Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ଅଧ୍ୟାପକ ସଂଗ୍ରାମ ସାହୁଙ୍କ ବିୟୋଗରେ ଶୋକସଭା
ଆଞ୍ଚଳିକ

ବାଣପୁର: ଅଧ୍ୟାପକ ସଂଗ୍ରାମ ସାହୁଙ୍କ ବିୟୋଗରେ ଶୋକସଭା

July 4, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଅଧ୍ୟାପକ ସଂଗ୍ରାମ ସାହୁଙ୍କ ବିୟୋଗରେ ଶୋକସଭା
ଅଧ୍ୟାପକ ସଂଗ୍ରାମ ସାହୁଙ୍କ ବିୟୋଗରେ ଶୋକସଭା

ବାଣପୁର: ପଞ୍ଚୁଦୋଳଯାତ୍ରା କମିଟି, ଚିଲିକା ସାହିତ୍ୟ ସମାଜ, ପାଇକକବି କୃଷ୍ଣଚନ୍ଦ୍ର ପାଠାଗାର, ସାହିତ୍ୟ ସିନ୍ଦୁରା ଓ ପରୀଡ଼ା ପାଠାଗାରଙ୍କ ମିଳିତ ଆନୁକୂଲ୍ୟରେ ବିଶିଷ୍ଠ ସାରସ୍ୱତ ସାଧକ, ଅଧ୍ୟାପକ ସଂଗ୍ରାମ କେଶରୀ ସାହୁଙ୍କ ଅକାଳ ବିୟୋଗରେ ପଲଟଣ ପଡ଼ିଆ ନିକଟସ୍ଥ ଛାୟା ମଣ୍ଡପଠାରେ ଏକ ଅଶ୍ରୁଳ ଶୋକସଭା ଅନୁଷ୍ଠିତ ହୋଇଯାଇଛି।

ସାହିତ୍ୟ ସମାଜର ସଭାପତି ବାଳମୁକୁନ୍ଦ ଦାସଙ୍କ ପରିଚାଳନାରେ ଆୟୋଜିତ ଏହି ସଭାରେ ପଞ୍ଚୁଦୋଳଯାତ୍ରା କମିଟିର ଉପସଭାପତି ବୀରଭଦ୍ର କାଣ୍ଡି, ସଂପାଦକ ମାଧବଚ଼ନ୍ଦ୍ର ବାରିକୀ, ନନ୍ଦକିଶୋର ମିଶ୍ର, ଶରତ ଚନ୍ଦ୍ର ବଳିୟାରସିଂ, ଶିଶିରକୁମାର ଦାସ, ମହେଶ୍ୱର ଜେନା, ନକୁଳ ପ୍ରଧାନ, ପ୍ରଭାତ ବେହେରା, ଚ଼ିଲିକା ସାହିତ୍ୟ ସମାଜର ଉପଦେଷ୍ଟା କବି ପୁରୁଷୋତ୍ତମ ମହାପାତ୍ର, ନାଟ୍ୟକାର ଭିକାରୀଚରଣ ପ୍ରଧାନ, କବିଶଶି ଭୂଷଣ ବରାଳ, କବି ଦେବାଶୀଷ ପଟ୍ଟନାୟକ, ରମେଶ ମହାପାତ୍ର, ବ୍ରଜ କିଶୋର ଜେନା ସାହିତ୍ୟ ସିନ୍ଦୁରାର ଆବାହକ ଗୋଲକବିହାରୀ ପରୀଡ଼ା, ଶିକ୍ଷାବିତ୍ ଲକ୍ଷ୍ମୀଧର ପ୍ରଧାନ, ଆଇନ୍‌ଜୀବୀ ରବୀନ୍ଦ୍ରନାଥ ମାନସିଂ, କବିକୃଷ୍ଣଚନ୍ଦ୍ର ପାଠାଗାରର ଉପଦେଷ୍ଟା ଡ଼ଃ ଚାନ୍ଦକିଶୋର ତ୍ରିପାଠୀ, ସଂପାଦକ ମଧୁସୂଦନ ନନ୍ଦ, କୋଷାଧକ୍ଷ ବିଭୂତି ଭୂଷଣ ନନ୍ଦ, ବାନାମ୍ବର ଏକାଡ଼େମୀର ପୂର୍ବତନ ପ୍ରଧାନ ଶିକ୍ଷକ ଆନନ୍ଦଚନ୍ଦ୍ର ସେନାପତି, ବାଲୁଗାଁ ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ବୈରାଗୀ ଚରଣ ବେହେରା, ଦଣ୍ଡମିଳନ କମିଟିର ଲୋକନାଥ ପ୍ରଧାନ, ଏକତା ପରିଷଦ ଟ୍ରଷ୍ଟର ସଂଧ୍ୟା ଦେବୀଙ୍କସହିତ, ପ୍ରମୁଖ ବହୁ ଅନୁଷ୍ଠାନର କମକର୍ତ୍ତା ଯୋଗ ଦେଇ ସ୍ଵର୍ଗତ ସାହୁଙ୍କ ଆତ୍ମାର ସଦଗତି କାମନା କରି ଇଶ୍ୱରଙ୍କ ନିକଟରେ ୨ମିନିଟ୍ ନୀରବ ପ୍ରାର୍ଥନା ସହିତ ତାଙ୍କ ସ୍ମୃତିଚାରଣ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ।

ଶେଷରେ ଦୁଇଯାମାତା ନିରଞ୍ଜନ ସାହୁ ଏବଂ ଦେବାଶୀଷ ସାହୁ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ତା୧୦.୦୭.୨୬ରିଖ ଶୁକ୍ରବାରେ ହେବାକୁଥିବା ତାଙ୍କ ଦ୍ୱାଦଶାହ କାର୍ଯ୍ୟ ସ୍ମୃତିସଭାରେ ଯୋଗଦେବା ନିମନ୍ତେ ଅନୁରୋଧ କରିଥିଲେ।

ଚିଲିକା ସାହିତ୍ୟ ସମାଜ ଛାୟା ମଣ୍ଡପ ପଞ୍ଚୁଦୋଳଯାତ୍ରା କମିଟି ପରୀଡ଼ା ପାଠାଗାର ପାଇକକବି କୃଷ୍ଣଚନ୍ଦ୍ର ପାଠାଗାର ବାଣପୁର ସଂଗ୍ରାମ ସାହୁ ସାହିତ୍ୟ ସିନ୍ଦୁରା
Share. Facebook Twitter LinkedIn Email WhatsApp Copy Link

Related Posts

ଗମ୍ଭାରୀମୁଣ୍ଡା ବଜାର କମିଟିର ପୂର୍ବତନ ଉପ-ସଭାପତିଙ୍କ ବିୟୋଗ

July 4, 2026

ଦୁଇ ଆଦର୍ଶ ଶିକ୍ଷକଙ୍କୁ ଭାବବିହ୍ୱଳ ବିଦାୟ ବାଣ-ବାଜା ରୋଷଣୀରେ ଗ୍ରାମ ପରିକ୍ରମା

June 30, 2026

ଅଧ୍ୟାପକ ସଂଗ୍ରାମ ସାହୁଙ୍କ ଅକାଳ ବିୟୋଗ: ବାଣପୁର ଅଞ୍ଚଳରେ ଶୋକର ଛାୟା

June 30, 2026

ଶ୍ରୀରଙ୍କ ନାଥ ଦେବଙ୍କ ପୀଠରେ ରୁକ୍ମିଣୀ ବିବାହ ସମ୍ପନ୍ନ: ଗୁଆଲି ଯାତ୍ରାରେ ନଗର ପରିକ୍ରମା କରିବେ ଦେବଦମ୍ପତି

June 26, 2026
Latest News

ବାଣପୁର: ଅଧ୍ୟାପକ ସଂଗ୍ରାମ ସାହୁଙ୍କ ବିୟୋଗରେ ଶୋକସଭା

July 4, 2026

ଗଞ୍ଜାମ, ଗଜପତି ଏବଂ ରାୟଗଡ଼ାରେ ଟ୍ରାଇର ନେଟୱାର୍କ ପରୀକ୍ଷଣ: ଶୀର୍ଷରେ ଜିଓ

July 4, 2026

ବୈଭବ ସୂର୍ଯ୍ୟବଂଶୀଙ୍କୁ ଭୟ କରୁଛି ଇଂଲଣ୍ଡ?: ଯୋଜନା ପ୍ରସ୍ତୁତ କରିଛି ଘରୋଇ ଦଳ

July 4, 2026

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ସମସ୍ତ ପଦବୀରୁ ଇସ୍ତଫା ଦେଲେ ବଙ୍ଗଳା ଟିଏମସି ମୁଖ୍ୟ

July 4, 2026

ଟେଲିଗ୍ରାମର ବଢ଼ିଲା ସମସ୍ୟା: ୧୫ ଦିନ ପାଇଁ ଅଲଟିମେଟମ୍ ଦେଲେ ସରକାର

July 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.