ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି । ସ୍ଥାୟୀ ଜମା ଉପରେ 40 ବେସିସ ପଏଣ୍ଟ ମହ୍ରାସ କରିଛି ଏସ୍ବିଆଇ । ଗୋଟିଏ ମାସ ମଧ୍ୟରେ ଏହା କ୍ରମାଗତ ଦ୍ବିତୀୟ ଥର ପାଇଁ ସ୍ଥାୟୀ […]
ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟକ 1.5 ଲକ୍ଷ ଅତିକ୍ରମ କରିଛି । ବୁଧବାର ସକାଳ ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 1,51,767ରେ ପହଞ୍ଚିଥିବା ବେଳେ ମୃତକଙ୍କ ସଂଖ୍ୟା 4337ରେ ପହଞ୍ଚିଛି । ବିଗତ 24 ଘଣ୍ଟା ମଧ୍ୟରେ 6387 […]
ପାଟନା : ଦୀର୍ଘ ଦିନର ଅପେକ୍ଷା ପରେ ବିହାର ଦଶମ ବୋର୍ଡ ପରୀକ୍ଷାର ରେଜଲ୍ଟ ଆଜି ପ୍ରକାଶିତ ହୋଇଛି। ଚଳିତ ବର୍ଷ ହିମାଂଶୁ ରାଜ୍ ଦଶମ ପରୀକ୍ଷାରେ ଟପ୍ପର ହୋଇଛନ୍ତି। ସେ 96.2% ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। […]
ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ଆଜି ଦେଶରେ ବଢୁଥିବା କରୋନା ମାମଲାକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଦେଶରେ କରୋନା ସ୍ଥିତି ଉଦବେଗଜନକ ଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାରେ ସରକାର ବିଫଳ ହୋଇଥିବା କହିଛନ୍ତି […]
ନୂଆଦିଲ୍ଲୀ :ଭାରତରେ ଦିନକୁ ଦିନ କରୋନା ସଂକ୍ରମଣ କାୟା ବିସ୍ତାର କରିଛି । ଚୀନର ଉହାନ ସହରରୁ ଉତ୍ପତ୍ତି ହୋଇଥିବା ଏହି ମାରାତ୍ମକ ଭାଇରସ ଯୋଗୁଁ ଦେଶରେ ମୃତକଙ୍କ ସଂଖ୍ୟା 4 ହଜାର 167କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ […]
ହାଇଦ୍ରାବାଦ : ଗୋଟିଏ ହତ୍ୟାକୁ ଲୁଚାଇବାକୁ ଯାଇ 9 ଜଣଙ୍କୁ ହତ୍ୟା କରିଛି ଜଣେ ଯୁବକ । ବିହାରର ଏହି ଯୁବକ ଜଣକ ତେଲେଙ୍ଗାନାରେ ଏହି କାଣ୍ଡ ଭିଆଇଛନ୍ତି । ତେଲେଙ୍ଗାନାର ଓ୍ବାରାଙ୍ଗଲ ଜିଲ୍ଲାର ଗୋରେକୁଣ୍ଟା ଗ୍ରାମରେ ଏହି ଘଟଣା ଘଟିଛି […]
ଭୁବନେଶ୍ବର : ଜାମସେଦପୁରର ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଅକ୍ଷୟ ରାଉତଙ୍କ ଆଜି ପରଲୋକ ହୋଇଛି । ସୋମବାର ସନ୍ଧ୍ୟାରେ ଭୁବନେଶ୍ବରରେ ତାଙ୍କର ପରଲୋକ ହୋଇଛି। କେନ୍ଦ୍ରାପଡାର ବଲୁରିଆ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଅକ୍ଷୟ, 1972ରେ ଏସ୍ସିବି ମେଡିକାଲ କଲେଜରୁ […]
ବିଶାଖାପଟ୍ଟନମ୍ : ବିଶାଖାପଟ୍ଟନମ୍ ଗ୍ୟାସ୍ ଲିକ୍ ଘଟଣାରେ ଏକ ବଡ ଘୋଷଣା କରିଛନ୍ତି ଆନ୍ଧ୍ର ହାଇକୋର୍ଟ । ଏଲ୍ଜି ପଲିମର ପରିସରକୁ ସମ୍ପୂର୍ଣ୍ଣ ଭାବରେ ସିଲ୍ କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ମାଲିକ ମାନଙ୍କର ବିଦେଶ ଗସ୍ତ ଉପରେ ରୋକ୍ […]
ଲକ୍ଷ୍ନୌ : ଗିରଫ ଧମକ ଶୁଣି ପ୍ରାଣ ହରାଇଛନ୍ତି ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି । ଉତ୍ତରପ୍ରଦେଶର ଆଲିଗଡରେ ଏହିପରି ଏକ ଅଭାବନୀୟ ଘଟଣା ଘଟିଛି । ଏହି ବ୍ୟକ୍ତି ଜଣକ ହୃଦରୋଗୀ ରହିଥିବା ବେଳେ ପୋଲିସ୍ ପକ୍ଷରୁ ଗିରଫ ଧମକ ଶୁଣି […]
ସୋନୀପତ : ଲକ୍ଡାଉନ୍ ସମୟରେ ସାଧାରଣ ଜନତା ଘରେ ରହୁଥିବା ବେଳେ ଜନ ପ୍ରତିନିଧି କିନ୍ତୁ ଏହାର ଓଲଟା କାର୍ଯ୍ୟ କରୁଛନ୍ତି । ଏହାର ସଦ୍ୟତମ ଉଦାହରଣ ହେଉଛନ୍ତି ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିଓ୍ବାରୀ । ଲକ୍ଡାଉନ୍ ନିୟମ ଉଲ୍ଲଂଘନ […]
ନୂଆଦିଲ୍ଲୀ : ଲକ୍ଡାଉନ୍ କାରଣରୁ ଦିଲ୍ଲୀରେ ଅଟକି ରହିଥିବା 5 ବର୍ଷୀୟ ଶିଶୁ ଶେଷରେ ନିଜ ମାକୁ ଭେଟିଛି । ବିମାନ ଯାତ୍ରା ଆରମ୍ଭ ହେବା ପରେ ଏହି 5 ବର୍ଷୀୟ ଶିଶୁ ଜଣକ ଏକୁଟିଆ ଦିଲ୍ଲୀରୁ ବେଙ୍ଗାଲୁରୁ ଯାତ୍ରା କରିଥିଲା […]
ଲକ୍ଷ୍ନୌ : ଜୋରରେ ପାଟି କରିବାରୁ ଦୁଇ ଝିଅଙ୍କୁ ପିଟି ପିଟି ହତ୍ୟା କରିଛି ବାପା । ଉତ୍ତର ପ୍ରଦେଶରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଦୁଇ ଝିଅଙ୍କ ବୟସ ଯଥାକ୍ରମେ 5 ବର୍ଷ ଏବଂ ଦୁଇ ବର୍ଷ । […]
ମୁମ୍ବାଇ : ମହାରାଷ୍ଟ୍ରରେ କରୋନା ସ୍ଥିତି ଅଣାୟତ୍ତ ରହିଥିବାବେଳେ ମହାରାଷ୍ଟ୍ରର କ୍ୟାବିନେଟ୍ ମନ୍ତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ବାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ଏବେ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଅଶୋକ ଚୌହ୍ବାନ୍ ବର୍ତ୍ତମାନ ନାନ୍ଦେଡରେ ରହିଥିବାବେଳେ ତାଙ୍କ ଚିକିତ୍ସା […]
ନୂଆଦିଲ୍ଲୀ: ଖ୍ୟାତନାମା ଅଲିମ୍ପିଆନ୍ ବଲବୀର ସିଂ ସିନିୟରଙ୍କ 95 ବର୍ଷ ବୟସରେ ମୋହାଲିର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ମେ 8 ତାରିଖରୁ ଅସୁସ୍ଥ ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର କରୋନା […]
ନୂଆଦିଲ୍ଲୀ : ଚୀନର ଉହାନ ସହରରୁ ସୃଷ୍ଟି ହୋଇଥିବା ଏହି ମାରାତ୍ମକ ଭାଇରସ ଯୋଗୁଁ ସାରା ବିଶ୍ବ ଆଜି ସଂକଟମୟ ସ୍ଥିତିରେ । ଭାରତରେ ମଧ୍ୟ କରୋନା ବ୍ୟାପକ ପ୍ରସାର କରିଛି। ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା 1 ଲକ୍ଷ 38 […]
ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ଗତ କିଛି ଦିନ ଧରି କରୋନା ମାମଲା ବଢି ଚାଲିଥିବାବେଳେ ରବିବାର ଦିନ ଏଠାରେ 73ଟି ନୂତନ କରୋନା ସଂକ୍ରମିତଙ୍କ ଚିହ୍ନଟ ହୋଇଛି । ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା 317ରେ ପହଞ୍ଚି ଯାଇଛି । […]
ନୂଆଦିଲ୍ଲୀ/ଭୁବନେଶ୍ବର: ଦୁଇ ମାସ ପରେ ଦେଶରେ ଆଜିଠୁ ପୁଣି ଥରେ ଘରୋଇ ବିମାନ ସେବା ଆରମ୍ଭ ହୋଇଛି। ଦିଲ୍ଲୀ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆଜି ଭୋର 4ଟା 45 ମିନିଟ୍ରେ ମୁମ୍ବାଇ ପାଇଁ ପ୍ରଥମ ବିମାନ ଉଡ଼ାଣ କରିଛି। ବିମାନ […]
ନୂଆଦିଲ୍ଲୀ : ଦେଶବ୍ୟାପୀ ଲକ୍ଡାଉନ୍ ଜାରି ରହିଥିବା ବେଳେ ଗୃହ ମନ୍ତ୍ରାଳୟ ପକ୍ଷରୁ ମୋଟର ଯାନ ଶୁଳ୍କ ପୈଠର ବୈଧତା ଓ ସମୟ ଅବଧି ବୃଦ୍ଧି କରାଯାଇଛି । ରବିବାର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ଏହା […]
ନୂଆଦିଲ୍ଲୀ : ମିଳିତ ଜାତିସଂଘର ଜନୈକ ଅଧିକାରୀଙ୍କ ବିରୋଧରେ ମାନହାନି ମୋକଦ୍ଦମା ଦାୟର କରିବାକୁ ଯାଉଛନ୍ତୀ ବିଜେପି ସାଂସଦ ସୂବ୍ରମଣ୍ୟମ ସ୍ବାମୀ । ମିଳିତ ଜାତିସଂଘର ସାଧାରଣ ସମ୍ପାଦକ ରହିଥିବା ଆଡମା ଡିଏଙ୍ଗଙ୍କ ବିରୋଧରେ ମାମଲା ଦାୟର କରିବା ନେଇ ଟ୍ବିଟ୍ […]
ମୁମ୍ବାଇ : ମହାରାଷ୍ଟ୍ରରେ ପୁଣି ଜଣେ ସାଧୁଙ୍କ ହତ୍ୟା ହୋଇଛି । ଲିଙ୍ଗାୟତ ସମ୍ପ୍ରଦାୟର ଜନୈକ ସାଧୁଙ୍କୁ ଶନିବାର ରାତିରେ ହତ୍ୟା କରାଯାଇଛି । ସାଧୁଙ୍କୁ ହତ୍ୟା କରିବା ପରେ ମୃତ ଶରୀରକୁ ଆଶ୍ରମରୁ ନେବାକୁ ଚେଷ୍ଟା କରିବା ସମୟରେ ଯୁବକଙ୍କୁ […]
ଲକ୍ଷ୍ନୌ: ଉତ୍ତର ପ୍ରଦେଶଠାରେ କରୋନା ରୋଗୀ ମୋବାଇଲ୍ ରଖିପାରିବେ ନାହିଁ ବୋଲି କଟକଣା ଜାରି ହେବା ପରେ ସାମଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି । ମୋବାଇଲରେ କଟକଣା ଲଗାଇବା […]