କେଦାର ମିଶ୍ର ହଠାତ୍ ଓଡିଶାର ବିଜେପି ନେତାମାନଙ୍କୁ ଜଣେ ବିଚିତ୍ର ସମର୍ଥକ ମିଳିଯାଇଛନ୍ତି। ଇଚ୍ଛାକୃତ ହେଉ ବା ଅନିଚ୍ଛାକୃତ ଭାବରେ ଓଡିଶା ବିଜେପିର ନେତାମାନେ ଏଇ ଦୁଇ ତିନି ଦିନ ହେଲାଣି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ଭୂରି ଭୂରି ପ୍ରଶଂସା […]
କେଦାର ମିଶ୍ର ଯେଉଁ ଭାରତୀୟ ମାନେ ସ୍ବାଧୀନତା ଅନ୍ଦୋଳନ ଅଥବା ସ୍ବାଧୀନତା ପରେ ପରେ ଜନ୍ମ ହେଇଥିଲେ, ସେମାନେ ଭାରତୀୟ ରାଜନୀତିର ଅସ୍ଥିରତା ଓ ଦୋଦୁଲ୍ୟମାନ ସ୍ଥିତି ଦେଖିନଥିଲେ.। ସେମାନଂକ ଆଗରେ ଜଣେ ବିଶାଳକାୟ ନେତା ଥିଲେ, ଯାହାଂକର କୌଣସି ବିକଳ୍ପ […]
ପଞ୍ଚାନନ କାନୁନଗୋ ଭାରତରେ ବହୁଦିନ ଧରି ଗୋଟିଏ ଗଣତାନ୍ତ୍ରିକ ବିଡ଼ମ୍ବନା ଦୃଶ୍ୟମାନ ହେଲା । ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଅସ୍ଥିରତା ଦେଖାଦେଲା । ନିର୍ବାଚିତ ପ୍ରତିନିଧିମାନେ ବାରମ୍ବାର ଦଳ ବଦଳ କରି ଅସ୍ଥିରତା ସୃଷ୍ଟି କଲେ । ଫଳତଃ ଗୋଟିଏ ନବବାର୍ତ୍ତା […]
କେଦାର ମିଶ୍ର କଂଗ୍ରେସର ଜାହାଜ ବୁଡି ଯାଉଛି, କିନ୍ତୁ ଜାହାଜର କପ୍ତାନ କହୁଛନ୍ତି, ନା – ଆମର କିଛି ହୋଇନି। ମୂଷା ମାନେ ଡେଇଁ ସାରିଲେଣି। ଯିଏ ଯୁଆଡେ ଯିବା କଥା ଫେରାର ମାରିଲେଣି। କପ୍ତାନ ନିରଞ୍ଜନ ପଟ୍ଟନାୟକ କିନ୍ତୁ ନିଜ […]
ସୁଧାଶ୍ରୀ ଦାଶ କହିବା ଆଗରୁ ଦେଖିବା ଦରକାର। ଗତ ୧୧ ତାରିଖରେ ଓଡ଼ିଶା ସମାଜ, ୟୁଏଇ ପକ୍ଷରୁ ଦୁବାଇରେ ବାର୍ଷିକ ଖେଳ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ମୁଁ, ମୋ ପରିବାର ସହ ଏଥିରେ ଯୋଗ ଦେଇଥିଲି । ଅନ୍ୟ ଓଡ଼ିଆ […]
ସାଗରିକା ସମ୍ପ୍ରତି ରାଜନେତା ତଥା ପ୍ରମୁଖ ବ୍ୟକ୍ତି ବିଶେଷଙ୍କ ଜୀବନୀ ଉପରେ ଫିଲ୍ମ ନିର୍ମାଣର ର ଟ୍ରେଣ୍ଡ ଚାଲିଥିବାବେଳେ ଓଲିଉଡ୍ ମଧ୍ୟ ଏ ଦଉଡରେ ପଛରେ ପଡ଼ିନି । ନିକଟରେ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ରାଜନୈତିକ ଜୀବନୀକୁ ନେଇ ‘ଆକ୍ସିଡେଣ୍ଟାଲ୍ ପ୍ରାଇମ୍ […]
କେଦାର ମିଶ୍ର – ଶୁଣା ଯାଉଛି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଯୋଗାଯୋଗରେ ଅଛନ୍ତି। ଆସନ୍ତା ୩୧ ଜାନୁଆରୀ କେଜ୍ରିୱାଲଙ୍କ ଓଡିଶା ଗସ୍ତ ସମୟରେ ହୁଏତ କିଛି ଗୋଟେ ନୂଆ ଘଟିପାରେ! – […]
ବୌଦ୍ଧାୟନ ଆଚାର୍ୟ ବିକାଶ,ବିପ୍ଳବ,ବିବିଧତା । ଏସବୁକୁ ବୁଝିଥିବା ଓଡିଶା ଆଉ ପୁରୁଣା ଓଡିଶା ହୋଇ ରହିନାହିଁ । ଏହି ଓଡିଶାରେ ଏବେ ଭରପୁର ହୋଇ ରହିଛି ଅନେକ ସମ୍ଭାବନା । କୃଷକଟିଏ ଏଠି ସରକାରୀ ସହାୟତା ପାଇବା ସହ କରୁଛି ପରିଶ୍ରମ […]
ଅସିତ ମହାନ୍ତି ଏଇ ମକର ସଂକ୍ରାନ୍ତି, (୧୪ ଜାନୁଆାରୀ)ଦିନ “ରାଜଧାନୀ ପୁସ୍ତକମେଳା’ ଉଦ୍ଯାପିତ ହେଲା । ଏଥରର ଏ ମେଳା ଥିଲା ଦଶଦିନିଆ । ୫ ଜାନୁଆରୀ, ଯେଉଁଦିନ ଦିଲ୍ଲୀରେ ଏନ୍ବିଟି ବିଶ୍ୱ ପୁସ୍ତକମେଳା ଆରମ୍ଭ ହୋଇଥିଲା, ସେହିଦିନ ଭୁବନେଶ୍ୱରରେ ଏ […]
କେଦାର ମିଶ୍ର ୧୫ ଜାନୁଆରୀର ବଲାଙ୍ଗୀର ସଭାରେ ମୋଦୀ କେବଳ ଯେ ଭାରତୀୟ ଜନତା ପାର୍ଟିର ନେତା ଓ କର୍ମକର୍ତ୍ତାଙ୍କୁ ନିରାଶ କରିଛନ୍ତି ତା ନୁହେଁ, ସେ ବିଜେପି ବାହାରେ ଥିବା ନବୀନ ବିରୋଧୀ ଶିବିରକୁ ମଧ୍ୟ ଭୀଷଣ ହତାଶ କରିଛନ୍ତି। […]
ସମୀକ୍ଷା ବ୍ୟୁରୋ ଓଡିଆରେ ଗୋଟେ କଥା ଅଛି- ନ ଦେଖିଲା ଲୋକ ଦେଖ, କଇଁଛ କାଢିଛି ବେକ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲାଙ୍ଗୀରରେ ଆୟୋଜିତ ଏକ ସାଧାରଣ ସଭାରେ ଯାହା କହିଲେ, ସେଥିରେ ସେମିତି କିଛି ନୂଆ କଥା ନାହିଁ, […]
କେଦାର ମିଶ୍ର ଗତ ବର୍ଷ ମାର୍ଚ୍ଚ ଶେଷ ସପ୍ତାହରେ ଯେତେବେଳେ ଗଞ୍ଜାମ ଜିଲାର ପୂରା କଂଗ୍ରେସ ସଂଗଠନ ବିଜୁ ଜନତା ଦଳରେ ବିଲୀନ ହୋଇଗଲା, ସେତେବଳେ ଗୋଟେ କଥା ସ୍ପଷ୍ଟ ହୋଇଯାଇଥିଲା ଯେ କଂଗ୍ରେସ ଓଡିଶାରେ ନିଜର ଅନ୍ତିମ ବିପର୍ଯୟ ଆଡକୁ […]
ଅସୀତ ମହାନ୍ତି ଓଡ଼ିଆ ସାହିତ୍ୟର ଇତିହାସରେ ୨୦୧୮ ବର୍ଷ ଥିଲା ଏକ ବିରଳ ସଂଯୋଗର ବର୍ଷ । କାରଣ ସେବର୍ଷଟି ଆଧୁନିକ ଓଡ଼ିଆ ସାହିତ୍ୟର ଜନକ ବ୍ୟାସକବି ଫକୀରମୋହନଙ୍କ ଜନ୍ମର ୧୭୫ ବର୍ଷ ଓ ମୃତ୍ୟୁର ୧୦୦ ବର୍ଷ । ସେ […]
ସମୀକ୍ଷା ବ୍ୟୁରୋ “ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୋଧରେ ଭ୍ରଷ୍ଟାଚାରର କୌଣସି ପ୍ରମାଣ ନଥିଲା। ଏ ସଙ୍କ୍ରାନ୍ତରେ ପୂରା ଅନୁସନ୍ଧାନ ସିବିଆଇର ସ୍ଵତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ଅଭିଯୋଗ ଉପରେ ହିଁ ହୋଇଥିଲା। ଏ ବିଷୟରେ କେନ୍ଦ୍ରୀୟ ସତର୍କତା ଆୟୋଗ (CVC) […]
କେଦାର ମିଶ୍ର ଗତ ଚାରି ବର୍ଷ ହେଲା ନିୟମିତ ଭାବରେ ଜାନୁଆରୀ ଦ୍ଵିତୀୟ ଶନିବାର ଓ ରବିବାର ଦିନ ମୁଁ କୋଣାର୍କରେ ରହେ। କେବଳ ମୁଁ ନୁହେଁ, ଓଡିଶାର ତଥା ଦେଶର କିଛି ଜଣାଶୁଣା ଲେଖକ ଏହି ସମୟରେ କୋଣାର୍କକୁ ଆସନ୍ତି। […]
ପଞ୍ଚାନନ କାନୁନଗୋ ପ୍ରତିବର୍ଷ ଋତୁ ପରେ ଋତୁ ଆସେ । ଜଳବାୟୁର ପରିବର୍ତ୍ତନ ଲକ୍ଷ୍ୟ କରାଯାଏ । ଏହି ଋତୁମାନଙ୍କ ପ୍ରଭାବରେ କେବଳ ମଣିଷ ନୁହଁନ୍ତି, ପଶୁପକ୍ଷୀ ଓ ବୃକ୍ଷରାଶି ପ୍ରଭାବିତ ହୋଇଥାନ୍ତି । ବର୍ଷ ଭିତରେ ଅନ୍ୟଏକ ଋତୁ ବେଳେବେଳେ […]
କେଦାର ମିଶ୍ର ବୈଜୟନ୍ତ ପଣ୍ଡା, ରାଜନେତା ଭାବରେ ତାଙ୍କର ଭଲ ପ୍ରଭାବ ରହିଛି, ଏକଥା ଦିଲ୍ଲୀର ପ୍ରତ୍ୟେକ ପ୍ରଭାବଶାଳୀ ଲୋକ ଜାଣନ୍ତି। ନୂଆଦିଲ୍ଲୀର କ୍ଷମତା ଗଳିରେ ତାଙ୍କର ଅବାଧ ପ୍ରବେଶ ଅଛି। ଇଂରାଜୀ ଭାଷାର ଗଣମାଧ୍ୟମ ତାଙ୍କୁ ଜଣେ ଆଗଧାଡିର ନେତା […]
କେଦାର ମିଶ୍ର ଭାରତର ଗଣତାନ୍ତ୍ରିକ ପ୍ରକ୍ରିୟା ବିଷୟରେ ବହୁତ କଥା ଲେଖା ହୋଇଛି। ପୃଥିବୀର ସର୍ବ ବୃହତ ଗଣତନ୍ତ୍ରରେ ବହୁତ ଭଲ କଥା ଘଟେ, ତା ସହିତ ବହୁତ ଉଦ୍ଭଟ କଥା ମଧ୍ୟ ଘଟେ। ସରକାର ଗଢିବା ଅବା ଭାଙ୍ଗିବାରେ ବହୁ […]
କୁଶାଗ୍ର ରାଜନୀତି କେମିତି କରାଯିବ, ସେ ବିଷୟରେ ରାଜନୈତିକ ଦଳଗୁଡିକ ଓ ସେମାନଙ୍କ ନେତା-ନେତ୍ରୀମାନେ ଆମ ସାମ୍ବାଦିକଙ୍କ ବଚନ ମାନିବାକୁ ବାଧ୍ୟ ବୋଲି ଆମ ସାମ୍ବାଦିକଙ୍କର ଗୋଟେ ଅନ୍ଧବିଶ୍ଵାସ ତିଆରି ହୋଇଯାଇଛି। ଆଗରୁ କୂଟନୀତିରେ ବଡି ଲାଙ୍ଗୁଏଜ ବା ଅଙ୍ଗ ଲକ୍ଷଣର […]
ଜ୍ୟୋତି ନନ୍ଦ ପ୍ରଥମମରୁ କହିଦେବା ଉଚିତ ହେବ ଯେ ଏହି ଆଇଡିଆଟି ଆଦୌ ମୌଳିକ ନୁହଁ। ଆମର ଲୋକପ୍ରିୟ ତଥା ପୋଷାକପ୍ରିୟ ପ୍ରଧାନସେବକ ଙ୍କର ପ୍ରିୟତମ “ପକୁଡି ପ୍ରସ୍ତୁତି” ଭଳି ଉଚ୍ଚ ପ୍ରଯୁକ୍ତି ସଂପନ୍ନ କର୍ମନିଯୁକ୍ତିର ଉଚ୍ଚ ବିଚାର ସହ ନିମ୍ନସ୍ଥ […]
କେଦାର ମିଶ୍ର ଓଡିଶା ରାଜନୀତିରେ ଏବେ ଦୁଇଟି ମହାମେଣ୍ଟର କଥା ଉଠୁଛି। ପ୍ରଥମ କଥା ହେଉଛି, ଜାତୀୟ ସ୍ତରରେ ଯଦି ଏକ ବିଜେପି ବିରୋଧୀ ମହାମେଣ୍ଟ ଗଠନ ହୁଏ ସେଥିରେ ବିଜୁ ଜନତା ଦଳ ସାମିଲ ହେବ ନା ନାହିଁ ଏବଂ […]