୨୦୧୮ ପାଇଁ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି । ଏକାଡ଼େମୀର ଏହି ସର୍ବୋଚ୍ଚ ସମ୍ମାନଜନକ ପୁରସ୍କାରରେ ପୁରସ୍କୃତ ହେବେ ବିଶିଷ୍ଟ ତବଲା ବାଦକ ଜାକିର୍ ହୁସୈନ୍, ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ସୋନାଲ୍ ମାନସିଂହ, ସତ୍ରୀୟ ନୃତ୍ୟଗୁରୁ ଯତିନ୍ […]
ପୁରୀ ପଟ୍ଟନାୟିକିଆ ସାହିରେ ଘଟିଥିବା ଟ୍ରିପଲ୍ ମର୍ଡର ଘଟଣାରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାଚସ୍ପତିଙ୍କ ରୁଲିଂ ପରେ ଗୃହରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଗତ ୧୪ ତାରିଖରେ ପଟ୍ଟନାୟିକିଆରେ ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା ବୋଲି କହିଛନ୍ତି […]
ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ହେଲେ ଓଡ଼ିଶାର ବରିଷ୍ଠ ବିଜେପି ନେତା ବିଶ୍ବଭୂଷଣ ହରିଚନ୍ଦନ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି। ସେହିପରି ଅନୁସୂୟା ଉଇକ୍ଙ୍କୁ ଛତିଶଗଡ଼ର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି। ଅନୁସୂୟା ବିଜେପିର ରାଜ୍ୟସଭା ସାଂସଦ […]
ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମ୍ୟାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଖାତାର ମୂଲ୍ୟାୟନ ଆସନ୍ତା ୨୧ରୁ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହା ସହ ମୁକ୍ତ ବିଦ୍ୟାଳୟର ସପ୍ଲିମେଣ୍ଟାରୀ ଖାତାଦେଖା ହେବ ବୋଲି ବେର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି । […]
କର୍ଣ୍ଣାଟକ ରାଜନୈତିକ ସଂକଟ ତୁଟୁନଥିବାବେଳେ ଏହା ଏବେ ସୁପ୍ରିମ୍କୋର୍ଟଙ୍କ ବିଚରାଧୀନ। ପୂର୍ବରୁ କର୍ଣ୍ଣାଟକ ବିଦ୍ରୋହୀ ବିଧାୟକଙ୍କ ମାମଲାରେ ସୁପ୍ରିମ୍କୋର୍ଟ ଶୁଣାଣି କରି ଆଜି ଏହାର ପରବର୍ତ୍ତୀ ଶୁଣାଣି କରିବେ ବୋଲି କହିଥିଲେ। କିନ୍ତୁ କର୍ଣ୍ଣାଟକ ବିଦ୍ରୋହୀ ବିଧାୟକଙ୍କ ମାମଲାର ଶୁଣାଣି ଆସନ୍ତା […]
ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଆଜି ବିଧାନସଭାରେ ବଲାଙ୍ଗୀର ବାର ଆସୋସିଏସନ ଆଇନମନ୍ତ୍ରୀଙ୍କୁ ଭେଟିଛନ୍ତି । ଦୀର୍ଘଦିନରୁ ଓକିଲ ସଂଘ ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦାବି କରି ଆସୁଥିଲେ ମଧ୍ୟ ଆଜି ଯାଏଁ […]
ଲିଙ୍ଗ ପରିବର୍ତ୍ତନ ପାଇଁ ଇଚ୍ଛୁକ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ ବିହାର ସରକାର । ଲିଙ୍ଗ ପରିବର୍ତ୍ତନ ପାଇଁ ବିହାର ସରକାର ପ୍ରତ୍ୟେକ ବ୍ୟକ୍ତିଙ୍କୁ 1.5 ଲକ୍ଷ ଟଙ୍କାର ଆର୍ଥିକ ରାଶି ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି । […]
ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ୍ ହୋଇଛନ୍ତି ନୀରଜ ଶେଖର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରି ଆଶୀର୍ବାଦ ନେଇଛନ୍ତି । ଦିଲ୍ଲୀର ବିଜେପି କାର୍ଯ୍ୟାଳୟରେ ବିଜେପିରେ ଯୋଗଦେବା ଅବସରରେ ନୀରଜ କହିଛନ୍ତି ଯେ, ‘ଏ ଦେଶ କେବଳ ମୋଦିଜୀଙ୍କ […]
ସ୍ବତନ୍ତ୍ର ଦେବ ସିଂହ ଉତ୍ତରପ୍ରଦେଶ ବିଜେପିର ନୂଆ ପ୍ରଦେଶ ଅଧ୍ୟକ୍ଷ ହୋଇଛନ୍ତି । ପଛୁଆ ବର୍ଗର ଏହି ନେତା ଜଣକ ୟୁପିର ଯୋଗୀ ସରକାରଙ୍କ ପରିବହନ ରାଜ୍ୟ ମନ୍ତ୍ରୀ ରହିଛନ୍ତି । ଚଳିତ ଲୋକସଭା ନିର୍ବାଚନରେ ସ୍ବତନ୍ତ୍ର ଦେବ ସିଂହଙ୍କୁ ମଧ୍ୟପ୍ରଦେଶର […]
ବିଶ୍ବକପ୍ ସେମିଫାଇନାଲ୍ରୁ ବିଦାୟ ନେବା ପରେ ଭାରତୀୟ ଦଳର ମୁଖ୍ୟ କୋଚ୍ ଏବଂ ସହକାରୀ କୋଚ୍ ମାନେ ବିସିସିଆଇ ରାଡାରକୁ ଆସିଛନ୍ତି । ବିଶ୍ବକପ୍ ପରେ ସମସ୍ତଙ୍କ କାର୍ଯ୍ୟକାଳକୁ 45 ଦିନ ବୃଦ୍ଧି କରାଯାଇଥିଲେ ମଧ୍ୟ ବିସିସିଆଇ ପକ୍ଷରୁ ସମସ୍ତ ପଦବୀ […]
ନିଜର ଶେଷ ଫିଲ୍ମ ତୁମ୍ବାଡ ଜରିଆରେ ସମସ୍ତ ବର୍ଗର ଦର୍ଶକଙ୍କୁ ପ୍ରଭାବିତ କରିବାରେ ସକ୍ଷମ ହୋଇଥିବା ବେଳେ ପୁନର୍ବାର ଏକ ପ୍ରକଳ୍ପରେ ନଜର ଆସିବାକୁ ଯାଉଛନ୍ତି ସୋହମ ଶାହ । ଗୁଲାବୀ ଲେନ୍ସ ନାମକ ଏହି ଫିଲ୍ମରେ ସୋହମ ଶାହ ଅନୁଷ୍କା […]
ମୁମ୍ବାଇର ଡୋଙ୍ଗରି ଅଞ୍ଚଳରେ ଏକ ଚାରି ମହଲା କୋଠା ଭୁଶୁଡ଼ିବା ଘଟଣାରେ ଏପର୍ଯ୍ୟନ୍ତ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି। ଏବେ ବି ଭଗ୍ନାବଶେଷ ତଳେ ୨୮ରୁ ଅଧିକ ଲୋକ ଦବି ରହିଥିବାର ଆଶଙ୍କା କରାଯାଉଛି। ଏହି କୋଠା […]
ପୁଣି ଦାନ ମାଝୀ ଭଳି ଘଟଣା । ଦାନ ମାଝୀ ପରି ଆଉ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ଶବକୁ କାନ୍ଧରେ ବୁହାଇ ନେଇଛନ୍ତି । କଳାହାଣ୍ଡି କାଣିଗୁମା ମେଡିକାଲରୁ କାନ୍ଧରେ ଶବ ବୁହାହେବା ଚର୍ଚ୍ଚିତ ଘଟଣା ଉପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ […]
ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ଦୁର୍ନୀତି ଅଭିଯୋଗରେ ୮୩୬ ଜଣ ଅଧିକାରୀ ଧରାପଡ଼ିଛନ୍ତି । ଗତ ୨ ବର୍ଷ ମଧ୍ୟରେ ଏ ସମସ୍ତଙ୍କୁ ଚିହ୍ନଟ କରାଯାଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏ ନେଇ […]
ଉତ୍ତର ପ୍ରଦେଶ ପୋଲିସ୍ ପକ୍ଷରୁ ସଙ୍ଗଠିତ ହୋଇଥିବା ଏନକାଉଣ୍ଟରରେ ଦୁଇ ଗ୍ୟାଙ୍ଗଷ୍ଟାର ନିହତ ହୋଇଛନ୍ତି। ମଙ୍ଗଳବାର ହୋଇଥିବା ଏନ୍କାଉଣ୍ଟରରେ ରୋହିତ ଆଲିଆସ ସାନ୍ଦୁ ଏବଂ ରାକେଶ ନାମକ ଦୁଇ ଜଣ ଗ୍ୟାଙ୍ଗଷ୍ଟାର ନିହତ ହୋଇଛନ୍ତି। ରୋହିତଙ୍କ ନାମରେ ୧ ଲକ୍ଷ ଟଙ୍କାର ପୁରସ୍କାର […]
କଳିଙ୍ଗ ସାହିତ୍ୟ ସମାବେଶ ପକ୍ଷରୁ ସାହିତ୍ୟର ବିଭିନ୍ନ ବିଭାଗରେ କୃତିତ୍ବ ହାସଲ କରିଥିବା ସାହିତ୍ୟିକ ମାନଙ୍କୁ ପୁରସ୍କୃତ କରାଯିବା ନେଇ ଘୋଷଣା କରାଯାଇଛି। ସଙ୍ଗଠନର ବାର୍ଷିକ ଉତ୍ସବ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯିବା ନେଇ ନିର୍ଦ୍ଦେଶକ ରଶ୍ମି ରଞ୍ଜନ ପରିଡା […]
ଗ୍ଲୋବାଲ୍ ଓ୍ବାର୍ମିଂ ଏବଂ ପାଣିପାଗର ପରିବର୍ତ୍ତନ ପାଇଁ ଏବେ ଜଳ ସଂକଟ ଦେଖିବାକୁ ମିଳୁଛି । ଆଗାମୀ ଭବିଷ୍ୟତରେ ଜଳ ପାଇଁ ସଂଘର୍ଷ ହେବ ବୋଲି ଜଣାପଡୁଛି । ଆନ୍ଧ୍ରପ୍ରଦେଶରେ ଏପରି ଏକ ଘଟଣା ଘଟିଥିବାର ନଜରକୁ ଆସିଛି । ଏଠାରେ […]
ମୁମ୍ବାଇସ୍ଥିତ ଡୋଙ୍ଗରୀ ଅଞ୍ଚଳରେ ଏକ ୪ ମହଲା କୋଠା ଭୁଶୁଡିଛି । ଏହି ଘଟଣାରେ ପାଖାପାଖି ୪୦ରୁ ୫୦ ମାଟିତଳେ ଦବି ରହିଥିବାର ସୂଚନା ରହିଛି । ତେବେ ଏହି ଘଟଣା ପରେ ଏନ୍ଡିଆର୍ଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି […]
ଜୁଲାଇ ୧୬ ତାରିଖ ମଙ୍ଗଳବାରରେ ଦିଲ୍ଲୀର ଏକ କୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏବଂ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଜାମିନ ପ୍ରଦାନ କରିଛି। ଭାରତୀୟ ଜନତା ପାର୍ଟି ନେତା ବିଜେନ୍ଦର ଗୁପ୍ତାଙ୍କ ପକ୍ଷରୁ ଦାୟର କରାଯାଇଥିବା ଅପରାଧିକ ମାନହାନି ମାମଲାରେ […]
ଗୃହରେ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏହି ପରିପ୍ରେକ୍ଷୀରେ ଜଷ୍ଟିସ୍ ପାଲ୍ କମିଶନଙ୍କ ରିପୋର୍ଟ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ମିଶ୍ର । ଏହି ରିପୋର୍ଟ ଟି ୬ ମାସରେ […]
ପୁରୀ ଜିଲ୍ଲାର ପଟ୍ଟନାୟିକାରେ ଘଟିଥିବା ଟ୍ରିପଲ ମର୍ଡରରେ ପୋଲିସ୍ ପକ୍ଷରୁ ୬ ଜଣଙ୍କୁ ଗିରଫ କରିଛି। ୬ ଜଣଙ୍କ ମଧ୍ୟରେ ଘଟଣାର ମାଷ୍ଟର ମାଇଣ୍ଡ ରହିଥିବା ପୋଲିସ୍ ପକ୍ଷରୁ ପ୍ରକାଶ କରାଯାଇଛି। ଏହି ଘଟଣାକୁ ନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବି […]