ବିଶେଷ ଖବର

କେଦାର ମିଶ୍ର ନୂଆ ବର୍ଷ ସନ୍ଧ୍ୟାରେ ଖବର ସରବରାହ ସଂସ୍ଥା ଏଏନଆଇ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ସାକ୍ଷାତକାର ପ୍ରଚାର କରିବା ବୋଲି ସୂଚନା ଦେଲା,…

କେଦାର ମିଶ୍ର ମୃଣାଳ ସେନ(୧୪,ମଇ, ୧୯୨୩-୩୦,ଡିସେମ୍ବର,୨୦୧୮) ପରିଣତ ବୟସରେ ଚାଲିଗଲେ।୯୫ ବର୍ଷର ଗୋଟେ ଦୀର୍ଘ ଓ ପରିପୂର୍ଣ୍ଣ ଜୀବନ। ୧୯୬୯ ରୁ ୨୦୦୨, ୩୭ ବର୍ଷ ଧରି…

କେଦାର ମିଶ୍ର ଗୋଟେ ବର୍ଷ ସରୁଛି, ଆଉ ଗୋଟେ ବର୍ଷ କବାଟ ଠକ ଠକ କରୁଛି। ଭାରତୀୟ ଦର୍ଶନରେ ଏହାକୁ କୁହାଯାଏ ସନ୍ଧିକାଳ। ଏମିତି ଏକ ସନ୍ଧିକାଳରେ…

ସମୀକ୍ଷା ବ୍ୟୁରୋ ନୂଆ ବର୍ଷର ଅଭିନନ୍ଦନ। କିଏ କେଉଁ ପ୍ରକାରର ଅଭିନନ୍ଦନ ଜଣାଉଥିବା ବେଳେ ଜଣେ ବାଲୁକାଶିଳ୍ପୀ ବିଶ୍ବବାସୀଙ୍କୁ ତାଙ୍କର କଳା ଚାତୁରୀରେ ଅଭିନନ୍ଦନ ଜଣାଇଛନ୍ତି। ଅନ୍ତର୍ଜାତୀୟ…

ବୌଦ୍ଧାୟନ ଆଚାର୍ଯ୍ୟ ଚାଲିଯିବ ୨୦୧୮  । ଦେଇଯିବ କିଛି ଅଧୁରା ଟାସ୍କ  । ୨୦୧୯ ର ନିର୍ବାଚନ ବର୍ଷରେ ନେତାଙ୍କ ପାଇଁ କସରତର ସମୟ ପାଲଟିବ  ।…

ଅସିତ ମହାନ୍ତି ଗତକାଲି (ଶନିବାର) ରାତିରେ ଦିଲୀପ ପଟ୍ଟନାୟକଙ୍କର ବିୟୋଗ ଘଟିଲା। ମୁଁ ତାଙ୍କୁ ଯେତିକି ଜାଣିଛି, ମୋର ମନେହୁଏ, ସେ ଅଳ୍ପ ସଫଳତା ଓ ଅସମାପ୍ତ…

ସାଗରିକା ୨୦୧୮ ସରିବାକୁ ଯାଉଛି।  ଓଲିଉଡରେ ଏ ବର୍ଷ ମୋଟ୍‌ ୩୦ଟି ନୂଆ ଓଡ଼ିଆ ସିନେମା କୁ ଆସିଛି।  ଏ ବର୍ଷର ପ୍ରଥମ ସିନେମା ଭାବେ  ‘ଓନ୍‌ଲି…

ସାଗରିକା ୨୦୧୮ ଆମଠୁ ବିଦାୟ ନେବାକୁ ବସିଛି। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ବଲିଉଡ ପାଇଁ ଆଣିଛି ଅନେକ ବିବାଦ, ପୁଣି ଆଣିଛି ଯଥେଷ୍ଟ ସଫଳତା।  କେତେବେଳେ…

କୈଳାସ ଚନ୍ଦ୍ର ଦାଶ ଊନବିଂଶ ଶତକର ଶେଷଭାଗରେ ତଥା ବିଂଶ ଶତକର ଆଦ୍ୟପାଦରେ ପରିଚିତ ଥିଲେ ଚନ୍ଦ୍ରମୋହନ ମହାରଣା(୧୮୬୯-୧୯୨୯) । ୧୮୯୨ ମସିହାରେ ରଚିତ ଉତ୍କଳପୁତ୍ର ଫକୀରମୋହନଙ୍କ…

କେଦାର ମିଶ୍ର ଦ୍ଵାରଫିଟା ଓ ଦୈନିକ ମଙ୍ଗଳ ଆଳତି ପ୍ରତ୍ୟହ ଊଷାକାଳ ଅର୍ଥାତ ଭୋର ୫ ଘଟିକା ବା ତତ ପୂର୍ବରୁ ହେବାର ନିୟମ। କେବଳ ଦଶହରା…

ସମୀକ୍ଷା ବ୍ୟୁରୋ- ଦିନ ଗୋଟାଏ ପଇଁତିରିଶ ହେଲାଣି, ଅଥଚ ଶ୍ରୀଜଗନ୍ନାଥ ମନ୍ଦିରର ଦ୍ଵାରା ଫିଟା କିମ୍ବା ମଙ୍ଗଳ ଆଳତି ହୋଇନାହିଁ। ଏହାକୁ ନେଇ ଟେଲିଭିଜନ ପରଦାରେ ବହୁ…

ସମୀକ୍ଷା ବ୍ୟୁରୋ ଦୁଇଚକିଆ ଯାନ ଭିତରେ ରୟାଲ ଏନଫିଲ୍ଡର ବୁଲେଟ ସହିତ ସେତେବେଳର ଚେକୋସ୍ଲୋଭାକିଆର ପ୍ରସିଦ୍ଧ ମୋଟର ସାଇକେଲ ଜାଭା ଦୀର୍ଘ ସମୟ ଧରି ଭାରତୀୟ ରାସ୍ତାରେ…

କୈଳାସଚନ୍ଦ୍ର ଦାଶ ବୌଦ୍ଧ କୀର୍ତ୍ତଯୁକ୍ତ ଧଉଳୀ ଅଞ୍ଚଳ ଯେ ତୋଷାଳୀର ଅଂଗ ଥିଲା  ତାହାର ଏକ ଅଭ୍ରାନ୍ତ ପ୍ରମାଣ କୌଶଲ୍ୟାଗଙ୍ଗ ।କୌଶଲ୍ୟାଗଙ୍ଗକୁ ନେଇ ଏକ ଜନଶ୍ରୁତି ରହିଛି…

   କେଦାର ମିଶ୍ର ସମ୍ବାଦପତ୍ର ଓ ଗଣମାଧ୍ୟମ ଶିଳ୍ପର ଚରମ ପ୍ରଗତି ସମୟରେ ଏହାର ଇତିହାସ ଯଦି  ପଢାଯାଏ, ଆମକୁ ଚକିତ ହେବାକୁ ପଡିବ । ବିକାଶର…

କେଦାର ମିଶ୍ର “ବିଜୁ ବାବୁ ଠିକ କହିଥିଲେ। ମୋତେ ଆର୍ଥିକ ସ୍ଵାୟତ୍ତତା ଦିଅ । ମୁଁ ଓଡ଼ିଶାକୁ ଦକ୍ଷିଣ ଏସିଆର ଏକ ଆଗୁଆ ରାଜ୍ୟ କରି ଗଢି…

ସମୀକ୍ଷା ବ୍ୟୁରୋ ବିଜୁ ଜନତା ଦଳ ଗଠନର ଏକୋଇଶ ବର୍ଷ ବିତିଯାଇଛି। ଭାରତୀୟ ରାଜନୀତିରେ ବିଜେଡି ବୋଧହୁଏ ଏକମାତ୍ର ରାଜନୈତିକ ଦଳ ଯିଏ ନିଜର ପ୍ରତିଷ୍ଠା ସମୟରୁ…