Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ମୁକ୍ତି ଲାଭ କଲା ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ନୂତନ ଭଜନ
ଆଞ୍ଚଳିକ

ମୁକ୍ତି ଲାଭ କଲା ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ନୂତନ ଭଜନ

February 7, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ମା’ ଭଗବତୀ
ମା'ଭଗବତୀଙ୍କ ମନ୍ଦିରରେ "ନବାନ୍ନ" ଲାଗି: ନୂଆ ଧାନ ବିରିରୁ ପ୍ରସ୍ତୁତ ହେଲା ସମସ୍ତ ନୈବେଦ୍ୟ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ଗୁଣଗାଥା ଉପରେ ଆଧାରିତ “ଦୁଃଖ ନାଶିନୀ ମା’ ଭଗବତୀ” ନାମକ ଏକ ସୁନ୍ଦର ଭଜନ ମୁକ୍ତି ଲାଭ କରିଛି। ଯାହାକି ଏସକେଜେ ପ୍ରଡସ୍କନ ୟୁଟୁବ ଚ୍ୟାନେଲ ମଧ୍ୟମରେ ପ୍ରସାରିତ ହୋଇଛି।

ବୋରିଗାଁ ଗ୍ରାମର ରାଜା ଜେନାଙ୍କ ପ୍ରଯୋଜନାରେ ଏହି ଭଜନଟି ପ୍ରସ୍ତୁତ ହୋଇଛି। ସୋରଡ଼ା ମାଟିର ସୁପରିଚିତ କଣ୍ଠଶିଳ୍ପୀ ପିତାମ୍ବର ଗୌଡ଼ ଏହି ଭଜନରେ କଣ୍ଠ ଦାନ କରିଛନ୍ତି। କିରଣ ମୁଳି ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଗୀତିକାର ଗଙ୍ଗାଧର ଦଳାଇ ଓ ସସ୍ମିତା ସାହୁ ଭଜନ ଲେଖିଛନ୍ତି ଏବଂ ମନୋଜ ଗୌଡ଼ ଏହାକୁ ସମ୍ପାଦନ କରିଛନ୍ତି।

ଏହି ଭଜନଟି ମୁକ୍ତିଲାଭ ହେଲା ପରେ ଏସକେଜେ ପ୍ରଡ଼କ୍ସନର ଟିମ୍ କହିଛି ଯେ, ମହାମାରୀ କରୋନା ସମସ୍ତଙ୍କ ସୁଖ ଓ ଜୀବିକା ହରାଇ ନେଲେ ମଧ୍ୟ ମା’ ଙ୍କ କୃପାରୁ ଭଜନଟି ପ୍ରସାରିତ ହୋଇପାରିଛି। ମା’ ଭଗବତୀଙ୍କ ସୁନ୍ଦର ଭଜନଟି ଶ୍ରୋତାମାନଙ୍କ ହୃଦୟକୁ ଛୁଇଁବ ବୋଲି ଆଶା କରୁଛୁ। ଏହି ବର୍ଷ ଭଳି ପ୍ରତି ବର୍ଷରେ ମା’ ଙ୍କର ଗୋଟିଏ ସୁନ୍ଦର ଭଜନ ଆପଣ ମାନଙ୍କ ସମ୍ମୁଖରେ ପ୍ରସାରିତ କରିବୁ। ତେଣୁ ଭଜନଟିକୁ ଶୁଣି ମା’ ଙ୍କର କୃପା ଲାଭ କରନ୍ତୁ ବୋଲି ଏସକେଜେ ପ୍ରଡ଼କ୍ସନର ଟିମ୍ କହିଛି।

ନିମ୍ନରେ ଥିବା ଲିଙ୍କଟିକୁ କ୍ଲିକ କରି ମା’ ଙ୍କ ଭଜନଟିକୁ ଶୁଣିପାରିବେ-

ବାଣପୁର ମା’ ଭଗବତୀ
Share. Facebook Twitter LinkedIn Email WhatsApp Copy Link

Related Posts

ବସୁମତି ସ୍ନାନରେ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ

June 17, 2026

ବାଲୁଗାଁ ହାଇସ୍କୁଲର ଆଦର୍ଶ ଶିକ୍ଷକ ଓ ସୁନାମଧନ୍ୟ ସାହିତ୍ୟିକ ଜିତେନ୍ଦ୍ର ନାଥ ବରାଳଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

June 16, 2026

ବାଣପୁର: ତୋରସିଂ ଗ୍ରାମରେ ପାରମ୍ପରିକ କ୍ରୀଡା ପ୍ରତିଯୋଗିତା

June 15, 2026

ବଡ଼କୁଳ ଓଟିଡିସି ପାନ୍ଥନିବାସ ଠାରେ ଗଣପର୍ବ ରଜ ଉତ୍ସବ ପାଳିତ

June 14, 2026
Latest News

‘ଛାତ୍ରଙ୍କ ଭବିଷ୍ୟତ ପାଇଁ ଲଢ଼େଇ’ : କୋଟାରୁ ମୋଦି ସରକାର ବିରୋଧରେ ରାହୁଲଙ୍କ ଶିକ୍ଷା ଆନ୍ଦୋଳନ

June 17, 2026

ପିଲାମାନଙ୍କ ସ୍ୱାସ୍ଥ୍ୟ ସହ ଖେଳିବା ପଡ଼ିଲା ମହଙ୍ଗା; ଫି ଫେରସ୍ତ ସହ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

June 17, 2026

ଶାନ୍ତି ଚୁକ୍ତି ନା କୂଟନୈତିକ ସଙ୍କଟ ? ଟ୍ରମ୍ପଙ୍କ ଦୋହରା ଆଭିମୁଖ୍ୟକୁ ନେଇ ବିଶ୍ୱ ରାଜନୀତିରେ ନୂଆ ଝଡ଼

June 17, 2026

ବଢିଲା ଖରା ଛୁଟି

June 17, 2026

ଶ୍ରୀମନ୍ଦିରରେ ଭେଜାଲ ଘିଅ କାରବାର? ଜବତ ଘଟଣା ପରେ ଉଠିଲା ବଡ଼ ପ୍ରଶ୍ନ

June 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.