ଆଜିର ଖବର

ତେଲେଙ୍ଗାନା : ଦେଶରେ କରୋନା ସଂକଟର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ବେଶ୍‌ କଡା ପଦକ୍ଷେପ ନେଉଛନ୍ତି । କରୋନାର ମୁକାବିଲା କରିବା…

କରୋନା ଯୋଗୁଁ କେରଳରେ ଦ୍ବିତୀୟ ଜଣକ ମୃତ୍ୟୁ ହୋଇଛି । ତିରୁଅନନ୍ତପୁରମ୍‌ର ମେଡ଼ିକାଲ୍‌ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ଥିବା 68 ବର୍ଷୀୟ ବ୍ୟକ୍ତିଙ୍କର ଆଜି ମୃତ୍ୟୁ ଘଟିଛି…

ଚୀନ୍ ସହରରୁ ଆରମ୍ଭ ହୋଇଥିବା ମହମାରୀ କରୋନା ଯୋଗୁଁ ସ୍ପେନର ସ୍ଥିତି ଏବେ ବେଶ୍‌ ଜଟିଳ ହୋଇପଡିଛି। ଏହାପୂର୍ବରୁ ଆମେରିକା ଓ ଇଟାଲୀ ସ୍ଥିତି ମଧ୍ୟ ଚୀନ୍…

ତେଲେଙ୍ଗାନା: ତେଲେଙ୍ଗାନା ସରକାରଙ୍କ ମତରେ ଦିଲ୍ଲୀର ନିଜାମୁଦ୍ଦିନ୍‌ର ଜମାତ୍‌ କାର୍ଯ୍ୟକ୍ରମରେ ସାମିଲ୍‌ ହୋଇଥିବା ଛଅ ଜଣଙ୍କର ମୃତ୍ୟୁ ହୋଇଛି । ଏହି ମୃତକଙ୍କ ମଧ୍ୟରେ ଦୁଇ ଜଣଙ୍କର…

ଟୋକିଓ: କରୋନା ଭାଇରସ୍ ଆତଙ୍କ କାରଣରୁ ଅଲମ୍ପିକ୍ସକୁ ସ୍ଥଗିତ ରଖାଯାଇଥିବା ବେଳେ ଆଜି ଅଲମ୍ପିକ୍ସ ପାଇଁ ନୂତନ ତାରିଖ ଘୋଷଣା କରାଯାଇଛି। ୨୦୨୧ ମସିହାରେ ଅଲମ୍ପିକ୍ସ ଅନୁଷ୍ଠିତ…

ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର: ଦେଶର ସର୍ବବୃହତ ଶିଳ୍ପ ସଂସ୍ଥାନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ କରୋନା ମୁକାବିଲା ପାଇଁ ସହାୟତା ରାଶି ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ…

ରଞ୍ଜିତ ପଣ୍ଡା କୁଜଙ୍ଗ: ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଆଜି କୁଜଙ୍ଗବ୍ଳକର ବିଭିନ୍ନ ପଂଚାୟତର ୧୨୧୨ ଜଣ ଗରିବ, ଅସହାୟ ବ୍ୟକ୍ତି ମାନଙ୍କ ବିଭିନ୍ନ ପଂଚାୟତ ପକ୍ଷରୁ ରନ୍ଧାଖାଦ୍ୟ…

ରଞ୍ଜିତ ପଣ୍ଡା କୁଜଙ୍ଗ: ଆଜି କୁଜଙ୍ଗ ବ୍ଲକ୍ ପ୍ରଶାସନ ବ୍ଳକର ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ରାହାମା ହାଟ ବଜାରକୁ ରାହାମା ମିନି ଷ୍ଟାଡିୟମକୁ ସ୍ଥାନାନ୍ତର କରିଥିବା ସୂଚନା…

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଭଟାଙ୍ଗପଦର ଗ୍ରାମପଂଚାୟତ କାଣିକୁପା ଗାଁରେ ଏକ ଗଛ ଉପରେ ମାଓ ପୋଷ୍ଟର ଲାଗିଥିବା…

ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର : କରୋନା ଭାଇରସ୍ ସହ ମୁକାବିଲା କରିବା ପାଇଁ ସମଗ୍ର ଦେଶରେ ୨୧ ଦିନ ବ୍ୟାପୀ ଲକ୍‌ଡାଉନ୍ ଘୋଷଣା କରାଯାଇଛି । ଏପରି…

ନୂଆଦିଲ୍ଲୀ : କରୋନା ଭାଇରସ୍‌ ପ୍ରଭାବରେ ବିଶ୍ବର ଅର୍ଥନୀତି ତଳୁଆ ରହିଥିବା ବେଳେ ଅଶୋଧିତ ତୈଳ ମୂଲ୍ୟରେ ବ୍ୟାପକ ପରିବର୍ତନ ଦେଖିବାକୁ ମିଳିଛି । କରୋନା ଭାଇରସ୍…

ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର: ଜଟିଳ ଜୀବନ ରକ୍ଷାକାରି ପ୍ରକ୍ରିୟାରେ ସମ ଅଲଟିମେଟ ମେଡିକେଆର ହସ୍ପିଟାଲର ଡାକ୍ତର ସଫଳତାର ସହ ୪ ବର୍ଷ ଝିଅର ଶ୍ୱାସନଳୀ ରେ ଅଟକି…

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ମୁକାବିଲା ନେଇ ଜିଲ୍ଲାପାଳମାନଙ୍କ ସହ କଥା ହୋଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ୍‌। ଆଜି କେତେକ ଜିଲ୍ଲାର ଜିଲ୍ଲାପାଳମାନଙ୍କ କରୋନା ମୁକାବିଲା…

ସମୀକ୍ଷା ବ୍ୟୁରୋ କଟକ : କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସ୍ବାସ୍ଥ୍ୟ ସଚିବ, ଡିଏମ୍‌ଇଟି ଓ ଅନ୍ୟ ସରକାରୀଙ୍କ କର୍ମଚାରୀଙ୍କୁ…

ନୂଆଦିଲ୍ଳୀ ; ବରିଷ୍ଠ ଐତିହାସିକ ରାମଚନ୍ଦ୍ର ଗୁହା ପ୍ରଧାନମନ୍ତ୍ରୀ କେୟାର ଫଣ୍ଡର ସ୍ଥାପନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କେବଳ ଗୁହା ନୁହନ୍ତି ବରିଷ୍ଠ କଂଗ୍ରେସ ନେତା…

ପାକିସ୍ତାନ : ସାରା ବିଶ୍ବରେ ବେଶ ଭୟଙ୍କର ଭାବରେ ବ୍ୟାପୁଥିବା କରୋନା ଭାଇରସ୍‌ ପାକିସ୍ତାନରେ ବି ବେଶ୍‌ ଭୟଙ୍କର ଭାବରେ ବ୍ୟାପି ଚାଲିଛି । ଏହି ଭାଇରସ୍‌…

ଜମ୍ମୁକାଶ୍ମୀର : ଜମ୍ମୁକାଶ୍ମରର ବନ୍ଦିପୋରାର ଦୁଇ ଘରୁ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ଖବର ମିଳିଛି । ଏହି ଘରେ ରହିଥିବା ଲୋକଙ୍କୁ କ୍ବାରେଣ୍ଟାଇନ୍‌ ସେଣ୍ଟରକୁ…