ଜାତୀୟ ଖବର

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପତ୍ତିରେ ବୃଦ୍ଧି ହୋଇଛି  । ଗତ 15 ମାସ ମଧ୍ୟରେ ମୋଦିଙ୍କ ସମ୍ପତ୍ତିରେ 36.53 ଲକ୍ଷ ବଢିଛି ।  ତେବେ…

ମୁମ୍ବାଇ :  ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ସ୍ଥଳଭାଗ ଛୁଇଁବା ପରେ ଓଡ଼ିଶା ସମେତ କେତେକ ରାଜ୍ୟରେ ପ୍ରବଳରୁ ଅତି…

ନୂଆଦିଲ୍ଲୀ, ଆଜି ରାତିରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କୁ ନୂଆଦିଲ୍ଲୀର ମେଦାନ୍ତ ହସପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ଶ୍ବାସପ୍ରଶ୍ବାସ ନେବାର ଅସୁବିଧା ହେବାରୁ…

ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ ନିଷ୍ପତି ନିଆଯାଇଛି। ଏଥିରେ ବିଶ୍ବ ବ୍ୟାଙ୍କ ସହଯୋଗରେ ସ୍କୁଲ ଶିକ୍ଷା ଉନ୍ନତି…

ନୂଆଦିଲ୍ଲୀ, ଚଳିତ ବର୍ଷ ସେପ୍ଟେମ୍ବରରେ ମୋଟ ୩୯.୪୩ ଲକ୍ଷ ଘରୋଇ ଯାତ୍ରୀ ବିମାନ ଯୋଗେ ଯାତ୍ରା କରିଛନ୍ତି। ଯାହା ଗତ ବର୍ଷ ସମାନ ସମୟ ତୁଳନାରେ ୬୬%…

ହାଥରସ୍, ପୁଣିଥରେ ହାଥରସ୍ ଚର୍ଚ୍ଚାକୁ ଆସିଛି। ଏଥର ଜଣେ 4 ବର୍ଷର ଝିଅକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଏହି ଘଟଣା ଜଣାପଡିବା ପରେ ପୋଲିସ ତତ୍ପରତା ପ୍ରକାଶ…

ଶ୍ରୀନଗର, ବର୍ତ୍ତମାନ ତାଜା ସୂଚନା ଅନୁସାରେ ଜାମ୍ମୁକାଶ୍ମୀରରେ ଦୁଇ ଜଣ ଅଜଣା ଆତଙ୍କବାଦୀଙ୍କୁ ସୁରକ୍ଷା କର୍ମି ଗୁଳି କରି ହତ୍ୟା କରିଛନ୍ତି । ଏହି ଘଟଣାଟି ଦକ୍ଷିଣ…

ପାଟନା, ଆଜି ପୂର୍ବତନ ମନ୍ତ୍ରୀ ତଥା ଲୋକତାନ୍ତ୍ରୀକ ଜନତା ଦଳର ନେତା ଶରଦ ଯାଦବଙ୍କ ଝିଅ ସୁଭାସିନୀ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି। ମୁଖ୍ୟତଃ ସୋନିଆ ଗାନ୍ଧୀ,…

ନୂଆଦିଲ୍ଲୀ, କୋଇଲା ଦୁର୍ନିତିରେ ପୂର୍ବତନ କୋଇଲା ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଉ। ତଦନ୍ତ ଏଜେନ୍ସି ସିବିଆଇ ଏହିପରି ଏକ ବଡ ଅପିଲ କୋର୍ଟରେ…

ନୂଆଦିଲ୍ଲୀ, ଅନଲକ ୫.୦ ହିସାବରେ ଅକ୍ଟୋବର ୧୫ ତାରିଖରେ ଦେଶର ସିନେମା ହଲ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଛି। ସେହି ଅନୁସାରେ ଆସନ୍ତାକାଲି ଦେଶର ସମସ୍ତ…

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୬୩ ହଜାର ୫୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…

କୌଶମ୍ବୀ: ଉତ୍ତରପ୍ରଦେଶର କୌଶମ୍ବୀ ଜିଲ୍ଲାର ସିରାଥୁ ଅଞ୍ଚଳରେ ଥିବା ଭଡା ଘରେ ଜଣେ ମହିଳା ଏବଂ ତାଙ୍କ ନାବାଳିକା ଝିଅଙ୍କୁ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି। ମୃତକଙ୍କ…

ନୂଆଦିଲ୍ଲୀ: କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ବିରୋଧରେ ଦିଲ୍ଲୀର ସ୍ବତନ୍ତ୍ର ସିବିଆଇ କୋର୍ଟ ଆଜି ଦଣ୍ଡ ବିଧାନ…

ନୂଆଦିଲ୍ଲୀ, କରୋନା ମହାମାରୀ ସଂକ୍ରାନ୍ତ ଉଚ୍ଚସ୍ତରୀୟ ମନ୍ତ୍ରିସ୍ତରୀୟ ଗୋଷ୍ଠୀର ଏକବିଂଶ ବୈଠକ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ମୁମ୍ବାଇ, କେତେକ ଗଣମାଧ୍ୟମରେ କୁହାଯାଇଛି ଯେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ରିୟା ଚକ୍ରବର୍ତ୍ତୀଙ୍କୁ ଯେପରି ଟାର୍ଗେଟ କରାଯାଉଛି, ସେହିଭଳି ଭେଟେରାନ ଅଭିନେତ୍ରୀ ରେଖାଙ୍କୁ ମଧ୍ୟ…

ମଥୁରା, ଯୋଗଗୁରୁ ବାବା ରାମଦେବ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଛନ୍ତି। ସେ ହାତୀ ପିଠିରୁ ହଠାତ ତଳକୁ ଖସି ପଡିଥିଲେ। ତେବେ ଦୈବାତ ତାଙ୍କର…

ଶ୍ରୀନଗର : ଜମ୍ମୁ କାଶ୍ମୀରର ଗୋଟିଏ ସ୍କୁଲର 13 ଜଣ ଛାତ୍ର ଆତଙ୍କୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ନେଇ ଖବର ମିଳିବା ପରେ ତିନିଜଣ ଶିକ୍ଷକଙ୍କୁ ଗିରଫ…

ପାଟନା: ଦେଶରେ ପୁଣି ନିର୍ବାଚନର ତାତି। ବିହାର ବିଧାନସଭା ସହିତ ଦେଶରେ ହେବାକୁ ଥିବା ଉପନିର୍ବାଚନ ଲାଗି ଉଷ୍ମତା ସୃଷ୍ଟି ହୋଇଛି। ତେବେ ବିହାର ନିର୍ବାଚନ ଲାଗି…