Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବାହାର ରାଜ୍ୟରେ ଫସି ରହିଥିବା ଲୋକଙ୍କୁ ସାହାଯ୍ୟ ପାଇଁ ନୂଆ ଅଧିକାରୀ ନିଯୁକ୍ତ, ଜାଣନ୍ତୁ କେଉଁ ରାଜ୍ୟ ପାଇଁ କିଏ
ଜାତୀୟ ଖବର

ବାହାର ରାଜ୍ୟରେ ଫସି ରହିଥିବା ଲୋକଙ୍କୁ ସାହାଯ୍ୟ ପାଇଁ ନୂଆ ଅଧିକାରୀ ନିଯୁକ୍ତ, ଜାଣନ୍ତୁ କେଉଁ ରାଜ୍ୟ ପାଇଁ କିଏ

March 29, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: କୋଭିଡ୍‌-୧୯ ପରିପ୍ରେକ୍ଷୀରେ ସାରା ଦେଶରେ ହୋଇଥିବା ତାଲାବନ୍ଦ ଯୋଗୁଁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଓଡ଼ିଶାର ଶ୍ରମଜୀବୀ, ଛାତ୍ର, ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ମାନଙ୍କ ସହାୟତା ନିମନ୍ତେ ଓଡ଼ିଶା ସରକାର ସ୍ୱତନ୍ତ୍ର ପ୍ରଶାସନିକ ବ୍ୟବସ୍ଥା କରିଛନ୍ତି। ଇତି ମଧ୍ୟରେ ରାଜ୍ୟ ନିୟନ୍ତ୍ରଣ କକ୍ଷରେ ବୈଷୟିକ ଆଧୁନିକୀକରଣ କରାଯାଇ ୨୦ଟି ଅଧିକ କଲ୍‌ ନମ୍ବରର ବ୍ୟବସ୍ଥା କରାଯାଇଛି। ବିିଭିନ୍ନ ରାଜ୍ୟ ପାଇଁ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ନୋଡାଲ୍‌ ଅଧିକାରୀ ଭାବେ ନିୟୋଜିତ କରାଯାଇଛି। ଏହି ନୋଡାଲ୍‌ ଅଧିକାରୀମାନେ ଗୃହ ବିଭାଗରେ କାର୍ଯ୍ୟ କରୁଥିବା ନିୟନ୍ତ୍ରଣ କକ୍ଷ (କଣ୍ଟ୍ରୋଲ୍‌ ରୁମ୍‌) ସହ ସଂଯୋଜିତ ରହିବେ।

ନିୟନ୍ତ୍ରଣ କକ୍ଷର ଟେଲିଫୋନ୍‌ ନମ୍ବର-୦୬୭୪-୨୩୯୨୧୧୫ରେ ଆସୁଥିବା କଲ୍‌ଗୁଡ଼ିକର ଅନୁସରଣ କରି ତଦନୁଯାୟୀ ସଂପୃକ୍ତ ରାଜ୍ୟ ସରକାର ଓ ସଂସ୍ଥାମାନଙ୍କ ସହ ଯୋଗାଯୋଗ କରି ସେଠାରେ ଅଟକି ରହିଥିବା ଓଡ଼ିଆମାନଙ୍କ ନିମନ୍ତେ ମୌଳିକ ଆବଶ୍ୟକତାଗୁଡ଼ିକର ବ୍ୟବସ୍ଥା କରାଇବେ। ବିଭିନ୍ନ ରାଜ୍ୟ ପାଇଁ ନିଯୁକ୍ତ ହୋଇଥିବା ଅଧିକାରୀମାନେ ହେଲେ

୧-ତେଲେଙ୍ଗାନା -ଡକଫର ୟେଦୁଲା ବିଜୟ, ଭା.ପ୍ର.ସେ
ଯୋଗାଯୋଗ ନଂ-୦୬୭୪-୨୩୨୩୦୬୮
ଇ-ମେଲ୍‌[email protected]

୨-ଆନ୍ଧ୍ରପ୍ରଦେଶ -ବି. ପରମେଶ୍ୱରନ୍‌, ଭା.ପ୍ର.ସେ
ଯୋଗାଯୋଗ ନଂ-୦୬୭୪-୨୩୯୩୨୭୫
ଇ-ମେଲ୍‌[email protected]

୩-ପଶ୍ଚିମ ବଙ୍ଗ – ଶ୍ରୀ ଭାସ୍କରଜ୍ୟୋତି ଶର୍ମା, ଭା.ପ୍ର.ସେ
ଯୋଗାଯୋଗ ନଂ-୦୬୭୪-୨୩୯୦୧୧୬
ଇ-ମେଲ୍‌[email protected]

୪-ଗୁଜରାଟ -ଡଃ ଜୱାଲେ ନିତିନ୍‌ ଭାନୁଦାସ୍‌, ଭା.ପ୍ର.ସେ
ଯୋଗାଯୋଗ ନଂ-୦୬୭୪-୨୫୪୩୪୬୧
ଇ-ମେଲ୍‌[email protected]

୫-ମହାରାଷ୍ଟ୍ର -ଶ୍ରୀ ରାଜେଶ ପ୍ରଭାକର ପାଟିଲ୍‌, ଭା.ପ୍ର.ସେ
ଯୋଗାଯୋଗ ନଂ-୦୬୭୪-୨୩୯୨୯୦୬
ଇ-ମେଲ୍‌[email protected]

୬-ତାମିଲନାଡ଼ୁ –ଶ୍ରୀମତୀ ଚିତ୍ରା ଅରୁମୁଗମ୍‌, ଭା.ପ୍ର.ସେ
ଯୋଗାଯୋଗ ନଂ-୦୬୭୪-୨୫୩୬୬୩୧
ଇ-ମେଲ୍‌[email protected]

୭-ବିହାର ଓ ଝାଡ଼ଖଣ୍ଡ – ମହମ୍ମଦ୍‌ ସାଦିକ୍‌ ଆଲାମ୍‌, ଭା.ପ୍ର.ସେ
ଯୋଗାଯୋଗ ନଂ-୦୬୭୪-୨୫୭୩୩୧୦
ଇ-ମେଲ୍‌[email protected]

୮-କେରଳ – ଡଃ ମୁଥୁକୁମାର, ଭା.ପ୍ର.ସେ
ଯୋଗାଯୋଗ ନଂ-୦୬୭୪-୨୩୯୫୫୩୨
ଇ-ମେଲ୍‌[email protected]

୯-ଦିଲ୍ଲୀ -ଶ୍ରୀ ସଞ୍ଜୀବ ମିଶ୍ର, ଭା.ପ୍ର.ସେ
ଯୋଗାଯୋଗ ନଂ-୦୬୭୪-୨୩୦୧୮୪୮୮
ଇ-ମେଲ୍‌[email protected]

୧୦-ଅନ୍ୟ ସମସ୍ତ ରାଜ୍ୟ –ଶ୍ରୀ ଅମିତାଭ୍‌ ଠାକୁର, ଭା.ପ୍ର.ସେ
ଯୋଗାଯୋଗ ନଂ-୦୬୭୪-୨୫୩୩୨୩୦
ଇ-ମେଲ୍‌[email protected]

Covid19Odisha
Share. Facebook Twitter LinkedIn Email WhatsApp Copy Link

Related Posts

କାନପୁରରେ ଟ୍ରେନିଂ ବିମାନ ଦୁର୍ଘଟଣା, ପାଇଲଟ୍‌-କୋ-ପାଇଲଟ୍‌ ମୃତ

August 28, 2026

ଦାନବୀର: ଗ୍ରାମ ପଞ୍ଚାୟତର ଡିଜିଟାଲ୍ ଭିତ୍ତିଭୂମି ସୁଦୃଢ଼ ପାଇଁ ଜନସହଭାଗିତାକୁ ଆହ୍ୱାନ

August 27, 2026

ମାଲଦା ମେଡିକାଲ କଲେଜରେ ଗୋଟିଏ ଦିନରେ ୧୦ ନବଜାତ ଶିଶୁଙ୍କ ମୃତ୍ୟୁ

August 27, 2026

ଆମେରିକାରେ ମୋହନ ଭାଗବତଙ୍କ କାର୍ଯ୍ୟକ୍ରମ ପୂର୍ବରୁ କାର୍ଯ୍ୟାନୁଷ୍ଠାନ: X ଆକାଉଣ୍ଟ ସସପେଣ୍ଡ

August 27, 2026
Latest News

କାନପୁରରେ ଟ୍ରେନିଂ ବିମାନ ଦୁର୍ଘଟଣା, ପାଇଲଟ୍‌-କୋ-ପାଇଲଟ୍‌ ମୃତ

August 28, 2026

ଗଞ୍ଜାମରେ ବିସ୍ଥାପିତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି : ୧,୩୭୧ ପରିବାର ପାଇଁ  ୭୫.୬୦ କୋଟିର ପ୍ୟାକେଜ ଘୋଷଣା

August 27, 2026

ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ

August 27, 2026

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀଙ୍କୁ ହତ୍ୟା ପରେ ସ୍ୱାମୀଙ୍କ ଆତ୍ମହତ୍ୟା

August 27, 2026

କୋର୍ଟରେ ହାଜର ପାଇଁ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

August 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.