ବିଶେଷ ଖବର

ସମୀକ୍ଷା ବ୍ୟୁରୋ ଗଞ୍ଜେଇ ବ୍ୟବହାରରେ ନ୍ୟୁୟର୍କ ସବୁଠାରୁ ଆଗରେ ରହିଛି। ଭାରତୀୟ ରାଜଧାନୀ ନୂଆଦିଲ୍ଲୀ ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଥିବା ବେଳେ ପାକିସ୍ତାନର କରାଚୀ ଦ୍ବିତୀୟ…

ସମୀକ୍ଷା ବ୍ୟୁରୋ ସୃଜନ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଓ.ଏମ୍.ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ପଞ୍ଚମ ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ପ୍ରଖ୍ୟାତ ସରୋଦ…

କେଦାର ମିଶ୍ର ନରେନ୍ଦ୍ର ମୋଦୀ ସରକାର ଯେତେବେଳେ ନିଜର ଦ୍ଵିତୀୟ ପାଳିରେ ଶହେ ଦିନ ପୂରଣ କରୁଛନ୍ତି, ସେତେବେଳେ ଦେଶର ଲକ୍ଷ ଲକ୍ଷ ଲୋକ ଚାକରି ହରାଉଛନ୍ତି।…

ସମୀକ୍ଷା ବ୍ୟୁରୋ ରେଳଧାରଣା ନିକଟବର୍ତ୍ତି ଅଞ୍ଚଳରେ ବସବାସ କରୁଥିବା କେତେକ ପିଲାମାନେ ଖେଳହେଉ କିମ୍ବା ମଜା ନେବାପାଇଁ ଚଳନ୍ତା ଟ୍ରେନ କୁ ପଥର ଫିଙ୍ଗିବା ଘଟଣା ନିକଟ…

ସମୀକ୍ଷା ବ୍ୟୁରୋ ଗତକାଲି ରାତିରେ ହୃଦ୍‌ଘାତରେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି ବର୍ଷୀୟାନ୍‌ ସାମ୍ବାଦିକ ଦିଲ୍ଲୀପ ଶତପଥୀ । ତାଙ୍କ ପରଲୋକରେ ଓଡ଼ିଶା ସାମ୍ବାଦିକତା ଜଗତରେ ବଡ଼ ଶୂନ୍ୟସ୍ଥାନ…

ସୃଜନ ଅନୁଷ୍ଠାନ ଦ୍ୱାରା ଆୟୋଜିତ  ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମରେ ରହିଥିଲା ପ୍ରଖ୍ୟାତ ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ ଗାୟିକା ଶ୍ରମୀତୀ…

ରଙ୍ଗାଚରଣ ପ୍ରଧାନ ଦେଶର ଅର୍ଥମନ୍ତ୍ରୀ ନିଜେ ସ୍ବୀକାର କରି ସାରିବା ପରେ କାହା ମନରେ ଏଥିନେଇ ଆଉ କୌଣସି ସନ୍ଦେହ ରହିବା ଉଚିତ୍ ନୂହେଁ ଯେ ଦେଶ…

କେଦାର ମିଶ୍ର  ଭାରତୀୟ ଆଇନ ଓ ସମ୍ବିଧାନ ବିଷୟରେ ଯେତେବେଳେ ବି ଚର୍ଚ୍ଚା ହେବ, ସେତେବେଳେ ରାମ ଜେଠମଲାନି(୧୪,ସେପ୍ଟେମ୍ବର, ୧୯୨୩-୮, ଅଗଷ୍ଟ, ୨୦୧୯, ଜନ୍ମସ୍ଥାନ କରାଚି) ଙ୍କ…

ସମୀକ୍ଷା ବ୍ୟୁରୋ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଦ୍ୱିତୀୟ ସଂଧ୍ୟାରେ ବଂଶୀ, ମାଣ୍ଡୋଲିନ ଓ ବେହେଲାର ସମିଶ୍ରଣ ସହିତ ସୁରଭି ଓ ଓଡ଼ିଶା ଡ୍ୟାନ୍ସ ଏକାଡ଼େମୀ଼…

ସମୀକ୍ଷା ବ୍ୟୁରୋ ଗତ ସପ୍ତାହେ ହେଲା ଲୋକଙ୍କ ଭିତରେ ଯେଉଁ ଅସନ୍ତୋଷ ଥିଲା ତାହା ଆଜି ଉଗ୍ର ରୂପ ଧାରଣ କରିଛି। ରାଜଧାନୀ ଭୁବନେଶ୍ବରର ହୃତକେନ୍ଦ୍ର ରାଜମହଲ…

ସମୀକ୍ଷା ବ୍ୟୁରୋ ରାଜ୍ୟରେ ଲାଗୁ ହୋଇଥିବା ନୂଆ ଟ୍ରାଫକି ନିୟମ ସାଧାରଣ ଲୋକଙ୍କ ଜୀବନଯାପନକୁ ଅଧିକ ପ୍ରଭାବିତ କରିଛି । କିନ୍ତୁ ଏଥିରୁ ମୁକୁଳି ଯାଉଛନ୍ତି ବଡ଼…

କେଦାର ମିଶ୍ର ନୂଆ ଭାରତର ଏକ ନିର୍ଦ୍ଦିଷ୍ଟ ବର୍ଗ ଆଜିକାଲି ନିଜର ଭାବ ପ୍ରବଣତାକୁ ପ୍ରକଟ କରିବା ପାଇଁ କୌଣସି ସୁଯୋଗକୁ ହାତ ଛଡା କରୁନାହାନ୍ତି। ସେମାନଙ୍କ…

ସମୀକ୍ଷା ବ୍ୟୁରୋ ଗତକାଲି ବିଳମ୍ବିତ ରାତ୍ରିରେ ଭାରତର ଚନ୍ଦ୍ରଯାନ ମିଶନ ବିଫଳ ହୋଇଛି। ଏହାକୁ ନେଇ ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ମୁଖ୍ୟାଳୟରୁ ନିଜର ବକ୍ତବ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ…

ସମୀକ୍ଷା ବ୍ୟୁରୋ ଭାରତର ବହୁ ପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-2 ସଫଳତାର ଗୋଟିଏ ପାଦ ଦୂରରୁ ଅଟକି ଯାଇଛି । ଚନ୍ଦ୍ର ପୃଷ୍ଠରେ ଅବତରଣର ମାତ୍ର 2.1…

କେଦାର ମିଶ୍ର ଯେତେବେଳେ ଦେଶର ଅନ୍ୟତମ ସର୍ବ ପୁରାତନ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଇସ୍ତଫା ଦେବାକୁ ବାଧ୍ୟ ହେଉଛନ୍ତି, ସେଠି ଆମେ ଇମର୍ଜେନ୍ସି ବା ଜରୁରୀକାଳୀନ…

ସମୀକ୍ଷା ବ୍ୟୁରୋ  ଓଡିଶୀ ନୃତ୍ୟର ପ୍ରବାଦ ପୁରୁଷ ଗୁରୁ କେଳୁଚରଣ ମହାପାତ୍ରଙ୍କ ସ୍ମୃତିକୁ ପାଥେୟ କରି ତାଙ୍କ ଦ୍ଵାରା ପ୍ରତିଷ୍ଠିତ  ସୃଜନ ଅନୁଷ୍ଠାନ ଗତ ୨୪ ବର୍ଷ…

କେଦାର ମିଶ୍ର  ନୂଆ ମୋଟର ଯାନ ଆଇନ ଆସିଲା ପରେ ଏହାକୁ ନେଇ ଭାରତର ଅନ୍ୟାନ୍ୟ ରାଜ୍ୟ ତୂଳନାରେ ଆମ ରାଜ୍ୟର ପରିବହନ ଅଧିକାରୀ ଓ ପୋଲିସ…

ସମୀକ୍ଷା ବ୍ୟୁରୋ ନିକଟରେ ଭାରତ ସରକାର ସଡକ ନିରାପତ୍ତା ତଥା ଦୁର୍ଘଟଣା ରୋକିବା ଦିଗରେ ନୂଆ ମୋଟର ଯାନ ଆଇନର ପ୍ରଚଳନ କରିଥିବାବେଳେ ଏବେ ପ୍ଲାଷ୍ଟିକ୍‌ ବ୍ୟବହାରକୁ ନେଇ…

କେଦାର ମିଶ୍ର ଯେତେବେଳେ ପୁରୀ ମନ୍ଦିରର ମେଘନାଦ ପାଚେରି ଠାରୁ ୭୫ ମିଟର ଭିତରେ ରହିଥିବା ମଠ ଓ ଘର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା ସେତେବେଳେ…

ସମୀକ୍ଷା ବ୍ୟୁରୋ ଉତ୍ତମ ବଧୂ ହେବାକୁ ଚାହୁଁଛନ୍ତି ? ତେବେ ନିଅନ୍ତୁ ପ୍ରଶିକ୍ଷଣ । ମାତ୍ର ମାସିକ ୫,୦୦୦ ଟଙ୍କାରେ ଫି ଦେଇ ଆପଣ ହୋଇପାରିବେ ଉତ୍ତମ…

ସମୀକ୍ଷା ବ୍ୟୁରୋ ହାଡିବନ୍ଧୁ କହଁର, କନ୍ଧମାଳରୁ ରାଜଧାନୀକୁ ଆସିଥିଲେ ଜୀବନ ଓ ଜୀବିକାର ତଲାସରେ। ଅଟୋ ରିକ୍ସା ଚଲାଇ ଜୀବିକା ନିର୍ବାହ କରୁଥିବା ହାଡିବନ୍ଧୁ ହୁଏତ ଜାଣିନଥିଲେ,…