କଂଗ୍ରେସ ନେତା ଦିଗ୍ବିଜୟ ସିଂ ପୁନର୍ବାର ଏକ ବିବାଦୀୟ ବୟାନ ଦେଇଛନ୍ତି । ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସ୍ଏସ୍) ପାଇଁ ଭାରତ ମାତାର କୌଣସି ଗୁରୁତ୍ବ ନାହିଁ ବରଂ ସଂଘ ସେମାନଙ୍କ ପାଇଁ ରାଷ୍ଟ୍ର ଠାରୁ ବଡ ବୋଲି କହିଛନ୍ତି ଦିଗ୍ବିଜୟ […]
ସର୍ବୋଚ୍ଚ ନ୍ୟାୟାଳୟର ଜନୈକ ଓକିଲ ଉତ୍ସବ ସିଂ ବେଂଶଙ୍କ ମୁଖ୍ୟ ବିଚାରପତିଙ୍କ ଯୌନ ନିର୍ଯାତନା ମାମଲାରେ ନୋଟିସ୍ ପ୍ରଦାନ କରିଛନ୍ତି । ବିଚାରପତି ଅରୁଣ ମିଶ୍ରା, ରୋହିଣ୍ଟନ୍ ନରିମାନ୍ ଏବଂ ଦୀପକ ଗୁପ୍ତାଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତି […]
ଆଜି ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣରେ ଦିନ 11 ଟା ସୁଦ୍ଧି 18 ପ୍ରତିଶତ ଭୋଟ ହୋଇଥିବାର ମୁଖ୍ୟ ନିର୍ବାଚନ ଅଧିକାରଙ୍କ କାର୍ଯ୍ୟାଳୟରୁ ଜଣାପଡିଛି। ଏହି ସମୟ ମଧ୍ୟରେ ସମ୍ବଲପୁପରେ 20 ପ୍ରତିଶତ ଢେଙ୍କାନାଳରେ 22 ପ୍ରତିଶତ କଟକରେ 15 ପ୍ରତିଶତ […]
ବିଜେପିରେ ଯୋଗ ଦେଇଛନ୍ତି ବଲିଉଡ୍ ଅଭିନେତା ସନ୍ନି ଦେଓଲ । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ପୀୟୁଷ ଗୋୟଲଙ୍କ ଉପସ୍ଥିତିରେ ସନ୍ନି ବିଜେପିରେ ଯୋଗ ଦେଇଛନ୍ତି । ପୂର୍ବରୁ ସନ୍ନିଙ୍କ ପିତା ମାତା ଧର୍ମେନ୍ଦ୍ର ଏବଂ ହେମା ମାଳିନୀ […]
ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକସଭା ଓ ଏହା ଅନ୍ତର୍ଗତ୪୨ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି । ଏହି ନିର୍ବାଚନରେ ନେତାମାନେ ନିଜନିଜ ମତଦାନ […]
ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ଓଡ଼ିଶାର 6ଟି ଲୋକସଭା ଓ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି । ନିର୍ବାଚନ ଶାନ୍ତି ଶୃଙ୍ଖଳାର […]
ଭାରତୀୟ ଜାତୀୟ କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧୀ ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପୂର୍ବରୁ ଯୁବ ଭୋଟରଙ୍କୁ ମାତ୍ରାଧିକ ପରିମାଣରେ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି । ରାହୁଲ କହିଛନ୍ତି ଦେଶର ଭବିଷ୍ୟତ ଯୁବବର୍ଗଙ୍କ ହାତରେ, ତେଣୁ ସେମାନେ ସମସ୍ତ […]
ଆଜି ସକାଳ 7ଟାରୁ ଓଡ଼ିଶାରେ ୪୨ ବିଧାନସଭା ଓ ୬ଟି ଲୋକସଭା ଆସନ ପାଇଁ ମତଦାନ ଆରମ୍ଭ ହୋଇଛି। ଏଥର ୬ ଲୋକସଭା ଆସନରେ ୬୧ ଜଣ ପ୍ରାର୍ଥୀ ମୈଦାନରେ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେହିପରି 42ଟି ବିଧାନସଭା ଆସନରେ ୩୫୬ ଜଣ […]
ଆସନ୍ତା କାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ୍ଗ୍ରହଣ ଅନୁଷ୍ଠିତ ହେବ। ଓଡ଼ିଶାରେ ୪୨ ବିଧାନସଭା ଓ ୬ଟି ଲୋକସଭା ଆସନ ପାଇଁ ମତଦାନ ହେବ। ୬ ଲୋକସଭା ଆସନରେ ୬୧ ଜଣ ପ୍ରାର୍ଥୀ ମୈଦାନରେ ଥିବାବେଳେ ୪୨ଟି ବିଧାନସଭା ଆସନରେ ୩୫୬ […]
ପାଟକୁରାରେ ରାଜନୈତିକ ବାତାବରଣ ବେଶ୍ ଉଷ୍ମ ରହିଛି। ପାଟକୁରାରେ ବିଜେଡ଼ିର ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ପରଲୋକ ଯୋଗୁଁ ସେଇ ବିଧାନସଭା ଆସନରେ ନିର୍ବାଚନ ସ୍ଥଗିତ ରହିଛି। ଏହି ନିର୍ବାଚନ ମଣ୍ଡଳୀକୁ ନେଇ ସିଇଓ ସୂଚନା ଦେଇଛନ୍ତି। ତେବେ ଏଇ ବିଧାନସଭା ଆସନରେ […]
ପିପିଲି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ଗିରଫ କରାଯିବା ପରେ କୋର୍ଟଚାଲାଣ କରାଯାଇଛି। ସୋମବାର ଅପରାହ୍ନରେ କୋଟରେ ହାଜର ହେବା ସମୟରେ ମହାରଥୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା। ଏଥିପାଇଁ ପ୍ରଦୀପ ମହାରଥୀ ଅଚେତ ହୋଇଯାଇଥିଲେ। ରବିବାର ବିଳମ୍ବିତ ରାତିରେ ଫ୍ଲାଇଂ […]
ପୂର୍ବତନ ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି। ପରମାଣୁ ବୋମାକୁ ନେଇ ନିର୍ବାଚନୀ ରାଲି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ବିରୋଧରେ ଦେଇଥିବା ବୟାନ ଉପରେ ମେହବୁବା ମୁଫତି ପ୍ରତ୍ରିକ୍ରିୟା ରଖିଛନ୍ତି। ମେହେବୁବା ପାକିସ୍ତାନର […]
ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ନାସିମ ଜାଇଦି ଜେଟ୍ ଏୟାରଓ୍ବେଜ୍ର ନିର୍ଦ୍ଦେଶକ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ଅଣ ଲାଭଦାୟକ ପଦବୀରେ ରହିଥିବା ଜାଇଦି ଇସ୍ତଫାର କାରଣ ବ୍ୟକ୍ତିଗତ ସମୟର ଅଭାବ ବୋଲି ଦର୍ଶାଇଛନ୍ତି। ପୂର୍ବରୁ ଉଡାଣ ବିଭାଗର ସଚିବ ରହିଥିବା […]
ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ଅର୍ଥାତ୍ ଏପ୍ରିଲ୍ ୨୩ ତାରିଖରେ ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ପ୍ରଦେଶରେ ୧୧୬ଟି ଲୋକସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ଚରଣରେ ୨୦ଟି ରାଜ୍ୟର ୯୧ଟି ଆସନ, ଦ୍ବିତୀୟ ଚରଣରେ ୧୨ଟି ରାଜ୍ୟର […]
ଜେଏନ୍ୟୁର ନିଖୋଜ ଛାତ୍ର ନଜୀବ ଅହମ୍ମଦଙ୍କ ନିଖୋଜ ହେବା ପ୍ରସଙ୍ଗରେ ସିବିଆଇକୁ ଚୂଡାନ୍ତ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ କୋର୍ଟ। ନିଖୋଜ ଛାତ୍ରଙ୍କ ମା‘ ଫାତିମା ନଫିସ୍ଙ୍କ ଯାଚିକା ଉପରେ ବିଚାର କରି ଏହି ଆଦେଶ ଶୁଣାଇଛନ୍ତି କୋର୍ଟ। […]
ଫିଲିପାଇନ୍ସରେ ୬.୩ ତୀବ୍ରତାର ଭୂକମ୍ପ ଅନୁଷ୍ଠିତ ହୋଇଛି। ମଧ୍ୟ ଫିଲିପାଇନ୍ସରେ ସୋମବାର ଏହି ଭୂକମ୍ପ ଅନୁଷ୍ଠିତ ହୋଇଛି। ଆମେରିକୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ପ୍ରକାଶ ପାଇଛି। ରାଜଧାନୀ ମାନିଲାର ଉତ୍ତର ଭାଗରୁ ୬୦ କିମି ଦୂରରେ ଘନୀଭୂତ ହୋଇଥିବା […]
ଆସନ୍ତାକାଲି ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ। ନିର୍ବାଚନ ଅବ୍ୟବହିତ ପୂର୍ବରୁ ସାରା ରାଜ୍ୟରେ ଦେଖାଦେଇଛି ନିର୍ବାଚନୀ ହିଂସା। ଗତକାଲି ରାତିରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରର ଅନ୍ତିମ ଦିବସ ଥିବାବେଳେ ମଧ୍ୟ ଭୁବନେଶ୍ବରର ନିର୍ବାଚନୀ ହିଂସା ଦେଖାଯାଇଥିଲା। ଉଭୟ ବିଜେଡ଼ି […]
ଦୀର୍ଘଦିନ ପରେ ପରଦାରେ ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ୍ଙ୍କ ଯୋଡ଼ିଙ୍କୁ ଦେଖିବାକୁ ମିଳିବ। ରୋହିତ୍ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ରେ କ୍ୟାଟ୍ରିନାଙ୍କୁ ଅକ୍ଷୟଙ୍କ ବିପକ୍ଷରେ ନାୟିକା ଭାବେ ଦେଖିବାକୁ ମିଳିବ। ଅକ୍ଷୟ ଏହି ସୂଚନା ଦେଇଛନ୍ତି। ଏହି ଚଳଚ୍ଚିତ୍ରର […]
ଶ୍ରୀଲଙ୍କାରେ ଗତକାଲି ଇଷ୍ଟର ଅବସରରେ ଘଟିଥିବା ମର୍ମନ୍ତୁଦ ଆକ୍ରମଣ ଘଟଣାର ତଦନ୍ତ ପାଇଁ ଏକ ତିନି ଜଣିଆ କମିଟି ଗଠନର ଆଦେଶ ଦେଇଛନ୍ତି ରାଷ୍ଟ୍ରପତି ମୈତ୍ରିପାଳା ଶିରିସେନା। ଏହି କମିଟିରେ ରହିଥିବା ତିନି ଜଣ ସଦସ୍ୟ ହେଉଛନ୍ତି ପୂର୍ବତନ ସୁପ୍ରିମ୍କୋର୍ଟ ବିଚାରପତି […]
ବଲିଉଡ୍ ସୁଲତାନ ସଲମାନ୍ ଖାନ୍ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭାରତ’ର ଟ୍ରେଲର ଆଜି ରିଲିଜ୍ ହୋଇଛି। ୩.୧୧ସେକେଣ୍ଡର ଏହି ଟ୍ରେଲର୍ଟି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଡାଏଲଗରୁ ଆରମ୍ଭ ହୋଇଛି।। ଏହି ଟ୍ରେଲରରେ ବ୍ୟାକ୍ଗ୍ରାଉଣ୍ଡରେ ଭାଇଜାନ୍ଙ୍କ ଭଏସ୍ରେ ଫିଲ୍ମର ଷ୍ଟୋରୀ ବିଷୟରେ […]
୨୦୧୯ ବିଶ୍ବକପ୍ ପାଇଁ ଆଫଗାନିସ୍ତାନ ଏହାର ଦଳ ଘୋଷଣା କରିଛି। ଗୁଲବଦିନ୍ ନାଏବ ଦଳର ଅଧିନାୟକ ରହିଥିବା ବେଳେ ୩୧ ବର୍ଷୀୟ ଦ୍ରୁତ ବୋଲର ହମିଦ୍ ହସନ୍ ଦଳକୁ ୪ ବର୍ଷ ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନିକଟରେ ଅଧିନାୟକ ପଦରୁ ହଟା […]