Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡବ୍ବୁଙ୍କ କ୍ୟାଲେଣ୍ଡର୍‌ ଫଟୋ ଶୁଟ୍‌ରେ ସନ୍ନି ଓ ବିଦ୍ୟାଙ୍କ ବୋଲ୍ଡ ଅନ୍ଦାଜ୍‌
ଆଜିର ଖବର

ଡବ୍ବୁଙ୍କ କ୍ୟାଲେଣ୍ଡର୍‌ ଫଟୋ ଶୁଟ୍‌ରେ ସନ୍ନି ଓ ବିଦ୍ୟାଙ୍କ ବୋଲ୍ଡ ଅନ୍ଦାଜ୍‌

February 19, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ସେଲିବ୍ରିଟି ଫଟୋଗ୍ରାଫର୍‌ ଡବ୍ବୁ ରତନାନୀଙ୍କ କ୍ୟାଲେଣ୍ଡର 2020 ଲଞ୍ଚ୍‌ ହୋଇଯାଇଛି । ଚଳିତ କ୍ୟାଲେଣ୍ଡରର ଫଟୋ ଶୁଟ୍‌ଟି ବୋଲ୍ଡ ଏଣ୍ଡ୍‌ ବ୍ୟୁଟିଫୁଲ୍‌ ରହିଛି । ଡବ୍ବୁଙ୍କ କ୍ୟାଲେଣ୍ଡରରେ ବହୁ ବଲିଉଡ୍‌ ଅଭିନେତ୍ରୀମାନଙ୍କର ବୋଲ୍ଡ ଅନ୍ଦାଜ୍‌ ଦେଖିବାକୁ ମିଳିଛି। ଭୂମି, କିଆରା ଆଡ୍‌ଭାନୀ ଓ ସନି ଲିଓନି ଏହି କ୍ୟାଲେଣ୍ଡର୍‌ ଫଟୋ ଶୁଟ୍‌ ପାଇଁ ନ୍ୟୁଡ୍‌ ହୋଇଥିବାର ନଜର ଆସିଛନ୍ତି । ସେହିପରି ବିଦ୍ୟାଙ୍କୁ ବାଥ୍‌ରୋବ୍‌ରେ ଫଟୋଶୁଟ୍‌ କରିଛନ୍ତି । ବିଦ୍ୟା ଏହି ଫଟୋଶଟ୍‌ରେ ଧଳା ରଙ୍ଗର ଏକ ବାଥ୍‌ରୋବରେ ନଜର ଆସିଥିବାବେଳେ କର୍ଲି ହେୟାର୍‌ରେ ବେଶ୍‌ ଗ୍ଲାମର୍ସ ଲାଗୁଛନ୍ତି । ସେହିପରି ସନ୍ନି ଲିଓନି ତଳେ ବସିଥିବାବେଳେ ଏକ ବଡ ଡାଏରୀ ସହ ନିଜକୁ କଭର କରି ପୋଜ୍‌ ଦେଇଛନ୍ତି । ଫଟୋଶୁଟ୍‌ ପାଇଁ ସନି ଲିଓନି ନ୍ୟୁଜ୍‌ ମେକ୍‌ଅପ୍‌ ନେଇଛନ୍ତି । ଏହି ଅବସରରେ ବଲିଉଡ୍‌ର ବହୁ ଅଭିନେତା ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିଥିଲା । ଡବ୍ବୁଙ୍କ କ୍ୟାଲେଣ୍ଡର ଲଞ୍ଚ୍‌ ଅବସରରେ ରେଖା, ଜ୍ୟାକିଶ୍ରଫ୍‌, ଭୂମି ପେଣ୍ଡେନ୍‌କର୍‌, ଅନୁ ମଲ୍ଲିକ, ଅର୍ଜନ ବାଜ୍‌ଓ୍ବା, ଈଶା କୋପିକକ୍କର, ଉର୍ବଶୀ ରୌତେଲା, କବୀର ବେଦୀ ପ୍ରମୁ୍‌ଖଙ୍କୁ ଦେଖିବାକୁ ମିଳିଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

କାନପୁରରେ ଟ୍ରେନିଂ ବିମାନ ଦୁର୍ଘଟଣା, ପାଇଲଟ୍‌-କୋ-ପାଇଲଟ୍‌ ମୃତ

August 28, 2026

ଗଞ୍ଜାମରେ ବିସ୍ଥାପିତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି : ୧,୩୭୧ ପରିବାର ପାଇଁ  ୭୫.୬୦ କୋଟିର ପ୍ୟାକେଜ ଘୋଷଣା

August 27, 2026

ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ

August 27, 2026

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀଙ୍କୁ ହତ୍ୟା ପରେ ସ୍ୱାମୀଙ୍କ ଆତ୍ମହତ୍ୟା

August 27, 2026
Latest News

କାନପୁରରେ ଟ୍ରେନିଂ ବିମାନ ଦୁର୍ଘଟଣା, ପାଇଲଟ୍‌-କୋ-ପାଇଲଟ୍‌ ମୃତ

August 28, 2026

ଗଞ୍ଜାମରେ ବିସ୍ଥାପିତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି : ୧,୩୭୧ ପରିବାର ପାଇଁ  ୭୫.୬୦ କୋଟିର ପ୍ୟାକେଜ ଘୋଷଣା

August 27, 2026

ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ

August 27, 2026

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀଙ୍କୁ ହତ୍ୟା ପରେ ସ୍ୱାମୀଙ୍କ ଆତ୍ମହତ୍ୟା

August 27, 2026

କୋର୍ଟରେ ହାଜର ପାଇଁ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

August 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.