ରାଜ୍ୟ ଖବର

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳରୁ ଆଜି ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି ପୋଲିସ। ସୂଚନା ମୁତାବକ ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଏସଡ଼ିପିଓ…

ଭୁବନେଶ୍ୱର/ ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାର ବଲାଙ୍ଗୀର ସହର ଓ ଅନୁଗୁଳ ଜିଲ୍ଲାର ନାଲ୍‌କୋ ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିବା ଆଜି ଘୋଷଣା କରାଯାଇଛି।…

ଖୋର୍ଦ୍ଧା: କିଛି ଦିନର ବିରତି ପରେ ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅଞ୍ଚଳରୁ ପୁଣି ଜବତ ହୋଇଛି ବ୍ରାଉନ ସୁଗାର। ସୂଚନା ମୁତାବକ ଖୋର୍ଦ୍ଧା ଏସପିଙ୍କ ନିର୍ଦେଶକ୍ରମେ…

ସୀତାରାମ ଅଗ୍ରୱାଲ ବାଣପୁର: ଚାକିରୀ କରେଇଦେବା ନାମରେ ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରୁ ଅଭିଯୁକ୍ତଙ୍କୁ ବାନ୍ଧିଲା ଭୁବନେଶ୍ୱର ସାଇବର…

ଭୁବନେଶ୍ବର: ଆଜି ଓଡିଶା ମୁଖ୍ୟ ଦପ୍ତର କର୍ମଚାରୀ ସଂଘ ଆନୁକୁଲ୍ୟରେ ସ୍ବର୍ଗୀୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଅକାଳ ବିୟୋଗରେ ଏକ ବିଶାଳ ଶୋକ ସଭା ନ…

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଠାରେ ରାସ୍ତା ରୋକ କରାଯାଇଛି। ଖୋର୍ଦ୍ଧା ରାମେଶ୍ୱର-ପୁରୀ ନୂଆ ଜଗନ୍ନାଥ ସଡକ ନିରାକାରପୁର ଠାରେ ରାସ୍ତା ରୋକ କରାଯାଇଛି। ବିଭିନ୍ନ ଦାବି ନେଇ…

ଭୁବନେଶ୍ବର: ଆଜି ମନ୍ତ୍ରୀ ନବ ଦାସଙ୍କ ପାର୍ଥୀବ ଶରୀର ଭୁବନେଶ୍ବରରୁ ବିଦାୟ ନେଇଛି। ଏକ ସ୍ବତନ୍ତ୍ର ବିମାନରେ ତାଙ୍କର ମରଶରୀରକୁ ଝାରସୁଗୁଡା ଅଭିମୁଖେ ନିଆଯାଇଛି। ସେଠାରେ ତାଙ୍କର…

ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସତ୍କାର ରାଷ୍ଟ୍ରୀୟ ମର୍ଯ୍ୟଦାର ସହିତ ହେବ। ଏଥିସହିତ ତାଙ୍କ ଶବଧାରରେ ଜାତୀୟ ପତାକାରେ ଢଙ୍କା ଯିବ। ରାଜ୍ୟ ସରକାର ଏହି ନିଷ୍ପତି…

ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ବିଧାୟକ ତଥା ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଶୋକ ପ୍ରକାଶ କରିଛନ୍ତି। ସେ ଏକ ଶୋକ ବାର୍ତ୍ତାରେ…

ଭୁବନେଶ୍ୱର: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକରେ ପିସିସି ସଭାପତି ଶରତ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ପୋଲିସ ଅଧିକାରୀଙ୍କ ଗୁଳିକାଣ୍ଡରେ ଜଣେ ମନ୍ତ୍ରୀଙ୍କ ମୃତ୍ୟୁ…

ଭୁବନେଶ୍ବର: ରାଜ୍ୟ ସ୍ଵାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସଙ୍କ ବିୟୋଗରେ ମାନ୍ୟବର ରାଜ୍ୟ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ…

ଭୁବନେଶ୍ବର: ସ୍ଵାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସଙ୍କ ବିୟୋଗରେ ମନ୍ତ୍ରୀ ପ୍ରତାପ ଦେବଙ୍କ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କର ବିୟୋଗରେ ମନ୍ତ୍ରୀ ଶ୍ରୀ ଦେବ…

ଭୁବନେଶ୍ବର: ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଏକ ଟୁଇଟ କରି କହିଛନ୍ତି ଯେ, ‘ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ…

ଭୁବନେଶ୍ବର: ଶେଷରେ ଆଖି ବୁଜିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ। ଏ ନେଇ ଆପୋଲ ହସପିଟାଲ ତରଫରୁ ସୂଚନା ଦିଆଯାଇଛି। ତାଙ୍କ ଛାତିରେ ଅସ୍ତ୍ରୋପଚାର କରାଯାଇଥିଲା। ପୁରା…

ଭୁବନେଶ୍ବର: ଝାରସୁଗୁଡାରେ ହୋଇଥିବା ଗୁଳିମାଡରେ ଆହତ ମନ୍ତ୍ରୀ ନବ ଦାସଙ୍କୁ ଦେଖିବା ପାଇଁ ଭୁବନେଶ୍ବର ହସପିଟାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଁଚିଛନ୍ତି। ସେ ଏହି ଘଟଣାକୁ ନିନ୍ଦା…

ଭୁବନେଶ୍ବର: ଆଜି ରାଜ୍ୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରକୁ ଗୁଳିମାଡ ହୋଇଛି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନନଗର ଗାନ୍ଧି ଛକରେ ଗୁଳିମାଡ଼ ହୋଇଛି।…

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ବଢିଚାଲିଛି ବ୍ରାଉନସୁଗାର କାରବାର। ବ୍ରାଉନସୁଗାର କାରବାରକୁ ରୋକିବା ପାଇଁ ପୋଲିସ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ ମଧ୍ୟ…

ଭବାନୀପାଟଣା/ଭୁବନେଶ୍ୱର: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧି ପାଉଥିବା ରିଲାଏନ୍ସ ରିଟେଲ୍‌ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍‌ସ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର…

ଭୁବନେଶ୍ବର: ଓଡ଼ିଶାର ପାରମ୍ପରିକ ଖାଦ୍ୟକୁ ସାରା ବିଶ୍ୱର ବିଭିନ୍ନ କୋଣରେ ପହଞ୍ଚାଇବାକୁ ପ୍ୟାକେଜିଂ ଉପରେ ଏକ ଜାତୀୟ କର୍ମଶାଳା ଭୁବନେଶ୍ୱର ସ୍ଥିତ ହୋଟେଲ ଦି ନିଉ ମାରିଅନରେ…

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ଶନିବାର ରୋବୋଟ ସାହାଯ୍ୟରେ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର କରାଯାଇଛି। ରୋବୋଟିକ୍…

ଭୁବନେଶ୍ବର: ଓଡ଼ିଶା ସାହିତ୍ୟ ଏକାଡେମିର ପୂର୍ବତନ ସଭାପତି ତଥା ବିଶିଷ୍ଟ କବି, ସାହିତ୍ୟିକ, ରାଜନେତା ହୁସେନ ରବି ଗାନ୍ଧୀ ଆଉ ଇହଜଗତରେ ନାହାନ୍ତି। କଟକ ଶ୍ରୀରାମ ଚନ୍ଦ୍ର…