ନୂଆଦିଲ୍ଲୀ : ଦେଶରେ କରୋନା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଅଗଷ୍ଟ ମାସରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ହେଉଛି । ତେବେ ଦେଶରେ ସୁସ୍ଥ ହାର ମଧ୍ୟ ବଢିବାରେ ଲାଗିଛି, ଯାହା ଟିକେ ଆଶ୍ବସ୍ତି […]
ନୂଆଦିଲ୍ଲୀ, କେନ୍ଦ୍ର ସରକାର କୋଭିଡ ମୁକାବିଲା ପାଇଁ 15 ତମ କିସ୍ତି ପ୍ରଦାନ କରିଛନ୍ତି। ଏଥିରେ 6 ହଜାର କୋଟି ଟଙ୍କା 14 ଟି ରାଜ୍ୟକୁ ପ୍ରଦାନ କରାଯାଇଛି। ଏହି ରାଜ୍ୟଗୁଡିକ ହେଲା ଆନ୍ଧ୍ର ପ୍ରଦେଶ, କେରଳ, ହିମାଚଳ ପ୍ରଦେଶ, ପଶ୍ଚିମ […]
ନୂଆଦିଲ୍ଲୀ, ସକ୍ରିୟ ଆବଧାଞ୍ଚଳର ସଫଳ ପରିଚାଳନା, ବ୍ୟାପକ ପରୀକ୍ଷା ଓ ଉତ୍ତମ ଚିକିତ୍ସା ଯୋଗୁଁ ଦେଶରେ କରୋନା ରୋଗୀ ସଂଖ୍ୟା ହ୍ରାସ ପାଇ ପାଖାପାଖି ଶତକଡା 70ରେ ପହଞ୍ଚିଛି। ଅଧିକରୁ ଅଧିକ ରୋଗୀ ସୁସ୍ଥ ହୋଇ ଚିକିତ୍ସାଳୟ ଓ ଘରୋଇ ଏକାନ୍ତବାସରୁ […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 10ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ କୋଭିଡ ସଂପର୍କରେ ଆଲୋଚନା କରିଛନ୍ତି। ସେହି ରାଜ୍ୟଗୁଡିକ ହେଲା ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପଶ୍ଚିମବଂଗ, ମହାରାଷ୍ଟ୍ର, ପଞ୍ଜାବ, ବିହାର, ଗୁଜରାଟ, ତେଲଙ୍ଗାନା ଓ ଉତ୍ତର ପ୍ରଦେଶ। ଏକ ଭିଡିଓ କନ୍ଫରେନ୍ସିଂ […]
ନୂଆଦିଲ୍ଲୀ, କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କେୟା ନାଇଡୁଙ୍କ ତିନି ବର୍ଷର କାର୍ଯ୍ୟକାଳ ଉପରେ ଆଧାରିତ ପୁସ୍ତକର ଇ-ଭର୍ସନକୁ ଆଜି ନୂଆଦିଲ୍ଲୀଠାରେ ଉନ୍ମୋଚନ କରିଛନ୍ତି। ଏହା ସହିତ ଅନ୍ୟ ଏକ ପୁସ୍ତକ ମଧ୍ୟ […]
କୋଲକାତା: କୋଲକାତା ମ୍ୟୁନିସିପାଲିଟି କର୍ପୋରେସନ ଉପରେ ଆସିଛି ଏକ ସଙ୍ଗିନୀ ଅଭିଯୋଗ। କରୋନାରେ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କ ମୁହଁ ଦେଖିବା ପାଇଁ କେଏମସି ୨,୫୦୦ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। କୋଭିଡ -୧୯ ପୀଡିତାଙ୍କ ପରିବାର ସଦସ୍ୟ ଆଜି କେଏମସି […]
ମୁଜାଫରପୁର : ବିହାରର ମୁଜାଫରପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ସ୍ତ୍ରୀଙ୍କ କରୋନା ପଜିଟିଭ୍ ରିପୋର୍ଟ ଶୁଣି ତାଙ୍କ ସ୍ବାମୀଙ୍କର ହାର୍ଟଆଟାକ୍ରେ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ବିହାରର ମୁଜାଫରପୁରରେ ଜଣେ ପତ୍ନୀଙ୍କର କରୋନା […]
ତାମିଲନାଡୁ : ତାମିଲନାଡୁରୁ ଏକ ହୃଦୟଥରା ଘଟଣା ସାମ୍ନାକୁ ଆସିଛି । ମୋବାଇଲ୍ ଫାଟିବା ଯୋଗୁଁ ଜଣେ ମହିଳାଙ୍କ ସମେତ ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଛି । ତାମିଲନାଡୁର କରୁର୍ଠାରେ ମୋବାଇଲ୍ ଫାଟିବା ଯୋଗୁଁ ଜଣେ ମା’ ଓ ତାଙ୍କର ଦୁଇ […]
ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 10ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନଫ୍ରେସିଂ ମାଧ୍ୟମରେ କଥା ହେବେ। ପୂର୍ବରୁ ଏହି ପ୍ରସଂଗରେ ମୋଦି ବିଭିନ୍ନ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲଚୋନା କରି ପଦକ୍ଷେପ ନେଉଛନ୍ତି। ତେବେ ଆଜି ମୋଦି ଯେଉଁ ରାଜ୍ୟର […]
ନୂଆଦିଲ୍ଲୀ : ଦୀର୍ଘ ଏକ ବର୍ଷ ହେବ ଇଣ୍ଟରନେଟରୁ ଦୂରରେ ରହିଥିବା ଜମ୍ମୁ କାଶ୍ମୀର ବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର ରହିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜମ୍ମୁ କାଶ୍ମୀରରେ ପରୀକ୍ଷା ମୂଳକ ଭାବରେ ପୁଣି ଥରେ 4 ଜି ସେବା […]
ଝାରଖଣ୍ଡ : ପଢିବା ଲେଖିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ବୟସ ସୀମା ନଥାଏ । କେବଳ ନିଜର ଆଗ୍ରହ ଓ ଇଚ୍ଛାଶକ୍ତି ହିଁ ଯଥେଷ୍ଟ । ଏବେ ଏପରି ଏକ ଘଟଣା ଝାଡଖଣ୍ଡରୁ ଦେଖିବାକୁ ମିଳିଛି । ଝାଡଖଣ୍ଡର ଶିକ୍ଷାମନ୍ତ୍ରୀ ଏବେ […]
ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର କରୋନା ଆକ୍ରାନ୍ତଙ୍କ ତଥ୍ୟ ପ୍ରକାଶ ପାଇଛି । ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିଗତ 24 ଘଣ୍ଟା ମଧ୍ୟରେ 53 ହଜାର ନୂତନ ଆକ୍ରାନ୍ତ ଚିହ୍ନଟ […]
ଭୁବନେଶ୍ବର, ‘ମୋ ସ୍କୁଲ’ ଅଧ୍ୟକ୍ଷା ସୁସ୍ମିତା ବାଗ୍ଚୀ ଓ ଓଡିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୭.୫୦ କୋଟି ଟଙ୍କା ଦାନ କରିଛନ୍ତି। କୋଭିଡ୍-୧୯ ଦ୍ବାରା ପ୍ରଭାବିତ ପୁରୀ ଜିଲ୍ଲାର ଅସହାୟା ବୃଦ୍ଧା […]
ଦାଉସା : ରାଜସ୍ଥାନର ଦାଉସା ଜିଲ୍ଲାରେ ଏକ ବର୍ବର ଏବଂ ଲୋମହର୍ଷଣକାରୀ ଘଟଣା ଘଟିଛି । ଜଣେ ଦିବ୍ୟାଙ୍ଗ ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ କରାଯାଇଛି। 17 ବର୍ଷୀୟ ଏହି ମୂକ ବଧିର ଝିଅଟି ଗାଁର ଏକ ଦୋକାନକୁ ଯାଉଥିବା ସମୟରେ […]
ଅହମ୍ମଦାବାଦ : ରାକ୍ଷୀ ପିନ୍ଧି ଭଉଣୀକୁ ରକ୍ଷା କରିବାର ଶପଥ ନେଇଥାଏ ଭାଇ । ମାତ୍ର ଯଦି ସୁରକ୍ଷା ଦେବା ହାତ ଯଦି ହତ୍ୟା କରେ, ତେବେ ଭଉଣୀମାନେ କିପରି ଭାଇମାନଙ୍କ ଉପରେ ଆସ୍ଥା ରଖିବେ। ଭଉଣୀ ପାଇଁ ଭାଇମାନେ ନିଜଜୀବନକୁ […]
ଫ୍ଲୋରିଡା : ସ୍ବାମୀ-ସ୍ତ୍ରୀର ସମ୍ପର୍କ ହେଉଛି ଜନ୍ମ ଜନ୍ମାନ୍ତର ପାଇଁ । ମୃତ୍ୟୁ ପାଖରେ ଥିଲେ ବି ଜଣେ ସ୍ବାମୀ ନିଜ ସ୍ତ୍ରୀଙ୍କୁ ଶେଷ ମୁହୂ୍ର୍ତ୍ତରେ ଏକା ଛାଡି ନଥିଲେ । କରୋନା କାଳରେ ଆକ୍ରାନ୍ତଙ୍କୁ ନିଜ ଲୋକମାନେ ଦେଖି ଭୟଭୀତ […]
ପ୍ରୟାଗରାଜ, ଦୀର୍ଘ ବର୍ଷ ଧରି ରାମମନ୍ଦିର ନିର୍ମାଣ ପାଇଁ ଚାଲିଥିବା ଆନ୍ଦୋଳନ ଏବେ ସଫଳ ହୋଇଛି। ହେଲେ ଏହି ଅନ୍ଦୋଳନର ଯେ ସାରଥୀ ସାଜିଥିଲେ ସେ ହେଉଛନ୍ତି ସ୍ବାର୍ଗତ ଅଶୋକ ସିଂଘଲ। ସେହି ମହାନ ବ୍ୟକ୍ତିଙ୍କର ଏକ ପ୍ରତିମୂର୍ତ୍ତି ଅଯୋଧ୍ୟା ଓ […]
ବେଙ୍ଗାଲୁରୁ : ସାରା ଭାରତରେ କରୋନା କାୟା ମେଲାଇ ସାରିଥିବାବେଳେ ନେତା, ଅଭିନେତା, ଖେଳାଳୀ ପରି ବହୁ ନାମୀଦାମୀ ହସ୍ତୀମାନେ ମଧ୍ୟ ଏହାର କବଳରୁ ମୁକ୍ତି ପାଇପାରୁନାହାନ୍ତି । ପୂର୍ବରୁ ଅଭିନେତା ଅମିତାଭ ବଚ୍ଚନ, ଗୃହମନ୍ତ୍ରୀ ଅମିତ୍ ଶାହା, ତାମିଲନାଡୁ ରାଜ୍ୟପାଳଙ୍କ […]
ନୂଆଦିଲ୍ଲୀ : ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ କରୋନା । ପୂର୍ବତନ ରାଷ୍ଟ୍ରପତିଙ୍କୁ କରୋନା ହୋଇଥିବା ନେଇ ସୂଚନା ମିଳିଛି । ନିଜେ ପ୍ରଣବ ମୁଖାର୍ଜୀ କରୋନା ପଜିଟିଭ୍ ହୋଇଥିବା ନେଇ ଟୁଇଟ୍ ଜରିଆରେ ସୂଚନା ଦେଇଛନ୍ତି ।ନିକଟରେ ତାଙ୍କ […]
ମୁମ୍ବାଇ : ଚୀନ୍ କମ୍ପାନୀ ଭିଭୋ ସହ ଆଇପିଏଲ୍ ସ୍ପନସରସିପ୍ ଚୁକ୍ତି ବିଚ୍ଛିନ୍ନ ହେବା ପରେ କ୍ରିକେଟ ବୋର୍ଡ ପକ୍ଷରୁ ଏନେଇ ପୁନର୍ବାର ଟେଣ୍ଡର ଆହ୍ୱାନ କରାଯାଇଛି । ଜିଓ, ଟାଟା ଏବଂ ଅନ୍ୟାନ୍ୟ କମ୍ପାନୀ ଏହି ଦୌଡରେ ରହିଥିବା ବେଳେ […]
ମୁମ୍ବାଇ : ମୁମ୍ବାଇରେ ଏକ ବଡ ଡ୍ରଗ୍ସ ରାକେଟର ପର୍ଦ୍ଦାଫାସ ହୋଇଛି । ମୁମ୍ବାଇ ପୋଲିସ୍ ପକ୍ଷରୁ ଚଢାଉ କରାଯାଇ ପ୍ରାୟ ହଜାର କୋଟିର ଡ୍ରଗ୍ସ ଜବତ କରାଯାଇଛି। ଶନିବାର ବିଳମ୍ବିତ ରାତ୍ରିରେ ନହବା ସେବା ବନ୍ଦର ଉପରେ ଚଢାଉ କରାଯାଇ […]