Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ବିଷ ପିଇ ଆତ୍ମହତ୍ୟା କଲେ ମହିଳା
ଆଞ୍ଚଳିକ

ବାଣପୁର: ବିଷ ପିଇ ଆତ୍ମହତ୍ୟା କଲେ ମହିଳା

December 17, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଇକ ଦୁର୍ଘଟଣାରେ ଚିଲିକା ତହସିଲଦାର ଗୁରୁତର
ବାଇକ ଦୁର୍ଘଟଣାରେ ଚିଲିକା ତହସିଲଦାର ଗୁରୁତର

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଆତ୍ମହତ୍ୟା ଜନିତ ମାମଲା ସାମ୍ନାକୁ ଆସିଛି। ଅପରାହ୍ନରେ ବିଷ୍ଣୁଡିହ ଗ୍ରାମର ସୁଦାମ ବାରିକଙ୍କ ପତ୍ନୀ ପଲିଶ୍ରୀ ବାରିକ (୪୬) ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ ପଲ୍ଲିଶ୍ରୀ କୌଣସି କାରଣରୁ ଆଜି ଅପରାହ୍ନରେ ଘରେ ବିଷ ପିଇଦେଇଥିଲେ। ପରିବାରବର୍ଗ ସଙ୍ଗେସଙ୍ଗେ ତାଙ୍କୁ ବାଲୁଗାଁ ମେଡିକାଲ ନେଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ପଲିଶ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏ ନେଇ ବାଣପୁର ଥାନାକୁ ଡାକ୍ତର ସୂଚନା ଦେବା ପରେ ପୋଲିସ ବାଲୁଗାଁ ମେଡିକାଲ ଯାଇ ମୃତ ପଲ୍ଲିଶ୍ରୀଙ୍କ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ବାଣପୁର ବିଷ ପିଇ ଆତ୍ମହତ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

କରୁଣାଶାନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

October 10, 2026

ବାରୁଦ ଓ ବାଣ ସାମଗ୍ରୀ ଜବତ, ଅଭିଯୁକ୍ତ ଗିରଫ

October 9, 2026

୧୬ ଦାଦନ ଶ୍ରମିକ ଉଦ୍ଧାର

October 9, 2026

ମା’ ଭଗବତୀଙ୍କ ପୀଠରେ ପ୍ରସିଦ୍ଧ ଭେଟ ଯାତ୍ରା: ଏହି ଦିନ ଦୁଇ ଭଉଣୀଙ୍କ ହେବ ଅପୂର୍ବ ମିଳନ ଉତ୍ସବ

October 9, 2026
Latest News

ପାକିସ୍ତାନରେ ଜରୁରୀକାଳୀନ ପରିସ୍ଥିତି ଲାଗୁ: ପୁନଃନିର୍ଦ୍ଧାରିତ ହେଲା କ୍ରିକେଟ୍ ମ୍ୟାଚ୍ ସ୍ଥାନ

October 12, 2026

କ୍ରସର୍ ପ୍ଲାଣ୍ଟ ବିବାଦ: ଗ୍ରାମବାସୀଙ୍କ ମାାଡ଼ରେ ବିଜେପି ପୂର୍ବତନ ବିଧାୟକ ମୃତ

October 12, 2026

ଆଉ ଜନ୍ତର ମନ୍ତରରେ ହେବ ନାହିଁ ପ୍ରତିବାଦ: ଏହି ୩ ଟି ସ୍ଥାନକୁ ଚୂଡ଼ାନ୍ତ କଲା ଗୃହ ମନ୍ତ୍ରଣାଳୟ

October 12, 2026

ରକ୍ତଚାପ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

October 12, 2026

ସୁପ୍ରିମକୋର୍ଟରେ ଜ୍ଞାନେଶ କୁମାରଙ୍କ ବିରୋଧରେ ଆବେଦନ ଦାଖଲ କରିବେ ରାହୁଲ ଗାନ୍ଧୀ

October 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.