ନିର୍ବାଚନ ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ହାତ ଛାଡ଼ି ପଦ୍ମ ସାଥୀ ହୋଇଛନ୍ତି। ଏହି କ୍ରମରେ ମହାରାଷ୍ଟ୍ରର ବରିଷ୍ଠ ନେତା ତଥା ରାଧାକୃଷ୍ଣ ବିଖେ ପାଟିଲ୍ଙ୍କ ପୁତ୍ର ସୁଜୟ ବିଖେ ପାଟିଲ୍ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ୍ ହୋଇଛନ୍ତି। ମୁମ୍ବାଇର ଏକ […]
ଦିଲ୍ଲୀରେ ଏବେ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା ପାଇଁ କସରତ ଚାଲିଛି। ପ୍ରାର୍ଥୀ ତାଲିକାକୁ ନେଇ ରହିଛି ଅନେକ କଳ୍ପନାଜଳ୍ପନା। ତେବେ ଚଳିତ ଥର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ଷିୟାନ କଂଗ୍ରେସ ନେତା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ […]
କରନ୍ଙ୍କ ଆଗାମୀ ଫିଲ୍ମ ‘କଲଙ୍କ୍’ର ଟିଜର୍ ରିଲିଜ୍ ହୋଇଛି। ଏହି ଫିଲ୍ମରେ ଆଲିଆ ଭଟ୍ଟ, ବରଣୁ ଧାଓ୍ବନ, ମାଧୁରୀ ଦୀକ୍ଷିତ, ଆଦିତ୍ୟ ରୟ କପୁର୍, ସଞ୍ଜୟ ଦତ୍ତ, ସୋନାକ୍ଷୀ ସିହ୍ନା ପ୍ରମୁଖ ଅଭିନୟ କରିଛନ୍ତି। ଏହି ଟିଜର୍ରେ ସବୁ କଳାକାରଙ୍କ ପରିଚୟ […]
ନିର୍ବାଚନ ତାରିଖ ଘୋଷଣା ସରିବା ପରେ ପ୍ରାର୍ଥୀ ଚୟନକୁ ନେଇ ରାଜେନୖତିକ ଦଳଗୁଡ଼ିକ ବେଶ୍ ସରଗରମ ରହିଛନ୍ତି। ରାଜନୈତିକ ଦଳ ଗୁଡିକର ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ବିଜୁ ଜନତା ଦଳରେ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ସର୍ବାଧିକ ରହିଛି। ଟିକେଟ […]
ମହେଶ ଭଟ୍ଟଙ୍କ କନ୍ୟା ଆଲିଆ ନିଜର ଦମଦାର୍ ଅଭିନୟ ଜରିଆରେ ବଲିଉଡ୍ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିଛନ୍ତି । ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର୍’ରୁ କ୍ୟାରିଅର୍ ଆରମ୍ଭ କରିଥିବା ଆଲିଆ ଭଟ୍ଟଙ୍କ ଅଭିନୟ ବେଶ ପରିପକ୍ଵ । ନିକଟରେ […]
ସାଗରିକା ନିର୍ବାଚନୀ ବିଗୁଲ ବାଜିବା ପରେ ଏବେ ସମସ୍ତ ଦଳମାନଙ୍କର ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ମୋଟ ୭ଟି ପର୍ଯାୟରେ ନିର୍ବାଚନ ହେବ। ଏପ୍ରିଲ ୧୧ ତାରିଖରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ମେ’ ମାସ ୧୯ ତାରିଖରେ ସପ୍ତମ […]
ଜୈଶ୍-ଏ-ମହମ୍ମଦ ମୁଖ୍ୟ ମସୁଦ୍ ଆଝାରକୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିବା ନେଇ ଜାତିସଂଘରେ ସଦ୍ୟ ପ୍ରସ୍ତାବ ଆଣିବାପାଇଁ ଆମେରିକା, ବ୍ରିଟେନ୍ ଏବଂ ଫ୍ରାନ୍ସ ପକ୍ଷରୁ ଉଦ୍ୟମ ଜାରି ରହିଥିବାବେଳେ ଚୀନ ପୁଣି ଥରେ ଦୋମୁହାଁ ନୀତି ଆପଣାଇଛି। ଆସନ୍ତା ୧୩ ତାରିଖରେ […]
ଏୟାର୍ ଷ୍ଟ୍ରାଇକ୍ କୁ ନେଇ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଥିବା ଟିଏମସି ପ୍ରମୁଖ ତଥା ପଶ୍ଚିମ ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ଚର୍ଚ୍ଚିତ ବୟାନ ଦେଇଛନ୍ତି। ଆଗାମୀ ମାସରେ ସରକାରଙ୍କ ଦ୍ବାରା ଆଉ ଏକ ସର୍ଜିକାଲ୍ ଷ୍ଟ୍ରାଇକ୍ ହୋଇପାରେ […]
ଏପ୍ରିଲ୍ ୧୧ତାରିଖରୁ ହେବ ସାଧାରଣ ନିର୍ବାଚନ। ମେ ମାସ ୧୯ତାରିଖ ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ଏବଂ ମେ ମାସ ୨୩ ତାରିଖରେ ଭୋଟ ଗଣତି ହେବ। ତେବେ ଏହି ନିର୍ବାଚନକୁ ସ୍ବଚ୍ଛ ତଥା ଅପରାଧୀ ମୁକ୍ତ କରିବା […]
ୱାର୍ଲ୍ଡ ୱାଇଡ ୱେବର ୩୦ ବର୍ଷ ପୁର୍ତି ଅବସରରେ ଗୁଗୁଲର ଡୁଡୁଲ ପ୍ରସ୍ତୁତ କରିଛି ବିଶେଷ ଡୁଡୁଲୁ । ଏହି ଡୁଡୁଲୁରେ ୱେବର ବିଶ୍ଵସ୍ତରର ସୂଚନା ପାଇଁ ଟେକନିକକୁ ପ୍ରତୀକାତ୍ମକ ରୂପେ ଦେଖାଯାଇଛି। ୱାର୍ଲ୍ଡ ୱାଇଡ ୱେବକୁ ସାଧାରଣରେ ୱେବ କୁହାଯାଏ। […]
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗଡ଼ ଗୁଜୁରାଟରେ କଂଗ୍ରେସ ନିର୍ବାଚନ ବିଗୁଲ୍ ବଜାଇବ। ଗୁଜରାଟ ଅହମ୍ମଦାବାଦରେ ନିର୍ବାଚନୀ ସଭାରେ ରାହୁଲ ଯୋଗଦେବେ। ଏଠାରେ ୫୮ ବର୍ଷ ପରେ କଂଗ୍ରେସ ସମିତି ବୈଠକ ଅନୁଷ୍ଠିତ ହେଉଛି। ୧୯୬୧ରେ ଶେଷ ଥର ପାଇଁ ଏଠାରେ […]
ଓଡ଼ିଶାର ବାଲେଶ୍ଵରରେ ସମନ୍ଵିତ କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟିରୁ ଆଜି ଆଧୁନିକ ଗାଇଡେଡ୍ ଦୂରଗାମୀ ରକେଟ୍ ପିନାକର ଦୁଇଟି ସଫଳ ପରୀକ୍ଷଣ କରାଯାଇଛି। ଏହା ସେନା ପାଇଁ ବହୁତ ବଡ଼ ସଫଳତା କୁହାଯାଉଛି। ଏଥର ପିନାକ ରକେଟର ଲକ୍ଷ୍ୟଭେଦ କ୍ଷମତା ୯୦ କିମି […]
ନିର୍ବାଚନ ଆଚରଣବିଧି ଲାଗୁ ସତ୍ତ୍ୱେ ବନ୍ଦ ହେବ ନାହିଁ କାଳିଆ ଯୋଜନା। ଏ ନେଇ ରାଜ୍ୟ ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା । ଏହା ଏକ ନିରନ୍ତର ଯୋଜନା। ୬୦ ଦିନ ଭିତରେ ଏତେ ଚାଷୀଙ୍କୁ ଟଙ୍କା […]
ଗୋପବନ୍ଧୁ ଦାସ ହେଲେ ମୁଖ୍ୟମନ୍ତ୍ରୀଙ୍କ ନୂଆ ରାଜନୈତିକ ସଚିବ। ପୂର୍ବରୁ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ସଚିବ ଥିଲେ । ଗୋପବନ୍ଧୁ ଆସନ୍ତା ଅକ୍ଟୋବର ୨୦୧୯ରେ ଚାକିରିରୁ ଅବସର ନେଇଥାଆନ୍ତେ। ତାପୂର୍ବରୁ ସେ ଗତ ଫେବୃଆରୀରେ ସ୍ବେଚ୍ଛାକୃତ ଅବସର ନେବା ପାଇଁ […]
୧୭ତମ ସାଧାରଣ ନିର୍ବାଚନରେ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି(ଏନସିପି)ର ସୁପ୍ରିମୋ ଶରଦ ପାୱାର ପ୍ରାର୍ଥୀ ହେବେ ନାହିଁ । ତାଙ୍କ ପରିବାରର ଦୁଇ ଜଣ ନିର୍ବାଚନ ଲଢୁଥିବାରୁ ସେ ଏଥର ନିର୍ବାଚନ ଲଢିବେ ନାହିଁ ବୋଲି ଏହି ବର୍ଷୀୟାନ ନେତା ନିଷ୍ପତ୍ତି ନେଇଛନ୍ତି […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ସୋମବାର ଦିନ ଭିଡ଼ିଓ କନ୍ଫେରନ୍ସିଂ ଜରିଆରେ ସଡକ ପରିବହନ, ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଚାରୋଟି ପରିଯୋଜନାକୁ ସଂଯୁକ୍ତ ରୂପେ ଉଦ୍ଘାଟନ କରିଛନ୍ତି। ଶ୍ରୀ ମୋଦି ଏହି ଅବସରରେ କହିଛନ୍ତି […]
କର୍ଲସ ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ରିଆଲିଟି ଶୋ’ ‘ଖତରୋଁ କେ ଖିଲାଡ଼ି’ ସିଜିନ୍ ୯ର ବିଜେତା ହୋଇଛନ୍ତି ପୁନୀତ୍ ପାଠକ । ସେ ଏହି ଶୋ’ର ବିଜେତା ହୋଇ ୨୦ ଲକ୍ଷଟଙ୍କା, କାର୍ ସହ ଟ୍ରଫି ଜିତିଛନ୍ତି । ଫାଇନାଲ୍ […]
ନିଜର ଅନନ୍ୟ ଅଭିନୟ ଦ୍ଵାରା ବଲିଉଡ୍ରେ ନିଜର ଏକ ସ୍ଵତନ୍ତ୍ର ସ୍ଥାନ କରିଥିବା ଅଭିନେତା ନୱାଜ୍ଉଦ୍ଦିନ୍ ସିଦ୍ଧିକି ଆଗାମୀ ଫିଲ୍ମ ‘ବୋଲେ ଚୁଡିଆ’ରେ ଅଭିନେତ୍ରୀ ମୌନୀ ରାୟଙ୍କ ସହ ନଜର ଆସିବେ । ଏହି ଫିଲ୍ମର ଲିଡ୍ ଆକ୍ଟ୍ରେସକୁ ନେଇ ବହୁ […]
୧୭ତମ ଲୋକସଭା ନିର୍ବାଚନ ସମେତ ଚାରିଟି ରାଜ୍ୟର ବିଧାନସଭା ନିମନ୍ତେ ଗତକାଲି ଅପରାହ୍ନରେ ଚୂଡ଼ାନ୍ତ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ସାତଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ଏହି ନିର୍ବାଚନ ପ୍ରକ୍ରିୟା ଆସନ୍ତା ମାର୍ଚ୍ଚ ୧୭ ତାରିଖରୁ ଆରମ୍ଭ […]
ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ଗତକାଲି ନିର୍ବାଚନ କମିସନ୍ ଏନେଇ ଘୋଷଣା କରିଛନ୍ତି। ତେବେ ନିର୍ବାଚନ କମିସନଙ୍କ ଏହି ନିଷତ୍ତିକୁ ବିରୋଧ କରିଛି ବିଜେଡ଼ି । ଓଡ଼ିଶାରେ କାହିକି ୪ଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି ବୋଲି ବିଜେଡ଼ି ମୁଖପାତ୍ର […]
ରମଜାନ ମାସରେ ନିର୍ବାଚନ ତାରିଖ ପଡିବା କାରଣରୁ ଏବେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏହାକୁ ନେଇ ଆରମ୍ଭ ହୋଇଗଲାଣି ରାଜନୈତିକ ବୟାନବାଜି । କିଛି ମୁସଲମାନ ନେତାମାନେ ଏବଂ ମୁସଲମାନ ଧର୍ମଗୁରୁମାନେ ରମଜାନ ମାସରେ ଭୋଟିଙ୍ଗ କରିବା […]