସହ ଭାରତ ଓ ପାକିସ୍ତାନ ମଧ୍ୟରେ ଶେଷ ରେଳ ଯୋଗାଯୋଗ ବନ୍ଦ ହୋଇଯାଇଛି। […]
ଦିଲ୍ଲୀର ତିଶ ହଜାରି କୋର୍ଟ ଉନ୍ନାଓ ଦୁଷ୍କର୍ମ ମାମଲାରେ ବିଧାୟକ କୂଳଦୀପ ସିଂ ସେନ୍ଗାରଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ତାଙ୍କ ବିରୋଧରେ ସାକ୍ଷୀ ରହିଥିବା କୋର୍ଟ ଜାଣିବାକୁ ପାଇଛନ୍ତି । ଏପରିକି ସେଙ୍ଗରଙ୍କ ବିରୋଧରେ ପୋକ୍ସୋ ଆକ୍ଟ 120 […]
ଦୀର୍ଘ ଦିନର ବାଦ ବିବାଦ ପରେ ବିଶ୍ୱର ସବୁଠାରୁ ବିତ୍ତଶାଳୀ କ୍ରିକେଟ୍ ବୋର୍ଡ ବିସିସିଆଇ ରାଷ୍ଟ୍ରୀୟ ଡୋପିଂ ନିରୋଧକ ସଂସ୍ଥା( ନାଡା) ଅଧିନକୁ ଆସିବା ନେଇ ସହମତି ପ୍ରଦାନ କରିଛି। କେନ୍ଦ୍ର ଖେଳ ସଚିବ ରାଧେଶ୍ୟାମ ଜୁଲାନିୟା ଶୁକ୍ରବାର ଦିନ ଏହି […]
୬୬ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାରର ଘୋଷଣା କରାଯାଇଛି । ଶାସ୍ତ୍ରୀ ଭବନ ପରିସରରେ ପିଆଇବି କନଫରେନ୍ସ ହଲ୍ରେ ପୁରସ୍କାର ପ୍ରଦାନ ସମାବେଶର ଉତ୍ସବ ଆୟୋଜନ କରାଯାଇଛି । ଫିଚର ଫିଲ୍ମରେ ୩୧ଟି ଶ୍ରେଣୀରେ ଜାତୀୟ ପୁରସ୍କାର ଦିଆଯିବ । ୨୩ଟି ନନ୍ଫିଚର୍ […]
କେନ୍ଦ୍ର ସରକାର ଦେଶର ୧୭ଟି ଉଲ୍ଲେଖନୀୟ ପର୍ଯ୍ୟଟନସ୍ଥଳୀ ଘୋଷଣା କରିଛନ୍ତି କିନ୍ତୁ ଏଥିରେ ଓଡ଼ିଶାର କୌଣସି ପର୍ଯ୍ୟଟନ ସ୍ଥାନକୁ ସ୍ଥାନିତ କରାଯାଇନାହିଁ । କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ରାଜ୍ୟର ସବୁ ବିଜେପି ସାଂସଦ ଏନେଇ ଚିଠି ଦେଇଛନ୍ତି । ପୁରୀର ଜଗନ୍ନାଥ […]
ଭାରତର ରୋହନ ବୋପାନ୍ନା ଏବଂ କାନାଡାର ଡେନିସ୍ ସାପୋଭାଲୋଭ୍ କୋପ୍ ରୋଜର୍ସ ଏଟିପି ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟର କ୍ବାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି । ବୋପାନ୍ନା-ସାପୋଭାଲୋଭ୍ଙ୍କ ଯୋଡି ଗ୍ରେଟ୍ ବ୍ରିଟେନ୍ର କାଇଲ୍ ଏଡ୍ମଣ୍ଡ ଏବଂ ଟେଲର ଫ୍ରିଟ୍ଜଙ୍କୁ 6-3 ଏବଂ 6-4 ସେଟ୍ରେ […]
ସିପିଆଇ(ଏମ)ର ବରିଷ୍ଠ ନେତା ତଥା ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କୁ ଶୁକ୍ରବାର ଶ୍ରୀନଗର ବିମାନବନ୍ଦରରେ ଅଟକ ରଖାଯାଇଛି। ୟେଚୁରୀଙ୍କ ସହିତ ତାଙ୍କ ସହଯୋଗୀ ଡି. ରାଜାଙ୍କୁ ମଧ୍ୟ ଅଟକ ରଖାଯାଇଛି ଏବଂ ସହରରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନାହିଁ। ଗତ […]