Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବହୁ ପ୍ରତୀକ୍ଷିତ ଫିଲ୍ମ ‘କେଜିଏଫ୍-2’ରେ ସଞ୍ଜୟ ଦତ୍ତଙ୍କ ଚରିତ୍ରର ଫାଷ୍ଟଲୁକ୍‌ ଜାରି
ଆଜିର ଖବର

ବହୁ ପ୍ରତୀକ୍ଷିତ ଫିଲ୍ମ ‘କେଜିଏଫ୍-2’ରେ ସଞ୍ଜୟ ଦତ୍ତଙ୍କ ଚରିତ୍ରର ଫାଷ୍ଟଲୁକ୍‌ ଜାରି

July 29, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ :  ସୁପରହିଟ୍‌ ଫିଲ୍ମ କେଜିଏଫ୍‌-2ରେ ସଞ୍ଜୟ ଦତ୍ତଙ୍କ ଚରିତ୍ରର ଖୁଲାସା ହୋଇଛି । ଆଜି ତାଙ୍କର 61 ତମ ଜନ୍ମଦିବସରେ ଏହି କେଜିଏଫ୍‌ରେ ଅଭିନୟ କରିଥିବା ତାଙ୍କ ଚରିତ୍ରର ଫାଷ୍ଟ୍‌ ଲୁକ୍‌ ରିଲିଜ୍‌ ହୋଇଛି । ଏହି ଫିଲ୍ମରେ ସଞ୍ଜୟଙ୍କ ଚରିତ୍ରର ନାମ ଅଧୀରା ରହିଛି । ସଞ୍ଜୟ ଏହି ଲୁକ୍‌ରେ ବେଶ୍‌ ଭୟଙ୍କର ଲାଗୁଛନ୍ତି ।

ବହୁ ପ୍ରୀତକ୍ଷିତ ‘କେଜିଏଫ୍‌-2ର ପ୍ରଥମ ଭାଗଟି ଦର୍ଶକଙ୍କ ଦ୍ବାରା ବେଶ୍‌ ଆଦୃତ ହୋଇଥଲା । ଏହି ଫିଲ୍ମଟି କେବଳ ଭାରତ ନୁହଷଁ ଭାରତ ବାହାରେ ମଧ୍ୟ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା । ଏହି ଫିଲ୍ମରେ ରକିଂ ସୁପରଷ୍ଟାର୍‌ ୟଶ୍‌ଙ୍କ ସହିତ ସଞ୍ଜୟ ଦତ୍ତ ଓ ରବିନା ଟଣ୍ଡନ୍‌ ମଧ୍ୟ ମୁଖ୍ୟ ଚରିତ୍ରରେ ଆସୁଛନ୍ତି ।

ବିଜୟ କିରାଙ୍ଗଦୁରଙ୍କ ଦ୍ବାରା ନିର୍ମିତ ତଥା ପ୍ରଶାନ୍ତ ନୀଲ୍‌ଙ୍କ ଦ୍ବାରା ନିର୍ଦ୍ଦେଶିତ ’କେଜିଏଫ୍‌-2’ କନ୍ନଡ, ତାମିଲ୍‌, ତେଲୁଗୁ, ମଲୟାଲମ୍‌  ହିନ୍ଦୀ ଭାଷାରେ ରିଲିଜ୍‌ ହେବ। (ଏଜେନ୍ସି)

kgf sanjaydutt
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ଯୋଗଦେଲେ ବଙ୍ଗଳା ଅଭିନେତ୍ରୀ କୋୟଲ ମଲ୍ଲିକ

October 5, 2026

ଛାତ୍ର ସଂସଦ ନିର୍ବାଚନ: ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ସୀମା ୫ ହଜାର ଟଙ୍କାରେ ସୀମିତ

October 5, 2026

ହୃଦ୍ ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

October 5, 2026

୫ ଶିଶୁ ଓରାଙ୍ଗଉଟାନ୍‌ କ୍ୱାରେଣ୍ଟାଇନରେ ରହିବେ ୯୦ ଦିନ

October 5, 2026
Latest News

୨୦୨୬ ଚିକିତ୍ସା ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ବିଜେତା ଘୋଷଣା

October 5, 2026

ଫର୍ମ-୬ ଉପରେ ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ ପରେ ଉତ୍ତେଜନା: CEC ଉପରେ କଡା ପ୍ରତିକ୍ରିୟା ଦେଲା CJP

October 5, 2026

ବିଜେପିରେ ଯୋଗଦେଲେ ବଙ୍ଗଳା ଅଭିନେତ୍ରୀ କୋୟଲ ମଲ୍ଲିକ

October 5, 2026

ଛାତ୍ର ସଂସଦ ନିର୍ବାଚନ: ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ସୀମା ୫ ହଜାର ଟଙ୍କାରେ ସୀମିତ

October 5, 2026

“ସମ୍ବାଦ ରିପୋର୍ଟ ଆଧାରରେ ଆଦେଶ ଦିଆଯିବ ନାହିଁ”: ସିଇସିଙ୍କ ନିଲମ୍ବନକୁ ମନା କଲେ ସୁପ୍ରିମକୋର୍ଟ

October 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.