ସମୀକ୍ଷା ବ୍ୟୁରୋ କନ୍ଦର୍ପ ବେହେରା / ରେଢାଖୋଲ: ସମ୍ବଲପୁର ଜିଲ୍ଲାର ରେଢାଖୋଲ ସବଡିଭିଜନର ନାକ୍ଟି ଦେଉଳ ବ୍ଲକ ଅନ୍ତର୍ଗତ ଡଇଁଚା ଗ୍ରାମରେ ଥିବା ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ। ବିଦ୍ୟାଳୟରେ ଖାଲି ଥିବା ଶିକ୍ଷକ ପଦବୀ ପୂରଣକୁ […]
ଅରୁଣ କୁମାର ପ୍ରଧାନ ନାକ୍ଟିଦେଉଳ: ଗଣତନ୍ତ୍ର ଦିବସ ଅବସରରେ ସାରା ପୁରପଲ୍ଲୀ ହର୍ଷ ଉଲ୍ଲାସରେ ପାଳନ କରୁଥିବାବେଳେ ଚନ୍ଦ୍ରପୁର ଗ୍ରାମରେ କିନ୍ତୁ ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ। ଗତକାଲି ନାକ୍ଟି ଦେଉଳ ଥାନା ଅନ୍ତର୍ଗତ ଚନ୍ଦ୍ରପୁର ଗ୍ରାମରେ ଜମ୍ମୁକାଶ୍ମୀରରେ କାର୍ଯ୍ୟରତ ଥିବା […]
ସମୀକ୍ଷା ବ୍ୟୁରୋ ଝାରସୁଗୁଡା : ଦୀର୍ଘ ଦିନର ଆଶା ପୂରଣ ହୋଇଛି । ଆଜିଠୁ ଝାରସୁଗୁଡାରୁ କୋଲକତା ବିମାନ ଚଳାଚଳ । ଉଡାନ 3.0 ଯୋଜନରେ ନିୟମିତ ରୂପରେ ଚଳାଚଳ କରିବ ବିମାନ । ଆଜିଠାରୁ ଏଲାଏନ୍ସ ଏୟାର ବିମାନ କୋଲକାତା […]
ସମୀକ୍ଷା ବ୍ୟୁରୋ ରାଇରଙ୍ଗପୁର : ବାଇକ୍ରେ ଆସି ଲୁଟିନେଲେ ଟଙ୍କା । ବନ୍ଧୁକ ଦେଖାଇ ପାନ ବ୍ୟବସାୟୀଙ୍କଠାରୁ 6 ଲକ୍ଷ ଲୁଟ୍ ନେଇଛନ୍ତି ଦୁର୍ବୃତ୍ତ। ଦୋକାନୀ ସଟର ବନ୍ଦ କରି ଟଙ୍କା ବ୍ୟାଗ୍ ଧରିଥିବାବେଳେ ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ ଜଣକ । […]
ସମ୍ବଲପୁର : ସମ୍ବଲପୁରଠାରେ ହୋଇଥିବା ଏକ ଦୁର୍ଘଟଣା ପରେ ଉଭୟ ଟ୍ରାକ୍ଟର ଓ ବସ୍କୁ ବଡ଼ ଜରିମାନା କରାଯାଇଛି । ଦୁର୍ଘଟଣା ପରେ ଜରିମାନା ଠୁଙ୍କିଛି ପରିବହନ ବିଭାଗ । ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟର ଓ ବସ୍ ଚାଳକଙ୍କୁ ବଡ଼ ଜରିମାନା। ଟ୍ରାକ୍ଟରକୁ […]
ସମୀକ୍ଷା ବ୍ୟୁରୋ ଗଞ୍ଜାମ : ନିଆଁ ଲାଗି ଜଳିଗଲା ଦୁଇ ଭାଇଙ୍କ ପାଞ୍ଚ ବଖରା ଘର । ଗଞ୍ଜାମ ବ୍ଲକ୍ ଲୁଙ୍ଗୁରି ଗାଁରେ ସର୍ଟ ସର୍କିଟ୍ରୁ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି । ଦିନ ମଜୁରିଆ ହୋଇଥିବାରୁ ବାହାରେ ଥିଲେ, ଘରେ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର: ସରକାରୀ ଆଶ୍ରମ ସ୍କୁଲ ନୟାପଲ୍ଲୀର ବାର୍ଷିକ କ୍ରୀଡ଼ା ଉତ୍ସବ ଜାନୁୟାରୀ ୨୫ ଓ ୨୬ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ […]
ସମୀକ୍ଷା ବ୍ୟୁରୋ ପାପରେମଟଲା : ପୁଣି ମାଓବାଦୀଙ୍କ ବର୍ବରତା ଦେଖିବାକୁ ମିଳିଛି । ଦଶରୁ ଉର୍ଦ୍ଧ୍ବ ଘର ଜାଳିଦେଇଛନ୍ତି । ପାପରମେଟ୍ଲା ଥାନା ଯୋଡାଆମ୍ବ ଗ୍ରାମରେ ଘର ଜାଳିଦେଲେ ମାଓବାଦୀ। ମାଓ ଭୟରେ ପୋଲିସ୍ କ୍ୟାମ୍ପ୍ରେ ଆଶ୍ରୟନେଲେ ଗ୍ରାମବାସୀ । କୁନ୍ତୁରୁପଦରସ୍ଥିତ […]
ସମୀକ୍ଷା ବ୍ୟୁରୋ ବାଲିଗୁଡା : ରାଜ୍ୟରେ ଦୁଷ୍କର୍ମ ପରି ଘଟଣା ଥମିବାର ନାଁ ଧରୁନାହିଁ । ବାଲିଗୁଡା ଅଞ୍ଚଳରେ 5 ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି । ଜଳଖିଆ ଦେବାକୁ କହି ଘରୁ ଡାକି ନେଇ ଗାଁ […]
ସୀତାରାମ ଅଗ୍ରଓ୍ବାଲ ବାଣପୁର : ବାଣପୁର ବ୍ଲକ ଗାଲୁଆ ପଞ୍ଚାୟତରେ ବିଜେଡ଼ିର ଗୋଷ୍ଠୀ କନ୍ଦଳ ସାମ୍ନାକୁ ଆସିଛି।ଦୁଇ ସମର୍ଥକ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ବେଶ୍ ଚର୍ଚ୍ଚା ସୃଷ୍ଟି ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ବାଣପୁରଠାରେ ବିଜେଡିର […]
ରମେଶ ମହାନ୍ତି ଜଗତସିଂହପୁର : ସାରା ଭାରତରେ ଆଜି 71ତମ ଗଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ରାଜ୍ୟ ତଥା ଜିଲ୍ଲାର ସଦରମହକୁମାଠାରେ ଏହି ଉତ୍ସବ ବେଶ୍ ଆଡମ୍ବରପୂର୍ଣ୍ଣ ଭାବେ ଏହି ଉତ୍ସବ ପାଳିତ ହୋଇଛି । ଜିଲ୍ଲାପାଳ ତଥା ମନ୍ତ୍ରୀମାନଙ୍କ […]
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଭୁବନେଶ୍ବରଠାରେ ଷଣ୍ଢ ଆକ୍ରମଣରେ ଜଣେ ମହିଳାଙ୍କ ମୃତ ହୋଇଥିବାର ଖବର ମିଳିଛି । ମୃତ ମହିଳାଜଣକ ହେଉଛନ୍ତି ଧଉଳି ଥାନା ନୂଆଗାଁ ମାରୁତିନଗରର । ଫୁଲ ତୋଳିବାକୁ ଯାଇଥିଲାବେଳେ ଷଣ୍ଢ ଆକ୍ରମଣରେ ମୃତବରଣ କରିଛନ୍ତି ମହିଳାଜଣକ […]
ସମୀକ୍ଷା ବ୍ୟୁରୋ ବାଣପୁର : ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ବାଣପୁର-ବାଲୁଗାଁ ନଗର ଶାଖା ତରଫରୁ ଏହା ଅଧୀନରେ ଥିବା ସମସ୍ତ ୭ ଗୋଟି ମହାବିଦ୍ୟାଳୟ ଯଥା ଗୋଦାବରୀଶ ମହାବିଦ୍ୟାଳୟ, ବାଣପୁର, ବାଲୁଗାଁ ମହାବିଦ୍ୟାଳୟ, ବାଲୁଗାଁ, ନାଚୁଣୀ ମହାବିଦ୍ୟାଳୟ, ନାଚୁଣୀ, […]
ସୀତାରାମ ଅଗ୍ରଓ୍ବାଲ ବାଣପୁର : ସାରା ଭାରତ ବର୍ଷରେ ୭୧ତମ ଗଣତନ୍ତ୍ର ଦିବସ ପାଳନ କରାଯାଇଛି। ଦେଶ ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗଣତନ୍ତ୍ର ଦିବସକୁ ବେଶ୍ ଆନନ୍ଦ ଉତ୍ସାହର ସହ ପାଳନ କରାଯାଇଛି। ବାଣପୁର ଏନ୍ଏସିର ବିଷାରପାଟଣାଠାରେ ନ୍ୟୁ ଷ୍ଟାର୍ […]
ଅରୁଣ କୁମାର ପ୍ରଧାନ ନାକ୍ଟିଦେଉଳ: ନାକ୍ଟିଦେଉଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ସୁରେନ୍ଦ୍ର ମୋହନ ପଟ୍ଟନାୟକ ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ ଅଭୟ ଚୈତନ୍ୟଜୀ ମହାରାଜ। ସେହିପରି ଏହି ଉତ୍ସବରେ ଅନ୍ୟତମ […]
ରମେଶ ମହାନ୍ତି ଜଗତସିଂହପୁର : ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ, ରାଜ୍ୟ ଆଇନ୍ ସେବା ପ୍ରାଧିକରଣ ଓ ଜିଲ୍ଲା ଆଇନସେବା ପ୍ରାଧିକରଣର ମିଳିତ ସହଯୋଗରେ ଏକ ବିଶାଳ ଆଇନ ସେବା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜିଲ୍ଲାପାଳଙ୍କ […]
ଧୃତିରଞ୍ଜନ ବାରିକ କେନ୍ଦ୍ରାପଡା : ଜାତୀୟ ମତଦାତା ଦିବସ ପାଳନ ଅବସରରେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ତରଫରୁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । 10ମ ମତଦାତା ଦିବସ ଅବସରରେ କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ଶତାଧିକ ଛାତ୍ରଛାତ୍ରୀ ସାଇକେଲ […]
ରଞ୍ଜିତ ପଣ୍ଡା କୁଜଙ୍ଗ: ସମଗ୍ର ଦେଶରେ ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ବିକ୍ଷୋଭ କରାଯାଉଥିବା ବେଳେ ତିର୍ତ୍ତୋଲରେ ମଧ୍ୟ ନାଗରିକତା ଆଇନ ବିରୋଧରେ ଏକ ପ୍ରତିବାଦ ସଭା ଏବଂ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ଏହି ପ୍ରତିବାଦ […]
ରଞ୍ଜିତ ପଣ୍ଡା କୁଜଙ୍ଗ: ନେତାଜୀ ଜୟନ୍ତୀ ଉପଲକ୍ଷେ କୁଜଙ୍ଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆମ ଓଡିଶା ଏବଂ ଏସ୍ଟିଇଆର୍ ପକ୍ଷରୁ ମିଳିତ ଭାବରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏହି ରକ୍ତଦାନ ଶିବିରରେ ସମୁଦାୟ ୩୪ ୟୁନିଟ୍ […]
ସମୀକ୍ଷା ବ୍ୟୁରୋ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ପବିତ୍ର ଜନ୍ମତିଥି ଉପଲକ୍ଷେ କେନ୍ଦ୍ରାପଡା ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ନେତାଜୀ ମଡେଲ ସ୍କୁଲ ତରଫରୁ ପ୍ରଭାତ ଫେରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଆରମ୍ଭରେ ବିଦ୍ୟାଳୟର ଅଧ୍ୟକ୍ଷ […]
କନ୍ଦର୍ପ ବେହେରା ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ସରକାରୀ ସ୍କୁଲ୍ରେ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟମୁହାଁ କରିବା ପାଇଁ ମାଗଣା ପୋଷାକ, ସାଇକେଲ୍, ଜୋତା, ମଧ୍ୟାହ୍ନ ଭୋଜନ ଆଦି ବଣ୍ଟନ କରୁଥିଲେ […]