Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଆଇନଜୀବୀରୁ ଭୁବନେଶ୍ବର କର୍ପୋରେଟର, ନୂଆ ଇନିସିଂ ଆରମ୍ଭ କଲେ ନମିତା ମହାପାତ୍ର
ଆଞ୍ଚଳିକ

ଆଇନଜୀବୀରୁ ଭୁବନେଶ୍ବର କର୍ପୋରେଟର, ନୂଆ ଇନିସିଂ ଆରମ୍ଭ କଲେ ନମିତା ମହାପାତ୍ର

March 29, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଇନଜୀବୀରୁ ଭୁବନେଶ୍ବର କର୍ପୋରେଟର, ନୂଆ ଇନିସିଂ ଆରମ୍ଭ କଲେ ନମିତା ମହାପାତ୍ର

ଭୁବନେଶ୍ବର: ନମିତା ମହାପାତ୍ର, ଭୁବନେଶ୍ବର ମହାନଗରର 58 ୱାର୍ଡରୁ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଛନ୍ତି। ସେ ପେଶାରେ ଥିଲେ ଜଣେ ଅଇନଜୀବୀ, ହେଲେ ଜନ ସେବା କରିବା ଉଦ୍ଦେଶ୍ୟ ନେଇ ରାଜନୀତିକୁ ଲମ୍ପ ପ୍ରଦାନ କଲେ। ଦଳୀୟ ରାଜନୀତି ଭିତରେ ନ ପଶି ସେ ସିଧା ସ୍ବାଧୀନ ପ୍ରାର୍ଥିନୀ ଭାବେ ଛିଡା ହେଲେ। ଆଶ୍ଚର୍ଯ୍ୟର କଥା ସେ ବିଜେଡିର ପୁଷ୍ପା ଦାସଙ୍କୁ 491 ଖଣ୍ଡ ଭୋଟରେ ପରସ୍ତା କଲେ।

ନମିତାଙ୍କ ଭୋଟ ବ୍ୟବଧାନ ବେଶ କମ ହୋଇଥିଲେ ମଧ୍ୟ, ବିଜେଡି ଆଉ ବିଜେପି ପରି ପ୍ରାର୍ଥୀଙ୍କୁ ହରାଇ କର୍ପୋରେଟର ହେବକୁ ନେଇ ସେ ୱାର୍ଡରେ ଚାଲିଛି ଚର୍ଚ୍ଚା। ଏହି ୱାର୍ଡରେ ତାଙ୍କର ଭାଇ ମଳୟ ମହାପାତ୍ର ଦୁଇଥର କର୍ପୋରେଟର ଭାବେ ନିର୍ବାଚିତ ହୋଇଛନ୍ତି। ଆଶ୍ଚର୍ଯ୍ୟର କଥା ସେ ମଧ୍ୟ ସେହି ସ୍ବାଧୀନ ପ୍ରାର୍ଥୀ ଭାବେ ଜିତିଥିଲେ। ବର୍ତ୍ତମାନ ଏହି ୱାର୍ଡକୁ କିପରି ଶ୍ରେଷ୍ଠ କରାଯିବ ସେ ନେଇ ଚେଷ୍ଠା କରିବେ ବୋଲି ନମିତା ନିଷ୍ପତି କରିଛନ୍ତି।

ନମିତା ମହାପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ବ୍ଲକ ସ୍ତରୀୟ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ, ଦର୍ଶକଙ୍କ ମନ ମୋହିଲା ନୀଳମାଷ୍ଟ୍ରାଣୀ ନାଟକ

August 14, 2026

ବାଣପୁର: ସମାଜସେବୀ ରମେଶ ଷଡ଼ଙ୍ଗୀଙ୍କ ଦ୍ଵାଦଶାହ ଶୋକସଭା

August 12, 2026

ବାଲୁଗାଁ କଲେଜରେ ନିର୍ବାଚନ ସାକ୍ଷରତା କ୍ଲବର ଆଲୋଚନାଚକ୍ର

August 10, 2026

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026
Latest News

ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି: ବୀର ସାବରକର ମାମଲା ଖାରଜ

August 14, 2026

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏମ୍ସରେ ଭର୍ତ୍ତି: ଆଞ୍ଜିଓଗ୍ରାଫି ପରେ ହସ୍ପିଟାଲ ଜାରି କଲା ସ୍ୱାସ୍ଥ୍ୟ ସୂଚନା

August 14, 2026

୨୦ ଟିଏମସି ବିଦ୍ରୋହୀଙ୍କ ପାଇଁ ବଢିବ ଚିନ୍ତା!: ମମତା ବାନାର୍ଜୀ ନେଲେ ବଡ଼ ନିଷ୍ପତ୍ତି

August 14, 2026

ପାକିସ୍ତାନରେ HIV ଆତଙ୍କ!: କରାଚୀ ହସ୍ପିଟାଲରେ ୬ ଶିଶୁଙ୍କ ମୃତ୍ୟୁ, ୯୪ ପଜିଟିଭ୍

August 14, 2026

ଶ୍ରୀଲଙ୍କା ସିରିଜ୍ ଶେଷ ସୁଯୋଗ!: ଭାରତୀୟ ଖେଳାଳିଙ୍କୁ ଚେତାବନୀ ଦେଲେ ଗୌତମ ଗମ୍ଭୀର

August 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.