ଭୁବନେଶ୍ବର: ଧୀରେ ଧୀରେ ବାତ୍ୟା ଅସାନି ତାହାର ସତ୍ତା ହଜାଇବାକୁ ବସିଲାଣି। ଭୀଷଣ ବାତ୍ୟାରୁ ବର୍ତ୍ତମାନ ଆସି ତାହାର ପୂର୍ବ ଅବସ୍ଥାକୁ ଫେରି ଆସିଛି। ବାତ୍ୟାର ଅବଶିଷ୍ଠଂଶ ଗତ କାଲିର ଗଭୀର ଅବପାତ ଆଜି ଆହୁରି ଦୁର୍ବଳ ହୋଇ ଗୋଟିଏ ଅବପାତରେ […]
ଭୁବନେଶ୍ବର: ଦୁର୍ବଳ ହେଉଛି “ଅସାନି”, ସ୍ଥଳ ଭାଗ ସଂସ୍ପର୍ଶରେ ଆସିବା ପରେ ଏହାର ବଳ ଭାଙ୍ଗିବାରେ ଲାଗିଛି। ଆନ୍ଧ୍ର ଉପକୂଳର ଭୌଗଳିକ ସ୍ଥିତି ବାତ୍ୟା ସହ ପାରସ୍ପରିକ କ୍ରିୟା ପ୍ରଭାବରେ ଧୀରେ ଧୀରେ ମେଘ ଖଣ୍ଡ ଗୁଡିକ ବିଛୁରିତ ହେବା ସହ […]
ଭୁବନେଶ୍ବର: ଦୁର୍ବଳ ହେଲା ଭୀଷଣ ବାତ୍ୟା “ଅସାନି” । ଏ ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ତେବେ କୌଣସି ସତର୍କ ହଟାଯାଇ ନାହିଁ ବୋଲି ଜଣାପଡିଛି। କାରଣ ଏହା ବର୍ତ୍ତମାନ ସୁଦ୍ଧା ବାତ୍ୟା ଭାବେ ପରିଣତ ହୋଇଛି। ଏହାପରେ […]
ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନା, ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦ୍ଦେଶ ଓ ଜିଲ୍ଲା ପ୍ରଶାସନର ତାଗିଦ୍କୁ ଅଣଦେଖା କରି କିଛି ମତ୍ସ୍ୟଜୀବୀ ସମୁଦ୍ରକୁ ବୋଟ ସହ ମାଛ ଧରିବାକୁ ଯାଇ ନିଜ ଜୀବନକୁ ବିପନ୍ନ କରିବା ସହ ପ୍ରଶାସନକୁ […]
ବ୍ରହ୍ମପୁର: ଭୀଷଣ ବାତ୍ୟା ଅସାନିର ପ୍ରଭାବ ଗଂଜାମ ଜିଲ୍ଲାରେ ଦେଖିବାକୁ ମିଳିଛି। ସମୁଦ୍ରର ଅଶାନ୍ତ ଯୋଗୁଁ ଦୁଇଟି ଛାତି ଥରା ଦୃଶ୍ୟ ପଦାକୁ ଆସିଛି। ଗୋଟିଏ ପଟେ ପାତି ସୋନପୁର ନିକଟସ୍ଥ ଗହୀର ସମୁଦ୍ରରେ ଆନ୍ଧ୍ରପ୍ରଦେଶ ରୁ ଆସିଥିବା ମତ୍ସ୍ୟଜୀବୀଙ୍କ ଡଙ୍ଗା […]
ଭୁବନେଶ୍ବର: ଗୋପାଳପୁର ବନ୍ଦର ପାଇଁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି। ଏନେଇ ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ଅବଗତ କରାଯାଇଛି। କାରଣ ବାତ୍ୟା ଅସାନୀ ସମୁଦ୍ର ଭିତରେ ଗତି କରିବା ବେଳେ ଗୋପାଳପୁର ପାଖ ଦେଇ ଯିବ। ଏହାଫଳରେ […]
ଭୁବନେଶ୍ବର: ଧୀରେଧୀରେ ଉପକୂଳ ଆଡକୁ ଆସୁଛି ଭୀଷଣ ବାତ୍ୟା ଅସାନି। ପାଣିପାଗ ବିଭାଗ ଅନୁସାରେ ଆସାନି ବର୍ତ୍ତମାନ ଗୋପାଳପୁର ଉପକୂଳ ନିକଟବର୍ତ୍ତିରେ ରହିଛି। ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୫୧୦ କିମି ଦୂରରେ ରହିଛି। ସେହିପରି ପୁରୀ ଠାରୁ ଦକ୍ଷିଣ ପଶ୍ଚିମ […]
ଭୁବନେଶ୍ବର: ଗଭୀର ସମୁଦ୍ରରେ ଫସି ରହିଥିବା ମତ୍ସ୍ୟଜୀବୀଙ୍କୁ ହେଲିକାପ୍ଟରରେ ଉଦ୍ଧାର କରାଯାଇଛି। ଆଜି ସମୁଦ୍ର ଭିତରେ 11 ଜଣ ମତ୍ସ୍ୟଜୀବୀ ଫସି ରହିଥିବାର ଖବର ମିଳିଥିଲା। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ହେଲିକାପ୍ଟରକୁ ନିୟୋଜିତ କରାଯାଇଥିଲା। କାରଣ ସମୁଦ୍ର ଅଶାନ୍ତ […]
ଭୁବନେଶ୍ବର: ପୂର୍ବ ତଟ ରେଳପଥ ବାତ୍ୟା ଅସାନିର ପ୍ରଭାବ ଦ୍ୱାରା ବର୍ଷା ଜନିତ କ୍ଷୟକ୍ଷତିକୁ ଏଡ଼ାଇବା ପାଇଁ ଆହ୍ୱାନମୂଳକ ପଦକ୍ଷେପ ଗ୍ରହଣ କରିଛି । ଅତୀତର ଅଭିଜ୍ଞତାରୁ ପାଣିପାଗ ବିଭାଗର ପୂର୍ବାନୁମାନ ଏବଂ ୨୦୧୯ ରେ ଫନି, ୨୦୧୮ ରେ ତିତିଲି […]
ଭୁବନେଶ୍ବର: ଭୀଷଣ ବାତ୍ୟା ଅସାନି ପ୍ରଭାବ ଧିରଧିରେ ଆରମ୍ଭ ହୋଇଯାଇଛି। ପାଣିପାଗ ବିଭାଗ ଆସନ୍ତାକାଲି ଉପକୂଳ ଓଡିଶାରେ ବର୍ଷା ହେବ ବୋଲି କହିଥିଲା। ହେଲେ ଆଜିଠାରୁ ବର୍ତ୍ତମାନ ବର୍ଷାର ପ୍ରଭାବ ଅନୁଭୂତ ହେଲାଣି। ଆଜି ଭୁବନେଶ୍ବରରେ ମଧ୍ୟାହ୍ନ ବେଳକୁ ଆକାଶ ମେଘାଛନ୍ନ […]
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ ଜେନା ଗଞ୍ଜାମ, ପୁରୀ, ଜଗତସିଂହପୁର କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା, ଚିକିଟି, ଗଞ୍ଜାମ ଓ ଛତ୍ରପୁର ବ୍ଲକ, ପୁରୀ […]
ଭୁବନେଶ୍ବର: ବଙ୍ଗୋବ ସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ‘ଅସାନି ଧିରେଧିରେ ଆହୁରି ଘନିଭୂତ ହେବାରେ ଲାଗିଛି। ବର୍ତ୍ତମାନ ପୁରୀ ଠାରୁ ଉତ୍ତର-ଉତ୍ତର-ପୂର୍ବ ଦିଗରେ ୭୪୦କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ଏହି ଭୀଷଣ ବାତ୍ୟା। ବର୍ତମାନ ଏହାର ଗତି ଉତ୍ତର-ପଶ୍ଚିମ ଦିଗରେ […]
ଭୁବନେଶ୍ବର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅସାନି’ ସମୁଦ୍ର ଭିତରେ ଭୀଷଣ ରୂପ ଧାରଣ କରିଛି। ଆଜି ସକାଳେ ଏହା କେବଳ ବାତ୍ୟା ରୂପ ନେଇଥିଲେ। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି। ବର୍ତ୍ତମାନ […]
ଭୁବନେଶ୍ବର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅସାନି’ ଆନ୍ଧ୍ରପ୍ରଦେଶ-ଓଡିଶା ଉପକୂଳ ଛୁଇଁବ ନାହିଁ। ଏହା ଓଡିଶା ଉପକୂଳରୁ ୯୦ରୁ ୧୦୦ କିମି ଦୂରରେ ଅତିକ୍ରମ କରିବ। ଏହି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା। ଆଜି […]
ଭୁବନେଶ୍ବର: ସକ୍ରିୟ ହେଉଛି ଗଭୀର ଅବପାତ ଏବଂ ଶେଷରେ ବାତ୍ୟାର ରୂପ ନେଲା। ବର୍ତ୍ତମାନ ଏହା ପୁରୀ ଠାରୁ ଦକ୍ଷିଣ ଦକ୍ଷିଣ -ପୂର୍ବ ଦିଗରେ ୧୧୦୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଭୁବନେଶ୍ବର ପାଣିପାଗ ବିଭାଗ କହିଛି ଯେ, ଏହା ଘଣ୍ଟା […]
ଭୁବନେଶ୍ବର: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଅବପାତ ବର୍ତ୍ତମାନ ଗଭୀର-ଅବପାତ ରେ ପରିଣତ ହୋଇଛି। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ତେବେ ଆସନ୍ତା କାଲି ସକାଳ ସୁଦ୍ଧା ଏହି ଗଭୀର ଅବପାତ ବାତ୍ୟାରେ ପରିଣତ […]
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ ଜେନା, ମତ୍ସ୍ୟଜୀବୀ ମାନେ ୮ ତାରିଖ ଠାରୁ ମାଛ ଧରିବାକୁ ଗଭୀର ସମୁଦ୍ର ମଝିକୁ ନଯିବା ପାଇଁ ବାରଣ କରିବା ସହ, ଯେଉଁ ମତ୍ସ୍ୟଜୀବୀମାନେ ମାଛ ଧରିବାକୁ […]
ଭୁବନେଶ୍ବର: ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ସ୍ପଷ୍ଟ ଅବପାତରେ ପରିଣତ ହୋଇଛି। ତେବେ ଆଜି ଦିନ ସୁଦ୍ଧା ଏହା ଗୋଟିଏ ସ୍ଥାନରେ ଘନିଭୂତ ହେବାରେ ଲାଗିଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଏହା ବର୍ତ୍ତମାନ ନିକୋବର ଦୀପପୁଞ୍ଜଠାରୁ ୧୭୦ […]
ଭୁବନେଶ୍ବର: ସାମ୍ଭବ୍ୟ ବାତ୍ୟା ନେଇ ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ଏକ ବଡ ଖବର ଆସିଛି। ତାହା ହେଲା ୮ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ବାତ୍ୟା ରୂପ ନେବ। ୧୦ ତାରିଖ ସନ୍ଧ୍ୟା ପରେ ଏହା ଗତିପଥ ପରିବର୍ତନ କରିବ। […]
ଭୁବନେଶ୍ବର: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଆଜି ସକାଳ ସମୟରେ ୱେଲ୍ ମାର୍କ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ବର୍ତ୍ତମାନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସକ୍ରିୟ ରହିଛି। […]
ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଂଚଳରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ‘ଆସାନି’ ଫଳରେ ରାଜ୍ୟର ଉପକୂଳ ଅଂଚଳରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ଜଳସଂପଦ ବିଭାଗ ତରଫରୁ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ଣରେ […]