ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଅଲକାଏଦାର ମୁଖ୍ୟ ଓସାମା ବିନ ଲାଦେନର ପୁଅ ହମଜା ଲାଦେନର ମୃତ୍ୟୁ ହୋଇଥିବା ନେଇ ଆମେରିକା ଗଣମାଧ୍ୟମ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି । ଆମେରିକା ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏବେ ହମ୍ଜାର ମୃତ୍ୟୁର କାରଣ ଏବଂ […]
ସମାଜବାଦୀ ପାର୍ଟି ନେତା ଆଜମ ଖାନ୍ଙ୍କ ବିଶ୍ବବିଦ୍ୟାଳୟ ଉପରେ ଚଢାଉ କରାଯାଇଛି। ଏହି ଚଢାଉ ସମୟରେ ୨୫୦୦ ପୁରାତନ ଏବଂ ବିରଳ ପୁସ୍ତକ ଜବତ କରାଯାଇଛି। ରାମପୁରରେ ଅବସ୍ଥାପିତ ଆଜମ୍ ଖାନ୍ଙ୍କ ମହମ୍ମଦ ଅଲ୍ଲୀ ଜୌହର ବିଶ୍ବବିଦ୍ୟାଳୟରେ ମଙ୍ଗଳବାରରୁ ଚଢାଉ କରାଯାଇଥିଲା। ବର୍ତ୍ତମାନ […]
ବର୍ଷା ଅଭାବରୁ ଏବେ ଚାଷୀଙ୍କୁ ହାତ ବାନ୍ଧି ବସିବାକୁ ପଡ଼ିଛି । ଜୁଲାଇ ମାସରେ 17 ଜିଲ୍ଲାରେ ସ୍ଵାଭାବିକଠୁ 9 ପ୍ରତିଶତ କମ ବର୍ଷା ହୋଇଥିବା ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟର ମାଲକାନଗିରି ଜିଲ୍ଲାରେ […]
ସମୀକ୍ଷା ବ୍ୟୁରୋ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସକ୍ରିୟ ପ୍ରଶାସନ ଏବଂ ସମୟୋପଯୋଗୀ କାର୍ଯ୍ୟାନ୍ୱୟନ ଲାଗି ଉଦ୍ଦିଷ୍ଟ ଆଇସିଟି ଆଧାରିତ ବହୁମୁଖୀ ମଂଚ-ପ୍ରଗତି ଜରିଆରେ ୩୦ତମ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। କେନ୍ଦ୍ର ସରକାରଙ୍କ ନୂତନ କାର୍ଯ୍ୟକାଳର ଏହା ହେଉଛି […]
ଗତକାଲି ରାଜ୍ୟସଭାରେ ଟ୍ରିପଲ୍ ତଲାକ୍ ବିଲ୍ ପାଶ୍ ହୋଇଛି । ବିଗତ ତିନି ଦିନ ମଧ୍ୟରେ ତିନୋଟି ବିଲ୍ ଆଗତ ହୋଇ ପାଶ୍ ହେବାକୁ ସମାଲୋଚନା କରିଛନ୍ତି ତୃଣମୂଳ ସାଂସଦ ଡେରେକ୍ ଓ ବ୍ରାଏନ୍ । ପିଜା ଡେଲିଭରୀ ହେବା ପରି […]
କର୍ଣ୍ଣାଟକରେ କ୍ଷମତା ପରିବର୍ତ୍ତନ ହେବା ପରେ ଜନତା ଦଳ ସେକୁଲାର (ଜେଡିଏସ୍) ବିଦ୍ରୋହୀ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଜେଡିଏସ୍ର ପ୍ରମୁଖ ଏଚ୍ଡି ଦେବେଗୌଡା ଦଳର ୩ ବିଦ୍ରୋହୀ ବିଧାୟକଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି । ରାଜ୍ୟରେ ଏଚ୍ଡି […]
ମୋଟର ଯାନ ସଂଶୋଧନ ବିଲ୍ ରାଜ୍ୟସଭାରେ ଆଗତ କରାଯାଇଛି । କେନ୍ଦ୍ର ପରିବହନ ଓ ସଡକ ମନ୍ତ୍ରୀ ନିତୀନ୍ ଗଡକରୀ ଏହି ବିଲ୍କୁ ରାଜ୍ୟସଭାରେ ଆଗତ କରିଛନ୍ତି । ଦେଶରେ ପ୍ରତି ବର୍ଷ ପାଖାପାଖି ଦେଢ ଲକ୍ଷ ଲୋକ ସଡକ ଦୁର୍ଘଟଣାରେ […]
ଲୋକସଭାରେ ପାରିତ ହେଲା ଏକକ ନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ବିଲ୍ । ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ସମାଧାନ ପାଇଁ ଏହି ଏକକ ଟ୍ରିବ୍ୟୁନାଲ୍ ବିଲ୍କୁ ପାରିତ କରାଯାଇଛି । ସବୁ ନଦୀ ଜଳ ବିବାଦ ସମାଧାନ ପାଇଁ ଗୋଟିଏ […]
ଚାରିଥର ଆଇପିଏଲ୍ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ଲେଗ୍ ସ୍ପିନର ମୟଙ୍କ ମର୍କଣ୍ଡେଙ୍କ ବଦଳରେ ଦିଲ୍ଲୀ କ୍ୟାପିଟାଲ୍ସର ସ୍ରିଫେନ୍ ରଦରଫୋର୍ଡଙ୍କୁ ଆଣିଛି । ଓ୍ବିଣ୍ଡିଜ୍ ଅଲ୍ରାଉଣ୍ଡର ରଦରଫୋର୍ଡ ଦଳକୁ ସଠିକ୍ ସନ୍ତୁଳନ ପ୍ରଦାନ କରିପାରିବେ ବୋଲି ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି । ମର୍କଣ୍ଡେ […]
ସିସିଡିର ଅନ୍ତରୀଣ ଚେୟାରମ୍ୟାନ୍ ଭାବର ଏସ୍ ଭି ରଙ୍ଗନାଥଙ୍କୁ ନିଯୁକ୍ତ କରାଯାଇଛି । କମ୍ପାନୀର ମୁଖ୍ୟ ତଥା ପ୍ରତିଷ୍ଠାତା ଭି ଜି ସିଦ୍ଧାର୍ଥଙ୍କ ଦେହାନ୍ତ ପରେ ଏହି ନିଷ୍ପତ୍ତି ନେଇଛି ସିସିଡି । ପୂର୍ବରୁ କମ୍ପାନୀର ସ୍ବାଧୀନ ନିର୍ଦ୍ଦେଶକ ରହିଥିବା ରଙ୍ଗନାଥଙ୍କୁ […]
ଦିଲ୍ଲୀରେ ଦୀର୍ଘ ସମୟ ଧରି ନେତୃତ୍ବ ସଂକଟ ଚାଲିଥିବାବେଳେ ଏଥିପାଇଁ କଂଗ୍ରେସ ଏକ ବଡ଼ ପଦକ୍ଷେପ ନେଇଛି । ଦଳ ନଭଜୋତ ସିଂଙ୍କୁ ଦିଲ୍ଲୀ ପ୍ରଦେଶ ସଙ୍ଗଠନର କମାଣ ଦେଇପାରେ ବୋଲି ସୂଚନା ରହିଛି । ସିଦ୍ଧୁଙ୍କୁ ଏପରି ଏକ ଦାୟିତ୍ବ […]
ତେଲେଙ୍ଗାନାରେ ପୋଲିସ୍ ଏବଂ ନକ୍ସଲଙ୍କ ମଧ୍ୟରେ ସଙ୍ଘର୍ଷ ଘଟିଛି । ଏହି ସଙ୍ଘର୍ଷରେ ଜଣେ ନକ୍ସଲ ପ୍ରାଣ ହରାଇଥିବା ବେଳେ ଦୁଇ ଜଣଙ୍କୁ ସୁରକ୍ଷା ବଳ ଗିରଫ କରିବାରେ ସକ୍ଷମ ହୋଇଛନ୍ତି । ଜୁଲାଇ 31 ତାରିଖ ବୁଧବାର ପୋଲିସ୍ ଏବଂ […]
ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ବିଜ୍ଞପ୍ତି ଉପରେ ହାଇକୋର୍ଟ ରହିତାଦେଶ ଲଗାଇଛନ୍ତି । ଉଚ୍ଚ ଶିକ୍ଷା ବିଭାଗର ୨୧/୦୬/୨୦୧୯ ନୋଟିସ୍ ଉପରେ କୋର୍ଟଙ୍କ ରହିତାଦେଶ ଲାଗିଛି । ଗତ ଜୁନ ୨୧ରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ବିଶ୍ୱବିଦ୍ୟାଳୟ ପାଇଁ ପ୍ରଫେସର, […]
ଗୋଟିଏ ପଟେ ରାଜ୍ୟ ସରକାର ମହିଳା ସୁରକ୍ଷା ପ୍ରସଙ୍ଗ କଥା କହୁଛନ୍ତି । ମାତ୍ର 441ଟି ସ୍କୁଲରେ ବାଳିକା ଶୌଚାଳୟ ନଥିବା ସୂଚନା ମିଳିଛି । ଆଜି ବିଧାନସଭା ପ୍ରଶ୍ନକାଳରେ ଗଣଶିକ୍ଷା ମନ୍ତ୍ରୀଙ୍କୁ ବିଦ୍ୟାଳୟରେ ଶୌଚାଳୟ ବାବଦରେ ପ୍ରଶ୍ନ କରାଯାଇଥିଲା । […]
ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କୁ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଜେରା କରାଯାଇଛି । ଜମ୍ମୁ କାଶ୍ମୀର କ୍ରିକେଟ ସଂଘରେ ହୋଇଥିବା ଦୁର୍ନୀତି ମାମଲାରେ ଇଡି ପକ୍ଷରୁ ଅବଦୁଲ୍ଲାଙ୍କୁ ଜେରା କରାଯାଇଛି । ଅର୍ଥ ହେରଫେର ମାମଲାରେ ଇଡି […]
କ୍ରିକେଟ୍ ଖେଳାଳି ପୃଥ୍ଵୀ ସ ଡୋପ୍ ଟେଷ୍ଟରେ ବିଫଳ ହୋଇଛନ୍ତି। କାର୍ଯ୍ୟାନୁଷ୍ଠାନ ସ୍ଵରୂପ ବିସିସିଆଇ ପକ୍ଷରୁ 8 ମାସ ପାଇଁ ତାଙ୍କୁ କ୍ରିକେଟରୁ ନିଲମ୍ବିତ କରିଛି । 8 ମାସର ଏହି ଅବଧି 2019 ମାର୍ଚ୍ଚରୁ ଆରମ୍ଭ ହୋଇଛି । ଓ୍ବେଷ୍ଟଇଣ୍ଡିଜ […]
ଅଗଷ୍ଟ ମାସରୁ ପ୍ରତି ପରିବାରକୁ ମିଳିବ ୨ ଲିଟର କିରୋସିନି । ପୂର୍ବରୁ ପ୍ରତି ପରିବାରକୁ ଅଢେଇ ଲିଟର କିରୋସିନି ମିଳୁଥିବାବେଳେ ଏବେ ପରିବାର ପିଛା ୨ ଲିଟର କିରୋସିନି ମିଳିବ ବୋଲି ବିଧାନସଭାରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ […]
ସିହଂଳୀ କବୟିତ୍ରୀ ଜିନ୍ ଅରସନାୟାଗମ୍ଙ୍କ ମଙ୍ଗଳବାର ସନ୍ଧ୍ୟାରେ ପରଲୋକ ହୋଇଛି । ଇଂରାଜୀରେ ଅନ୍ୟତମ ଶ୍ରେଷ୍ଠ ଲେଖକର ମାନ୍ୟତା ପାଇଥିବା ଜିନ୍ ଅରସନାୟାଗମ୍ଙ୍କ ମୃତ୍ୟୁ ବେଳକୁ ତାଙ୍କୁ 87 ବର୍ଷ ବୟସ ହୋଇଥିଲା । କାଣ୍ଡିରେ ଜିନ୍ ଅରସନାୟାଗମ୍ଙ୍କ ପରଲୋକ ହୋଇଛି […]
ବିଜେପି ବିଧାୟକ ବିଶ୍ବେଶ୍ବର ହେଗେଡ୍ କାଗେରୀ ହେଲେ କର୍ଣ୍ଣାଟକ ବିଧାନସଭାର ନୂତନ ବାଚସ୍ପତି । ବିଧାନସଭା ବାଚସ୍ପତି ପଦରୁ କେଆର ରମେଶ ଇସ୍ତଫା ଦେବା ପରେ ମଙ୍ଗଳବାର ଦିନ ବିଶ୍ବେଶ୍ବର ନାମାଙ୍କନ ପତ୍ର ଦାଖଲ କରିଥିଲେ । ବିନା ପ୍ରତିଦ୍ବନ୍ଦ୍ବୀରେ ବିଜୟୀ […]
ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ପୀଡିତାଙ୍କ ପରିବାର ସୁପ୍ରିମକୋର୍ଟଙ୍କୁ ଏକ ଚିଠି ଲେଖିଥିଲେ । ପୀଡିତାଙ୍କ ପରିବାରକୁ ବିଭିନ୍ନ ପ୍ରକାରର ଧମକ ଚମକ ଦିଆଯାଉଥିବା ନେଇ ଏହି ଚିଠିରେ ଉଲ୍ଲେଖ କରାଯାଇଥିଲା । ଜୁଲାଇ 12 ତାରିଖରେ ମୁଖ୍ୟ ବିଚାରପତିଙ୍କୁ ପୀଡିତାଙ୍କ ପରିବାର […]
କଂଗ୍ରେସ ବିଧାୟକ ତାରା ବାହିନୀପତି ବିଜେପି-ବିଜେଡ଼ିର ମିଳିତ ସରକାରର ଅଭିଯୋଗ କରିବା ପରେ ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ବିଜେଡ଼ି ଦଳର ସଚେତକ ପ୍ରମିଳା ମଲ୍ଲିକ । ନବୀନ ବାବୁ ଉଭୟ ବିଜେପି ଓ କଂଗ୍ରେସ ପ୍ରତି ସମଦୂରତା ରଖିଛନ୍ତି । […]