ଆଜିର ଖବର

ଭୁବନେଶ୍ୱର: ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ପାଇଁ ଆଜିଠାରୁ ପୁଣିଥରେ ସ୍ଲଟ୍‌ ବୁକିଂ ‌ଆରମ୍ଭ ହୋଇଛି। ସକାଳ 7ଟାରୁ ସ୍ଲଟ୍‌ ବୁକିଂ ଆରମ୍ଭ ହୋଇଛି। ସେହିଭଳି ଲର୍ଣ୍ଣିଂ ଲାଇସେନ୍ସ…

ସୀତାରାମ ଅଗ୍ରଓ୍ବାଲ ବାଣପୁର : କଙ୍କଡାକୁ ଗୋଳି ପାଣି ସୁହାଇଲା ପରି ବାଣପୁରରେ ଚୋରା ମଦ ବେପାରୀଙ୍କୁ ସୁହାଉଛି ଲକ ଡାଉନ । ଲକ ଡାଉନ ସମୟରେ…

ମୁମ୍ବାଇ : ମହାରାଷ୍ଟ୍ରର ଏକ କୋଭିଡ ହସ୍ପିଟାଲରୁ ନିଖୋଜ ଜଣେ ବୟାଅଶୀ ବର୍ଷୀୟ ବୃଦ୍ଧାଙ୍କର ମୃତଦେହ ଶୌଚାଳୟରୁ ଉଦ୍ଧାର ହୋଇଛି । ମିଳିଥିବା ସୂଚନା ଅନୁସାରେ ବୃଦ୍ଧା…

ନୂଆଦିଲ୍ଲୀ : ଲଦାଖ ସୀମାରେ ଲାଗି ରହିଥିବା ସୀମା ବିବାଦକୁ ନେଇ ରାହୁଲ ଗାନ୍ଧୀଙ୍କ ଟ୍ବିଟକୁ ନେଇ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ସମାଲୋଚନା କରିଛନ୍ତି ।…

ଭୁବନେଶ୍ବର : ଆସନ୍ତା କାଲି ଠାରୁ ପୁନର୍ବାର ଆରମ୍ଭ ହେବାକୁ ଯାଉଛି ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ । କରୋନା କାରଣରୁ ବନ୍ଦ ରହିଥିବା ଡିଏଲ୍‌ ଟେଷ୍ଟ ପୁଣି…

ଭୁବନେଶ୍ବର : ରାଜ୍ୟରେ ରହିଥିବା 6ଟି ବିଶ୍ବ ବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ଅବଧି ବୃଦ୍ଧି କରାଯାଇଛି । କରୋନା ସ୍ଥିତି କାରଣରୁ ଆସନ୍ତା ତିନି ମାସ ପର୍ଯ୍ୟନ୍ତ…

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ୱରରେ ପୁଣି 6 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ମଧ୍ୟରେ ଆପୋଲୋ ହସ୍ପିଟାଲର…

କାବୁଲ : ଆଫଗାନିସ୍ତାନରେ ଏକ କୋଇଲା ଖଣିରେ ବିସ୍ଫୋରଣ ଘଟି 16 ଜଣଙ୍କ ପ୍ରାଣହାନି ଘଟିଛି । ବୁଧବାର ଦିନ ଆଫଗାନିସ୍ତାନର ସମାଙ୍ଗନ ଅଞ୍ଚଳରେ ରହିଥିବା ଏକ…

ନୂଆଦିଲ୍ଲୀ : ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜି୍ରୱାଲ ଏକ ପ୍ରେସ କନଫରେନ୍ସ କରିଛନ୍ତି । ଏହା ସହିତ ଦିଲ୍ଲୀରେ ବାହାର ରାଜ୍ୟର ଲୋକମାନଙ୍କୁ ଚିକିତ୍ସା କରାହେବ…

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇଜଣ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଦୁଇଯୁବକଙ୍କୁ ଉଦ୍ଧାର କରାଯାଇ ଏମ୍‌କେସିଜିରେ ଭର୍ତ୍ତି…

ମେଲବୋର୍ଣ୍ଣ : ଜଣ ପ୍ରଫେସନାଲ ମୋଟରକାର ରେସର ରିନି ଗ୍ରେସୀ ଶେଷରେ ଅଶ୍ଳୀଳ ସିନେମା ଇଣ୍ଡଷ୍ଟ୍ରୀରେ ପାଦ ଥାପିଛନ୍ତି । ତେବେ ମେଲବୋର୍ଣ୍ଣର ଏହି ରେସର୍‌ ଜଣକ…

ମୁମ୍ବାଇ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବଂ ବରୁଣ ଶର୍ମାଙ୍କ ମ୍ୟାନେଜର ରହିଥିବା ଦିଶା ଶୈଲାନ ଆତ୍ମହତ୍ୟା କରିଛନ୍ତି । ସୋମବାର ମଲାଡ ସ୍ଥିତ…

ତିନସୁକିଆ : ଆସାମରେ ରହିଥିବା ତେଲଖଣିରେ ଅଗ୍ନିକାଣ୍ଡ ଘଟି ଦୁଇ ଜଣଙ୍କର ପ୍ରାଣହାନି ଘଟିଛି । ଆସାମର ତିନିସୁକିଆ ଜିଲ୍ଲାରେ ଘଟିଥିବା ଅଗ୍ନିକାଣ୍ଡରେ 2 ଜଣ ଅଗ୍ନିଶମ…

ରମେଶ ମହାନ୍ତି ଜଗତସିଂହପୁର : ସକାଳୁ ରାଜ୍ୟରେ 110 ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତନ୍ମଧ୍ୟରେ ଜଗତସିଂହପୁରରୁ 33 ଜଣ ଆକ୍ରାନ୍ତ ରହିଛନ୍ତି ।…

ନୂଆଦିଲ୍ଲୀ : କରୋନା ଭାଇରସ୍‌ ପ୍ରଭାବରେ ଅର୍ଥନୀତି ସମ୍ପୂର୍ଣ୍ଣ ତଳକୁ ଖସିଥିବା ବେଳେ ସେନସେକ୍ସ ମଧ୍ୟ ତଳୁଆ ରହିଥିଲା । ମାତ୍ର ବୁଧବାର ନିବେଶକଙ୍କ ପାଇଁ ଖୁସି…