Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରଣପୁରରେ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର ଓ ରୋଡ ଶୋ
ଆଞ୍ଚଳିକ

ରଣପୁରରେ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର ଓ ରୋଡ ଶୋ

April 21, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଣପୁର: ଚଳିତ ସାଧାରଣ ନିର୍ବାଚନରେ ପୁରୀ ସାଂସଦ ପ୍ରାର୍ଥୀ ଭାବେ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ଅରୂପ ପଟ୍ଟନାୟକ ଓ ରଣପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ ଆଜି ଅପରାହ୍ନରେ ରଣପୁର ଜୋନ୍ ର ଡମସାହି ପଂଚାୟତ ଠାରୁ ନିର୍ବାଚନୀ ପ୍ରଚାର ତଥା ରୋଡ ଶୋ ଆରମ୍ଭ କରଥିବା ସୂଚନା ମିଳିଛି।

ପରେ ଦଳୀୟ କର୍ମୀ ମାନଙ୍କ ଗହଣରେ ସେଠାରୁ ବାହାରି ରଙ୍କ ଦେଉଳି, ଖତିଆ, ଦର୍ପନାରାୟଣପୁର, ବାଉଁଶଗଡ, ବଜ୍ରକୋଟ, ଗୌରାଙ୍ଗପୁର, ପିମ୍ପଲ ଆଦି ପଂଚାୟତ ଓ ରାଜସୁନାଖଳା ଜୋନ୍ ର ବୃନ୍ଦାବନପୁର, ସୁର୍କାବାଡି, କାସନ୍ଦା, ସୁନାଖଳା ଓ ନରେନ୍ଦ୍ରପୁର ଆଦି ଗ୍ରାମପଂଚାୟତରେ ମୁଖ୍ୟମନ୍ତ୍ରୀ ଙ୍କର ବିଭିନ୍ନ ବିକାଶମୂଳକ ଯୋଜନା ଗୁଡିକର ଗୁଣଗାନ କରିବା ସହ ନିର୍ବାଚନୀ ପ୍ରଚାର ତଥା ରୋଡ ଶୋ ଜରିଆରେ ଉଭୟ ପ୍ରାର୍ଥୀ ଭୋଟର ମାନଙ୍କ ନିକଟରେ ପହଂଚି ଦଳ ସପକ୍ଷରେ ନିବେଦନ କରିଥିଲେ।

ଅରୂପ ପଟ୍ଟନାୟକ ନିର୍ବାଚନୀ ପ୍ରଚାର ରଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ମଣିନାଗ ପୀଠରେ ବୁଦ୍ଧିଜୀବୀ ସମ୍ମିଳନୀ: ଯୋଗଦେଲେ ବାଚସ୍ପତି

June 25, 2026

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଣପୁର ଓ ବାଲୁଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026
Latest News

ଓମ୍ଫେଡ୍ ପକ୍ଷରୁ ସମବାୟ ସପ୍ତାହ ପାଳିତ

June 30, 2026

ଭାରତୀୟ ଚଳଚ୍ଚିତ୍ର ଶିଳ୍ପକୁ ପ୍ରୋତ୍ସାହନ ପାଇଁ କେନ୍ଦ୍ରର ଦୁଇଟି ବଡ଼ ନିଷ୍ପତ୍ତି

June 30, 2026

ଫୋନ୍ ଚାର୍ଜରର ଏହି ଅଭ୍ୟାସ ବଢ଼ାଇପାରେ ବିଦ୍ୟୁତ୍ ଅପଚୟ, ଜାଣନ୍ତୁ କିପରି

June 30, 2026

ବିଂଶତମ ପରିସଂଖ୍ୟାନ ଦିବସ ୨୦୨୬ରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

June 30, 2026

ଅମିତ ଶାହଙ୍କ ଉପସ୍ଥିତିରେ ଯମୁନା ଜଳ ପ୍ରକଳ୍ପର ନିର୍ମାଣ ଓ କାର୍ଯ୍ୟକାରିତା ପାଇଁ ଚୁକ୍ତି ସ୍ୱାକ୍ଷର

June 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.