ଶ୍ରୀନଗର : ଦେଶରେ କରୋନା ଭାଇରସ୍ର ପ୍ରଭାବ ଦିନକୁ ଦିନ ବଢି ଚାଲିଥିବା ବେଳେ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀଙ୍କ ଉପରକୁ ଆକ୍ରମଣ ମଧ୍ୟ ବଢିବାରେ ଲାଗିଛି । ଜମ୍ମୁ କାଶ୍ମୀରରେ ଏକ ସମାନ ଘଟଣା ସମ୍ମୁଖକୁ ଆସିଛି । ଜମ୍ମୁ […]
ନୂଆଦିଲ୍ଲୀ: ଦେଶରେ କରୋନା ସହ ମୁକାବିଲା କରିବା ପାଇଁ ଲାଗୁ କରାଯାଇଛି ଲକ୍ ଡାଉନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ 24 ତାରିଖରେ 21 ଦିନ ପାଇଁ ଦେଶରେ ଲକ୍ ଡାଉନ୍ର ଘୋଷଣା କରିଥିଲେ। ଆଜି ଲକ୍ ଡାଉନ୍ର 19ତମ ଦିବସ। […]
ମୁମ୍ବାଇ : ମୁମ୍ବାଇର ଧାରାବୀ ଅଞ୍ଚଳରେ କରୋନା ଜନିତ 15ଟି ନୂଆ ମାମଲା ସାମ୍ନାକୁ ଆସିଛି । ଧାରାବୀରେ ଏପର୍ଯ୍ୟନ୍ତ କରୋନା ଭାଇରସ୍ ଜନିତ 43ଟି ମାମଲା ସାମ୍ନାକୁ ଆସିଛି। ଏଥିରୁ 4 ଜଣଙ୍କର ମୃତ୍ୟୁ ହୋଇଛି । ମୁମ୍ବାଇର […]
ଛତିଶଗଡ: ସାରା ବିଶ୍ବରେ କରୋନା ମହାମାରୀ ରୂପ ନେଇସାରିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା 17 ଲକ୍ଷ ଟପିଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଲକ୍ଷେ ଟପିସାରିଛି। ଦେଶରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 8 ହଜାର ଟପି ସାରିଛି। ଦେଶରେ କରୋନା ଆକ୍ରାନ୍ତଙ୍କ […]
ନୂଆଦିଲ୍ଲୀ : ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 909ଟି ନୂତନ ମାମଲା ସାମ୍ନାକୁ ଆସିଛି । ଏଥିରେ 34ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ଆକ୍ରାନ୍ତଙ୍କ […]
ନୂଆଦିଲ୍ଲୀ : ଚୀନ ସହରରୁ ଆରମ୍ଭ ହୋଇଥିବା ଭୟାନକ କରୋନା ଏବେ ବିଶ୍ବ ମହାମାରୀରେ ପରିଣତ ହୋଇଛି । ବିଶ୍ବର 210ଟି ଦେଶରେ ନିଜର କାୟା ବିସ୍ତାର କରିଛି କୋଭିଡ୍-19 । ସାରା ବିଶ୍ବରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଲକ୍ଷେ […]
ନ୍ୟୁୟର୍କ : ଆମେରିକାରେ ମହାମାରୀ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ମୃତ୍ୟୁ ସଂଖ୍ୟାରେ ଇଟାଲୀକୁ ଟପିଛି ଆମେରିକା । ଆମେରିକାରେ ସର୍ବମୋଟ୍ ମୃତ୍ୟୁ ସଂଖ୍ୟା 20,577ରେ ପହଞ୍ଚିଛି । ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା 5ଲକ୍ଷ ଟପିଛି । […]
ମୁମ୍ବାଇ: ରାଜ୍ୟରେ କରୋନା ସଂକଟକୁ ଦେଖି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି ରାଜ୍ୟରେ ଏପ୍ରିଲ୍ 30 ପର୍ଯ୍ୟନ୍ତ ଲକ୍ଡାଉନ୍ ଅବଧି ବୃଦ୍ଧି ନେଇ ସୂଚନା ଦେଇଛନ୍ତି। ଉଦ୍ଧବ ଠାକ୍ରେ କହିଛନ୍ତି ଯେ, ରାଜ୍ୟରେ ଅତି କମ୍ରେ ଏପ୍ରିଲ୍ 30 ପର୍ଯ୍ୟନ୍ତ […]
ନୂଆଦିଲ୍ଲୀ : କରୋନା ଅପଡେଟ୍ ନେଇ ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ବାଲଙ୍କ ସୂଚନା । ଗତକାଲି ଗୋଟିଏ ଦିନରେ କରୋନାରେ 40 ଜଣଙ୍କ ମୃତ୍ୟୁଘଟିଛି । ଏଯାବତ୍ ଦେଶରେ ମୋଟ 7447 କରୋନା ଆକ୍ରାନ୍ତ ଚିହ୍ନଟ । ଗତକାଲି ଗୋଟିଏ ଦିନରେ […]
ବିହାର : କରୋନା ଭାଇରସ୍ ପାଇଁ ସାରା ଦେଶରେ ଲକ୍ଡାଉନ୍ ଜାରି ହୋଇଛି । ଏହି ଲକ୍ ଡାଉନ୍ ଜନତାଙ୍କ ଜୀବନ ବଞ୍ଚାଇବାକୁ ଏହି ପଦକ୍ଷେପ ନିଆଯାଇଥିବାବେଳେ ଏଥିପାଇଁ ମଧ୍ୟ ଜୀବନ ଚାଲିଯାଉଛି । ଏହି ପରି ଏକ ହୃଦୟ ବିଦାରକ […]
ପଞ୍ଜାବ : ସାରା ଦେଶରେ କରୋନା କାୟା ମେଲିଯାଉଛି। ଭାରତରେ ମଧ୍ୟ କରୋନା ପ୍ରକୋପ ବ୍ୟାପକ ହେବାରେ ଲାଗିଛି । ପଞ୍ଜାବରେ କରୋନାକୁ ନେଇ ବହୁ ପଦକ୍ଷେପ ନିଆଯାଇଥିବାବେଳେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମୋହାଲିରେ ଜବାହରପୁରଠାରେ ସର୍ବାଧିକ […]
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିଛନ୍ତି । ଏହି ବୈଠକରେ କରୋନା ଜନିତ ଦେଶରେ ଜାରି ହୋଇଥିବା ଲକ୍ ଡାଉନ୍କୁ ନେଇ ଆଲୋଚନା କରାଯାଇଥିଲା । କରୋନା ସହ ମୁକାବିଲା […]
ନୂଆଦିଲ୍ଲୀ : ଲକ୍ ଡାଉନ୍ କଟକଣାରୁ ବାଦ୍ ପଡ଼ିଲେ ମତ୍ସ୍ୟ ଚାଷ ଓ ଚାଷୀ । ମାଛ ଧରିବାକୁ ଯାଇପାରିବେ ମତ୍ସ୍ୟଜୀବୀ, ବଜାରରେ ବିକ୍ରି କରିପାରିବେ ବୋଲି ସୂଚନା ରହିଛି । ଚିଙ୍ଗୁଡି ଚାଷ, ମାଛ ଅମଳ ଓ ମାଛ ଫ୍ୟାକ୍ଟ୍ରି […]
ସୁରତ୍ :ଲକ୍ ଡାଉନ୍ ଯୋଗୁଁ ସୁରତ୍ରେ ଫସିରହିଥିବା ପ୍ରବାସୀ ଶ୍ରମିକମାନେ ଭଙ୍ଗାରୁଜା କରିଥିବାର ସୂଚନା ମିଳିଛି । ଲକ୍ ଡାଉନ୍ ଯୋଗୁଁ ନିଜ ଭିଟାମାଟିକୁ ଫେରିବା ପାଇଁ ଅନୁମତି ନ ମିଳିବା ପରେ ସେଠାରେ ରହିଥିବା ପ୍ରବାସୀ ଶ୍ରମିକମାନେ ଭଙ୍ଗାରୁଜା କରିବା […]
ନୂଆଦିଲ୍ଲୀ : ଚୀନ୍ ସହରରୁ ଆରମ୍ଭ ହୋଇଥିବା ଭୟାନକ କରୋନା ଏବେ ବିଶ୍ବ ମହାମାରୀର ରୂପ ନେଇଛି। ବିଶ୍ବର 210ଟି ରାଷ୍ଟ୍ର ଏବେ କରୋନା କବଳରେ କବଳିତ। ଦେଶରେ କରୋନା ସହ ମୁକାବିଲା କରିବା ପାଇଁ ଲକ୍ଡାଉନ୍କୁ କାର୍ଯ୍ୟକାରୀ କରାଯାଇଛି। ଆଜି […]
ନୂଆଦିଲ୍ଲୀ: ଚୀନ ସହରରୁ ଆରମ୍ଭ ହୋଇଥିବା କରୋନା ଏବେ ବିଶ୍ବ ମହାମାରୀର ରୂପ ନେଇଛି। ଏହି କରୋନା କବଳରେ ବିଶ୍ବର ୨୧୦ଟି ରାଷ୍ଟ୍ର କବଳିତ ହୋଇଛନ୍ତି। ସେହିପରି ଭାରତରେ ମଧ୍ୟ ଏହା ଦ୍ରୁତ ଭାବରେ ବ୍ୟାପି ଚାଲିଛି। ଦେଶରେ କରୋନା ମୃତ୍ୟୁ […]
ନୂଆଦିଲ୍ଲୀ: ଆଜି ହେଉଛି ଗୁଡ ଫ୍ରାଇ ଡେ। ଏହି ଦିନ ଖ୍ରୀଷ୍ଟିୟାନ ଧର୍ମର ଲୋକଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଦିବସ। ହେଲେ ସାରା ଦେଶରେ ଲକଡାଉନ ପାଇଁ ଏହି ପବିତ୍ର ଦିବସ ଯେପରି ପାଳନ କରାଯିବା କଥା ତାହା ହୋଇପାରି ନାହିଁ। […]
ଇନ୍ଦୋର: ଦେଶରେ କରେନା ସଂକ୍ରମଣ ବେଶ୍ ଦ୍ରୁତ ଗତିରେ ମାଡ଼ିଚାଲିଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି। ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ବଡ ଖବର ସାମ୍ନାକୁ ଆସିଛି। ଏଠାରେ କରୋନା ସଂକ୍ରମିତରେ ଆଉ ଜଣେ ଡାକ୍ତରଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି। […]
ନୂଆଦିଲ୍ଲୀ : ଆଜି କରୋନା ଅପଡେଟ୍ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ । 24 ଘଣ୍ଟାରେ 678ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ 33ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ୍ ମୃତ୍ୟୁ ସଂଖ୍ୟା 199କୁ ବୃଦ୍ଧି ପାଇଛି । […]
ଲୁଧିଆାନା : ଚୋରକୁ ଧରିବାକୁ ଯାଇ ବିଚାରପତି, ପୋଲିସ୍ କର୍ମୀମାନେ ହୋମ୍ କ୍ବାରେଣ୍ଟାଇନ୍ ରହିଛନ୍ତି । ପଞ୍ଜାବର ରାଜଧାନୀ ଲୁଧିଆନାର ଏକ ଚୋର ଦେହରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପଞ୍ଜାବ ପୁଲିସ୍ର ସାତ ଜଣ ଯବାନ ଓ ଜଣେ […]
ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମରେ ନରେନ୍ଦ୍ର ମୋଦି ସବୁଠୁ ଲୋକପ୍ରିୟ ବ୍ୟକ୍ତିତ୍ବ ଭାବେ ଜଣାଶୁଣା। ଦେଶର ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ବ ନୁହଁନ୍ତି ବରଂ ଭାରତ ବ୍ୟତୀତ ଅନ୍ୟାନ୍ୟ ଦେଶରେ ମଧ୍ୟ ନିଜ ବ୍ୟକ୍ତିତ୍ବର ପରାକାଷ୍ଠା ଦେଖାଇଛନ୍ତି। ସାମାଜିକ ଗଣମାଧ୍ୟମରେ ବେଶ୍ ସକ୍ରିୟ ଥିବା […]