ଭୁବନେଶ୍ୱର: ଓଡ଼ିଶା ଯାତ୍ରା କଳାକାର କର୍ମଚାରୀ ସଂଘ ଆଜି ଆମରଣ ଅନଶନ ପାଇଁ ଚେତାବନୀ ଦେଇଛନ୍ତି। ସେମାନଙ୍କର ଦାବି ପୂରଣ ନହେଲେ ଲୋୟାର ପିଏମଜି ଠାରେ ଆମରଣ ଅନଶନରେ ବସିବେ ବୋଲି ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଆଜି ଗଣମାଧ୍ୟମର ପ୍ରତିନିଧିମାନଙ୍କ ମାଧ୍ୟମରେ ଯାତ୍ରା […]
ଭୁବନେଶ୍ୱର: ନିଜର ଅସାଧାରଣ ଦକ୍ଷତା ଓ ଦୃଢ ଇଚ୍ଛାଶକ୍ତି ପାଇଁ ସାରା ବିଶ୍ୱରେ ନାମ ଯୋଡ଼ିଛନ୍ତି ଜଣେ ଓଡ଼ିଆ ପୁଅ। ଓଡ଼ିଶାରେ ସାଇରାମ ଗାନ୍ଧୀ ନାମରେ ପରିଚିତ ମୋହନ ମହାପାତ୍ର ଖୁବ୍ କମ ବସୟରେ ଚର୍ଚ୍ଚାକୁ ଆସିଛନ୍ତି। ଜାତିର ପିତା ମହାତ୍ମା […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବିହାରର ବରିଆରପୁରଠାରେ ଅନୁଷ୍ଠିତ ସର୍ବଭାରତୀୟ ବହୁଭାଷୀ କ୍ଷୁଦ୍ର ନାଟକ ପ୍ରତିଯୋଗିତାରେ ଗଂଜାମ କଳାକାରମାନେ ବିଭିନ୍ନ ବିଭାଗରେ ୧୦ଟି ପୁରସ୍କାର ଜିତି ପ୍ରଶଂସାର ପାତ୍ର ହୋଇଛନ୍ତି। ପାତ୍ରପୁର ବ୍ଲକ୍ ଆଶିଷ ଅଂଶୁମାନ ସୌଖିନ କଳକାର ସଂଘ ତରଫରୁ […]
ଦିଲ୍ଲୀ: ହରିୟଣା ଗାୟିକା ଏବଂ ଅଭିନେତ୍ରୀ ସପନା ଚୌଧୁରୀଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଏତଲା ରୁଜ୍ଜୁ କରିଛି। ସପନାଙ୍କ ଉପରେ ଟଙ୍କା ହଡପ କରିବା ଅଭିଯୋଗରେ ଏହି ମାମଲା ରୁଜ୍ଜୁ ହୋଇଛି। ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ ଶାଖା ଏନେଇ ତଦନ୍ତ […]
ନୂଆଦିଲ୍ଲୀ: ୨୩ ବର୍ଷିୟା ମାନସା ବାରଣଶୀ ଭିଏଲସିସି ଫେମିନା ମିସ ଇଣ୍ଡିଆ ୨୦୨୦ର ବିଜେତା ହୋଇଛନ୍ତି। ଫେମିନା ମିସ ଇଣ୍ଡିଆର ଅଫିସିଆଲ ଇନଷ୍ଟଗ୍ରାମ ଆକାଉଣ୍ଟରେ ବିଏଲସିସି ଶ୍ରେଷ୍ଠ ୩ ଜଣଙ୍କ ନାମ ଘୋଷଣା କରିଛି। ୧୦ ଫେବୃୟାରୀରେ ଆୟୋଜିତ ହୋଇଥିବା ଫେମିନା […]
ନୂଆଦିଲ୍ଲୀ, ଗତ ଦୁଇ ମାସ ଧରି ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଅନ୍ତର୍ଜାତୀୟ ପପ ତାରକା ରିହାନା ଟ୍ୱିଟ କରିଛନ୍ତି। ଏହା ପରେ ବିରାଟ କୋହଲି, ଅକ୍ଷୟ କୁମାର, ସଚିନ ତେନ୍ଦୁଲକର, ଲତା ମଙ୍ଗେସକରଙ୍କ ପରି ଅନେକ ସେଲିବ୍ରିଟି […]
ଭୁବନେଶ୍ୱର: ସବୁ ସିନେମା କିମ୍ବା କାହାଣୀର ଏଣ୍ଡିଙ୍ଗ ବା ଶେଷ ଏକ ସୁଖଦ ମୁହୂର୍ତ୍ତକୁ ନେଇ ହୋଇଥାଏ। ହେଲେ ଏହାପରେ କ’ଣ ହୁଏ, ତାହା ସିନେପ୍ରେମୀ ଜାଣିପାରନ୍ତିନି। କାରଣ ସିନେମାର ହାପି ଏଣ୍ଡିଙ୍ଗ ପରେ ଆଉ କୌଣସି କାହାଣୀ ନଥାଏ। ହେଲେ […]
ଭୁବନେଶ୍ବର, ଓଡିଶା ଟିଭି କଳାକାର ସଙ୍ଘ (ଓଟା) ତରଫରୁ ଭୁବନେଶ୍ୱର ସ୍ଥିତ ପଦ୍ମିନୀ ହୋଟେଲରେ ଦିବଂଗତ ଅଭିନେତା ରବି ମିଶ୍ର ଙ୍କର ଶ୍ରଦ୍ଧାଞ୍ଜଳୀ ଉତ୍ସବ ସଙ୍ଘର ସଭାପତି ଶ୍ରୀ ଉତ୍ତମ ମହାନ୍ତି ଙ୍କର ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା । ଟିଭି […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଲିଆନା ଫାଉଣ୍ଡେସନ ତରଫରୁ ସ୍ଥାନୀୟ ଦଳୁଆ ସାହି ଠାରେ “ମୋ ବ୍ରହ୍ମପୁର ଶ୍ରେଷ୍ଠ ବ୍ରହ୍ମପୁର” କାର୍ଯ୍ୟକ୍ରମର ଲାଗୋ ଉନ୍ମୋଚିତ ସହିତ ଗୃହଲକ୍ଷ୍ମୀ ଫଟୋ ପ୍ରତିଯୋଗିତାରେ ବିଜୟ ଲାଭ କରିଥିବା ୧୦ ଜଣ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ […]
ନୂଆଦିଲ୍ଲୀ: ୨୦୨୦ ବର୍ଷ ପରି ନୂତନ ବର୍ଷରେ ମଧ୍ୟ ମନୋରଞ୍ଜନ ଜଗତରେ ଦୁଃଖଦ ଖବର ଦେଖିବାକୁ ମିଳୁଛି। ଆଉ ଜଣେ ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି। କନ୍ନଡ ଅଭିନେତ୍ରୀ ଏବଂ ବିଗ ବୋସ କନ୍ନଡର ପୂର୍ବ ପ୍ରତିଦ୍ଵନ୍ଦୀ ଜୟଶ୍ରୀ ରମେୟା ଆତ୍ମହତ୍ୟା କରିଛନ୍ତି। […]
ନୂଆଦିଲ୍ଲୀ, ଅଭିନେତ୍ରୀ ନମ୍ରତା ଶିରୋଦକର ଆଜି ତାଙ୍କର 49 ତମ ଜନ୍ମଦିନ ପାଳନ କରୁଛନ୍ତି । Happy Birthday Namrata Shirodkar . ସେ 1972 ମସିହା ଜାନୁୟାରୀ 22 ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ନମ୍ରତା ଜଣେ ମଡେଲ ଭାବରେ […]
ଭୁବନେଶ୍ବର, ଓଡିଆ ଚଳଚିତ୍ର ତଥା ଧାରାବାହିକର ବରିଷ୍ଠ ଅଭିନେତା ରବି ମିଶ୍ରଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 64 ବର୍ଷ ବୟସ ହୋଇଥିଲା। ସେ ହୃଦରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁରେ […]
ନୂଆଦିଲ୍ଲୀ, ସୈଫ ଅଲ୍ଲୀ ଖାନଙ୍କ ଅଭିନୀତ ୱେବ୍ ସିରିଜ୍ ‘ତାଣ୍ଡବ’ର ମୁକ୍ତିଲାଭକୁ ନେଇ ବିବାଦ ଦେଖା ଦେଇଛି। ୱେବ୍ ସିରିଜରେ ହିନ୍ଦୁ ଭାବନାକୁ ଖରାପ ଢଙ୍ଗରେ ଚିତ୍ରଣ କରାଯାଇଛି ବୋଲି ଅଭିଯୋଗ ହୋଇଛି। ଏଥିସହିତ ପ୍ରଧାନମନ୍ତ୍ରୀ ପରି ସମ୍ମାନଜନକ ପଦ ଗ୍ରହଣ […]
ଭୁବନେଶ୍ବର, ଆଜିଠାରୁ ଆରମ୍ଭ ହେଉଛି ରାଜାରାଣୀ ସଂଗୀତ ଉତ୍ସବ। ପ୍ରତିବର୍ଷ ଏହି ଉତ୍ସବ ଭୁବନେଶ୍ବରର ରାଜାରାଣୀ ମନ୍ଦିରରେ ଆୟୋଜିତ ହୋଇଥାଏ। ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ବାରା ଆୟୋଜିତ ଏହି ଉତ୍ସବ ତିନିଦିନ ଧରି ଚାଲିବ। ଚଳିତ ବର୍ଷ ଓଡିଶୀ ସଂଗୀତ ସହିତ […]
ନୂଆଦିଲ୍ଲୀ, ଭାରତ ରତ୍ନ ଏମଜିଆରଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଭାରତ ରତ୍ନ ଏମଜିଆର ବହୁ ଲୋକଙ୍କ ହୃଦୟରେ ରହିଛନ୍ତି। ଚଳଚିତ୍ର ଜଗତ ହେଉ କିମ୍ବା ରାଜନୀତି, ପ୍ରତି କ୍ଷେତ୍ରରେ […]
ଭୁବନେଶ୍ବର, ଓଡିଶାର ପ୍ରଖ୍ୟାତ କଣ୍ଠଶିଳ୍ପୀ ସୁସ୍ମିତା ଦାସ କଣ୍ଠରେ ଆସୁଛି ଏକ ଭିନ୍ନ ସ୍ବାଦର ସଂଗୀତ ‘ଶୀତ ଫେରିଲା’। ଓଡିଶା ସଂଗୀତ ଜଗତରେ ସବୁବେଳେ ଏକ ଭିନ୍ନ ସ୍ବାଦର ସଂଗୀତ ଦେଇ ଆସୁଥିବା ସୁସ୍ମିତା ଏଥିରେ ମଧ୍ୟ ରଖିଛନ୍ତି ଭିନ୍ନତା। ଏହି […]
ପାନାଜି, ଗୋଆରେ ଅନୁଷ୍ଠିତ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ସମାରୋହ ଆଇଏଫଏଫଆଇ ର ୫୧ତମ ସଂସ୍କରଣ ଆରମ୍ଭ ହୋଇଛି। ଏଥିରେ ହିନ୍ଦୀ ଓ ବଙ୍ଗଳା ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା, ନିର୍ମାତା, ନିର୍ଦ୍ଦେଶକ ତଥା ଗାୟକ ବିଶ୍ୱଜିତ୍ ଚାଟାର୍ଜୀଙ୍କୁ ବର୍ଷର ଶ୍ରେଷ୍ଠ ଭାରତୀୟ […]
ଭୁବନେଶ୍ବର, କରୋନା କଟକଣା ଭିତରେ ରିଲିଜ ହୋଇଯାଇଛି ମ୍ୟୁଜିକ ଭିଡ଼ିଓ ‘ସ୍ଲୋ ମୋଶନ ଚାଲି। ଏହା ହେଉଛି ଏକ କ୍ଲବ ଗୀତ। ନିଉ ଇଅର ଡାନ୍ସ ନମ୍ବର କୁହାଯାଉଥିବା ଏହି ପାର୍ଟି ସଙ୍ଗର ବିଶେଷତ୍ୱ ହେଉଛି ଏହା ସମ୍ପୂର୍ଣ୍ଣ ବଲିଉଡ ଶୈଳୀରେ […]
ନୂଆଦିଲ୍ଲୀ, ୨୦୨୦ରେ ପ୍ରସାର ଭାରତୀ ଅଧୀନରେ ଥିବା ଦୂରଦର୍ଶନ ଓ ଆକାଶବାଣୀର ଡିଜିଟାଲ ଚାନେଲଗୁଡିକ ଶତପ୍ରତିଶରୁ ଅଧିକ ଅଭିବୃଦ୍ଧି ହାସଲ କରିଛନ୍ତି । ଏଥିରେ ୧୦୦ କୋଟି ଡିଜିଟାଲ ଭିଉଜ ଏବଂ ୬୦୦ କୋଟି ଡିଜିଟାଲ ୱାଚ ମିନିଟ ରେକର୍ଡ କରାଯାଇଛି […]
କଟକ, ନୂଆବର୍ଷ ଆସିଲା। ଏହି 2021 ବର୍ଷ ଯେପରି ମଙ୍ଗଳମୟ ହେଉ ସେଥିପାଇଁ ସମସ୍ତେ ପ୍ରାର୍ଥନା ମଧ୍ୟ କରୁଛନ୍ତି। ଠିକ୍ ସେହିପରି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ 2021 ବର୍ଷଟି କିପରି ଭଲହେବ ସେଥିପାଇଁ ସେ ଭଗବାନଙ୍କ ନିକଟରେ ଗୁହାରୀ କରିଛନ୍ତି। […]
ମୁମ୍ବାଇ: ବିଶ୍ବ ମହାମାରୀ କରୋନାରେ ବହୁ ବଡ ବଡ ହସ୍ତୀମାନେ ସଂକ୍ରମିତ ହୋଇଛନ୍ତି । ବହୁ ନେତା ଓ ଅଭିନେତାମାନେ ମଧ୍ୟ ଏହି କରୋନାରେ ସଂକ୍ରମିତ ହୋଇ ସୁସ୍ଥ ହୋଇଛନ୍ତି । ବଲିଉଡ୍ର ଶେହେନ୍ଶାହା ଅମିତାଭ ବଚ୍ଚନ ମଧ୍ୟ କରୋନାରେ ସଂକ୍ରମିତ […]