Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଖୋର୍ଦ୍ଧା ଜିଲ୍ଲା ବିଜେପି ପକ୍ଷରୁ ବିଭିନ୍ନ ମୋର୍ଚ୍ଚାର ପ୍ରଭାରୀ ନିଯୁକ୍ତ: ବାଣପୁରର ବିଦ୍ୟୁତ କାଣ୍ଡିଙ୍କୁ ଆଉ ଏକ ଦାୟିତ୍ଵ ଦେଲା ଦଳ
ଆଞ୍ଚଳିକ

ଖୋର୍ଦ୍ଧା ଜିଲ୍ଲା ବିଜେପି ପକ୍ଷରୁ ବିଭିନ୍ନ ମୋର୍ଚ୍ଚାର ପ୍ରଭାରୀ ନିଯୁକ୍ତ: ବାଣପୁରର ବିଦ୍ୟୁତ କାଣ୍ଡିଙ୍କୁ ଆଉ ଏକ ଦାୟିତ୍ଵ ଦେଲା ଦଳ

July 15, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାରେ ଭାରତୀୟ ଜନତା ପାର୍ଟି ନିଜର ସ୍ଥିତିକୁ ଅଧିକ ମଜବୁତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ରଙ୍କ ଦ୍ଵାରା ଏଥିପାଇଁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି। ସଂଗଠନରେ ଯୁବ ପିଢୀକୁ ଗୁରୁତ୍ଵ ଦିଆଯିବ ସହ ବିଭିନ୍ନ ଅଞ୍ଚଳ ପାଇଁ ନୂଆ ନୂଆ ଯୁବକମାନଙ୍କୁ ସଂଗଠନ ଦାୟିତ୍ଵ ଦିଆଯାଉଛି।

ଏହି ପ୍ରରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଭିନ୍ନ ମୋର୍ଚ୍ଚାର ପ୍ରଭାରୀ ନିଯୁକ୍ତି କରାଯାଇଛି। ବିଭିନ୍ନ ମୋର୍ଚ୍ଚାର ପ୍ରଭାରୀମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ରଶ୍ମିରଞ୍ଜନ ମହାପାତ୍ର ନିଯୁକ୍ତି ଦେଇଛନ୍ତି। ତେବେ ଜିଲ୍ଲା ସମ୍ପାଦକ ବିଦ୍ୟୁତ କୁମାର କାଣ୍ଡିଙ୍କ ଉପରେ ଦଳ ଭରସା କରି ତାଙ୍କୁ ଓବିସି ମୋର୍ଚ୍ଚାର ପ୍ରଭାରୀ ଭାବେ ଏକ ନୂଆ ଦାୟିତ୍ଵ ଦେଇଛି।

ଜାଣନ୍ତୁ କେଉଁ ମୋର୍ଚ୍ଚା ପାଇଁ କିଏ ରହିଲେ ପ୍ରଭାରୀ:

୧- ଯୁବ ମୋର୍ଚ୍ଚା- ଦୀନବନ୍ଧୁ ସାହୁ

୨- ମହିଳା ମୋର୍ଚ୍ଚା- ରୋଜିନା ରାଣୀ ଦାସ

୩- କୃଷକ ମୋର୍ଚ୍ଚା- ମନୋଜ ନନ୍ଦ

୪- ଓବିସି ମୋର୍ଚ୍ଚା- ବିଦ୍ୟୁତ କୁମାର କାଣ୍ଡି

୫- ଏସସି ମୋର୍ଚ୍ଚା- ହେମନ୍ତ କୁମାର ବେହେରା

୬– ଏସଟି ମୋର୍ଚ୍ଚା- ଶକ୍ତି ପ୍ରସାଦ ମିଶ୍ର

୭- ସଂଖ୍ୟାଲଘୁ ମୋର୍ଚ୍ଚା- ପ୍ରତାପ ମହାପାତ୍ର।

ଓବିସି ମୋର୍ଚ୍ଚା ବାଣପୁର ଭାରତୀୟ ଜନତା ପାର୍ଟି
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ଉତ୍ତରାୟଣୀ ପୀଠରେ ଭାଜପାର ବନ୍ଧୁ ମିଳନ କାର୍ଯ୍ୟକ୍ରମ

July 20, 2026

ବାଣପୁର-ବାଲୁଗାଁ ରୋଟାରୀ କ୍ଲବର ଗଠନମୂଳକ ସଭା

July 20, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

July 18, 2026

ବାଣପୁରରେ ଆରଏସଏସ ଓ ଏବିଭିପି ପକ୍ଷରୁ ରଥଯାତ୍ରା ସେବା କାର୍ଯ୍ୟ

July 16, 2026
Latest News

ଡେଙ୍ଗୁ ବିରୋଧରେ ପ୍ରଭାବଶାଳୀ ହେବ କ୍ୟୁଡେଙ୍ଗା ଟୀକା: ସ୍ୱାସ୍ଥ୍ୟ ବିଶେଷଜ୍ଞ

July 22, 2026

ନିମାପଡ଼ାରେ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଶିଳାନ୍ୟାସ କଲେ ଉପମୁଖ୍ୟମନ୍ତ୍ରୀ

July 22, 2026

୪ ହଜାରରୁ ଉର୍ଦ୍ଧ୍ଵ କୋଟିର ୨୩ ଟି ପ୍ରମୁଖ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ

July 22, 2026

ପୂର୍ବାଞ୍ଚଳ ଆଞ୍ଚଳିକ ପୋଲିସ ସମନ୍ୱୟ କମିଟିର ଉଚ୍ଚସ୍ତରୀୟ ବୈଠକ

July 22, 2026

ରାଜ୍ୟରେ ମୋଟ ୫୮ ଲକ୍ଷ ଭୋଟରଙ୍କୁ ନୋଟିସ୍: SIR ପ୍ରକ୍ରିୟାକୁ ନେଇ CEO ଙ୍କ ବଡ଼ ସୂଚନା

July 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.