Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବୁଲ୍‌ବୁଲ୍‌ର ଟ୍ରେଲର ରିଲିଜ୍‌ : ଖୋଲିବ ବଡ ମହଲ ଭିତରର ରହସ୍ୟ
ଆଜିର ଖବର

ବୁଲ୍‌ବୁଲ୍‌ର ଟ୍ରେଲର ରିଲିଜ୍‌ : ଖୋଲିବ ବଡ ମହଲ ଭିତରର ରହସ୍ୟ

June 19, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଦ୍ବିତୀୟ ଓ୍ବେବସିରିଜ୍‌ ବୁଲ୍‌ବୁଲ୍‌ର ଟ୍ରେଲ୍‌ର ରିଲିଜ୍‌ ହୋଇଛି । ଅଲୌକିକ ପୃଷ୍ଠଭୂମିରେ ରଚିତ ଏହି ସିରିଜ୍‌ରେ ଅପରାଧ, ରହସ୍ୟ, ପ୍ରେମ ଓ  ପ୍ରତିଶୋଧର ଟୁଇଷ୍ଟ ଦେଖିବାକୁ ମିଳିବ । ଏହି ସିରିଜ୍‌ଟି ଆସନ୍ତା ଜୁନ୍‌ 24 ତାରିଖରେ ନେଟ୍‌ଫ୍ଲିକ୍ସରେ ରିଲିଜ୍‌ ହେବ ବୋଲି ସୂଚନା ରହିଛି । ଏହି ସିରିଜ୍‌ରେ ଅବିନାଶ ତିଓ୍ବାରୀ, ତୃପ୍ତି ଡିମ୍‌ରୀ, ପାଓଲି ଡେମ୍‌, ପରମବ୍ରତ୍‌ ଚାର୍ଟାର୍ଜୀ, ରାହୁଲ୍‌ ବୋଷ୍‌ ପ୍ରମୁଖ ନଜର ଆସିବେ ।

ଟ୍ରେଲରରେ ତୃପ୍ତି ବଙ୍ଗାଳୀ ବୋହୂ ଚରିତ୍ରରେ ବେଶ୍‌ ସୁନ୍ଦର ଲାଗୁଛନ୍ତି । ସେହିପରି ଅନ୍ୟ ଚରିତ୍ରମାନେ ମଧ୍ୟ ବେଶ୍‌ ବଳିଷ୍ଠ ଅଭିନୟ କରିଥିବାର ଜଣାପଡୁଛି । ପୂର୍ବରୁ ବୁଲ୍‌ବୁଲ୍‌ର ମୋସନ୍‌ ପୋଷ୍ଟରକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିବାବେଳେ ସିରିଜ୍‌କୁ ଦେଖିବାକୁ ଅପେକ୍ଷା କରିଛନ୍ତି । ବଡ ମହଲରେ ଥିବା ରହସ୍ୟକୁ ଉନ୍ମୋଚନ କରି ଦର୍ଶକଙ୍କୁ କେତେ ଦୂର ଆକୃଷ୍ଟ କରିପାରୁଛି ତାହା ସିରିଜ୍‌ର ରିଲିଜ୍‌ ପରେ ଜଣାପଡିବ । ସୂଚନାଯୋଗ୍ୟ, ଅନୁଷ୍କା ଶର୍ମାଙ୍କ ଓ୍ବେବସିରିଜ୍‌ ‘ପାତଲା ଲୋକ୍‌’ ବେଶ୍‌ ଲୋକପ୍ରିୟ ହୋଇପାରିଛି ।

webseries
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଆ ଚଳଚିତ୍ର ସମ୍ମାନ: ଶ୍ୟାମଳେନ୍ଦୁ ଏବଂ ନମ୍ରତା ଦାସ ପାଇଲେ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ

June 27, 2026

ସ୍ଥଗିତ ହେଲା ପରୀକ୍ଷା: TET ପେପର ଲିକ୍ ପରେ ଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି

June 27, 2026

ନୂତନ ପାସନ ମଡେଲ ଲଞ୍ଚ କଲା ହିରୋ: ୧ ଲିଟରରେ ଚାଲିବ ୭୧ କିମି, ଜାଣନ୍ତୁ ବୈଶିଷ୍ଟ୍ୟ

June 27, 2026

ଜନନାୟକାନ ପ୍ରଯୋଜକଙ୍କୁ ଦିଲ୍ଲୀରେ ନିଯୁକ୍ତ କଲେ ଥଲାପତି ବିଜୟ: ବିରୋଧ କଲେ ବିଜେପି-ଡିଏମକେ

June 27, 2026
Latest News

ଆତଙ୍କବାଦୀ ଯୋଜନା ପଣ୍ଡ: ଏକେ-୫୬ ରାଇଫଲ୍ ଏବଂ ଗ୍ରେନେଡ୍ ସହିତ ଦୁଇ ଉଲଫା ଉଗ୍ରବାଦୀ ଗିରଫ

June 27, 2026

ଓଡିଆ ଚଳଚିତ୍ର ସମ୍ମାନ: ଶ୍ୟାମଳେନ୍ଦୁ ଏବଂ ନମ୍ରତା ଦାସ ପାଇଲେ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ

June 27, 2026

କେବେ ଭାରତ ଗସ୍ତରେ ଆସିବେ ଡୋନାଲ୍ଡ ଟ୍ରମ୍ପ?: ଯୋଜନା ପ୍ରକାଶ କଲେ ସର୍ଜିଓ ଗୋର୍

June 27, 2026

OTAS ଅଧିକାରୀ ଭୀମସେନ ଟୁଡୁଙ୍କୁ ଚାକିରୀରୁ ବହିଷ୍କୃତ କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାରଣ

June 27, 2026

ସ୍ଥଗିତ ହେଲା ପରୀକ୍ଷା: TET ପେପର ଲିକ୍ ପରେ ଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି

June 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.