କେରଳ : ଭାରତରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏଥିପାଇଁ ବେଶ୍ ସତର୍କତା ଅବଲମ୍ବନ କରାଯାଉଛି । ଏହି ପରିପ୍ରେକ୍ଷୀରେ କେରଳରେକରୋନା ମୁକାବିଲା ପାଇଁ କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ କଡା ନିର୍ଦ୍ଦେଶ ଦେଇଛନ୍ତି । କେରଳରେ ବିବାହ ଉତ୍ସବ ହେବ […]
ନୂଆଦିଲ୍ଲୀ : ରାଜନୈତିକ ଚାନ୍ଦା ଆଦାୟକୁ ନେଇ ଏକ ନୂତନ ତଥ୍ୟ ସମ୍ମୁଖକୁ ଆସିଛି । ମଙ୍ଗଳବାର ମିଳିଥିବା ତଥ୍ୟ ଅନୁଯାୟୀ ବିଭିନ୍ନ ରାଜନୈତିକ ଦଳ ଅଜଣା ସୂତ୍ରରୁ 11234 କୋଟି ଟଙ୍କାର ଚାନ୍ଦା ଗ୍ରହଣ କରିଛନ୍ତି । ବିଗତ 15 […]
ଭୋପାଳ : ମଧ୍ୟପ୍ରଦେଶ କଂଗ୍ରେସରେ ଚାଲିଥିବା ଇସ୍ତଫା ରାଜନୀତି ଥମିମବାର ନାମ ନେଉନାହିଁ । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥନରେ ମଧ୍ୟପ୍ରଦେଶର କଂଗ୍ରେସ ମୁଖପାତ୍ର ମଞ୍ଜୁର ବେଗ୍ ନିଜର ଇସ୍ତଫା ପ୍ରଦାନ କରିଛନ୍ତି । ବେଗ୍ ନିଜ ଇସ୍ତଫାପତ୍ରରେ ସିନ୍ଧିଆଙ୍କୁ ସମର୍ଥନ କରିଛନ୍ତି […]
କାନପୁର : ସମଗ୍ର ଦେଶରେ ହୋଲିର ମାହୋଲ ଚାଲିଥିବା ବେଳେ ଉତ୍ତର ପ୍ରଦେଶର କାନପୁରରେ ଏକ ଅଭାବନୀୟ କାଣ୍ଡ ଘଟିଛି । ସାମାନ୍ୟ ବଚସାକୁ ନେଇ ଦୁଇ ସାଙ୍ଗକୁ ପିଟି ପିଟି ହତ୍ୟା କରିଛି ଜଣେ ଯୁବକ । ଘଟଣାଟି କାନପୁରର […]
ଜୟପୁର : କଂଗ୍ରେସ ନେତା ଏବଂ ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ପ୍ରଦାନ କରିବା ପରେ ଏହାକୁ ସମାଲୋଚନା କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ସିନ୍ଧଆ ଜନମତକୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ଗେହଲଟ୍ ମତ ଦେଇଛନ୍ତି । […]
ବେଙ୍ଗାଲୁରୁ/ଭୋପାଳ : 6 ବିଦ୍ରୋହୀ ବିଧାୟକଙ୍କୁ ନିଲମ୍ବନ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ । ମଙ୍ଗଳବରୀ 6 ଜଣ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ବରଖାସ୍ତ କରିବା ପାଇଁ ରାଜ୍ୟପାଳଙ୍କୁ ପତ୍ର ଲେଖିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ । ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ କମଲନାଥ […]
ବେଙ୍ଗାଲୁରୁ : ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଚୀନ୍ରୁ ବ୍ୟାପିଥିବା ଏହି ଭାଇରସ୍ ଦିନକୁ ଦିନ ନିଜର କାୟା ବିସ୍ତାର କରି ଚାଲିଥିବା ବେଳେ ମଙ୍ଗଳବାର ବେଙ୍ଗାଲୁରୁରେ 4 ଜଣ ନୂତନ ସଙ୍କ୍ରମିତଙ୍କୁ ଚିହ୍ନଟ […]
କେଦାର ମିଶ୍ର ଯେଉଁ ଦିନ ଜ୍ୟୋତିରାଦିତ୍ୟ ସିନ୍ଧିଆ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ସମର୍ଥନ କରି ବୟାନ ଦେଲେ ସେଦିନ କଂଗ୍ରେସ ତାଙ୍କୁ ଦଳରୁ ବହିସ୍କାର କରିବା ଉଚିତ ହୋଇଥାନ୍ତା! ତେବେ କଂଗ୍ରେସ ଦଳ ପାଇଁ କଣ ଉଚିତ ବା ଅନୁଚିତ, […]
ନୂଆଦିଲ୍ଲୀ, ଶେଷରେ ମଧ୍ୟ ପ୍ରଦେଶର ବିଦ୍ରୋହୀ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ସୋନିଆ ଗାନ୍ଧୀଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଆଜି ସକାଳେ ସିନ୍ଧିଆ ଅମିତ ଶାହାଙ୍କୁ ସାକ୍ଷାତ କରିଥିଲେ। ଏହାପରେ ଅମିତ ଶାହା […]
ନୂଆଦିଲ୍ଲୀ, ମଧ୍ୟପ୍ରଦେଶର ବିଦ୍ରୋହୀ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାକୁ ଯାଇଛନ୍ତି। ତାଙ୍କ ସହିତ ଅଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ଯାହା କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା ବର୍ତ୍ତମାନ ତାହା ସତ ହେବାକୁ ଯାଉଛି। ସିନ୍ଧିଆ ବିଜେପିରେ […]
ଭୋପାଳ : ସାରା ଦେଶ ରେ ହୋଲି ର ପରବ ଚାଲିଥିବା ବେଳେ ମଧ୍ୟପ୍ରଦେଶ ସରକାରରେ କିନ୍ତୁ କଳବାଦଲ ଘୋଟି ହୋଇ ଆସିଛି। ମଧ୍ୟପ୍ରଦେଶ ମନ୍ତ୍ରିମଣ୍ଡଳର ୨୮ ଜଣ ମନ୍ତ୍ରୀ ରୁ ୨୨ ଜଣ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ନିଜର ଇସ୍ତଫା […]
ନୂଆଦିଲ୍ଲୀ : ନିର୍ଭୟା ଦୋଷୀ ଫାଶୀ ଟାଳିବାକୁ ନୂଆ ଚାଲ୍ ଆରମ୍ଭ କରିଛନ୍ତି । ଫାଶୀ ରଦ୍ଦ କରିବାକୁ ଆବେଦନ କରାଯାଇଛି । ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ଦିଲ୍ଲୀ ଉପରାଜ୍ୟପାଳଙ୍କ ଠାରେ ଅପିଲ କରିଛି ଦୋଷୀ ବିନୟ ଶର୍ମା। ଆସନ୍ତା […]
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କୁ ଝଟ୍କା ଲାଗିଛି। ସିଏଏ ବିରୋଧୀ ଆନ୍ଦୋଳନକାରୀ ଫଟୋ ଲାଗିଥିବା ହୋର୍ଡିଂ ହଟାଇବାକୁ ସୋମବାର ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଗୋବିନ୍ଦ ମାଥୁର ଏବଂ ଜଷ୍ଟିସ୍ ରମେଶ ସିହ୍ନା ଏହି […]
ନୂଆଦିଲ୍ଲୀ : ମହିଳାଙ୍କ ମାସିକ ଋତୁସ୍ରାବ ପାଇଁ ଛୁଟିର ଦାବି କରି ଫଶିଛନ୍ତି ଥରୁର୍ । କଂଗ୍ରେସ ନେତା ଶଶି ଥରୁର ଟୁଇଟ୍ କରି ମହିଳାଙ୍କ ପିରିୟଡସ୍ ବା ମାସିକ ଋତୁସ୍ରାବ ସମୟରେ ଛୁଟିର ଦାବି କରିଛନ୍ତି। ଶଶୀ ଏହି ଟୁଇଟ୍ରେ […]
ଚେନ୍ନାଇ : କରୋନା ଭାଇରସ୍ର ପ୍ରଭାବ ଯୋଗୁଁ ସାରା ଦୁନିଆରେ ଆତଙ୍କ ସୃଷ୍ଟି ହୋଇଛି । ଭାରତରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା 43ରେ ପହଞ୍ଚିଲାଣି । ଏବେ ଏହି କରୋନା ଭାଇରସକୁ ନେଇ ଡିଏମ୍ଡିକେ ନେତା ପ୍ରେମଲତା ବିଜୟକାନ୍ତ ଅଦ୍ଭୁତ […]
ମୁମ୍ବାଇ : କରୋନା ଭାଇରସ୍ ଓ ଅଶୋଧିତ ତୈଳ କାରଣରୁ ସୋମବାର ଦିନ ଭାରତୀୟ ସେୟାର ବଜାର ନିମ୍ନଗାମୀ ହୋଇଛି । ସେନସେକ୍ସ ପ୍ରାୟ 2357 ପଏଣ୍ଟ ଖସିଯାଇଛି । ସେହିପରି ନିଫ୍ଟୀରେ ପ୍ରାୟ 600 ପଏଣ୍ଟ ତଳକୁ ଖସିଛି । […]
ମୁମ୍ବାଇ : କରୋନା ଭାଇରସ୍ର ପ୍ରଭାବ ଏବେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଉପରେ ପଡିବାକୁ ନେଇ ସନ୍ଦେହ ଦେଖାଦେଇଛି । ମହାରାଷ୍ଟ୍ରର ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପ୍ପେ ଏହା ସମ୍ପର୍କରେ ସଂକେତ ଦେଇ କହିଛନ୍ତି ଯେ, ଆଇପିଏଲ୍ର କାର୍ଯ୍ୟକ୍ରମ ସୂଚୀରେ […]
କେରଳ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସୋମବାର ସକାଳୁ ଏନେଇ ନୂତନ ମାମଲା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ ମାତ୍ର ତିନି ବର୍ଷର ଶିଶୁ ଦେହରେ ଏହି ଭୂତାଣୁର ଲକ୍ଷଣ ଦେଖିବାକୁ ମିଳିଛି । ଏହି […]
ନୂଆଦିଲ୍ଲୀ : କଂଗ୍ରେସର ସାଧାରଣ ସମ୍ପାଦକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମୁକୁଲ ୱାସନିକ୍ ତାଙ୍କର ପୁରୁଣା ବାନ୍ଧବୀ ରବୀନା ଖୁରାନାଙ୍କୁ ଏକ ପଞ୍ଚ ତାରକା ହୋଟେଲରେ ବିବାହ କରିଛନ୍ତି । 60 ବର୍ଷ ବୟସରେ ମୁକୁଲ୍ ତାଙ୍କ ଜୀବନର ନୂତନ […]
ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ପ୍ରଚେଷ୍ଟାରେ ସଫଳତା ପାଇଥିବା ମହିଳାଙ୍କୁ ସମ୍ମାନିତ କରିଛନ୍ତି । ଆଜି ରାଷ୍ଟ୍ରପତି ମନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମହିଳାଙ୍କୁ ‘ନାରୀ ଶକ୍ତି ପୁରସ୍କାର’ ପ୍ରଦାନ […]
କୋଲକାତା: ରାଜ୍ୟସଭା ନିର୍ବାଚନ ପାଇଁ ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀ ଚାରି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଅର୍ପିତା ଘୋଷ, ମୌସମ ନୁର୍, ଦିନେଶ ତ୍ରିବେଦୀ ଏବଂ ସୁବ୍ରତ ବକ୍ସିଙ୍କ ନାମକୁ ଘୋଷଣା କରିଛନ୍ତି ମମତା । ମମତା ବାନାର୍ଜୀ ଟୁଇଟ୍ […]