ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 31/12: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ ତଥା ଗୀତା ମେହେଟ୍ଟାଙ୍କ ସ୍ୱାମୀ ସୋନି ମେହେଟ୍ଟାଙ୍କର ପରଲୋକ ହୋଇଯାଇଛି। ତାଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ସୋସିଆଲ ମିଡିଆ ଟ୍ବିଟ୍ଟର ଜରିଆରେ ନବୀନ ଶୋକ ପ୍ରକାଶ କରିଛନ୍ତି। […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, ୩୦/୧୨: ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀଜଗନ୍ନାଥ ହେରଟେଜ୍ କରିଡର ଚିଠା (ଆର୍କିଟେକଚର୍ ପ୍ଲାନ୍) ଓଡ଼ିଶାର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଏହି ଚିଠା ସମ୍ପର୍କରେ ଜନସାଧାରଣ ସେମାନଙ୍କର ମୂଲ୍ୟବାନ ମତକୁ ଇମେଲ ଜରିଆରେ […]
ଆଇଏଏସ୍ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ୨୦୦୯ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ହେଉଛନ୍ତି ବିଜୟ କେତନ। ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିଲେ ବିଜୟ। ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ରହିଥିବା ବିଜୟ କେତନ […]
ସମୀକ୍ଷା ବ୍ୟୁରୋ ହିଞ୍ଜିଳିକାଟୁ,୩୦/୧୨:ସମାଜ ଓ ଶାସନତନ୍ତ୍ର ମଧ୍ଯରେ ସେତୁ ଭାବେ ଜନସାଧାରଣଙ୍କ ସ୍ବାର୍ଥ ସାଧନ କରିବା ସକାଶେ ଦେଶର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ କାର୍ଯ୍ୟ କରିଥାଏ।ନିରପେକ୍ଷ ସମ୍ବାଦ ମାଧ୍ୟମରେ ଶାସନ କଳରେ ସ୍ବଚ୍ଛତା,ସର୍ବ ସ୍ପର୍ଶୀ ତଥା ଜନସାଧାରଣଙ୍କ ପ୍ରତି ଉତ୍ତରଦାୟିତ୍ଵ ବଢାଇଥାଏ।କିନ୍ତୁ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,30/12 : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି ଆଇଏଏସ୍ ଅଫିସର । 2009 ବ୍ୟାଚ୍ର ଆଇଏଏସ୍ ବିଜୟ କେତନ ଉପାଧ୍ୟାୟଙ୍କୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି । ଉଦ୍ୟାନ କୃଷି […]
ସମୀକ୍ଷା ବ୍ୟୁରୋ ଅତୀତର ସ୍ମୃତି ପଟ୍ଟରେ ରହିଯିବ ୨୦୧୯। ୨୦୧୯ ଓଡ଼ିଶା ରାଜନୀତିରେ ମଧ୍ୟ ବେଶ୍ ପ୍ରଭାବ ପକାଇଛି। କେବଳ ଓଡ଼ିଶାର ରାଜନୀତି କ୍ଷେତ୍ରରେ ନୁହେଁ, ଅର୍ଥନୀତିକ ଓ ସମାଜକ୍ଷେତ୍ରରେ ମଧ୍ୟ ବେଶ୍ ପ୍ରଭାବ ପକାଇଛି ୨୦୧୯। ଆସନ୍ତୁ ନଜର ପକାଇବା […]
ସମୀକ୍ଷା ବ୍ୟୁରୋ ପୁରୀ,30/12 : ସୋମବାର ପୁରୀ-ହାଓଡ଼ା ଶତାବ୍ଦୀ ଏକ୍ସପ୍ରେସ ବାତିଲ ହୋଇଯାଇଛି । ପୁରୀରୁ ହାଓଡା ଯିବାକୁ ଥିବା ଟ୍ରେନ୍ଟି ବାତିଲ ହେବା କାରଣରୁ ଏକ ସ୍ବତନ୍ତ୍ର ଟ୍ରେନ୍ ଚଳାଇବାର ନିଷ୍ପତ୍ତି ନେଇଛି ପୂର୍ବତଟ ରେଳବାଇ । ଶତାବ୍ଦୀ ଏକ୍ସପ୍ରେସ୍ରେ […]
ସମୀକ୍ଷା ବ୍ୟୁରୋ ବ୍ରହ୍ମପୁର,29/12 : ଗତକାଲି ଭୁବନେଶ୍ୱରରେ ଏସ୍ପ୍ଲାନେଡ୍ ମଲ୍ରେ ସାମ୍ବାଦିକା ସ୍ୱାତି ଜେନା ଏବଂ କ୍ୟାମେରା ମ୍ୟାନ ପ୍ରମୋଦ କୁମାର ମହାପାତ୍ରଙ୍କୁ ଦୁର୍ବ୍ୟବହାର ଏବଂ ଆକ୍ରମଣ ଘଟଣାକୁ ବ୍ରହ୍ମପୁର ସାମ୍ବାଦିକ ସଂଘ ପକ୍ଷରୁ ନିନ୍ଦା କରାଯାଉଛି । ବେଆଇନ ପାର୍କିଂ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,29/12 : ଭୁବନେଶ୍ବରର ଏସ୍ପ୍ଲାନେଡ୍ ମଲ୍ରେ ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଏବଂ ଆକ୍ରମଣ ମାମଲାରେ କମିସନରେଟ୍ ପୋଲିସ୍ ପକ୍ଷରୁ 2 ଜଣଙ୍କୁ ଗିରଫ କରାଯାଇଛି । ଏହା ସହିତ ଘଟଣାର ତଦନ୍ତ ଜଣେ ଡିସିପି ପାହ୍ୟାର ଅଧିକାରୀ କରିବେ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,29/12 : ବାଲିଗୁଡା ଥାନା ପାତ୍ର ସାହିରେ ସୂଚନା ଅଧିକାରୀ କର୍ମୀ ଅଭିମନ୍ୟୁ ପଣ୍ଡାଙ୍କ ହତ୍ୟା ମାମଲାରେ ପୋଲିସ୍ 5 ଜଣଙ୍କୁ ଗିରଫ କରିଛି । ଗିରଫ 5 ଜଣଙ୍କ ମଧ୍ୟରେ ଦୁଇ ଜଣ ସୁପାରି କିଲର୍ ରହିଥିବା […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,29/12 : ଭୁବନେଶ୍ବର ବରମୁଣ୍ଡା ବାସଭବନରୁ ଅବକାରୀ ବିଭାଗର ସହକାରୀ କମିଶନରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଜିଏସ୍ଟି ଓ କେନ୍ଦ୍ରୀୟ ଅବକାରୀ ସହକାରୀ କମିସନର ଅର୍ଜୁନ ଧଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଧଳଙ୍କ ଅବସରକୁ […]
ସମୀକ୍ଷା ବ୍ୟୁରୋ, ଅନୁଗୁଳ, 29/12: କଣିହାଁ ବନାଞ୍ଚଳର ବଜ୍ରକୋଟ ଗାଁରେ ଜଣେ ମହିଳାଙ୍କୁ ଦନ୍ତା ଦଳି ଦେଇଛି। ମୃତକ ହେଉଛନ୍ତି ବଜ୍ରକୋଟ ଗାଁର ନୟନୀ ସାହୁ। ଆଜି ସକାଳେ ନୟନୀ ଓ ତାଙ୍କ ଝିଅ ଭୁବନେଶ୍ୱର ଯିବା ପାଇଁ ବସ୍ ଧରିବାକୁ […]
ସମୀକ୍ଷା ବ୍ୟୁରୋ ବାଣପୁର, ୨୯/୧୨: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ ଅଧୀନସ୍ଥ ଗମ୍ଭାରୀମୁଣ୍ଡା ପଞ୍ଚାୟତର ତିନି ମନ୍ଦିରରୁ ଏକାକାଳୀନ ବଡଧରଣର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଶନିବାର ରାତିରେ କେହି ଦୁର୍ବୃତ୍ତ ତିନି ମନ୍ଦିରରୁ ଚୋରି କରିଥିବା ଜଣାପଡିଛି। ଘାସେଡିହ ଗ୍ରାମର […]
ସମୀକ୍ଷା ବ୍ୟୁରୋ ବାଲୁଗାଁ, ୨୮/୧୨: ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଆରଏସଏସ୍ ଦ୍ୱାରା ଚିଲିକା ଖଣ୍ଡ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ବାଲୁଗାଁ ଉଚ୍ଚବିଦ୍ୟାଳୟର ଶିକ୍ଷକ ଅମୁଲ୍ୟ ମହାପାତ୍ର, ଖୋର୍ଦ୍ଧା […]
ସମୀକ୍ଷାବ୍ୟୁରୋ ସାନଖେମୁଣ୍ଡି,(୨୮/୧୨): ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟର +୩ ଏନଏସଏସ ସ୍ବତନ୍ତ୍ର ଶୀତକାଳୀନ ଶିବିର ଉଦଯାପିତ ହୋଇଯାଇଛି। ବିଗତ ସାତ ଦିନ ଧରି କଙ୍କୋରଡା ମହାବିଦ୍ୟାଳୟରେ ଚାଲିଥିବା ଏହି ଶିବିରରେ ୭୫ଜଣ ଶିବିରାର୍ଥୀ ଅଂଶଗ୍ରହଣ କରିଥିଲେ। ଏହି ଅଂଶଗ୍ରହଣକାରୀମାନେ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,୨୮/୧୨: ମା’ ଭଗବତୀ ବିକାଶ ପରିଷଦର ତ୍ରୟୋଦଶତମ ବାର୍ଷିକୀ ଉତ୍ସବ ଅବସରରେ ବାଣପୁରର ଖ୍ୟାତନାମା ହୋମିଓପ୍ୟାଥିକ ଡାକ୍ତର ପ୍ରେମଲତା ଦେବୀଙ୍କୁ ମା’ ଭଗବତୀ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଛି। ସମାଜେସବାରେ ଦୀର୍ଘ ସମୟ ଧରି ପ୍ରେମଲତା ଦେବୀ ନିଜକୁ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 28/12 : ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଥିବାରୁ ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କସୂଚନା ଜାରି କରାଯାଇଛି । ଶୀତର ପ୍ରକୋପ ବୃଦ୍ଧି କାରଣରୁ ପ୍ରତିଶେଧକ ମୂଳକ ପଦକ୍ଷେପ ଗ୍ରହଣ କରିବା ସହିତ […]
ସମୀକ୍ଷା ବ୍ୟୁରୋ କର୍ଲାମୁଣ୍ଡା, ୨୮/୧୨: ଭିନ୍ନକ୍ଷମ ତଥା ଅସହାୟ ଲୋକଙ୍କ ପାଇଁ ସରକାର ବିଭିନ୍ନ ପ୍ରକାରର ସରକାରୀ ସୁବିଧାର ବ୍ୟବସ୍ଥା କରିଥିବାବେଳେ ପ୍ରକୃତ ହିତାଧିକାରୀମାନେ ଏଥିରୁ ବଂଚିତ ହେଉଛନ୍ତି। ଏପରି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ […]
ସମୀକ୍ଷା ବ୍ୟୁରୋ ହିଞ୍ଜିଳିକାଟୁ, ୨୮/୧୨: ହିଞ୍ଜିଳିକାଟୁରେ ଏକ ମାଗଣା କ୍ୟାନସର ନିରୂପଣ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ତ୍ରିରଙ୍ଗା ସେବା ସଙ୍ଘ ଓ ଏଚସିଜି ପଣ୍ଡା ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ଏହି ମାଗଣା କ୍ୟାନସର […]
ସମୀକ୍ଷା ବ୍ୟୁରୋ କୁଜଙ୍ଗ, ୨୮/୧୨: ଶାସନ ବ୍ୟବସ୍ଥାରେ ସ୍ବଚ୍ଛତା ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଫାଇଭ-ଟି ବ୍ୟବସ୍ଥା ଲାଗୁ କରାଯାଇଥିଲା। ସ୍ବାସ୍ଥ୍ୟ ବିଭାଗ ଫାଇଭ-ଟି ଅଧୀନରେ ଆସିବା ଦିନଠାରୁ ବର୍ତ୍ତମାନ ପ୍ରଶାସକ ମାନେ ଗାଁ ମୁହାଁ ହୋଇଛନ୍ତି। ଏହି […]
ସମୀକ୍ଷା ବ୍ୟୁରୋ ରାଉରକେଲା, 28/12 :ରାଉରକେଲା ଇସ୍ପାତ କାରଖାନା ପରିସରରେ ବିନା କାଗଜ ପତ୍ର , ବିନା ଏଣ୍ଟ୍ରି ପାସରେ ପଶିଥିବା ଦୁଇଟି ଟ୍ରେଲର୍ ଜବତ ହୋଇଛି । ଏହା ସହିତ କମ୍ପାନୀର 4 ଜଣ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ […]