ଚନ୍ଦ୍ରକାନ୍ତି ବୌଦ୍ଧ ନରସିଂହପୁର : କରୋନାକୁ ନେଇ ନରସିଂହପୁର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଛି। ବ୍ଲକର ପର୍ଯ୍ୟଟନ ବିକାଶ କେନ୍ଦ୍ର ଠାରେ କରୋନା ସ୍ବାବ ଟେଷ୍ଟ ସେଣ୍ଟର ଆଜିଠାରୁ ଆରମ୍ଭ ହୋଇଛି। ନରସିଂହପୁର ବ୍ଲକରେ ବସବାସ କରୁଥିବା ଲୋକଙ୍କ […]
ରମେଶ ମହାନ୍ତି ଜଗତସିଂହପୁର: ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଓସୱାନ୍ ଭି.ସି ରୁମ୍ ଠାରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଭିଡିଓ କନଫରେନ୍ସ ମାଧ୍ୟମରେ ଏକ ସମୀକ୍ଷା ବୈଠକ କରିଛନ୍ତି। ମେ ୩ ତାରିଖ ଲକ୍ ଡାଉନ୍ ପରେ ବିଭିନ୍ନ ରାଜ୍ୟରୁ […]
ସୀତାରାମ ଅଗ୍ରଓ୍ବାଲ ବାଣପୁର: ରାଜ୍ୟରେ ଏବେ ପ୍ରବାସୀ ଓଡ଼ିଆଙ୍କ ପାଇଁ ଚିନ୍ତା ବଢିଛି। ନିକଟରେ ପଡୋଶୀ ରାଜ୍ୟ କଲିକତାରୁ ଫେରିଥିବା ଓଡ଼ିଆମାନେ କରୋନାରେ ଆକ୍ରାନ୍ତ ହେବା ପରେ ଏନେଇ ଏବେ ରାଜ୍ୟ ସରକାର ବେଶ୍ କଡାକଡି ନୀତି ଆପଣାଇଛନ୍ତି। ପ୍ରତ୍ୟେକ ଜିଲ୍ଲାର […]
ପିଣ୍ଟୁ ବିଷୋୟୀ ବେଗୁନିଆପଡା: ବେଗୁନିଆପଡା ଅଞ୍ଚଳରେ ଚୋରା ମଦ କାରବାର ଥମିବାର ନା ଧରୁନାହିଁ। ତେବେ ଚୋରା ମଦ କାରବାର ରୋକିବାରେ ପୋଲିସ୍କୁ ମିଳିଛି ବଡ ସଫଳତା। ସୋମବାର ବିଳମ୍ବିତ ରାତିରେ ମୁଣ୍ଡୁଳା, ଚନ୍ଦନପୁର, ଓ ପଳାସପଲି ଠାରେ ମଦ ଆଡ୍ଡା […]
ହେମାଙ୍ଗ ପ୍ରସାଦ ରାଉଳ କୁକୁଡାଖଣ୍ଡି: ଶୌଚାଳୟ କାମରେ ମହା ଦୁର୍ନୀତି। କୁକୁଡାଖଣ୍ଡି ବ୍ଲକରେ ଶୌଚାଳୟ ଦୁର୍ନୀତି ଲୋକ ଲୋଚନକୁ ଆସିଛି। କେବଳ କୁକୁଡାଖଣ୍ଡି ବ୍ଲକ ନୁହଁ ଗଞ୍ଜାମ ଜିଲ୍ଲାରେ ପ୍ରାୟ ପ୍ରତ୍ୟେକ ବ୍ଲକରେ ଶୌଚାଳୟ ନିର୍ମାଣକୁ ନେଇ ଅଭିଯୋଗ ହୋଇ ଆସୁଛି। ବ୍ଲକ […]
ହେମାଙ୍ଗ ପ୍ରସାଦ ରାଉଳ ଗଞ୍ଜାମ : ଗଞ୍ଜାମର ଦୁଇଟି ସ୍ଥାନରେ ଅବକାରୀ ବିଭାଗର ଚଢାଉରେ 2650 ଲିଟର ଦେଶୀ ମଦ ଜବତ କରାଯିବା ସହିତ 9 ଜଣଙ୍କୁ ଗିରଫ କରାଯାଇଛି । ଅବକାରୀ ବିଭାଗ ପକ୍ଷରୁ ଧରାକୋଟର ଚମ୍ପାପଲ୍ଳୀ ଏବଂ ବଡଗଡର […]
ରଞ୍ଜିତ୍ ପଣ୍ଡା କୁଜଙ୍ଗ :କୁଜଙ୍ଗ ବ୍ଲକ୍ ନୂଆଗଡ ପଂଚାୟତରେ କରୋନାକୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସମାଜସେବୀ ତଥା ସାଂସଦଙ୍କ ପ୍ରତିନିଧି ସୁଢଳ କୁମାର ସ୍ୱାଇଁ ଲକ୍ ଥାନା ଅଧିକାରୀ ପ୍ରଭାସ ଚନ୍ଦ୍ର ସାହୁ, ନୂଆଗଡ […]
ରଞ୍ଜିତ୍ ପଣ୍ଡା କୁଜଙ୍ଗ : ବାଲିଆ ଅଂଚଳିକ ମହାସଙ୍ଘ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୬୦ ହଜାର ଟଙ୍କା ଏବଂ ପ୍ରଧାନ ମନ୍ତ୍ରୀ କେୟାରର୍ସ ଫଣ୍ଡ୍ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ଆଜି ପୂର୍ବାହ୍ନ ମହାସଙ୍ଘ କାର୍ଯ୍ୟାଳୟରୁ […]
ରଞ୍ଜିତ ପଣ୍ଡା କୁଜଙ୍ଗ : କରୋନା ମହାମାରୀ ଯୋଗୁଁ ସାରାଦେଶରେ ଲକଡାଉନ। ମାସେ ହେଲା ଲୋକେ ଘରୁ ବାହାରୁନଥିବା ବେଳେ ଏବେ ଅଦିନିଆ ଝଡବର୍ଷା ସାଙ୍ଗକୁ ସାପ୍ତାହିକ ହାଟ ବନ୍ଦ, ଯାହାକି ଚାଷୀକୂଳ ଉପରେ ଦାଉ ସାଧିଛି। ଅଦିନିଆ ଝଡବର୍ଷାରେ ଉଜୁଡି […]
କନ୍ଦର୍ପ ବେହେରା ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକ୍ଟିଦେଉଳ ବ୍ଲକର ଯୁବ ବୈଜ୍ଞାନିକ ଶେଷ କିସାନଙ୍କର ଭଉଣୀଙ୍କର ଆଜି ଅକାଳ ବିୟୋଗ ଘଟିଛି। ସେ ଦୀର୍ଘଦିନ ହେଲା ରୋଗାଗ୍ରସ୍ତଥିଲେ। ଯୁବ ବୈଜ୍ଞାନିକ ଶେଷ କିସାନ ଜଣେ ଗରିବ ଆଦିବାସୀ କିସାନ […]
ବବ୍ଲୁ ସାହୁ କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆନୁକୂଲ୍ୟରେ ଆଜି କେସିଙ୍ଗା ବ୍ଲକ ଅନ୍ତର୍ଗତ ତୁଣ୍ଡଲା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ଅନୁଷ୍ଠିତ ଏହି ରକ୍ତ […]
ପିଣ୍ଟୁ ବିଷୋୟୀ ଗଞ୍ଜାମ/ବେଗୁନିଆପଡା: ସାରା ଦେଶରେ କରୋନା ଭୁତାଣୁ ତାର କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସାରା ଦେଶକୁ ଲକ୍ ଡାଉନ୍ ଘୋଷଣା କରିଛନ୍ତି ସରକାର। ସମସ୍ତ ରାଜ୍ୟ ଓ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳ ସୀଲ୍ କରାଯାଇଛି। […]
ରମେଶ ମହାନ୍ତି ଜଗତସିଂହପୁର : ଦିନଥିଲା ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଓ ଏରସମା ଅଞ୍ଚଳ ପାନର ଚାହିଦା ରାଜ୍ୟ ତଥା ରାଜ୍ୟ ବାହାରେ ବମ୍ବେ ଠାରୁ ବାଙ୍ଗାଲୋର, କଲିକତା ଠାରୁ କେରଳ ପର୍ଯ୍ୟନ୍ତ ଥିଲା। ପାନଚାଷୀ ରାଜ୍ୟ ବାହାରକୁ ପାନ ପଠାଇ […]
ହରପ୍ରସାଦ ବିଷୋୟୀ ବେଗୁନିଆପଡା: କରୋନା ମହାମାରୀ ପାଇଁ ଯୋଦ୍ଧା ସାଜିଥିବା ବେଗୁନିଆପଡା ବ୍ଲକର ଯୋଦ୍ଧାଙ୍କୁ ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନ୍ ତରଫରୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି । କରୋନା ଭୁତାଣୁ ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବା ପାଇଁ ସରକାରଙ୍କ […]
ହେମାଙ୍ଗ ପ୍ରସାଦ ରାଉଳ ଛତ୍ରପୁର : ପୁରୁଷୋତ୍ତମପୁର ଏନ୍.ଏ.ସି.ରେ ବାହାର ରାଜ୍ୟ ଫେରନ୍ତାଙ୍କ ପାଇଁ କରାଯାଇଥିବା ୬ଟି କ୍ବାରେଣ୍ଟାଇନ୍ କେନ୍ଦ୍ରକୁ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ସମ୍ପୂର୍ଣ୍ଣ ତଦାରଖ କରିଛନ୍ତି । ପୁରୁଷୋତ୍ତମପୁର ଏନ୍.ଏ.ସିର ପ୍ରାୟ ୩୦୦ ବ୍ୟକ୍ତି ବାହାର […]
ହେମାଙ୍ଗ ପ୍ରସାଦ ରାଉଳ ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ କରୋନାକୁ ପ୍ରତିହତ କରିବାପାଇଁ ଗ୍ରାମାଞ୍ଚଳ ଉପରେ ଯଥେଷ୍ଟ ଧ୍ୟାନ ଦିଆଯିବ । କରୋନା ମୁକାବିଲା ପାଇଁ ଗାଁ ଗହଳିରେ ବିକ୍ରି ହେଉଥିବା ପାନ, ଗୁଟଖା, ସୁପାରି ପ୍ରଭୃତି ଉପରେ ସମ୍ପୂର୍ଣ୍ଣ ରୋକ୍ […]
ରଞ୍ଜିତ ପଣ୍ଡା କୁଜଙ୍ଗ : ଚୋରା କାଠ ମାଫିଆଙ୍କ ପାଇଁ ବରଦାନ ସାଜିଛି କରୋନା ଲକ୍ ଡାଉନ। ପାରାଦ୍ବୀପ ବେଳାଭୂମିରୁ ଲୁଟ୍ ହେଉଛି ଲକ୍ଷାଧିକ ଟଙ୍କାର ଝାଉଁ କାଠ। କରୋନାକୁ ନେଇ ସମସ୍ତେ ଘରେ ଥିବାବେଳେ, ଏମାନେ ଦିନ ଦ୍ବିପ୍ରହରରେ ଲୁଟି […]
ଚନ୍ଦ୍ରକାନ୍ତି ବୌଦ୍ଧ ନରସିଂହପୁର : ସାରା ଦେଶରେ ଲକଡାଉନ୍ ଜାରି ରହିଥିବା ବେଳେ ସମସ୍ତ ନିର୍ମାଣ କାରୀ ସଂସ୍ଥା ତଥା ବିଭିନ୍ନ କମ୍ପାନୀ ଗୁଡିକ ହଠାତ୍ ବନ୍ଦ ହୋଇଛି। ଏହା ଫଳରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଉକ୍ତ କମ୍ପାନୀରେ କାମ କରୁଥିବା […]
ରମେଶ ମହାନ୍ତି ଜଗତସିଂହପୁର: କରୋନା ଭୁତାଣୁର ଦୃତ ସଂକ୍ରମଣ ଯୋଗୁ ସାରା ରାଜ୍ୟରେ ଲକ୍ ଡାଉନ୍ ହୋଇଥିବାରୁ ଲୋକମାନେ ଘରୁ ବାହାରି ପାରୁନଥିଲେ। ଏବେ ମୁଗ ଅମଳ ସମୟ ହୋଇଥିବାରୁ ଏଇ କେଇଟା ଦିନ ହେବ ଲୋକମାନେ ଘରୁ ବାହାରି ମୁଗ […]
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବର୍ତ୍ତମାନ କରୋନା ମହାମାରୀ ସାରା ବିଶ୍ୱକୁ ଘାଇଲା କରିଥିବା ବେଳେ ଆମ ଦେଶ ଓ ରାଜ୍ୟ ଏଥିରୁ ବାଦ ପଡିନାହିଁ। ଆମ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସେହିଭଳି […]
ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ସ୍ଥିତ ସାଆଁସ ଗ୍ରାମରୁ ଶନିବାର ଅପରାହ୍ନରେ ଏକ ହରିଣ ଉଦ୍ଧାର ହୋଇଛୁ। ସୂଚନାନୁଯାୟୀ ଶନିବାର ଦିନ ପ୍ରାୟ ୨ଟା ସାଢେ ୨ଟା ସମୟରେ ସାଆଁସ ଖରଖରି ଗ୍ରାମର ଭର୍ସଙ୍ଘ ପୋଖରୀ […]