Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବିଚାରପତିଙ୍କ ଦୁଇ ବର୍ଷ ସଫଳ କାର୍ଯ୍ୟପୂର୍ତ୍ତି ଅବସରରେ ବାଣପୁର ଓକିଲ ସଂଘ ପକ୍ଷରୁ ସମ୍ବର୍ଦ୍ଧନା
ଆଞ୍ଚଳିକ

ବିଚାରପତିଙ୍କ ଦୁଇ ବର୍ଷ ସଫଳ କାର୍ଯ୍ୟପୂର୍ତ୍ତି ଅବସରରେ ବାଣପୁର ଓକିଲ ସଂଘ ପକ୍ଷରୁ ସମ୍ବର୍ଦ୍ଧନା

January 25, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର କୋର୍ଟରେ କାର୍ଯ୍ୟରତ ବରିଷ୍ଠ ଦେୱାନୀ ବିଚାରପତି ମନୋରଞ୍ଜନ ମିଶ୍ରଙ୍କ ସଫଳତାର ସହ ଦୁଇ ବର୍ଷ ଶେଷ ହୋଇଛି। ଏହି ଅବସରରେ ଆଜି ବାଣପୁର ଓକିଲ ସଂଘ ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।

ଓକିଲ ସଂଘର ସମ୍ପାଦକ ସୁଧୀର ପ୍ରଧାନ, ଉପ ସଭାପତି ପଦ୍ମଜା ପଟ୍ଟନାୟକ, ସହ ସମ୍ପାଦକ ନରେନ୍ଦ୍ର ନାୟକ, ବରିଷ୍ଠ ଆଇନଜୀବୀ ଶରତ ପଟ୍ଟନାୟକ, ରମେଶ କୁମାର ବିଷୋୟୀ, ଜଳଧର ପ୍ରଧାନ, ସଚ୍ଚିତ ମିଶ୍ର, ସନ୍ଦୀପ କୁମାର ମହାପାତ୍ର, ରଞ୍ଜନ କୁମାର ବେଦମତ୍ତା, ଶରତ ହରିଚନ୍ଦନ ଆଦି ମାନ୍ୟବର ବିଚାରପତିଙ୍କୁ ଉତ୍ତରୀୟ ଏବଂ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ।

ଦୀର୍ଘ ଦୁଇ ବର୍ଷ ମଧ୍ୟରେ ବିଚାରପତି ଶ୍ରୀ ମିଶ୍ର ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ସହିତ ଦକ୍ଷତାର ସହ ମକଦ୍ଦମା ମଧ୍ୟ ପରିଚାଳନା କରିବାରେ ଦେଖିବାକୁ ମିଳିଛି। ବାର ଓ ବେଞ୍ଚ ମଧ୍ୟରେ ଉତ୍ତମ ବୁଝାମଣା ରଖିବା ସହ ଆଇନଜୀବୀମାନଙ୍କୁ ସର୍ବଦା ସହଯୋଗ ଏବଂ ସୁପରାମର୍ଶ ପ୍ରଦାନ କରୁଥିବାରୁ ବାଣପୁର ଓକିଲ ସଂଘର ସଦସ୍ୟମାନେ ବିଚାରପତି ଶ୍ରୀ ମିଶ୍ରଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ।

ଅନୁରୂପ ଭାବେ ତାଙ୍କର ଉତ୍ତୋରତର ଉନ୍ନତି ସହ ଦୀର୍ଘ ନିରାମୟ ଜୀବନ ପାଇଁ ଈଶ୍ୱରଙ୍କ ନିକଟରେ ସମସ୍ତ ଆଇନଜୀବୀ ପ୍ରାର୍ଥନା କରିଛନ୍ତି।

ଓକିଲ ସଂଘ ବାଣପୁର କୋର୍ଟ ମନୋରଞ୍ଜନ ମିଶ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଟାଙ୍ଗୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ସଂସ୍କୃତ ସପ୍ତାହ ସମାରୋହରେ ପାଳିତ

September 1, 2026

ବାଲୁଗାଁ ଏନଏସିରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

August 31, 2026

ବଜ୍ରକୋଟ ବିଦ୍ୟାଳୟରେ ସ୍ଥାନାନ୍ତରିତ ଶିକ୍ଷକଙ୍କୁ ସେବା ସମ୍ବର୍ଦ୍ଧନା

August 30, 2026

ବାଣପୁର: ସରସ୍ବତୀ ଶିଶୁମନ୍ଦିରରେ ଜାତୀୟ କ୍ରୀଡା ଦିବସ ପାଳିତ

August 29, 2026
Latest News

ଆଜି ସେପ୍ଟେମ୍ବର ୩ ତାରିଖରେ ଏହି ତିନୋଟି ରାଶି ହେବେ ମାଲେମାଲ୍

September 3, 2026

ଓଡ଼ିଶାର ଜଳସେଚନ ସଫଳତା ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ, ୫୪ ହଜାର କୋଟିର ଜଳ ଭିତ୍ତିଭୂମି ମଞ୍ଜୁର

September 2, 2026

ଖୋର୍ଦ୍ଧା ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

September 2, 2026

ଡ଼ଇଁଚାରେ ମେଧାବୀ ଛାତ୍ରଛାତ୍ରୀମାନଙ୍କ ପ୍ରଶିକ୍ଷିଣ ଶିବିର

September 2, 2026

ଉତ୍ତର ଓଡ଼ିଶାକୁ ପୁଣି ବନ୍ୟା ବିପଦ: ଦ୍ରୁତଗତିରେ ବଢ଼ୁଛି ସୁବର୍ଣ୍ଣରେଖାର ଜଳସ୍ତର

September 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.