ପାଟନା : ଦେଶରେ କୋରୋନା ଭାଇରସ୍ର ବର୍ଦ୍ଧିତ ପ୍ରଭାବକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ବିହାର ସରକାରଙ୍କ ପକ୍ଷରୁ ହୋଟେଲ ପାଟଳୀପୁତ୍ରକୁ ଏକ 200 ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ପରିଣତ କରାଯାଇଛି । ମଙ୍ଗଳବାର ଦିନ ବିହାର ସରକାରଙ୍କ […]
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ ସାବ୍ୟସ୍ତଙ୍କ ପତ୍ନୀ ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରିଛନ୍ତି। ଦୋଷୀ ଅକ୍ଷୟ କୁମାର ସିଂଙ୍କ ପତ୍ନୀ ଏହି ଆବେଦନ କରିଛନ୍ତି। ସେ ବିହାରର ଔରଙ୍ଗାବାଦର ସ୍ଥାନୀୟ କୋର୍ଟରେ କରିଛନ୍ତି। ସେ କହିଛନ୍ତି ଯେ ମାର୍ଚ୍ଚ […]
ନୂଆଦିଲ୍ଲୀ : ନୌସେନାରେ ମହିଳା ଅଧିକାରୀଙ୍କ ସ୍ଥାୟୀ କମିଶନ ମାମଲାରେ ଆଜି ସୁପ୍ରିମକୋର୍ଟଙ୍କ ବଡ଼ ରାୟ ଦେଇଛନ୍ତି । ମହିଳା ନୌସେନାଧିକାରୀଙ୍କୁ ମିଳିବ ସ୍ଥାୟୀ କମିଶନ୍ ନିଯୁକ୍ତି ମିଳିବା ନେଇ ଉଚ୍ଚତମ ନ୍ୟାୟାଳୟ ଆଦେଶ ଦେଇଛନ୍ତି । ନୌସେନାରେ ପୁରୁଷ ଅଫିସରଙ୍କ […]
ନୂଆଦିଲ୍ଲୀ : କରୋନା ସଙ୍କଟକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ନିଆଯାଉଛି। ଏହି କ୍ରମରେ ଦେଶରେ ରହିଥିବା ସମସ୍ତ ଐତିହାସିକ ସ୍ଥଳୀ ତଥା ପର୍ଯ୍ୟଟନ ସ୍ଥଳୀକୁ ଆସନ୍ତା ମାର୍ଚ୍ଚ 31 ପର୍ଯ୍ୟନ୍ତ ବନ୍ଦ କରାଯିବାର ଘୋଷଣା କରାଯାଇଛି । […]
ମୁମ୍ବାଇ : ସାରା ବିଶ୍ବରେ କରୋନା ମୃତ୍ୟୁର ତାଣ୍ଡବ ରଚି ଚାଲିଥିବାବେଳେ ଆଜି ଭାରତରେ ତୃତୀୟ ମୁଣ୍ଡ ନେଇଛି କରୋନା। ସାରା ବିଶ୍ବରେ ଛଅ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁବରଣ କରିଛନ୍ତି। ପ୍ରତ୍ୟେକ ଦିନ ଭାରତରେ ମଧ୍ୟ କରୋନା ରୋଗୀଙ୍କ ସଂଖ୍ୟା […]
ନୋଏଡା : ନୋଏଡାଠାରେ ଅଭିନବ ଉପାୟରେ ଏକ ବିଏମ୍ଡବ୍ଲ୍ୟୁ ଚୋରି ହୋଇଥିବାର ଖବର ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ଜଣେ ଷ୍ଟକ୍ ବ୍ରୋକର୍ ନିଶାରେ କାର୍ ଚଳାଇ ଘରକୁ ଫେରୁଥିବାବେଳେ ପରିସ୍ରା କରିବା ପାଇଁ ରାସ୍ତା କଡରେ ଗାଡିକୁ […]
ନୂଆଦିଲ୍ଲୀ, ବର୍ତମାନ ସୁଦ୍ଧା ଦେଶରେ ୧୧୪ ଜଣ କରୋନା ଭୂତାଣୁ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସଦ୍ୟସୂଚନା ଅନୁଯାୟୀ ଓଡ଼ିଶା, ଜମ୍ମୁ କଶ୍ମୀର, କେରଳ ଓ ଲଦାଖରେ ଗୋଟିଏ ଲେଖାଏଁ ନୂଆ ମାମଲା ସାମ୍ନାକୁ ଆସିଛି। ଏଥିମଧ୍ୟରୁ ୧୩ ଜଣ ସୁସ୍ଥ ହୋଇଥିବା […]
ଗୁଜରାଟ : ଗୁଜରାଟର 5 କଂଗ୍ରେସ ବିଧାୟକ ଇସ୍ତଫା ପ୍ରଦାନ କରିବା ପରେ ବିଜେପିକୁ ଦୋଷ ଦେଇଛନ୍ତି ଗୁଜରାଟ କଂଗ୍ରେସ ମୁଖ୍ୟ ଅମିତ ଚାଭଡା । 5 କଂଗ୍ରେସ ବିଧାୟକଙ୍କୁ କିଣିବା ପାଇଁ ବିଜେପି 65 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି […]
ନୂଆଦିଲ୍ଲୀ : ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି ପୂର୍ବତନ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ । ମନୋନୀତ ସଦସ୍ୟ ଭାବରେ ଦେଶର 46 ତମ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ମନୋନୟନ ନେଇ ସୋମବାର ଦିନ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ […]
ଲାହୋର: ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗିରହିଥିବାବେଳେ ପୂର୍ବତନ କ୍ରିକେଟର ଶୋଏବ ଅଖତର ବିଶ୍ବାସ କରୁଛନ୍ତି ଯେ ଭାରତର ପ୍ରଗତି ପଥ ପାକିସ୍ତାନ ଦେଇ ଗତି କରୁଛି ଏବଂ ସେଥିପାଇଁ ନୂଆଦିଲ୍ଲୀ ଇସଲାମାବାଦ ସହ କାମ କରିବାକୁ ଚାହୁଁଛି। ଅବସର […]
ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନା ଭାଇରସକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଥିବାବେଳେ ଦିଲ୍ଲୀରେ କରୋନା ଭାଇରସକୁ ଦୃଷ୍ଟିରେ କେଜ୍ରିୱାଲ ସରକାର ଲୋକଙ୍କୁ ସଚେତନ ହେବାକୁ ପୁଣିଥରେ ପରାମର୍ଶ ଦେଇଛନ୍ତି। ଏଥିସହ ଦିଲ୍ଲୀରେ ସମସ୍ତ ପ୍ରକାରର ଜିମ, ନାଇଟ କ୍ଲବ, […]
ଚୀନ୍ : ଚୀନ୍ରୁ ସୃଷ୍ଟି ହୋଇଥିବା କରୋନା ଭାଇରସ୍ ସାରା ଦେଶରେ ସଂକଟ ସୃଷ୍ଟି କରିଥିବାବେଳେ ଇତିମଧ୍ୟରେ ବିବାହ ବିଚ୍ଛେଦ ଯୋଡ଼ିଙ୍କ ସଂଖ୍ୟା ବଢିବାରେ ଜଣାପଡିଛି । ଚୀନ୍ର ମ୍ୟାରେଜ୍ ରେଜିଷ୍ଟର୍ ଅନୁସାରେ ଏହା ସାମ୍ନାକୁ ଆସିଛି । ମିଳିଥିବା ସୂଚନା […]
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ ଜାରି ରହିଥିବା ରାଜନୈତିକ ଡ୍ରାମାରେ ଆଜି ଟୁଇଷ୍ଟ୍ ଦେଖିବାକୁ ମିଳିଛି । ଶକ୍ତି ପରୀକ୍ଷା ଦେବା ଆଗରୁ ବିଧାନସଭା ମୁଲତବୀ ହୋଇଛି । କମଲନାଥ ସରକାରଙ୍କ ଉପରେ ରହିଥିବା ସଂକଟ ଏବେ କିଛି ଦିନ ପାଇଁ ଟଳି […]
କେରଳ : ଭାରତରେ କରୋନା ଭାଇରସ୍ର ମାମଲା ବଢି ଚାଲିଥିବାବେଳେ ସରକାରଙ୍କ ତରଫରୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି । ଏନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କଡା ଦୃଷ୍ଟି ରଖିଥିବା ସତ୍ତ୍ବେ କିଛି ଲୋକଙ୍କ ଦାୟିତ୍ବହୀନତା ମଧ୍ୟ ଦେଖିବାକୁ […]
ନୂଆଦିଲ୍ଲୀ : ଚୀନ୍ର ବୁହାନ ସହରରୁ କରୋନା ଭାଇରସ୍ ବ୍ୟାପି ସାରା ଦୁନିଆରେ କୋକୁଆ ଭୟ ସୃଷ୍ଟି କରିଛି। ଏପର୍ଯ୍ୟନ୍ତ ଦୁନିଆରେ 157 ଦେଶରେ କରୋନା ଭାଇରସ ବ୍ୟାପି ସାରିଲାଣି। କରୋନାରେ ମୃତ୍ୟୁର ହାର ବଢିବାରେ ଲାଗିଛି। ଏପର୍ଯ୍ୟନ୍ତ କରୋନା କବଳରେ […]
ଗଂଜାମ, ଜିଲ୍ଲାର ପ୍ରସିଦ୍ଧ ମା ତାରାତାରେଣୀ ପିଠରେ ଆସନ୍ତା ମଙ୍ଗଳବାରରେ ହେବାକୁ ଥିବା ଚଇତି ପର୍ବ ଜାକଜମକରେ କରାଯିବ ନାହିଁ। କେବଳ ମାଙ୍କ ସ୍ବତନ୍ତ୍ର ପୂଜାବିଧି କରାଯାଇ ଚଇତ ପର୍ବର କାମ ଶେଷ କରାଯିବ। କୋରୋନା ଭୟରେ ସରକାର ବର୍ତ୍ତମାନ ଏକାଠି […]
ମୁମ୍ବାଇ : ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 107ରେ ପହଞ୍ଚିଥିବା ବେଳେ 2 ଜଣ ପ୍ରାଣ ହରାଇଛନ୍ତି । ମହାରାଷ୍ଟ୍ରରେ ଦେଶର ସର୍ବାଧିକ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ସହିତ […]
ଭୋପାଳ : ମଧ୍ୟପ୍ରଦେଶର ରେଜନୈତିକ ସଙ୍କଟ ସମୟରେ ଆସ୍ଥା ଭୋଟକୁ ନେଇ କୌଣସି ମତ ଦେବାକୁ ମନା କରିଛନ୍ତି ମଧ୍ୟପ୍ରଦେଶ ବାଚସ୍ପତି । ଗତକାଲି ରାଜ୍ୟପାଳ ଲାଲ୍ଜୀ ଟଣ୍ଡନ୍ 16 ତାରିଖରେ ଆସ୍ଥା ଭୋଟ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ […]
ନୂଆଦିଲ୍ଲୀ : ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ୍ ରାଜନୀତି ମଇଦାନରେ ପାଦ ଥାପିଛନ୍ତି । ରବିବାର ଆଜାଦ୍ ନିଜର ନୂତନ ରାଜନୈତିକ ଦଳ ସମ୍ପର୍କରେ ଘୋଷଣା କରିଛନ୍ତି । ନୋଇଡାର ସେକ୍ଟର 70 ଅନ୍ତର୍ଗତ ବସାଇ ଗ୍ରାମରେ ଆଜାଦ ନିଜର […]
ଆଗ୍ରା: ଜଣେ କରୋନାଭାଇରସ୍ ରୋଗୀ ଏବଂ ତାଙ୍କ ପରିବାର ବିରୋଧରେ ମାମଲା ଦାୟର ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ଉତ୍ତରପ୍ରଦେଶର ଆଗ୍ରା ଜିଲ୍ଲାରେ ହୋଥିବାର ସୂଚନା ରହିଛି। କରୋନାଭାଇରସ୍ ରୋଗୀ ଏବଂ ତାଙ୍କ ପରିବାର ବିରୋଧରେ ଆଗ୍ରା ଜିଲ୍ଲା […]
ଭୋପାଳ: ଚାରିଜଣ ସ୍ଵାଧୀନ ବିଧାୟକଙ୍କ ସହ ମୋଟ ୯୪ ଜଣ କଂଗ୍ରେସ ବିଧାୟକ ଆଜି ଜୟପୁରରୁ ଭୋପାଳ ବିମାନବନ୍ଦରରେ ପହଞ୍ଚିଛନ୍ତି। ସେଠାରୁ ସେମାନଙ୍କୁ ଚାରିଟି ବିଳାସପୂର୍ଣ୍ଣ କୋଚରେ ଏକ ହୋଟେଲକୁ ନିଆଯାଇଛି। ଏହି ହୋଟେଲଟି ବିଧାନସଭା ଠାରୁ ପ୍ରାୟ ତିନି କିଲୋମିଟର […]