ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଓ ଶାହରୁଖ ଖାନ୍ ପୁଣି ଥରେ ବଡ଼ପରଦାରେ ଦେଖିବାକୁ ମିଳିବେ । ମିଳିଥିବା ସୂଚନା ଅନୁସାରେ ଫାରହା ଖାନ୍ଙ୍କ ପ୍ରଯୋଜିତ ଓ ରୋହିତ୍ ଶେଟ୍ଟିଙ୍କ ନିର୍ଦ୍ଦେଶିତ ତଥା ରିମେକ୍ ଫିଲ୍ମ ‘ସତ୍ତେ ପେ ସତ୍ତା’ରେ ଦୁହେଁ […]
ସମୀକ୍ଷା ବ୍ୟୁରୋ ଭାରତୀୟ କ୍ରିକେଟର ବିରାଟ କୋହଲି ଆଜି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ବିରାଟ ତାଙ୍କର ଭାଇଙ୍କ ସହିତ ଗୁରୁଗାଁଓର ଏକ ବୁଥରେ ନିଜର ଭୋଟ ଦେଇଛନ୍ତି। ବିରାଟ ସକାଳୁ ସକାଳୁ ତାଙ୍କର ବଡ ଭାଇ ବିକାସ କୋହଲି ଭୋଟ […]
ଷଷ୍ଠ ପର୍ଯ୍ୟାୟ ମତଦାନରେ ଆଜି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କର ମତାଧିକାର ସାବସ୍ତ୍ୟ କରିଛନ୍ତି। ରାଷ୍ଟ୍ରପତି ଭବନରେ ହୋଇଥିବା ଏକ ବୁଥରେ ରାଷ୍ଟ୍ରପତି ଏବଂ ତାଙ୍କର ଧର୍ମପତ୍ନୀ ସବିତା କୋବିନ୍ଦ ନିଜର ଭୋଟ ପ୍ରଦାନ କରିଛନ୍ତି। ଆଜି ନୂଆଦିଲ୍ଲୀ ସମେତ […]
ଶିଖ୍ବିରୋଧୀ ଦଙ୍ଗା ଉପରେ କଂଗ୍ରେସ ନେତା ସାମ୍ପିଟ୍ରୋଡା ଦେଇଥିବା ବିବାଦୀୟ ମନ୍ତବ୍ୟ ପରେ ଏହି ପ୍ରସଙ୍ଗ ନେଇ ବିଜେପି କଂଗ୍ରେସକୁ ଘେରିଥିଲା । ଶେଷରେ ଏହି ପ୍ରସଙ୍ଗରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୁହଁ ଖୋଲିବା ସହ ସାମ୍ପିଟ୍ରୋଡାଙ୍କୁ କଡ଼ା ସମାଲୋଚନା […]
ପୂର୍ବତନ ବିଜେପି ନେତା ୟଶଓ୍ବନ୍ତ ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଏକ ବିସ୍ଫୋରକ ବୟାନ ଦେଇଛନ୍ତି । 2002ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମୋଦିଙ୍କୁ ବହିଷ୍କାର କରିବାକୁ ଚାହୁଁଥିଲେ ବୋଲି କହିଛନ୍ତି ସିହ୍ନା । 2002ରେ ଗୋଧ୍ରା […]
ଆମେରିକୀୟ ମାଗାଜିନ୍ ଟାଇମ୍ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ କଭର ଫଟୋ ସହ ଡିଭାଇଡର୍ ଇନ୍ ଚିଫ୍ ବୋଲି ଟିପ୍ପଣୀ କରିଥିଲା । ତେବେ ଏହା ଉପରେ ବିଜେପି କଡ଼ା ପ୍ରତିକ୍ରିୟା ରଖିଛି । ପାର୍ଟିର ପ୍ରବକ୍ତା ସମ୍ବିତ ପାତ୍ର […]
ଦେଶରେ ଆଉ ଦୁଇଟି ପର୍ଯ୍ୟାୟ ନିର୍ବାଚନ ହେବାକୁ ବାକି ରହିଛି । ଏବେବି ରାଜନୈତିକ ବୟାନବାଜି ଥମିବାର ନାଁ ଧରୁନାହିଁ । କଂଗ୍ରେସର ନେତା ନଭଜୋତ୍ ସିଂ ସିଦ୍ଧୁ ପୁଣିଥରେ ବିଜେପି ବିରୋଧରେ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଗତକାଲି […]
ଭାରତୀୟ ବାୟୁସେନାକୁ ମିଳିଲା ପ୍ରଥମ ଅପାଚେ ଆଟାକ୍ ହେଲିକ୍ୟାପ୍ଟର । ଆମେରିକାର ଏରିଜୋନାରେ ବାୟୁସେନାର ଏକ ଏୟାର୍ ମାର୍ଶଲ୍ ଏଏଏସ୍ ବୁଟୋଲାକୁ ଏହି ହେଲିକ୍ୟାପ୍ଟର ହସ୍ତାନ୍ତର କରାଯାଇଛି । ୨୦୧୫ ମସିହାରେ ଭାରତ ଆମେରିକା ସହ ଏହି ହେଲିକ୍ୟାପ୍ଟର ପାଇଁ ଚୁକ୍ତି […]
ସମୀକ୍ଷା ବ୍ୟୁରୋ ରାଫାଲେ ମାମଲାରେ କାହିଁକି ମାମଲା ରୁଜୁ କରା ଯାଇନାହିଁ ବୋଲି ସୁପ୍ରିମ୍କୋର୍ଟ ପ୍ରଶ୍ନ କରିଛନ୍ତି । ଗତବର୍ଷ ଅକ୍ଟୋବରରୁ ଅଭିଯୋଗ ଆସିଥିଲେ ମଧ୍ୟ ଏନେଇ ଏଫଆଇଆର କାହିଁକି ରୁଜୁ କରାଯାଇ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ତଦନ୍ତ ବ୍ୟୁରୋକୁ […]
ସମୀକ୍ଷା ବ୍ୟୁରୋ ନିର୍ବାଚନରେ ବିଜେପି ନେତା ଟଙ୍କା ବାଣ୍ଟୁଥିବାର ଅଭିଯୋଗ ଆଣି ଆକ୍ରମଣ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଜେଡ୍ ପ୍ଲସ୍ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବିଜେପି ନେତା ଅର୍ଥ ବାଣ୍ଟୁଛନ୍ତି ବୋଲି ଶୁକ୍ରବାର ଅଭିଯୋଗ କରିଛନ୍ତି ମମତା […]
ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଆସନ୍ତା ରବିବାର ଦିନ ହେବ। ସେଥିପାଇଁ ଶୁକ୍ରବାର ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୭ଟି ରାଜ୍ୟର ୫୯ଟି ସଂସଦୀୟ କ୍ଷେତ୍ର ପାଇଁ ଭୋଟଗ୍ରହଣ ହେବ। ଉତ୍ତରପ୍ରଦେଶର ୧୪ଟି ଆସନ, ହରିୟାଣାର ୧୦ଟି, […]
ପ୍ରଧାନମନ୍ତ୍ରୀ ପଦବୀ ନିମନ୍ତେ ମୁଁ ଇଚ୍ଛୁକ ନୁହେଁ କିମ୍ବା ଏହି ଦୌଡରେ ମୁଁ ନାହିଁ ବୋଲି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ। ନରେନ୍ଦ୍ର ମୋଦି ଆମର ନେତା ଏବଂ ତାଙ୍କ ନେତୃତ୍ବରେ ଏନ୍ଡିଏ ମେଣ୍ଟ ସରକାର ଗଠନ କରିବ ବୋଲି […]
ଦିଲ୍ଲୀରେ ମତଦାନ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀଓ୍ବାଲ ନିର୍ବାଚନୀ ସମର ଆରମ୍ଭ ହୋଇଯାଇଛି । ବୁଧବାର ଦିନ ଏକ ରାଲିକୁ ସମ୍ବୋଧନ କରି ପିଏମ୍ ମୋଦି କେଜ୍ରୀଓ୍ବାଲ ସରକାରଙ୍କୁ ଘେରିଥିଲେ । ମୋଦି […]
ବହୁ ଚର୍ଚ୍ଚିତ ଅଯୋଧ୍ୟା-ବାବ୍ରୀ ମସଜିଦ୍ ବିବାଦ ମାମଲାର ଶୁଣାଣୀ କରି ସୁପ୍ରିମ୍କୋର୍ଟ ମଧ୍ୟସ୍ଥି ପ୍ୟାନେଲ୍କୁ ଆଉ ତିନି ମାସର ସମୟ ଦେଇଛନ୍ତି । ଅଗଷ୍ଟ ୧୫ ତାରିଖ ସୁଦ୍ଧା ଏହି ମାମଲାର ‘ଚୂଡ଼ାନ୍ତ ଷ୍ଟାଟସ୍ ରିପୋର୍ଟ୍’ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ […]
ଅଭିନେତ୍ରୀ ବିଦ୍ୟା ବଲାନ୍ ଗଣିତ ବିଶାରଦ ଶକୁନ୍ତଳା ଦେବୀଙ୍କ ଚରିତ୍ରରେ ନଜର ଆସିବେ । ଶକୁନ୍ତଳା ଦେବୀ ଗଣିତର ହିସାବ କଳାରେ ପାରଙ୍ଗମ ଥିଲେ । ଏଥିପାଇଁ ସେ ‘ମାନବ କମ୍ପ୍ୟୁଟର’ ନାମରେ ଖ୍ୟାତ ଥିଲେ। ଏହି ଫିଲ୍ମର ନିର୍ଦ୍ଦେଶନା ଅନୁ […]
କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ନାଗରିକତ୍ବକୁ ନେଇ ଚାଲିଥିବା ବିବାଦରେ ପୂର୍ଣ୍ଣଛେଦ ପଡିଛି । ଏ ସମ୍ପର୍କିତ ଏକ ମାମଲାକୁ ଖାରଜ କରି ଦେଇଛନ୍ତି ସୁପ୍ରିମ୍କୋର୍ଟ । ଚଳିତ ଲୋକସଭା ନିର୍ବାଚନରେ ଆମେଥି ଏବଂ ଓ୍ବାୟାନାଡ୍ରୁ ପ୍ରତିଦ୍ବନ୍ଦିତା କରୁଥିବା ରାହୁଲଙ୍କ ବିରୋଧରେ […]
2017ରେ ମିସ୍ ଓ୍ବାର୍ଲ୍ଡ ଟାଇଟଲ୍ ବିଜୟିନୀ ମାନୁଷୀ ଚିଲ୍ଲର ଅକ୍ଷୟ କୁମାରଙ୍କ ବିପକ୍ଷରେ ନିଜର ବଲିଉଡ୍ ପଦାର୍ପଣ କରିବାକୁ ଯାଉଛନ୍ତି । ଏହି ଐତିହାସିକ ଡ୍ରାମା ପୃଥ୍ବୀରାଜ ଚୌହାନରୁ ନିଜର ବଲିଉଡ୍ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି ମାନୁଷୀ । ଅକ୍ଷୟ […]
ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ବୁଧବାର ସକାଳୁ କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧୀଙ୍କୁ ଭେଟିଛନ୍ତି । ପଶ୍ଚିମବଙ୍ଗରେ ଶାସକ ଦଳ ନିମନ୍ତେ ପ୍ରଚାର ନିମନ୍ତେ ଯିବା ପୂର୍ବରୁ ରାହୁଲଙ୍କ ସହିତ ଆଲୋଚନା କରିଥିଲେ ନାଇଡୁ । ନିର୍ବାଚନ ଶେଷ ହେବା ପୂର୍ବରୁ […]
ବାର୍ସେଲୋନା ବିପକ୍ଷରେ ଚମକପ୍ରଦ ବିଜୟ ସହିତ ଚାମ୍ପିୟନ୍ସ ଲିଗ୍ ଫାଇନାଲ୍ରେ ପ୍ରବେଶ କରିଛି ଲିଭରପୁଲ୍ । ସେମିଫାଇନାଲ୍ର ପ୍ରଥମ ଚରଣରେ 3-0ରେ ପରାଜୟ ବରଣ କରିଥିବା ବେଳେ ଦ୍ବିତୀୟ ଚରଣରେ 4-0 ବିଜୟ ହାସଲ କରି କ୍ରମାଗତ ଦ୍ବିତୀୟ ଥର ପାଇଁ […]
ସୁପ୍ରିମକୋର୍ଟ ମୁ୍ଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ସୁପ୍ରିମ୍କୋର୍ଟ ଗୃହ କମିଟି କ୍ଲିନ୍ଚିଟ୍ ପ୍ରଦାନ କରିବା ପରେ ଏହାକୁ ନେଇ ସୁପ୍ରିମ୍କୋର୍ଟଙ୍କ ସମ୍ମୁଖରେ ଆନ୍ଦୋଳନରେ ବସିଥିବା 55 ଜଣଙ୍କୁ ଅଟକ ରଖିଛି ଦିଲ୍ଲୀ ପୋଲିସ୍ । ମଙ୍ଗଳବାର କ୍ଲିନ୍ଚିଟ୍କୁ ବିରୋଧ କରି ଆନ୍ଦୋଳନରେ […]
ପାକିସ୍ତାନର ଏକ ଦର୍ଘା ସମ୍ମୁଖରେ ଘଟିଥିବା ଭୟାନକ ବିସ୍ଫୋରଣରେ 4 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟୁନ 20ରୁ ଅଧିକ ଆହତ ହୋଇଛନ୍ତି । ପାକିସ୍ତାନର ଲାହୋରରେ ଏକ ଦର୍ଘା ସାମ୍ନାରେ ଏହି ବିସ୍ଫୋରଣ ଘଟିଛି । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ […]