ତେଲୁଗୁ ସେନ୍ସେସନ୍ ବିଜୟ ଦେବରକୋଣ୍ଡା ବଲିଉଡ୍ରେ ପଦାର୍ପଣ କରିବାକୁ ଯାଉଛନ୍ତି । ଜୁଲାଇ 26 ତାରିଖରେ ରିଲିଜ୍ ହେବାକୁ ଯାଉଛି ବିଜୟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଡିଅର କମ୍ରେଡ୍ । ଫିଲ୍ମର ରିଲିଜ୍ ପୂର୍ବରୁ କରଣ ଜୋହରଙ୍କ ନିମନ୍ତେ ବିଜୟ ଏକ […]
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ରୀ ନିବାସରେ ଏକ ଅଭାବନୀୟ ଘଟଣା ଘଟିଛି । ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ମଧ୍ୟରେ ଥିବା ଛାତ୍ରୀ ନିବାସର ଛାତ ଭୁଷୁଡି ପଡିଛି । ଆଜି ବିଶ୍ୱବିଦ୍ୟାଳୟର ଛାତ୍ରୀ ନିବାସର 6ଟି କୋଠରୀର ଛାତ ଭୁଷୁଡି ପଡିଛି । ସାବେରୀ […]
ଆଜି ସ୍ବତନ୍ତ୍ର ଓଜେଇଇର ଫଳାଫଳ ପ୍ରକାଶ ପାଇଛି । ସମୁଦାୟ 14627 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ 14622 ଜଣ କୃତକାର୍ଯ୍ୟ ହୋଇ ରାଙ୍କ ହାସଲରେ ସଫଳ ହୋଇଛନ୍ତି । ବିଟେକ୍ରେ ରବୀନ୍ଦ୍ର ବେହେରା ଟପ୍ପର ହୋଇଛନ୍ତି । ଏମ୍ବିଏରେ […]
ଲୋକସଭାରେ ସମାଜବାଦୀ ପାର୍ଟି ସାଂସଦ ଆଜମ ଖାନ୍ ଏକ ବିବାଦୀୟ ବୟାନ ଦେଇଛନ୍ତି । ମହିଳା ସାଂସଦ ତଥା ଗୃହର ସଭାପତି ଭାବରେ କାର୍ଯ୍ୟ ଚଳାଉଥିବା ରମାଦେବୀଙ୍କ ଉଦ୍ଦେଶ୍ୟରେ କିଛି ଅପମାନ ଜନକ ଶବ୍ଦର ବ୍ୟବହାର କରିଥିଲେ ଆଜମ୍ । ବାଚସ୍ପତି […]
ବାରାକପୁର ବିଜେପି ସାଂସଦ ଅର୍ଜୁନ ସିଂହଙ୍କ ବାସଭବନ ଉପରେ ଦୁର୍ବୃତ୍ତମାନେ ବୋମା ମାଡ଼ କରିଛନ୍ତି । ଏହା ସହିତ ଘର ବାହାରେ ଗୁଳି ଚାଳନା କରିଛନ୍ତି । ଭାଟପାରା ନଗର ନିଗମର ମୁଖ୍ୟ ତଥା ଅର୍ଜୁନଙ୍କ ପୁତୁରା ସୌରଭ ସିଂହ ଏଥିପାଇଁ […]
ଲୋକସଭାରେ ଗୁରୁବାର ‘ତିନି ତଲାକ’ ବିଲ ଉପରେ ଆଲୋଚନା ହୋଇଛି । ବିରୋଧୀ ଦଳଙ୍କ ଜେଡିଏସ୍ ଏହି ବିଲ୍କୁ ନେଇ ନିଜର ବିରୋଧାଭାସ ଦର୍ଶାଇଛନ୍ତି । ଏଥିପାଇଁ ବିଜେପି ଗୃହରେ ସାଂସଦ ମାନଙ୍କ ଉପସ୍ଥିତି ସୁନିଶ୍ଚିତ କରିବାକୁ ହ୍ବିପ୍ ଜାରି କରିଥିବା […]
ଭାରତୀୟ କ୍ରିକେଟ ଦଳର ଜର୍ସିରେ ବାଇଜୁସ୍ର ଲୋଗୋ ନଜର ଆସିବ । ପୂର୍ବରୁ ଓପୋର ଲୋଗୋ ଭାରତୀୟ ଦଳର ଜର୍ସିରେ ରହିଥିବା ବେଳେ ଆସନ୍ତା ସେପ୍ଟେମ୍ବର 25 ତାରିଖରୁ ବାଇଜୁସ୍ର ଲୋଗୋ ନଜର ଆସିବ । 2017ରେ ଓପୋ ସହିତ ବିସିସିଆଇର […]
କମୁଛି ଭୂ-ତଳ ଜଳସ୍ତର। ଏନେଇ ଆଜି ବିଧାନସଭାରେ ସ୍ୱୀକାର କରିଛନ୍ତି ଖୋଦ୍ ଜଳସମ୍ପଦ ମନ୍ତ୍ରୀ। ଛତିଶଗଡ଼ର ବ୍ୟାରେଜ୍ ନିର୍ମାଣ ପରେ ଏବେ ମହାନଦୀ ଶୁଖିଲା ପଡ଼ିବା ସହ ଓଡ଼ିଶାକୁ ଏକ ପ୍ରକାର ଜଳ ସଙ୍କଟ ଦେଖା ଦେଲାଣି। ଛତିଶଗଡ଼ ଉପର ମୁଣ୍ଡରେ […]
ଗତକାଲି ପାଟକୁରା ନିର୍ବାଚନ ଫଳାଫଳ ଘୋଷଣା ହୋଇଛି । ଏହି ଆସନରୁ ପୂର୍ବତନ ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ ବିଜୟ ହୋଇଛନ୍ତି । ପାଟକୁରା ନିର୍ବାଚନ ଫଳାଫଳକୁ ନେଇ ଆଜି ଏନେଇ ନବୀନ ନିବାସରେ ଏନେଇ ମାନସମନ୍ଥନ […]
ଗୁରୁବାର ଶେୟାର ବଜାର ଖୋଲିବା ପରେ ନିବେଶକଙ୍କୁ ଭଲ ଫାଇଦା ମିଳିଛି । ଏହି ସମୟରେ ସେନସେକ୍ସ 300 ପଏଣ୍ଟ ଉପରକୁ ଉଠିଥିବା ବେଳେ ନିଫ୍ଟୀ 81 ପଏଣ୍ଟ ଉପରକୁ ଉଠିଥିଲା । 309.16 ପଏଣ୍ଟ ବୃଦ୍ଧି ସହିତ ସେନ୍ସେକ୍ସ 8156.81 […]
ପ୍ରଥମ ଭାରତୀୟ ମହିଳା ଭାବରେ ୟୁକେର ଗୃହ ସଚିବ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ପ୍ରୀତି ପଟେଲ । ନୂତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ଙ୍କ କ୍ୟାବିନେଟ୍ରେ ଗୃହସଚିବ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ପଟେଲ୍ । ଥେରେସା ମେଙ୍କ ବ୍ରକ୍ସିଟ୍କୁ ବିରୋଧ […]
ପଶ୍ଚିମବଙ୍ଗରେ ବୀରଭୂମ ଜିଲ୍ଲାର ଏକ ସରକାରୀ ହସ୍ପିଟାଲ୍ରେ ଏକ ଆଶ୍ଚର୍ଯ୍ୟ ଘଟଣା ସାମ୍ନାକୁ ଆସିଛି । ଏହି ହସ୍ପିଟାଲରୁ ଜଣେ ମହିଳାଙ୍କ ପେଟ ଭିତରୁ ପାଖାପାଖି ୧.୫ କିଲୋଗ୍ରାମର ଅଳଙ୍କାର ଏବଂ ୯୦ଟି କଏନ୍ ବାହାରିଛି। ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ଥିବା […]
ମହାରାଷ୍ଟ୍ରର ଶରଦ ପାଓ୍ବାରଙ୍କ ପାର୍ଟି ଏନ୍ସିପିକୁ ଝଟ୍କା ଲାଗିଛି । ମୁମ୍ବାଇ ଏନ୍ସିପିର ଅଧ୍ୟକ୍ଷ ସଚ୍ଚିନ ଆହିର ଗୁରୁବାର ଶିବସେନାରେ ଯୋଗ ଦେଇଛନ୍ତ। ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ ମୁମ୍ବାଇଠାରେ ସେ ଦଳରେ ଯୋଗ ଦେଇଛନ୍ତି। ତେବେ ଶିବସେନାରେ ଯୋଗ […]
ଆଫଗାନିସ୍ତାନରେ ଏକ ଆତ୍ମଘାତୀ ବିସ୍ଫୋରଣ ଘଟି 5 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 10 ଜଣ ଆହତ ହୋଇଛନ୍ତି । ଗୁରୁବାର ଖଣି ମନ୍ତ୍ରାଳୟର ଅଧିକାରୀଙ୍କୁ ନେଈ ଯାଉଥିବା ବସ୍ରେ ଆତ୍ମଘାତୀ ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ 5 ଜଣଙ୍କ […]
ପୁଣି ରାଜ୍ୟରେ ଚାଷୀ ଆତ୍ମହତ୍ୟା ଅଭିଯୋଗ ହୋଇଛି । ଚାଷୀ ଜଣକ ହେଉଛନ୍ତି ପୋଡାମୁଡ଼ା ଗାଁର ବୈଷ୍ଣବ ଭାଇ । ବୈଷ୍ଣବ ଋଣ କରି ଧାନ ଚାଷ କରିଥିଲେ । କିନ୍ତୁ ବର୍ଷା ଅଭାବରୁ ସେ ଫସଲ ଭଲ ହୋଇ ନ […]
ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ନଳିନୀ ଶ୍ରୀହରନ୍ ପାରୋଲ୍ରେ ମୁକ୍ତ ହୋଇଛନ୍ତି । ନିଜ ଝିଅର ବିବାହ ନିମନ୍ତେ ନଳିନୀଙ୍କୁ ଏହି ପାରୋଲ୍ ମିଳିଛି । ନିଜ ଝିଅ ହରିଥ୍ରାର ବିବାହ ନିମନ୍ତେ ଆଜି ଭେଲୋର ଜେଲ୍ରୁ […]
ପାରାଦ୍ୱୀପ ସହରରେ ଘୋର ଜଳ ସଙ୍କଟ ଦେଖାଦେଇଛି। ଆଜିଠାରୁ ଟାଉନସିପ ଅଂଚଳରେ ଦିନକୁ ମାତ୍ର ଥରେ ଜଳଯୋଗାଣ ହେବ ବୋଲି ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସାରା ରାଜ୍ୟରେ ମୌସୁମୀ ଦୁର୍ବଳ ରହିଛି। ଜୁଲାଇ ମାସରେ ଯେତିକ ପରିମାଣରେ ବର୍ଷା ହେବା […]
ଆଜି ଲୋକସଭାରେ ମୋଦି ସରକାର ଆଗତ କରିବେ ବହୁ ପ୍ରତୀକ୍ଷିତ ତିନି ତଲାକ୍ ବିଲ୍। ଏହି ବିଧେୟକ ଉପରେ ଆଜି ଗୃହରେ ଆଲୋଚନା ହେବା ପରେ ଏହା ପାରିତ ହେବାର ସମ୍ଭାବନା ରହିଛି। ଏଥିପାଇଁ ବୁଧବାର ବିଜେପି ସମସ୍ତ ସାଂସଦଙ୍କୁ ହ୍ପିପ୍ […]
ରାଜ୍ୟରେ ପୁଣି ସକ୍ରିୟ ହେବ ମୌସୁମୀ ବାୟୁ। ଆନ୍ଧ୍ର-ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ୨ରୁ ୩ଦିନ ବର୍ଷା ହେବ। ବିଶେଷକରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ […]
ଗତକାଲି କର୍ଣ୍ଣାଟକରେ କଂଗ୍ରେସ-ଜନତା ଦଳ ସେକୁଲାର (ଜେଡିଏସ୍)ର ମେଣ୍ଟ ସରକାର ଭାଙ୍ଗି ଯାଇଥିବାବେଳେ ବିଜେପି ମଧ୍ୟପ୍ରଦେଶରେ ମଧ୍ୟ ସେହିଭଳି କିଛି ସ୍ଥିତି ଉପୁଜାଇବା ନେଇ ଚର୍ଚ୍ଚା ସୃଷ୍ଟି ହୋଇଥିଲା। ଏହି ବିଷୟରେ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ବାନ କିଛି ଆଭାସ […]
ରାଜ୍ୟରେ ନାବାଳିକା ଅସଦାରଣ ପ୍ରସଙ୍ଗରେ ଗୃହରେ ମୁଲତବୀ ଆଲୋଚନା ହୋଇଛି। ଏହି ଆଲୋଚନା ସମୟରେ ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉତ୍ତର ରଖିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ୨୦୧୮ ତୁଳନାରେ ୨୦୧୯ରେ ଦୁଷ୍କର୍ମ ଅପରାଧରେ ୫.୯ ଭାଗ ହ୍ରାସ ଘଟିଛି। […]