ଭୁବନେଶ୍ଵର: ଆଜି ରାଜ୍ୟରୁ ୬୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।…
ରାଜ୍ୟ ଖବର
ଭୁବନେଶ୍ବର: କୃଷକ ସଂଗଠନ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ପଞ୍ଚମ ପର୍ଯ୍ୟାୟର ଆଲୋଚନା ବିଫଳ ହୋଇଥିବା ବେଳେ ଆସନ୍ତା ୯ ତାରିଖରେ ଷଷ୍ଠ ପର୍ଯ୍ୟାୟର ଆଲୋଚନା ହେବ।…
ଭୁବନେଶ୍ବର: ଆଜି ଭୁବନେଶ୍ବରରୁ ୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୮ ଆକ୍ରାନ୍ତଙ୍କ ମଧ୍ୟରୁ କ୍ଵାରେଣ୍ଟିନରୁ ୧୨ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ମାମଲା ୧୬…
ଭୁବନେଶ୍ଵର: ଏବେ ହେବନି ୟୁଜି ପିଜି ପରୀକ୍ଷା। ଏନେଇ ଉଚ୍ଚଶିକ୍ଷା ବିଭାଗ ସମସ୍ତ ବିଶ୍ଵବିଦ୍ୟାଳୟର କୁଳପତିଙ୍କୁ ଚିଠି ଲେଖିଛନ୍ତି।କରୋନା ମହାମାରୀ ଯୋଗୁ ପାଠପଢା ପ୍ରଭାବିତ ହୋଇଛି। ଶିକ୍ଷାଦାନ…
ଭୁବନେଶ୍ୱର: ନୟାଗଡ଼ର ପରୀ ହତ୍ୟା ମାମଲାକୁ ନେଇ ଏବେ ଓଡ଼ିଶା ରାଜନୀତିର ପାଣିପାଗ ସରଗରମ ହୋଇଛି । ଏସଆଇଟି ଏହାର ତଦନ୍ତ କରୁଛି । ପରୀକୁ କିଏ…
ଭୁବନେଶ୍ବର : ପ୍ରଦୀପ ପାଣିଗ୍ରାହୀଙ୍କ ତଦନ୍ତ କରିବେ ଲୋକାୟୁକ୍ତ । ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଦୁର୍ନୀତି ମାମଲା ପ୍ରସଙ୍ଗରେ ଲୋକାୟୁକ୍ତ ତଦନ୍ତ ପାଇଁ ସୁପାରି୍ସ୍ ହୋଇଛି…
ଭୁବନେଶ୍ୱର: କରୋନା ଭିତରେ ବଢିଛି ବସ ଭଡ଼ା । ତେଲ ଦର ବଢିବାରୁ ବସ ଭଡ଼ାକୁ ବୃଦ୍ଧି କରାଯାଇଛି । ଅର୍ଡିନାରୀ ବସ ଭଡ଼ା କିମି ପିଛା …
ଭୁବନେଶ୍ୱର: କୃଷି ଆଇନକୁ ବିରୋଧ କରି କୃଷକ ସଂଗଠନଗୁଡିକ ଚଳାଇଥିବା ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଛି। ସରକାରଙ୍କ ସହିତ ବାରମ୍ବାର ଆଲୋଚନା ପରେ ସମାଧାନର ବାଟ ବାହାରି…
ଭୁବନେଶ୍ୱର: କେନ୍ଦ୍ର ଲାଗୁ କରିଥିବା ନୂଆ କୃଷି ଆଇନକୁ ବିରୋଧ କରି କୃଷକମାନେ ଡିସେମ୍ବର 8 ତାରିଖ ଭାରତ ବନ୍ଦ ଡାକରା ଦେଇଛନ୍ତି। କୃଷି ଆଇନ ପ୍ରତ୍ୟାହାର…
ଭୁବନେଶ୍ୱର: ନୟାଗଡ଼ ପରୀ ହତ୍ୟା ଘଟଣାରେ ବିଜେପି ପକ୍ଷରୁ ଆନେ୍ଦାଳନକୁ ତୀବ୍ର କରାଯାଇଛି । ରାଜଭବନ ଆଗରେ ବିଜେପି ନେତା ଓ କର୍ମୀମାନେ ଧାରଣା ଦେଇଛନ୍ତି । …
ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ଦେଖାଦେଇଛି। ରାଜ୍ୟରେ ଆଉ ୭ ଜଣ ଆକ୍ରାନ୍ତଙ୍କର…
ଭୁବନେଶ୍ବର: ରାଜ୍ୟରେ ଆଜି ୩୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି…
ଭୁବନେଶ୍ୱର :ମାସ୍କ ଓ ପିପିଇ କିଟ କିଣାରେ ଦୁର୍ନୀତି ଅଭିଯୋଗ ପ୍ରସଙ୍ଗରେଏକ ବଡ଼ ଖବର ସାମାନାକୁ ଆସିଛି । ଲୋକାୟୁକ୍ତଙ୍କ ନିକଟରେ ଦୁଇଜଣ ବରିଷ୍ଠ ଆଇଏଏସ ପୁଣି…
ଭୁବନେଶ୍ବର, ଏକଦା ଜଣେ ବାବା ଭାବେ ପରିଚିତ ହେବା ଏବଂ ପରେ ବିବାଦୀୟ ହୋଇ ଗିରଫ ହୋଇଥିବା ସୁରବାବା ଆଉ ନାହାଁନ୍ତି। ରବିବାର ରାତିରେ ସେ ଶେଷ…
ଭୁବନେଶ୍ୱର: ସୋମବାର ସକାଳେ ଫାଇଭ୍ – ଟି ସଚିବ ଭିକେ ପାଣ୍ଡିଆନ୍ ଏକାମ୍ର ଅଞ୍ଚଳ ପରିଦର୍ଶନ କରି ଏକାମ୍ର କ୍ଷେତ୍ର ପ୍ରକଳ୍ପର ସ୍ଥିତି ତଦାରଖ କରିବା ସହ…
ଭୁବନେଶ୍ୱର: ସଦ୍ୟ ସମାପ୍ତ ଉପ ନିର୍ବାଚନରେ ଦୁଇଟି ଆସନ ହାତେଇଥିବା ବିଜୁ ଜନତା ଦଳ ଆଗକୁ ପିପିଲି ପାଇଁ ସଜ ହେଉଛି। ଏହି ବିଧାନସଭା ଆସନ ବିଜେଡି…
ଭୁବନେଶ୍ବର, ପୂର୍ବତଟ ରେଳପଥ ରାଜ୍ୟ ଭିତରେ ଚାଲୁଥିବା ଏକ ଟ୍ରେନର ସମୟରେ ପରିବର୍ତ୍ତନ କରିଛନ୍ତି। ସେହି ଅନୁସାରେ ଭୁବନେଶ୍ବର- ରାଉରକେଲା- ଭୁବନେଶ୍ବର ଏକ୍ସପ୍ରେସ ସ୍ବତନ୍ତ୍ର ଟ୍ରେନ ୫…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଜିଲ୍ଲାପାଳ ଏବଂ ଗଂଜାମ ଏସ୍ପିଙ୍କ ନିର୍ଦ୍ଦେଶରେ ଗଂଜାମରେ ଚାଲିଥିବା ମଦ ବିରୋଧୀ ଅଭିଯାନ ଜାରି ରହିଛି। ଆଜି ଅବକାରୀ ବିଭାଗ ଏବଂ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗୋଟିଏ ଦିନ ପୂର୍ବରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ବିଜେପି ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରିଥିବାବେଳେ ପରେ ଆଜି…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲା ତଥା ରମ୍ଭା ଅଂଚଳରେ ଗତ କିଛି ଦିନ ହେଲା ଘରୁ ଡ଼କାୟତି ଖବର ବଢ଼ି ଚାଲିଥିଲା। ପ୍ରତ୍ୟେକ ଦିନ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗୋଟିଏ ୪ ବର୍ଷର କୁନି ଝିଅକୁ ଚକଲେ୍ଟ ଦେବା ବାହାନାରେ ଅପହରଣ ଉଦ୍ୟମ ହୋଇଥିବା ନେଇ ବ୍ରହ୍ମପୁର ଟାଉନ୍ ଥାନାରେ ଅଭେିଯାଗ…

