ସମୀକ୍ଷା ବ୍ୟୁରୋ ଜର୍ଜ ଫର୍ଣ୍ଣାଣ୍ଡେଜ(୩,ଜୁନ,୧୯୩୦- ୨୯,ଜାନୁଆରୀ,୨୦୧୯) ବହୁ ବର୍ଷ ଧରି ନୀରବ ଥିଲେ। ତାଙ୍କର ସ୍ମରଣଶକ୍ତି ଚାଲି ଯାଇଥିଲା ଓ ସେ ଏକପ୍ରକାର ବିଚ୍ଛିନ୍ନ ଜୀବନରେ ଥିଲେ। ଏକଥା ଭାବିଲା ବେଳକୁ କେମିତି ଗୋଟେ ଅସହାୟ ଲାଗୁଛି। ଭାରତୀୟ ରାଜନୀତିରେ ଯାହାଙ୍କର […]
କୈଳାସଚନ୍ଦ୍ର ଦାଶ ୧୯୧୪ ବେଳକୁ ‘ସମ୍ବଲପୁରହିତୈଷିଣୀ ସମ୍ବାଦପତ୍ରରେ ଚିତ୍ର ଅଙ୍କନ କର୍ମ ଉପରେ ଆଲୋଚନା କରାଯାଇ ମନ୍ତବ୍ୟ ପ୍ରକାଶ କରାଯାଇଥିଲା-“ଚିତ୍ର ଅଙ୍କନ କର୍ମ ବର୍ତ୍ତମାନ ପ୍ରାୟ ଓଡିଶାରେ ଲୁପ୍ତ ହୋଇଅଛି ।ଓଡିଆମାନେ ଚିତ୍ରକର, ଶିଳ୍ପକର ରୂପେ ଜଗତ ବିଖ୍ୟାତହୋଇଥିଲେ ।କାଳର ଦାରୁଣ […]
ଜ୍ୟୋତି ରଞ୍ଜନ ମହାପାତ୍ର ସ୍ୱାଧୀନତା ସଂଗ୍ରାମ କାଳରେ ଆମରି ଜାତୀୟକବି ବୀରକିଶୋର ଦାସ ଲେଖିଥିଲେ “ଧଳା ବଦଳରେ କଳା ହେଲେ ଜୋକ, କଟିବ କି କୋଟି ଜନତାଙ୍କ ଦୁଃଖ-ଚାଷୀ ମୂଲିଆଙ୍କ ଖପୁରୀକୁ ଚିରି, ଦିଲ୍ଲୀ ଦରବାର ଗଢ଼ିବା କି?’ ଉକ୍ରଳମଣି ପଣ୍ଡିତ […]
ବୌଦ୍ଧାୟନ ଆଚାର୍ୟ ବିକାଶ,ବିପ୍ଳବ,ବିବିଧତା । ଏସବୁକୁ ବୁଝିଥିବା ଓଡିଶା ଆଉ ପୁରୁଣା ଓଡିଶା ହୋଇ ରହିନାହିଁ । ଏହି ଓଡିଶାରେ ଏବେ ଭରପୁର ହୋଇ ରହିଛି ଅନେକ ସମ୍ଭାବନା । କୃଷକଟିଏ ଏଠି ସରକାରୀ ସହାୟତା ପାଇବା ସହ କରୁଛି ପରିଶ୍ରମ […]
ଅନୁସୃଜନ:ଜ୍ୟୋତି ନନ୍ଦ (ବିଶିଷ୍ଠ ଚଳଚ୍ଚିତ୍ର ନିର୍ମାତା ସ୍ଵର୍ଗତ ମୃଣାଳ ସେନ୍ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏଇ ଅନୁସୃଜନ ଟି ତାଙ୍କର ଆତ୍ମଜୀବନୀ “ଅଲୱେଜ୍ ବିଙ୍ଗ୍ ବର୍ଣ୍ଣ “ର ଏକ ନିର୍ବାଚିତ ଅଂଶ।କୌଣସି ସୁନିପୁଣ ଚିତ୍ରନାଟ୍ୟ ପରି ଶ୍ରୀଯୁକ୍ତ ସେନ୍ ଏଠାରେ ତାଙ୍କର […]
ସମୀକ୍ଷା ବ୍ୟୁରୋ- ଭାରତର ପ୍ରଥମ ମହିଳା ଶିକ୍ଷୟତ୍ରୀ ଓ ସମାଜ ସୁଧାରକ ସାବିତ୍ରୀ ଦେବୀ ଫୁଲେଙ୍କର ଆଜି ହେଉଛି ଜନ୍ମ ଜୟନ୍ତୀ। ତାଙ୍କର ଜନ୍ମ ୧୮୩୧ ମସିହା ମହାରାଷ୍ଟ୍ର ସ୍ଥିତ ସାତାରା ଗାଁ ର ନାଇଗାଁରେ ହୋଇଥିଲା। ସାବିତ୍ରୀ ବାଇ ପ୍ରଥମ […]
ପିନାକୀ ଦେ ମୃଣାଳ ସେନ ଏବେ ଆମ ପାଇଁ ଅନୁପଲବ୍ଧ । ଅଣଲେଉଟା । ତାଙ୍କ ଯିବାରେ ବାସ୍ତବତା ଧର୍ମୀ ଚିତ୍ର ନିର୍ମାଣର ଅତୁଟ ପ୍ରୟାସ ଯେମିତି ଖାସ୍ ଫିକା ପଡ଼ିଗଲା । କାଳୋତ୍ତୀର୍ଣ୍ଣ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ନିର୍ମାଣ କରିଥିଲେ, ସତେଇଶିଟି । ଯାହା […]
କେଦାର ମିଶ୍ର ମୃଣାଳ ସେନ(୧୪,ମଇ, ୧୯୨୩-୩୦,ଡିସେମ୍ବର,୨୦୧୮) ପରିଣତ ବୟସରେ ଚାଲିଗଲେ।୯୫ ବର୍ଷର ଗୋଟେ ଦୀର୍ଘ ଓ ପରିପୂର୍ଣ୍ଣ ଜୀବନ। ୧୯୬୯ ରୁ ୨୦୦୨, ୩୭ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ସେ ସିନେମା ତିଆରି କରିଚାଲିଥିଲେ। ବଙ୍ଗଳା ସିନେମାର ତିନି ମହାନାୟକ […]
ଅସିତ ମହାନ୍ତି ଗତକାଲି (ଶନିବାର) ରାତିରେ ଦିଲୀପ ପଟ୍ଟନାୟକଙ୍କର ବିୟୋଗ ଘଟିଲା। ମୁଁ ତାଙ୍କୁ ଯେତିକି ଜାଣିଛି, ମୋର ମନେହୁଏ, ସେ ଅଳ୍ପ ସଫଳତା ଓ ଅସମାପ୍ତ ସ୍ବପ୍ନର ଏକ ସମାହାର। କେବେ ଜାଣିଲି ମୁଁ ଦିଲୀପ ପଟ୍ଟନାୟକଙ୍କୁ ? ପ୍ରାୟ […]
କୈଳାସ ଚନ୍ଦ୍ର ଦାଶ ଊନବିଂଶ ଶତକର ଶେଷଭାଗରେ ତଥା ବିଂଶ ଶତକର ଆଦ୍ୟପାଦରେ ପରିଚିତ ଥିଲେ ଚନ୍ଦ୍ରମୋହନ ମହାରଣା(୧୮୬୯-୧୯୨୯) । ୧୮୯୨ ମସିହାରେ ରଚିତ ଉତ୍କଳପୁତ୍ର ଫକୀରମୋହନଙ୍କ ଉକ୍ରଳ ଭ୍ରମଣଂରେ ତାଙ୍କ ବିଷୟରେ ସୂଚନା ମିଳେ । ଏଥିରେ ଲେଖାଥିଲା-କିହେ ଚନ୍ଦ୍ର […]
କେଦାର ମିଶ୍ର – ବାବୁ ତୁ କ’ଣ ଆଉ ସିନେମାରେ କାମ କରୁନୁ? – ନାଇଁରେ, ମୁଁ ବୁଢ଼ା ହୋଇଗଲିଣି ତ? ସେଥିପାଇଁ ସେମାନେ ମୋତେ ଆଉ ଖୋଜୁନାହାନ୍ତି । ଯା’ହେଉ, ତୁ ମୋତେ ମନେରଖିଛୁ । ପ୍ରାୟ ପାଞ୍ଚବର୍ଷ ତଳେ […]
ଅନ୍ଧାର ଭିତରେ କେଉଁଠି ନିଖୋଜ ବୃନ୍ଦାବନର ଠିକଣା । ବୃନ୍ଦାବନ ଯେଉଁଠି ଅହରହ ବାଜୁଥାଏ ବଂଶୀ । ଯେଉଁଠି ଆତ୍ମା ନାଚୁଥାଏ ଉନ୍ମାଦିନୀ ଗୋପିକା ପରି । ସେଠି ଜୀବନର ଏକମାତ୍ର ପରିଚୟ ମୂର୍ଚ୍ଛନା । ସେଠି ସବୁ ତପସ୍ୟାର ମୋକ୍ଷ […]
କେଦାର ମିଶ୍ର ପୃଥିବୀ ଓ ଚନ୍ଦ୍ରମା ଦୁଇ ଭାଇଭଉଣୀ । ପୃଥିବୀ ଅପରୂପା ସୁନ୍ଦରୀ । ସମୟର ଦେବତା ଯୌବନପ୍ରାପ୍ତି ପରେ ସୁନ୍ଦରୀ ପୃଥିବୀ ପ୍ରେମରେ ପଡିଗଲେ । ସମୟ ଓ ପୃଥିବୀର ପ୍ରଣୟ କାହାଣୀ ଗଡି ଚାଲିଲା ଗୋପନରେ । […]
କେଦାର ମିଶ୍ର- ଆଧୁନିକ ଶିଳ୍ପ ନଗରୀ ଅନୁଗୁଳର ଏକ ଅପରିଚିତ ଠିକଣା- ବାଜି ରାଉତ ଛାତ୍ରାବାସ। ସେଇ ପୁରୁଣାକାଳିଆ ଛାତ୍ରାବାସଟି ଆଜି ବି ଲାଗେ କେଉଁ ପ୍ରାଚୀନ ସମୟର ଗୁରୁକୁଳ ପରି। ସେହି ଛାତ୍ରାବାସର ଗୋଟେ ଚାଳ ଛପର ଥିବା ଏକ […]