Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜୁନାଗଡ: ପାଣି ପଞ୍ଚାୟତ ପକ୍ଷ ପାଳନ
ଆଞ୍ଚଳିକ

ଜୁନାଗଡ: ପାଣି ପଞ୍ଚାୟତ ପକ୍ଷ ପାଳନ

February 3, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ ଜଳସମ୍ପଦ ବିଭାଗ ପରିସରରେ ଠାରେ ଉପର ଇନ୍ଦ୍ରାବତୀ ଦକ୍ଷିଣ କେନାଲ ବିଭାଜନ ସ୍ତରୀୟ ସମାରୋହ ଆୟୋଜିତ୍ ହୋଇଯାଇଛି। ଏହି ପାଣି ପଂଚାୟତ ପାଳନ ପକ୍ଷ ଅବସରରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲ ଉପଖଣ୍ଡ ନମ୍ବର ୨, ଭବାନୀପାଟଣା ବ୍ଲକ ଓ କେସିଙ୍ଗା ବ୍ଲକ ୩୬ ଗୋଟି ପାଣି ପଞ୍ଚାୟତ ସଦସ୍ୟ ଉପସ୍ଥିତ ଥିଲେ।

ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଜୁନାଗଡ ବ୍ଲକ ଅଧ୍ୟକ୍ଷା ସବିତା ମେହେର ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆକାଂକ୍ଷା ଖର୍ସେଲ (AEE), ଅଶୋାକ କୁମାର ସାହୁ, ମୁଖ୍ୟ ବକ୍ତା ଭାବେ କୃଷି ଜ଼ିଲ୍ଲା ଅଧିକାରୀ ନାରାୟଣ ଉପାଧ୍ୟାୟ, ନିତ୍ୟାନନ୍ଦ ପ୍ରଧାନ (AE), ହିମାନଚଳ ବେହେରା (AE) ପ୍ରମୁଖ ଯୋଗଦାନ କରିଥିଲେ। ସଭାରେ ନୃସିଂହ ପ୍ରସାଦ ମହାନ୍ତି (AE) ସଭାପତିତ୍ଵ କରିଥଲେ। ଆଗାମୀ ଦିନ ରେ ୧୫୨୬୦ ହେକ୍ଟର ଜମିକୁ ପାଣି ଯୋଗଇଦେବାକୁ ଯୋଜନା ରହିଛି ବୋଲି ଶ୍ରୀ ସାହୁ ପ୍ରକାଶ କରିଥିଲେ।

ଜଳସମ୍ପଦ ବିଭାଗ ଜୁନାଗଡ ପାଣି ପଞ୍ଚାୟତ ପକ୍ଷ
Share. Facebook Twitter LinkedIn Email WhatsApp Copy Link

Related Posts

ବୋଲେରୋ-ବାଇକ ମୁହାଁମୁହିଁ ଧକ୍କା, ପୂର୍ବତନ ସମିତିସଭ୍ୟ ମୃତ; ଜଣେ ଗୁରୁତର

September 19, 2026

ଚ଼ିଲିକା ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କଲେ ଆଇନ ମନ୍ତ୍ରୀ

September 18, 2026

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସରେ ବାଣପୁର ନଗର ମଣ୍ଡଳ ବିଜେପି ପକ୍ଷରୁ ଦୀପଦାନ

September 17, 2026

ବାଣପୁର: ଶ୍ରୀନିବାସପୁର ଶାସନରେ ପରିବେଷଣ ହେଲା “ଗଣେଶ ଗୀତିନାଟ୍ୟ”

September 17, 2026
Latest News

‘ବୁଦ୍ଧ ମନ୍ଦିରରେ ବ୍ୟବସାୟ ଓ ସ୍କୁଲ ଲୁଟ୍‌ର ତଦନ୍ତ ହେଉ’: ଡଃ. ଜ୍ଞାନେନ୍ଦ୍ରଙ୍କ ଦାବି

September 20, 2026

ସୁଧ ଟଙ୍କା ବିବାଦ: OAS ଅଫିସରଙ୍କ ଘର ଆଗରେ ଯୁବକଙ୍କ ଆତ୍ମାହୁତି

September 20, 2026

ଏସୀୟ କ୍ରୀଡ଼ାରେ ପୁରୁଷ କ୍ରିକେଟ ଦଳର ପ୍ରଥମ ମ୍ୟାଚ୍ କେବେ?: ଜାଣନ୍ତୁ ତାରିଖ

September 20, 2026

ଅଡୁଆରେ ହୁମାୟୁନ୍ କବୀର!: ନକଲି ଟଙ୍କା ଏବଂ ଅସ୍ତ୍ରଶସ୍ତ୍ର ସହିତ ଦଳୀୟ ନେତା ଗିରଫ

September 20, 2026

କୋଷ୍ଟାଲ ରୋଡରେ ଭୟଙ୍କର ଦୁର୍ଘଟଣା: ରେଲିଂ ଭାଙ୍ଗି ପୋଲ ତଳକୁ ଖସିଲା BMW, ୩ ମୃତ

September 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.