ପଞ୍ଚାନନ କାନୁନଗୋ ବିଭିନ୍ନ ବର୍ଗର ଭୋଟ ଦାତାମାନଙ୍କୁ ଆପଣାଇବା ପାଇଁ ସବୁ ରାଜନୈତିକ ଦଳ ଅନେକ କାର୍ଯ୍ୟକ୍ରମ ଘୋଷଣା କରିଥାନ୍ତି । ଏହା ଏକ ସ୍ୱାଭାବିକ ରାଜନୈତିକ ପ୍ରକ୍ରିୟା । ତାହାହିଁ ନିର୍ବାଚନ ସମୟରେ ଅଧିକ ଭାବେ ଘଟିଥାଏ । ଏହା […]
କେଦାର ମିଶ୍ର ସୁପ୍ରିମ କୋର୍ଟ କହିଲେ, କୋଲକାତାର ପୋଲିସ କମିଶନର ରାଜୀବ କୁମାରଙ୍କୁ ସିବିଆଇ ଗିରଫ କରି ପାରୀଣ ନାହିଁ, କିନ୍ତୁ ସେ ସିବିଆଇ ତଦନ୍ତରେ ସହଯୋଗ କରିବେ । ବୁଝା ପଡୁନି, ଏଥିରେ ନୂଆ କଥା କଣ ଅଛି। ୯, […]
କେଦାର ମିଶ୍ର ‘ସାରା ଦେଶକୁ ପାହାଡ଼ ଘେରି ରହିଛି ଓ ଅସୁମାରି ପର୍ବତମାଳା ଦ୍ୱାରା ଏହା ଖଣ୍ଡ ଖଣ୍ଡ ହୋଇ ଅନେକ ରାଜ୍ୟରେ ପରିଣତ ହୋଇଛି। ପାହାଡ଼ ଏପାଖେ ରହୁଥିବା ଲୋକ ସେପାଖର ରାଜା ବା ଜାହାଙ୍ଗୀର ବିଷୟରେ କିଛି ଜାଣନ୍ତି […]
ସୁଧାଶ୍ରୀ ଦାଶ ବିଦେଶରେ ରହି ମୁଁ ଗୋଟେ କଥା ବୁଝିସାରିଛି, ଯାହା ଆମେ ଦେଖିବା ଓ ଅନୁଭବ କରିବା, ତାକୁ ହିଁ ବିଶ୍ବାସ କରିବା । ସତ୍ୟ ସବୁବେଳେ ‘ତିନି ତୁଣ୍ଡରେ ଛେଳି କୁକୁର’ ନୁହେଁ । ୨୦୧୪ ସାଧାରଣ ନିର୍ବାଚନ […]
ଜ୍ୟୋତି ନନ୍ଦ ପ୍ରଥମମରୁ କହିଦେବା ଉଚିତ ହେବ ଯେ ଏହି ଆଇଡିଆଟି ଆଦୌ ମୌଳିକ ନୁହଁ। ଆମର ଲୋକପ୍ରିୟ ତଥା ପୋଷାକପ୍ରିୟ ପ୍ରଧାନସେବକ ଙ୍କର ପ୍ରିୟତମ “ପକୁଡି ପ୍ରସ୍ତୁତି” ଭଳି ଉଚ୍ଚ ପ୍ରଯୁକ୍ତି ସଂପନ୍ନ କର୍ମନିଯୁକ୍ତିର ଉଚ୍ଚ ବିଚାର ସହ ନିମ୍ନସ୍ଥ […]
କୈଳାସଚନ୍ଦ୍ର ଦାଶ ବିଂଶ ଶତକର ଚତୁର୍ଥ ଓ ପଞ୍ଚମ ଦଶକରେ ଓଡିଶାରେ ପ୍ରଗତିଶୀଳ ତଥା ବାମପନ୍ଥୀ ସାମ୍ୟବାଦୀ ତତ୍ତ୍ୱର ପ୍ରସାରରେ ନବୀନ, ସାରଥୀ, ଆଧୁନିକ ତଥା କୃଷକ ପତ୍ରିକା ଗୁଡିକର ଭୂମିକା ଅବିସ୍ମରଣୀୟ । ସାରଥି ନବକୃଷ୍ଣ ଚୌଧୁରୀଙ୍କ ସମ୍ପାଦନାରେ ୧୯୩୪ […]
ସୁଧାଶ୍ରୀ ଦାଶ ଏବେ ସବୁଠି ଶୀତ ଲହରୀ । ପ୍ରତିଦିନ ପାରଦ ତଳକୁ ଖସୁଛି। ଶୀତ ବଢିବା ସହିତ ବଦଳୁଚି ଆମର ଖାଦ୍ୟପେୟ। ଦୁବାଇରେ ମଧ୍ୟ ଏବେ ଶୀତ ଲହରୀ । ଦେଖିବାକୁ ଗଲେ ଶୀତ ଋତୁ ହେଉଛି ଏଠି ସବୁଠାରୁ […]
ଜ୍ୟୋତି ନନ୍ଦ ଏଠାରେ ଦୁଇଟି ତଥ୍ୟ ଉପସ୍ଥାପନ କରାଯିବ ଆଉ ସେହି ଦୁଇଟି ତଥ୍ୟ ସହିତ ସାଂପ୍ରତିକ ରାଜନୀତିକୁ ଯୋଡାଯିବ। ଏହା ମୂଖ୍ୟତଃ ଏଇ ରମ୍ୟଲେଖର ସାମଗ୍ରିକ ରୂପରେଖ।ତେଣୁ ବିଚିତ୍ର ତଥ୍ୟ ପ୍ରତି ଆଗ୍ରହ ଥିବା ଲୋକେ ଏଥିରେ ତଥ୍ୟର ବୈଚିତ୍ର୍ୟକୁ […]
କେଦାର ମିଶ୍ର ଦ୍ଵାରଫିଟା ଓ ଦୈନିକ ମଙ୍ଗଳ ଆଳତି ପ୍ରତ୍ୟହ ଊଷାକାଳ ଅର୍ଥାତ ଭୋର ୫ ଘଟିକା ବା ତତ ପୂର୍ବରୁ ହେବାର ନିୟମ। କେବଳ ଦଶହରା ପର ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣମୀ ପର୍ୟନ୍ତ, ଧନୁ ସଙ୍କ୍ରାନ୍ତିଠାରୁ ମକର ସଙ୍କ୍ରାନ୍ତି ପର୍ୟନ୍ତ […]
ଭବାନୀ ଶଙ୍କର ନନ୍ଦ ଧାର୍ମିକ ମନୁଷ୍ୟ ମାସରେ ଦୁଇଥର ଏକାଦଶୀ ଉପବାସ କରେ। କେତେକ ଅବଶ୍ୟ ନିର୍ଜଳ ଉପବାସ କରନ୍ତି ନିର୍ଦ୍ଦିଷ୍ଟ ପର୍ବ ଦିବସରେ। ତାହା ବାର ବା ଚବିଶ ଘଣ୍ଟିଆ । ମାତ୍ର କୁକୁରଟି ବାଧ୍ୟ ହେଲା ଏକାଦିକ୍ରମେ 15 ଦିନ ନିର୍ଜଳ ଉପବାସରେ ରହିବାକୁ। ଭୁବନେଶ୍ୱର ଉପକଣ୍ଠର ମଳିପଡ଼ା […]
କୈଳାସଚନ୍ଦ୍ର ଦାଶ ମହାତ୍ମା ଗାନ୍ଧୀଙ୍କର ୧୫୦ ତମ ଜୟନ୍ତୀ ଅବକାଶରେ ତାଙ୍କ ଚିନ୍ତନ ଓ କର୍ମଧାରା ଓଡିଶାରେ କିପରି ପ୍ରଭାବଶାଳୀ ଥିଲା ତାହାର ବିଚାର ଆବଶ୍ୟକ । ମହାତ୍ମା ଗାନ୍ଧୀ ଓଡିଶାକୁ ୧୯୨୧, ୧୯୨୫, ୧୯୨୭, ୧୯୩୪ , ୧୯୩୮ ଓ […]
କେଦାର ମିଶ୍ର ଅସୁରକ୍ଷିତ ଓ ଅରକ୍ଷିତ ଜୀବ ମାନଂକର ଏକ ତାଲିକା ଯଦି ତିଆରି କରାଯାଏ ସେହି ତାଲିକାରେ ଆଉ କିଏ ରହୁ କି ନ ରହୁ ସାମ୍ବାଦିକ ନାମକ ପ୍ରାଣୀଟି ନିଶ୍ଚୟ ରହିବ! ପାଠକେ ହୁଏତ ଏ କଥା କୁ […]
ପ୍ରିୟ ରଞ୍ଜନ ସାହୁ ସାମ୍ବାଦିକତା କ୍ଷେତ୍ରରେ ମୋର ପାଖାପାଖି ୩୦ ବର୍ଷର ଅଭିଜ୍ଞତା । ସବୁ ସମୟ ଖବରକାଗଜରେ ଲେଖିଆସିଛି, କିନ୍ତୁ କଥା କହିବାରେ ମୁଁ ବହୁତ ଦୁର୍ବଳ । ମୁଁ ଯାହା ଲେଖେ, ଠିକ୍ ସେଇ କଥା କାହା ସାମନାରେ […]
ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ, ଓଡିଶା ଗତ କେତେ ସପ୍ତାହ ଧରି ଓଡିଶା ବଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ତଥା ପ୍ରସିଦ୍ଧ ଅନେକ ବ୍ୟକ୍ତିଙ୍କୁ ଆତିଥେୟତା ପ୍ରଦାନ କରିଛି । ଭୁବନେଶ୍ୱରରେ ଅନୁଷ୍ଠିତ ମେକ୍-ଇନ୍-ଓଡିଶା କାର୍ଯ୍ୟକ୍ରମରେ ବିଶିଷ୍ଟ ଭାରତୀୟ ଶିଳ୍ପପତି ମାନେ ଏକାଠି ହୋଇଥିଲେ […]
ସୁଧାଶ୍ରୀ ଦାଶ ଜଣେ ପ୍ରବାସୀ ଭାରତୀୟ ହିସାବରେ ନିଜ ସଂସ୍କୃତି ଓ ଗରିମାକୁ ଧରି ରଖିବାର ଦାୟିତ୍ଵକୁ ମୁଁ ସବୁବେଳେ ଅନୁଭବ କରେ। ସେ ନିଜ ବେଶ ପୋଷାକ ଦ୍ଵାରା ହେଉ ବା ଚାଲିଚଳନ, ମୁଁ ଚେଷ୍ଟା କରେ ନିଜକୁ ଓଡିଆ […]
କେଦାର ମିଶ୍ର ଦେଶର ସର୍ବୋଚ୍ଚ ଅଦାଲତ ମଧ୍ୟ ଭୁଲ କରନ୍ତି। ଇଂରାଜୀରେ ଗୋଟେ କଥା ଅଛି, to err is human, ମାନେ ଭୁଲ କରିବା ଗୋଟେ ମାନବୀୟ ଗୁଣ। ଯେତେ ଧର୍ମାବତାର ହେଲେ ମଧ୍ୟ ବିଚାରପତିମାନେ ମଣିଷ। ସେମାନେ ଭୁଲ […]
ପ୍ରିୟ ରଞ୍ଜନ ସାହୁ ୧୯୮୦ର କଥା । ଆମେ ଯେତେବେଳେ କଲେଜରେ ପଢୁଥିଲୁ । ସେ ବର୍ଷ ଓଡିଶାରେ ଗୋଟିଏ ବଡ ଧରଣର ଛାତ୍ର ଆନ୍ଦୋଳନ ହୋଇଥିଲା । ଆମେ ସମସ୍ତେ ଆନ୍ଦୋଳନର ସକ୍ରିୟ କର୍ମୀ । ୧୯୮୫ ଓଡିଶା […]
କେଦାର ମିଶ୍ର ଦାନ ମାଝି କିଏ ଏ କଥା ଅଲ୍ପେ ବହୁତେ ସମସ୍ତେ ଜାଣନ୍ତି ।ଦୁଇ ବର୍ଷତଳେ ଅଗଷ୍ଟ ୨୦ ତାରିଖର ଦାନ ମାଝି ଯାହା ଥିଲେ ଆଜି ସେ ସେୟା ହୋଇ ରହି ନାହାନ୍ତି । ଗୋଟେ ଖବର ଆଉ […]
କେଦାର ମିଶ୍ର ଜଷ୍ଟିସ ମାର୍କଣ୍ଡେୟ କାଟଜୁ, ସୁପ୍ରିମ କୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଓ ପ୍ରେସ କାଉନସିଲ ଅଫ ଇଣ୍ଡିଆ ର ପୂର୍ବତନ ଅଧ୍ୟକ୍ଷ। ବିଚାରପତି ଥିବା ସମୟରେ ନିଜ ରାୟକୁ ନେଇ ସେ ଯେତିକି ଚର୍ଚ୍ଚିତ ନଥିଲେ, ପଦବୀରୁ ଅବସର […]
କୁଶାଗ୍ର ଯମରାଜଙ୍କୁ ଏମିତି ବେଶରେ କେହି କେବେ ଦେଖିନଥିବେ! ଅବଶ୍ୟ ପୁରୁଣା ସଂସ୍କୃତରେ ବୈଦ୍ୟରାଜ ନମସ୍ତୁଭ୍ୟମ ଯମରାଜାଃ ସହୋଦର ବୋଲି କୁହାଯାଇଛି। ବୈଦ୍ୟ ବା ଡାକ୍ତର ଯମରାଜାଙ୍କ ସାକ୍ଷାତ ସାନଭାଇ, କାରଣ ଯମରାଜ କେବଳ ଜୀବନ ନେଉଥିବାବେଳେ,ବୈଦ୍ୟରାଜ ଉଭୟ ଧନ ଓ ଜୀବନ […]
ସୁଧାଶ୍ରୀ ଦାଶ, ଦୁବାଇ ଦୁବାଇର ପ୍ରାୟ ୧୦ ବର୍ଷର ରହଣି । ଏହି ୧୦ ବର୍ଷ ଭିତରେ ଅନେକ ଭାରତୀୟଙ୍କୁ ଏଠି ଭେଟିଛି । ସମସ୍ତେ ନିଜ ନିଜ ରାଜ୍ୟର ଗର୍ବ ଓ ଗୌରବ କୁ ନେଇ ଏଠି ଚଳନ୍ତି । […]