ମଧ୍ୟପ୍ରଦେଶ : ଏବେ ଅନ୍ଲାଇନ୍ରେ ପାଇପାରିବେ ବିଦେଶୀ ମଦ। ମଧ୍ୟପ୍ରଦେଶ ସରକାର ଚଳିତ ଅବକାରୀ ନୀତିକୁ ନବୀକରଣ କରିଛନ୍ତି। ଏହି ଆଧାରରେ ରାଜ୍ୟରେ ନୂତନ ମଦ ଦୋକାନ ଖୋଲା ଯାଇପାରିବ ନାହିଁ କିନ୍ତୁ ବିଦେଶୀ ମଦକୁ ଅନଲାଇନ୍ କ୍ରୟ କରାଯାଇପାରିବ। ଏହି […]
ଚେନ୍ନାଇ : ବିଜେପିରେ ଯୋଗ ଦେଇଛନ୍ତି ଚନ୍ଦନ ଦସ୍ୟୁ ବୀରାପ୍ପାନଙ୍କ ଝିଅ । ଚନ୍ଦନ ଦସ୍ୟୁ ବୀରାପ୍ପାନଙ୍କ ଝିଅ ବିଦ୍ୟା ରାଣୀ ରବିବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ତାମିଲନାଡୁର କ୍ରିଷ୍ଣାଗିରିରେ ବିଜେପିର ବରିଷ୍ଠ ନେତା ମୁରଲୀଧର ରାଓ […]
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ଏବେ ବିଜେପି ବିଧାୟକ ଦଳ ନେତା ଚୟନକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି। ବିଜେପି ବିଧାୟକ ଦଳର ନେତା କିଏ ହେବ ନେଇ ଏବେ ଚାଲିଛି ବିଚାର ବିମର୍ଶ। ସେହିପରି ବିଧାନସଭାରେ ବିରୋଧୀ […]
ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଆଜି 62ତମ ମନ୍ କୀ ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ଦିଲ୍ଲୀର ’ହୁନର୍ ହାଟ୍’ ସମ୍ପର୍କରେ କହିଛନ୍ତି ପ୍ରଧାନମନ୍ତ୍ରୀ । ‘ହୁନର୍ ହାଟ’ କାରିଗରଙ୍କ ସ୍ବପ୍ନକୁ ଡେଣା ଦେଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହୁନର୍ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ପୂର୍ବରୁ ତାଙ୍କର ସ୍ବାଗତ ପାଇଁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ଅନନ୍ୟ କଳାକୃତି ପ୍ରଦର୍ଶନ କରିଛନ୍ତି । ଏକ ବାଲୁକା କଳାକୃତି ଜରିଆରେ ଆମେରିକୀୟ ରାଷ୍ଟ୍ରପତି […]
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଶିବପୁରୀଠାରେ ଜଣେ ନାବାଳିକା ନିଜ ପ୍ରେମିକ ସହ ବିବାହ କରିବାକୁ ଜିଦ୍ କରି ଫିଲ୍ମ ଷ୍ଟାଇଲ୍ରେ ଏକ ପାଣି ଟାଙ୍କି ଉପରେ ଚଢିଯାଇଛନ୍ତି। ନାବାଳିକାଙ୍କ ପାଣି ଟାଙ୍କି ଉପରେ ଦେଖି ଲୋକମାନେ ପୋଲିସ୍ ଏହି ସମ୍ପର୍କରେ ଜଣାଇଥିଲେ […]
ସମୀକ୍ଷା ବ୍ୟୁରୋ କଟକ : ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ ଗେମ୍ସକୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକରେ ଅନୁଷ୍ଠିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ […]
ଶ୍ରୀନଗର : ଜମ୍ମୁ କାଶ୍ମୀରରେ ସୁରକ୍ଷା ବଳଙ୍କୁ ବଡ ସଫଳତା ମିଳିଛି । ଶନିବାର ସକାଳୁ ଦୁଇ ଲସ୍କର ଆତଙ୍କବାଦୀ ପ୍ରାଣ ହରାଇଥିବା ବେଳେ ଅପରାହ୍ନରେ ଜଣେ ହିଜବୁଲ୍ ଆତଙ୍କବାଦୀକୁ ଗିରଫ କରାଯାଇଛି । ଗିରଫ ଆତଙ୍କବାଦୀର ନାମ ଜୁନୈଦ୍ ଫାରୁଖ୍ […]
ଚେନ୍ନାଇ : ଚେନ୍ନାଇରେ ଜଣେ ମହିଳାଙ୍କୁ ଜୀଅନ୍ତା ଜାଳି ଦେଇଛନ୍ତି ଜନୈକ ବସ୍ କଣ୍ଡକ୍ଟର । ମହିଳାଙ୍କ କାର୍ଯ୍ୟକ୍ଷେତ୍ରରେ ପହଞ୍ଚି ବସ୍ କଣ୍ଡକ୍ଟର ଜଣଙ୍କ ମହିଳାଙ୍କୁ ଜୀଅନ୍ତା ଜାଳିଦେଇଥିଲେ । କଡାଲୋର୍ର ଉକ୍ତ 26 ବର୍ଷୀୟା ମହିଳା ଜଣଙ୍କ ଉକ୍ତ ଯୁବକଙ୍କ […]
ନୂଆଦିଲ୍ଲୀ : ଦୀର୍ଘ 70 ଦିନ ପରେ ଶାହିନବାଗ ରାସ୍ତା ଖୋଲିଛି । ସୁପ୍ରିମକୋର୍ଟ ନିଯୁକ୍ତ ମଧ୍ୟସ୍ଥିଙ୍କ ସହିତ ଆଲୋଚନା ପରେ ପ୍ରତିବାଦକାରୀଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ସମ୍ପୂର୍ଣ୍ଣ ରାସ୍ତା ଖୋଲା ଯାଇନଥିଲେ ମଧ୍ୟ ନୋଇଡା-କାଳିନ୍ଦୀକୁଞ୍ଜ ରାସ୍ତା ଖୋଲାଯାଇଛି […]
ନୂଆଦିଲ୍ଲୀ, କେନ୍ଦ୍ର କ୍ୟାବିନେଟ ସଚିବ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ନୋଭେଲ କରୋନା ଭୂତାଣୁ ମୁକାବିଲାର ସ୍ଥିତି, ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଏବଂ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି […]
ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିନୟ ଶର୍ମାର ପିଟିସନ୍ ଖାରଜ କରିଦିଆଯାଇଛି । ଉଚ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ପ୍ରଦାନ ପାଇଁ କରାଯାଇଥିବା ଆବେଦନକୁ ଦିଲ୍ଲୀ କୋର୍ଟ ଖାରଜ କରି ଦେଇଛନ୍ତି । ମାର୍ଚ୍ଚ 3 ତାରିଖରେ ସମସ୍ତ ଅଭିଯୁକ୍ତଙ୍କୁ […]
ଅହମ୍ମଦାବାଦ : ଗୁଜରାଟରେ ପୁଣି ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଛି । ଗୁଜରାଟର ପୋରବନ୍ଦର ଥାନାରେ ଏନେଇ ଏକ ମାମଲା ରୁଜୁ କରାଯାଇଛି । ଏକ ବସ୍ର ଡ୍ରାଇଭର୍ ଏବଂ କଣ୍ଡକ୍ଟର ମହିଳାଙ୍କୁ ଗଣଦୁଷ୍କର୍ମ କରିଛନ୍ତି । ମଧ୍ୟପ୍ରଦେଶର ମହିଳା ଜଣକ […]
ନୂଆଦିଲ୍ଲୀ : ଶନିବାର ଦିନ ଶାହିନବାଗ ଆନ୍ଦୋଳନକାରୀଙ୍କ ସହିତ ତୃତୀୟ ରାଉଣ୍ଡ ଆଲୋଚନା କରିଛନ୍ତି ମଧ୍ୟସ୍ଥି ସାଧନା ରାମଚନ୍ଦ୍ରନ । ଏହି ଆଲୋଚନା ସମୟରେ ସାଧନା ସରକାରଙ୍କ ପକ୍ଷ ନେଇ ଆଲୋଚନାକୁ ଆସି ନାହାନ୍ତି ଏବଂ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରା ନିଯୁକ୍ତ […]
କୋଲକାତା : ବରିଷ୍ଠ ଶିକ୍ଷାବିତ୍ ତଥା ପୂର୍ବତନ ତୃଣମୂଳ କଂଗ୍ରେସ କ୍ରିଷ୍ଣା ବୋଷଙ୍କ ପରଲୋକ ହୋଇଛି । ଜାଦବପୁରରୁ ତୃଣମୂଳ ସାଂସଦ ରହିଥିବା ବୋଷଙ୍କର 89 ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ସକାଳ 10.20 ମିନିଟ୍ରେ […]
ଶ୍ରୀନଗର : ଜମ୍ମୁ କାଶ୍ମୀରର ଶ୍ରୀନଗରରେ ଦୁଇ ଲସ୍କର ଆତଙ୍କୀ ପ୍ରାଣ ହରାଇଛନ୍ତି । ଜମ୍ମୁ କାଶ୍ମୀର ପୋଲିସ୍, ସିଆରପିଏଫ୍ ଏବଂ ସେନା ପକ୍ଷରୁ କରାଯାଇଥିବା ମିଳିତ ଅପରେସନ୍ରେ ଦୁଇ ଆତଙ୍କୀ ନିହତ ହୋଇଛନ୍ତି । ଦକ୍ଷିଣ କାଶ୍ମୀରର ସଙ୍ଗମ ବିଜବେହେରାରେ […]
ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ସମସ୍ତ ଚାରି ଅଭିଯୁକ୍ତଙ୍କ ଫାଶୀ ତାରିଖ ପାଖେଇ ଆସୁଥିବାବେଳେ ପରିବାରବର୍ଗଙ୍କ ସହ ଶେଷ ସାକ୍ଷାତ ପାଇଁ ସୁଯୋଗ ଦିଆଯିବ ବୋଲି ତିହାର ଜେଲ୍ ପ୍ରଶାସନ ଲିଖିତ ଆକାରରେ ଜଣାଇଛନ୍ତି। ମୁକେଶ ଓ […]
ପୁଣେ : ମହାରାଷ୍ଟ୍ରର ଜଣେ ଛାତ୍ରଙ୍କୁ ଜଣେ ଶିକ୍ଷକ ଏପରି ମାଡ ମାରିଛନ୍ତି ଯେ, ଛାତ୍ର ଜଣକ ଚିକିତ୍ସିତ ହେବା ପାଇଁ ଭର୍ତ୍ତି କରାଯାଇଛି । ଗୁରୁ ଶିଷ୍ୟ ପରମ୍ପରାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ଏହି ଘଟଣାଟି ପୁଣେଠାରେ ଘଟିଛି। ପୁଣେର […]
ନୂଆଦିଲ୍ଲୀ : ଆପଣ ମାଗଣାରେ ପ୍ଲାଟଫର୍ମ ଟିକେଟ ଚାହୁଁଛନ୍ତି କି, ତେବେ ଆପଣଙ୍କୁ କରିବାକୁ ପଡିବ ଗୋଟେ ଛୋଟିଆ କାମଟିଏ। ଦିଲ୍ଲୀର ଆନନ୍ଦ ବିହାର ରେଳଷ୍ଟେସନରେ ଫିଟ୍ ଇଣ୍ଡିଆ ଅଭିଯାନ ନେଇ ଏକ ଅଭିନବ ପ୍ରକ୍ରିୟା ଦେଖିବାକୁ ମିଳିଛି । ଏହି […]
ଲକ୍ଷ୍ନୌ : ଦେଶରେ ମହିଳାଙ୍କ ସ୍ଥିତି ଦିନକୁ ଦିନ ଖରାପ ହୋଇପଡିଥିବା ବେଳେ ଉତ୍ତରପ୍ରଦେଶର ବୁଲନ୍ଦସହରରେ ପୁଣି ଏକ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ସାହାଯ୍ୟ ପାଇଁ ଆସିଥିବା ତିନି ଯୁବକ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରିଛନ୍ତି । […]
ଲକ୍ଷ୍ନୌ : ଭାରତରେ ଗଚ୍ଛିତ ସୁନାର ପରିମାଣ ବିଶ୍ବର ଷଷ୍ଠ ସ୍ଥାନରେ ରହିଥିବା ବେଳେ ବର୍ତ୍ତମାନ ଭାରତରେ ଏକ ନୂତନ ସୁନାଖଣି ଠାବ କରାଯାଇଛି । ସମଗ୍ର ଭାରତରେ 626 ଟନ୍ର ସୁନା ମହଜୁଦ ରହିଥିବା ବେଳେ ଉତ୍ତର ପ୍ରଦେଶର ସୋନଭଦ୍ରାରୁ […]