Author: Samikhsya Bureau

ବାସ୍ତୁ ଶାସ୍ତ୍ର: ଘରର ସୌନ୍ଦର୍ଯ୍ୟ କବାଟରୁ ଜଣାପଡିଥାଏ। ହେଲେ ଆପଣ ଆଶ୍ଚର୍ଯ୍ୟ ହେବେ ଏହି କବାଟ ଦ୍ବାରା ଆପଣଙ୍କର ଘରର ଭବିଷ୍ୟତ ମଧ୍ୟ ନିର୍ଭର କରୁଛି। ଆସନ୍ତୁ ଜାଣିବା ଘରର କବାଟ କ’ଣ ହେବା ଉଚିତ। ୧- ଏକ ସିଧା ଧାଡିରେ ତିନୋଟି କବାଟ ରହିବା ଉଚିତ୍ ନୁହେଁ। ୨- କବାଟ ଭିତରେ କବାଟ ତିଆରି କରିବା ଉଚିତ୍ ନୁହେଁ। ୩- କବାଟ ସିଧା କାନ୍ଥରେ ରହିବା ଉଚିତ୍ ନୁହେଁ , ଦୁଇଟି ଗୋଡ କାଠରେ ରହିବା ଦରକାର। ୪- ନିଜେ ଖୋଲିବା କିମ୍ବା ବନ୍ଦ କରିବା ପାଇଁ ଏକ କବାଟ ରହିବା ଉଚିତ୍ ନୁହେଁ। ୫- ଘରର ମୁଖ୍ୟ ପ୍ରବେଶ ଦ୍ୱାର ବାହାରୁ ଖୋଲିବା ପରି କରିବା ଉଚିତ୍ ନୁହେଁ। ୬- କିଛି କବାଟ ଏପରି ଯେ ତାହା ଝରକା ପରି ହୋଇଥିବ, ଏହିପରି କବାଟରେ ବାସ୍ତୁ ତ୍ରୁଟି ରହିବ। ୭- ମୁଖ୍ୟ ଫାଟକ ତ୍ରିକୋଣୀୟ, ବୃତ୍ତାକାର, ବର୍ଗ କିମ୍ବା ବହୁଭୂଜ…

Read More

ମେଷ: ପରିବାରରେ ସୁଖ ଏବଂ ଶାନ୍ତି ରହିବ | ଯୋଜନା ସଫଳ ହେବ। କର୍ମକ୍ଷେତ୍ରରେ ପ୍ରଭାବ ବୃଦ୍ଧି ପାଇବ | ବ୍ୟବସାୟ ଏବଂ କାରବାର ଲାଭଦାୟକ ହେବ | ଏକ ପୁରୁଣା ରୋଗ ପୁନର୍ବାର ହୋଇପାରେ | କର୍ମକ୍ଷେତ୍ରରେ ପରିବର୍ତ୍ତନ ସମ୍ଭବ | ବିରୋଧୀମାନେ ସକ୍ରିୟ ରହିବେ | ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ | ଆପଣ ସାଙ୍ଗମାନଙ୍କୁ ସାହାଯ୍ୟ କରିପାରିବେ | ଆୟ ବୃଦ୍ଧି ପାଇବ | ସେୟାର ବଜାରରୁ ଲାଭ ମିଳିବ | ତତ୍ପରତା ଦେଖାନ୍ତୁ ନାହିଁ। ବୃଷ: ବିନିଯୋଗ ଶୁଭ ହେବ | ପୂଜାପାଠରେ ଆଗ୍ରହ ରହିବ | ଆଇନଗତ ବାଧା ଦୂର ହେବ | ଶୀଘ୍ର କ୍ଷତି ସମ୍ଭବ | ଥକ୍କା ଲାଗିବ | କୁସଙ୍ଗ ଠାରୁ ଦୂରେଇ ରୁହନ୍ତୁ | ପାରିବାରିକ ସହାୟତା ଉପଲବ୍ଧ ହେବ | ଲାଭ ସୁଯୋଗ ଆସିବ | ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ | ଘର ବାହାରେ ସୁଖ ମିଳିବ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଏକ ଲୁଟ ହୋଇଥିବା ବେଳେ ଆଜି ସମାନ ଢଙ୍ଗରେ ବାଣପୁର ଥାନା ଅଞ୍ଚଳରୁ ଏକ ଲୁଟ ହୋଇଥିବାର ଅଭିଯୋଗ ହୋଇଛି। ଜଣେ ଘରୋଇ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ମହିଳାଙ୍କ ନିକଟରୁ ଟଙ୍କା ଏବଂ ଅନ୍ୟାନ ଜିନିଷ ଲୁଟି ଲୁଟେରା ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ପୋଲିସ ସୂଚନା ଅନୁଯାୟୀ ଆଜି ସକାଳେ ବାଲୁଗାଁସ୍ଥିତ ଏକ ଘରୋଇ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟ କରୁଥିବା ବ୍ରହ୍ମପୁର ଅଞ୍ଚଳର ଜନୈକ ମହିଳା ବାଣପୁର ଥାନା ଅନ୍ତର୍ଗତ ପଣସଡିହ ଗ୍ରାମରୁ ମିଟିଙ୍ଗ ସାରି ଗ୍ରୁପ ପଇସା ନେଇ ଦଣ୍ଡିଗାଡ଼ିଆ ଗ୍ରାମକୁ ନିଜ ସ୍କୁଟିରେ ଯାଉଥିବା ବେଳେ ଦଣ୍ଡିଗାଡ଼ିଆ ଗ୍ରାମର ଅଧେ କିଲୋମିଟର ପୁର୍ବରୁ ହଠାତ ଏକ ବାଇକରେ ତିନି ଜଣ ଦୁର୍ବୁତ୍ତ ମୁହଁରେ ମାସ୍କ ପିନ୍ଧି ଆସିଥିଲେ ଏବଂ ଜନୈକ ମହିଳାଙ୍କୁ ଡରାଇ ଧମକାଇ ତାଙ୍କ ନିକଟରୁ ୧୮ ହଜାର ୫୬୫ ଟଙ୍କା, ମୋବାଇଲ,…

Read More

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ନୂଆଦିଲ୍ଲୀ ଠାରେ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ) ପୋର୍ଟାଲରେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଇଂଟର୍ଣ୍ଣସିପ୍ ସୁଯୋଗର ଶୁଭାରମ୍ଭ କରିଛନ୍ତି। ଛାତ୍ରଛାତ୍ରୀଙ୍କ ପାଇଁ ୧ ଲକ୍ଷରୁ ଉର୍ଦ୍ଧ୍ୱ ଇଂଟର୍ଣ୍ଣସିପ୍ ସୁଯୋଗ ଦେବା ପାଇଁ ଏଆଇସିଟିଇ, ସିସ୍କୋ, ସେଲ୍ସଫୋର୍ସ, ମହାତ୍ମା ଗାନ୍ଧି କାଉନସିଲ ଫର୍ ରୁରାଲ ଏଜୁକେସନ(ଏମଜିଏନସିଆରଇ) ଏବଂ ଆରସବି ଟ୍ରାନ୍ସମିସନ ଇଣ୍ଡିଆ ଲିମିଟେଡ ମିଳିତ ଭାବରେ ଆଗେଇ ଆସିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଦେଶର ଯୁବପିଢିଙ୍କୁ ଭବିଷ୍ୟତର ଚ୍ୟାଲେଞ୍ଜକୁ ପ୍ରସ୍ତୁତ କରିବା ଦିଗରେ ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ରେ ଶିଳ୍ପ ସଂସ୍ଥା ସହ ଶିକ୍ଷାନୁଷ୍ଠାନକୁ ଯୋଡିବା ପାଇଁ ପ୍ରଧାନ୍ୟ ଦିଆଯାଇଛି। ୧ ଲକ୍ଷରୁ ଉର୍ଦ୍ଧ୍ୱ ଇଂଟର୍ଣ୍ଣସିପର ସୁଯୋଗ ଦେବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ଦେଶର ଶିକ୍ଷାନୁଷ୍ଠାନ ଓ ଶିଳ୍ପ ସଂସ୍ଥା ଇଂଟର୍ଣ୍ଣସିପର ସୁଯୋଗ ସମସ୍ତଙ୍କୁ ଦିଆଯାଉ, ଏପରି ଲକ୍ଷ୍ୟ ରଖିବା ଉଚିତ୍।…

Read More

ଭୁବନେଶ୍ୱର: ବିଧାନସଭାରେ ବସ୍ତି ଆଇନ୍ ୨୦୦୩ ସଂଶୋଧନକୁ ସ୍ୱାଗତ କରିଛନ୍ତି ଓଡ଼ିଶା ବିସ୍ତି ସଂଘର୍ଷ ସମିତିର ପ୍ରତିଷ୍ଠାତା ସଭାପତି ପ୍ରତାପ କୁମାର ସାହୁ। ଶ୍ରୀଯୁକ୍ତ ସାହୁ କହିଛନ୍ତି ଯେ, ଦୀର୍ଘବର୍ଷ ହେବ ବସ୍ତିବାସିନ୍ଦାମାନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଉ ବୋଲି ଦାବି କରାଯାଇଥିଲା। କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା ଗତକାଲି ବିଧାନସଭାରେ ବସ୍ତି ଆଇନ୍ ସଂଶୋଧନ କରିଥିବାରୁ ଶ୍ରୀଯୁକ୍ତ ସାହୁ ଉଭୟଙ୍କୁ ଧନ୍ୟବାନ ଜ୍ଞାପନ କରିଛନ୍ତି। ଏହି ସଂଶୋଧନ ଆଇନ୍‌ରେ ଏନ୍‌ଏସିରେ ଓ ମୁନିସିପାଲିଟିରେ ଥିବା ବସ୍ତିବାସିନ୍ଦାମାନଙ୍କୁ ଜାଗା ଯୋଗାଇ ଦିଆଯିବ ବୋଲି ପୂର୍ବରୁ ଘୋଷଣା କରିଥିଲେ। କିନ୍ତୁ ସରକାର ୫ଟି ମହାନଗର ନିଗମ କଟକ, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାରେ ଥିବା ବସ୍ତିବାସିନ୍ଦାମାନଙ୍କ ପାଇଁ ୩୦ ବର୍ଗମିଟର ଜାଗା ଯୋଗାଇ ଦେବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ଘର ଯୋଗାଇ ଦେବେ ବୋଲି ମାନ୍ୟବର…

Read More

ଭୁବନେଶ୍ୱର: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧିପାଉଥିବା ରିଲାଏନ୍ସ ରିଟେଲ୍‌ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍‌ସ ଓଡ଼ିଶାର ବାଲୁଗାଁ ଓ ଦଶପଲ୍ଲା ସହରରେ ତାହାର ନୂଆ ଷ୍ଟୋରର ଶୁଭାରମ୍ଭ କରିଛି। ଟ୍ରେଣ୍ଡ୍‌ସ ବାସ୍ତବରେ ଭାରତର ଫ୍ୟାସନ କ୍ଷେତ୍ରକୁ ଲୋକାଭିମୁଖି କରି ଫାସନରେ ଗଣତନ୍ତ୍ରର ବିକାଶ କରିଛି । ଏହା ଭାରତର ଗ୍ରାହକଙ୍କ ସମ୍ପର୍କ ସୁଦୃଢ କରିଛି ଏବଂ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧, ଟିୟର ୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଂଚିଛି ଏବଂ ଭାରତର ପସନ୍ଦଯୋଗ୍ୟ ଫ୍ୟାସନ ସପିଙ୍ଗ ଡେଷ୍ଟିନେସନ ପାଲଟିଛି। ବାଲୁଗାଁ ଓ ଦଶପଲ୍ଲା ସହରରେ ଏହି ଟ୍ରେଣ୍ଡ୍‌ସ ଷ୍ଟୋରର ମଡର୍ଣ୍ଣ ଲୁକ୍ ଏବଂ ପରିବେଶ ସହିତ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାସନ ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଏହାକୁ ଅଧିକ ଆକର୍ଷଣୀୟ କରି ତୋଳିଛି। ବାଲୁଗାଁ ଓ…

Read More

ଭୁବନେଶ୍ୱର: ବରୁଣେଇରେ ପାଇକ ବିଦ୍ରୋହର ସ୍ମୃତିସ୍ତମ୍ଭ ନିର୍ମାଣ ପାଇଁ ଜମି ଯୋଗାଇ ଦେବାକୁ ଆନ୍ଧ୍ରପଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରାମର୍ଶ ଦେବା ସହ ଅନୁରୋଧ କରିଛନ୍ତି। ଆଜି ପ୍ରେରଣା ଗ୍ରୀନ୍ ଆର୍ମି ପକ୍ଷରୁ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ବୁଦ୍ଧିଜୀବୀ, ସାହିତ୍ୟିକ, ଐତିହାସିକ ତଥା କଳାକାରମାନଙ୍କ ସମାବେଶ ଓ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶ୍ରୀ ହରିଚନ୍ଦନ କହିଲେ, ଓଡ଼ିଆ ଜାତିର ଗର୍ବିତ ପରମ୍ପରା ସମଗ୍ର ବିଶ୍ୱବିଦିତ। ଇଂରେଜ ସରକାର ବିରୁଦ୍ଧରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ସଂଗଠିତ ପାଇକ ବିଦ୍ରୋହ ଭାରତବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରାମ। ଏହି ବୀରତ୍ୱପୂର୍ଣ୍ଣ ରକ୍ତାକ୍ତ ସଂଗ୍ରାମର ସ୍ମୃତିକୁ ପ୍ରତ୍ୟେକ ଓଡ଼ିଆ ମନେ ପକାଇବା ସହିତ ନିଜ ମାଟି ଓ ମାତୃଭାଷା ପ୍ରତି ମମତାବୋଧ ପ୍ରକାଶ କରିବାକୁ ସେ ଆହ୍ୱାନ ଦେଇଥିଲେ। ଏହି ଅବସରରେ ପ୍ରେରଣା ଗ୍ରୀନ୍ ଆର୍ମି ପକ୍ଷରୁ ‘ସବୁଜ ବିଶ୍ୱ ପାଇଁ ଆମେ ବୃକ୍ଷରୋପଣ କରିବା…

Read More

ଭୁବନେଶ୍ୱର: ଭୁବନେଶ୍ୱର ବାର୍ ଆସୋସିଏସନ ପକ୍ଷରୁ ଓକିଲ ସଂଘର ବାର୍ ଆସୋସିଏସନ ହଲ୍ ନଂ-୧ରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଶପଥ ଗ୍ରହଣ ଉତ୍ସବରେ ନବନିର୍ବାଚିତ ହୋଇଥିବା ସମସ୍ତ ନିର୍ବାଚିତ ପଦାଧିକାରୀଙ୍କୁ ଶପଥ କରାଇଥିଲେ ନିର୍ବାଚନ ଅଧିକାରୀ ଜଗନ୍ନାଥ ଦାସ, ଆଶିଷ ଦାସ, ସୁବାସ ଶତପଥୀ, ରାଜେନ୍ଦ୍ର ହୋତା, ସୌଭାଗ୍ୟ ଶଙ୍କର ଦେଓ। ଆସୋସିଏସନ ସଭାପତି ଭାବେ ରବି ନାରାୟଣ ସାମନ୍ତରାୟ ନିର୍ବାଚିତ ହୋଇଥିବା ବେଳେ ରାଜକିଶୋର ଦାସ ସମ୍ପାଦକ, ଅଭିମନ୍ୟୁ ସ୍ୱାଇଁ ଉପସଭାପତି, ରାଜେନ୍ଦ୍ର କୁମାର ଦାସ ସହ ସମ୍ପାଦକ, ଅଶୋକ କୁମାର ବଡ଼ପଣ୍ଡା ଯୁଗ୍ମ୍ ସମ୍ପାଦକ, ଦିବାକର ମିଶ୍ର କୋଷାଧ୍ୟକ୍ଷ ଏବଂ କାର୍ଯ୍ୟକାରୀ ସଭ୍ୟ ରୂପେ ସବ୍ୟସାଚୀ ସୂତାର, କୁଳଦୀପ ରାଉତରାୟ, ଅବିନାଶ ମହାନ୍ତି, ଚିତ୍ରସେନ ଶ୍ରୀଚନ୍ଦନ, ଅଶୋକ କୁମାର ସାହୁ, ବିମଳ କେଶରୀ ଦାସ, ପ୍ରଦୀପ୍ତ କୁମାର ପାଲ, ଦିପ୍ତିରଞ୍ଜନ ଦଳାଇ, ଅମିତ୍ରା ସାହୁ, ବନ୍ଦିତା ସାମଲ ପ୍ରମୁଖ ନିର୍ବାଚିତ ହୋଇଛନ୍ତି । ଶପଥ…

Read More

ନୂଆଦିଲ୍ଲୀ: ୨୦୨୦-୨୧ ଆର୍ଥିକ ବର୍ଷରେ ଓଡ଼ିଶାକୁ ୧୫୧୯.୩୧ କୋଟି ଟଙ୍କାର କୋଇଲା ରୟାଲିଟୀ ମିଳିଛି। ଏହାଛଡ଼ା ୨୦୧୯-୨୦ରେ ରାଜ୍ୟକୁ ୨୧୩୯.୪୫ କୋଟି ଟଙ୍କାର ରୟାଲିଟୀ ପ୍ରଦାନ କରାଯାଇଥିଲା। ଏହାଛଡ଼ା ୨୦୧୧-୧୨ ଆର୍ଥିକ ବର୍ଷ ଠାରୁ ୨୦୧୮-୧୯ ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟକୁ ଯଥାକ୍ରମେ ୧୦୪୫.୯୨ କୋଟି ଟଙ୍କା, ୧୨୪୨.୮୭ କୋଟି ଟଙ୍କା, ୧୩୪୯.୬୮ କୋଟି ଟଙ୍କା, ୧୪୧୬.୫୬ କୋଟି ଟଙ୍କା, ୧୬୯୮.୧୫ କୋଟି ଟଙ୍କା, ୧୬୬୬.୦୨ କୋଟି ଟଙ୍କା, ୧୭୫୪.୫୩ କୋଟି ଟଙ୍କା ଏବଂ ୨୦୨୪.୧୫ କୋଟି ଟଙ୍କା କୋଇଲା ରୟାଲିଟୀ ମିଳିଛି। କେନ୍ଦ୍ର କୋଇଲା, ଖଣି, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ଲୋକସଭାରେ ଏହି ସୂଚନା ଦେଇଛନ୍ତି। କୋଇଲା ମନ୍ତ୍ରୀ କହିଛନ୍ତି ଯେ କେତେକ କୋଇଲା ଉତ୍ପାଦନକାରୀ ରାଜ୍ୟ ରୟାଲିଟୀ ଦର ବଢ଼ାଇବା ପାଇଁ ଦାବି କରି ଆସୁଛନ୍ତି। ଏହି କ୍ରମରେ, କୋଇଲା ଓ ଲିଗ୍ନାଇଟ୍‌ ଉପରେ ରୟାଲିଟୀ ଦର ସଂଶୋଧନ ପାଇଁ ୨୧.୦୭.୨୦୧୪ରେ ଏକ ଅଧ୍ୟୟନ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ବନଖଣ୍ଡ ବାଲୁଗାଁ ବନାଞ୍ଚଳ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଓ ଧୂଆଁନଳି ସେକ୍ସନ ଅଞ୍ଚଳରେ ବୁଧବାର ଦିନ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜଙ୍ଗଲ ନିଆଁ ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଧୂଁଆନଳି ସେକ୍ସନର କିଆଗୋରଡ଼ା ଗ୍ରାମ ଏବଂ ଗମ୍ଭାରୀମୁଣ୍ଡା ସେକ୍ସନର ଖିଲାମୁଣ୍ଡା ମନ୍ଦିର ପରିସରରେ ଉକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉଭୟ କାର୍ଯ୍ୟକ୍ରମରେ ବାଲୁଗାଁ ବନାଞ୍ଚଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମବାସୀ ଙ୍କୁ ଜଙ୍ଗଲ ନିଆଁ ନିବାରଣ ଉପରେ ବିସ୍ତୃତ ଭାବେ ବୁଝାଇଥିଲେ। ତତସହିତ ଯଦି କୌଣସି ଦୁର୍ବୁତ୍ତ ଜଙ୍ଗଲରେ ନିଆଁ ଲଗାଉଥୁବାର ଗ୍ରାମବାସୀ ମାନେ ଦେଖନ୍ତି ତେବେ ତୁରନ୍ତ ଜଙ୍ଗଲ କର୍ମଚାରୀଙ୍କୁ ଜଣାଇବା ପାଇଁ ଅନୁରୋଧ କରିଥିଲେ ଶ୍ରୀ ମହାନ୍ତି। ଉଭୟ କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥି ଭାବେ ବନପାଳ ଚିତ୍ରସେନ ଜେନା, ପ୍ରଦୀପ୍ତ ମହାନ୍ତି, ଦୁଃଶାସନ ନାୟକ, ଶିଳ୍ପୀସରିତା ମହାକୁଡ଼ ଯୋଗଦେଇଥିବା ବେଳେ କିଆଗୋରଡା,…

Read More

ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୧ ତାରିଖ ପୂର୍ବାହ୍ନ ୧୧ଟାରେ ନୂଆଦିଲ୍ଲୀର ତାଲକଟୋରା ଷ୍ଟାଡ଼ିୟମରେ ‘ପରୀକ୍ଷା ପେ ଚର୍ଚ୍ଚା’ର ପଂଚମ ସଂସ୍କରଣ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କ ସହିତ ମତ ବିନିମୟ କରିବେ।  ସୋମବାର ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚାପମୁକ୍ତ ପରୀକ୍ଷା ପାଇଁ ‘ପରୀକ୍ଷା ପେ ଚର୍ଚ୍ଚା’କୁ ଏକ ଜନଆନ୍ଦୋଳନର ରୂପ ଦେବାକୁ ସେ ଆହ୍ୱାନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଯୁବପିଢ଼ିଙ୍କ ବହୁ ପ୍ରତୀକ୍ଷିତ ଏହି ବାର୍ଷିକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ଦିନରେ ହେବାକୁ ଥିବା ବୋର୍ଡ ଓ ପ୍ରବେଶିକା ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପୂର୍ବରୁ ଚାପମୁକ୍ତ ହେବା ଦିଗରେ ପରାମର୍ଶ ଦେବେ। କୋଭିଡ୍ କଟକଣା କାରଣରୁ କେବଳ ଦିଲ୍ଲୀ ଏନସିଆର, ଉତରପ୍ରଦେଶ ଏବଂ ହରିୟାଣାର ୧ ହଜାର…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି ବୈଠକରେ, ଟିକସ କର୍ତ୍ତୃପକ୍ଷମାନଙ୍କୁ ଅନ୍ତିମ ବୃହତ (ମେଗା) ପ୍ରମାଣପତ୍ର ଦାଖଲ କରିବା ଉଦ୍ଦେଶ୍ୟରେ, ଦଶଟି ଅସ୍ଥାୟୀ (ପ୍ରୋଭିଜନାଲ) ବୃହତ (ମେଗା) ପ୍ରାମାଣିକ ପ୍ରକଳ୍ପକୁ ଚିହ୍ନଟ କରିବାର ସମୟସୀମାକୁ ୩୬ ମାସ ବୃଦ୍ଧି କରିବା ପ୍ରସ୍ତାବକୁ ଆଜି ଅନୁମୋଦନ କରାଯାଇଛି। ଏଥିପାଇଁ ବୃହତ ଶକ୍ତି ନୀତି (ମେଗା ପାୱାର ପଲିସି) ୨୦୦୯ରେ ସଂଶୋଧନ କରାଯିବ। ଅନ୍ତିମ ମେଗା ପ୍ରମାଣପତ୍ର ଦାଖଲ କରିବା ପାଇଁ ସମୟସୀମା ସମ୍ପ୍ରସାରଣ କରାଯିବା ଫଳରେ ଡେଭଲପର୍ସମାନେ ଭବିଷ୍ୟତରେ ପିପିଏ ପାଇଁ ପ୍ରତିଯୋଗିତାମୂଳକ ନିଲାମୀ ଡାକିବା ଏବଂ ନୀତିଗତ ସର୍ତ୍ତ ଅନୁସାରେ ରିହାତି ପାଇବାକୁ ସକ୍ଷମ ହୋଇପାରିବେ। ଏଥିଯୋଗୁ ନଗଦ ପରିମାଣ ବଢ଼ିବା ଫଳରେ ଦେଶର ସାମଗ୍ରିକ ବିକାଶକୁ ପ୍ରୋତ୍ସାହନ ମିଳିପାରିବ ଏବଂ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଦ୍ୟୁତ ପ୍ରକଳ୍ପୁ ପୁଣିଥରେ ଚାଲୁ କରିବା ସୁନିଶ୍ଚିତ ହେବ। ଟିକସ କର୍ତ୍ତୃପକ୍ଷଙ୍କୁ ଅନ୍ତିମ ମେଗା ପ୍ରମାଣପତ୍ର ଦାଖଲ…

Read More

ନୂଆଦିଲ୍ଲୀ: ‘‘ଏମଏସଏମଇ ପ୍ରଦର୍ଶନ ବଢ଼ାଇବା ଏବଂ ତ୍ୱରାନ୍ୱିତ କରିବା(ଆରଏଏମପି)’’ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୮୦୮ ନିୟୁତ ଆମେରିକୀୟ ଡଲାର, ଅର୍ଥାତ୍‌ ୬୦୬୨ କୋଟି ୪୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ବିଶ୍ବ ବ୍ୟାଙ୍କ ସହାୟତା କାର୍ଯ୍ୟକ୍ରମ ଅଧୀନରେ ଆରଏଏମପି ଯୋଜନାକୁ ମଞ୍ଜୁରି ମିଳିଛି। ୨୦୦୨୨-୨୩ ଆର୍ଥିକ ବର୍ଷରେ ଏକ ନୂଆ ଯୋଜନା ଆକାରରେ ଆରଏଏମପି ଯୋଜନାର ଶୁଭାରମ୍ଭ କରାଯିବ। ଯୋଜନାରେ ନିହିତ ବ୍ୟୟ: ଏହି ଯୋଜନାରେ ମୋଟ  ୮୦୮ ନିୟୁତ ଆମେରିକୀୟ ଡଲାର, ଅର୍ଥାତ୍‌ ୬୦୬୨ କୋଟି ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଏଥିମଧ୍ୟରୁ ୩୭୫୦ କୋଟି ଟଙ୍କା ବା ୫୦୦ ନିୟୁତ ଆମେରିକୀୟ ଡଲାର ବିଶ୍ବ ବ୍ୟାଙ୍କରୁ ଋଣ ଆକାରରେ ନିଆଯିବ ଏବଂ ଅବଶିଷ୍ଟ ୨୩୧୨.୪୫ କୋଟି ଟଙ୍କା ବା ୩୦୮ ନିୟୁତ ଆମେରିକୀୟ ଡଲାର ଭାରତ ସରକାର ସମ୍ପୂର୍ଣ୍ଣ ଭାବେ ଯୋଗାଇ ଦେବେ। ବିନ୍ଦୁ ୱାରୀ ବିବରଣୀ: ‘‘ଏମଏସଏମଇ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା (ଡିଏ)ର ଅତିରିକ୍ତ କିସ୍ତି ପ୍ରଦାନ କରିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏଥିସହିତ କେନ୍ଦ୍ର ସରକାରଙ୍କ ଅଧୀନରେ ସମସ୍ତ ପେନସନଭୋଗୀମାନଙ୍କୁ ମହଙ୍ଗା ସହାୟତା (ଡିଆର)ର ଅତିରିକ୍ତ କିସ୍ତି ମଧ୍ୟ ପ୍ରଦାନ କରିବାକୁ କ୍ୟାବିନେଟ୍‌ ନିଷ୍ପତ୍ତି ନେଇଛି। ଉଭୟ ଡିଏ ଏବଂ ଡିଆର ଆଉ ୩ ପ୍ରତିଶତ ବୃଦ୍ଧି କରାଯିବ। ଏହା ଗତ ଜାନୁଆରୀ ପହିଲା ୨୦୨୨ ଠାରୁ ପିଛିଲା ଭାବେ ଲାଗୁ ହେବ। ବର୍ତ୍ତମାନ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ବେତନ/ପେନସନ ଉପରେ ୩୧ ପ୍ରତିଶତ ହାରରେ ଡିଏ/ଡିଆର ପାଉଛନ୍ତି। ଦରଦାମ ବୃଦ୍ଧିର କ୍ଷତିପୂରଣ ସ୍ବରୂପ ଅଧିକ ଅତିରିକ୍ତ ୩ ପ୍ରତିଶତ ଡିଏ/ଡିଆର ବୃଦ୍ଧି ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ସପ୍ତମ ବେତନ ଆୟୋଗଙ୍କ ସୁପାରିସ ଉପରେ ଆଧାରିତ ମଞ୍ଜୁରିପ୍ରାପ୍ତ ନିୟମ ଅନୁଯାୟୀ ଏହି ବୃଦ୍ଧି କରାଯାଇଛି। ମହଙ୍ଗା ଭତ୍ତା ଏବଂ…

Read More

ସ୍ୱାସ୍ଥ୍ୟ ଟିପ୍ସ: ଗୋଲ ମରିଚ ଭାରତୀୟ ମସଲା ମଧ୍ୟରେ ଏକ ପ୍ରମୁଖ ସ୍ଥାନ ଦଖଲ କରେ ଏବଂ ଆମ ଖାଦ୍ୟରେ ବିଭିନ୍ନ ଉପାୟରେ ବ୍ୟବହୃତ ହୁଏ। ଗୋଲ ମରିଚର ଉପକାରିତା ବିଷୟରେ ଆମେ ସମସ୍ତେ ସଚେତନ। ଏହା କେବଳ ଖାଦ୍ୟର ସ୍ୱାଦକୁ ବଢାଏ ନାହିଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ। ଔଷଧୀୟ ଗୁଣରେ ଭରପୂର ଗୋଲ ମରିଚ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଏହାର ବୈଜ୍ଞାନିକ ନାମ ହେଉଛି ପାଇପର୍ ନିଗ୍ରମ୍। ଏହା ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଏବଂ ଔଷଧ ଭାବରେ ବ୍ୟବହୃତ ହୁଏ। ଆପଣଙ୍କ ଘରେ ରଖାଯାଇଥିବା ଏହି ମସଲା ଉଭୟ ସ୍ୱାଦ ଏବଂ ସ୍ୱାସ୍ଥ୍ୟ ପାଇଁ ସର୍ବୋତ୍ତମ। ଏହି ମସଲା ସ୍ୱାସ୍ଥ୍ୟ ପାଇଁ ଏକ ରାମ ବାଣ ଅଟେ। ଏହା ଶରୀର ପାଇଁ ଅନେକ ଉପକାର କରିଥାଏ। ଗୋଲ ମରିଚ ଖାଇବା ଥଣ୍ଡା, ଭାଇରାଲ୍ ଜ୍ୱର ଇତ୍ୟାଦିରେ ଲାଭଦାୟକ ପ୍ରମାଣିତ ହୁଏ। ଆପଣ…

Read More

ଜୀବନ ଶୈଳୀ: ଓଜନ ହ୍ରାସ ଏକ ବାମହାତର ଖେଳ ନୁହେଁ। ଶରୀରର ଓଜନ ହ୍ରାସ କରିବା ପାଇଁ କଷ୍ଟ କରିବାକୁ ପଡିଥାଏ। ଯେଉଁମାନେ ସକାଳେ ବୁଲିବାକୁ ବାହାରକୁ ଯାଆନ୍ତି ଏବଂ କେବଳ ହାଲୁକା ଚାଲିବା ଦ୍ୱାରା ଓଜନ ହ୍ରାସ ହୋଇଯିବ ବୋଲି ଭାବିଥାନ୍ତି, ସେହିଭଳି ଲୋକଙ୍କୁ ଏଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଚାଲିବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଏବଂ ଏହା କିଛି ପରିମାଣରେ ଓଜନ ହ୍ରାସ କରିବାରେ ମଧ୍ୟ ପ୍ରଭାବଶାଳୀ। ଯଦି ସଠିକ୍ ଚାଲିବା ହୁଏ, ତେବେ ୫୦୦ କ୍ୟାଲୋରୀ ପର୍ଯ୍ୟନ୍ତ ମଧ୍ୟ ହ୍ରାସ ହୋଇପାରେ। କିନ୍ତୁ, ଚାଲିବାର ସଠିକ୍ ଉପାୟ ଏବଂ କୌଶଳ ମଧ୍ୟ ଅଛି, ଯାହାପ୍ରତି ଯତ୍ନବାନ ହେବା ଉଚିତ। ଚାଲିବା ଦ୍ୱାରା ଏହି ଉପାୟରେ ଓଜନ ହ୍ରାସ କରାଯାଇପାରେ: – ଓଜନ ହ୍ରାସ କରିବା ପାଇଁ, ଆପଣଙ୍କୁ ଧୀରେ ଧୀରେ ଚାଲିବା ନୁହେଁ, ବରଂ ସ୍ପିଡ୍ ଚାଲିବା ଆବଶ୍ୟକ। – ସ୍ପିଡ୍ ଚାଲିବା ପାଇଁ,…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଞ୍ଚମ ବିମଷ୍ଟେକ (ବଙ୍ଗୋପସାଗର ବହୁକ୍ଷେତ୍ରୀୟ ବୈଷୟିକ ଏବଂ ଆର୍ଥିକ ସହଯୋଗ ପଦକ୍ଷେପ) ସମ୍ମିଳନୀରେ ଆଭାସି ମାଧ୍ୟମରେ ଅଂଶ ଗ୍ରହଣ କରିଛନ୍ତି। ବର୍ତ୍ତମାନ ଶ୍ରୀଲଙ୍କା ବିମଷ୍ଟେକର ଅଧ୍ୟକ୍ଷ ରହିଛି। ପଞ୍ଚମ ବିମଷ୍ଟେକ ଶିଖର ସମ୍ମିଳନୀ ଆରମ୍ଭ ପୂର୍ବରୁ ବରିଷ୍ଠ ଅଧିକାରୀ ଓ ବିଦେଶ ମନ୍ତ୍ରୀସ୍ତରୀୟ ବୈଠକ ଗତ ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ହାଇବ୍ରିଡ ମୋଡରେ କଲମ୍ବୋଠାରେ ଅନୁଷ୍ଠିତ ହୋଇଥିଲା। ଶିଖର ସମ୍ମିଳନୀର ବାର୍ତ୍ତାଥିଲା “ଏକ ନମନୀୟ ଅଞ୍ଚଳ ଅଭିମୁଖେ, ସମୃଦ୍ଧ ଅର୍ଥନୀତି ଓ ସୁସ୍ଥ ଜନସାଧାରଣ”। ସଦସ୍ୟ ଦେଶଗୁଡିକ ମଧ୍ୟରେ ସହଯୋଗ ବୃଦ୍ଧି ସହ କୋଭିଡ-୧୯ ବୈଶ୍ୱିକ ମହାମାରୀ କାଳରେ ବିଭିନ୍ନ ଆର୍ଥିକ ଓ ବିକାଶମୂଳକ କାର୍ଯ୍ୟର ମିଳିମିଶି କାର୍ଯ୍ୟକ୍ରମ। ଶିଖର ସମ୍ମିଳନୀର ମୁଖ୍ୟ ନିର୍ଯ୍ୟାସ ହେଉଛି ବିମଷ୍ଟେକ ସନନ୍ଦର ରାଜିନାମା ଯେଉଁଥିରେ ବଙ୍ଗୋପସାଗର ଉପରେ ନିର୍ଭରଶୀଳ ତଟବର୍ତ୍ତୀ ଦେଶଗୁଡିକର ସହଯୋଗ ଭିତ୍ତିରେ କାର୍ଯ୍ୟକ୍ରମ ଗ୍ରହଣ। ଶିଖର ବୈଠକ ବିମଷ୍ଟେକ…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଜଙ୍ଗଲି ବାରହା ଶୀକାର କରି ମାଂସ ବେପାର କରୁଥିବା ବେଳେ ଘର ଭିତରେ ଚଢାଉ ଟାଙ୍ଗୀ ବନ ବିଭାଗ କରିଛି। ଚଡାଉ ବେଳେ ୧୦ କେଜି ବାରହା ମାଂସ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ବନ ବିଭାଗ ଗିରଫ କରିଛି। ସୂଚନା ଅନୁଯାୟୀ, ବଡପାରୀ ଗ୍ରାମର କୁନା ପାତ୍ରଙ୍କ ଘରେ ମାଂସ କାଟୁଥିବାର କୌଣସି ସୂତ୍ରରୁ ବନ ବିଭାଗ ଖବର ପାଇଥିଲା। ତେଣୁ ରେଂଜ୍ ଅଫିସର ରବିନ୍ଦ୍ର ନାଥ ପଣ୍ଡାଙ୍କ ନିର୍ଦ୍ଧେଶରେ ଫରେଷ୍ଟର ଗୋଲାପ ସେଠୀ ସଦଳ ବଳେ କୁନାଙ୍କ ଘରେ ଚଢାଉ କରିଥିଲେ। ଚଢାଉ ବେଳେ ତାଙ୍କ ନିକଟରୁ ୧୦ କେଜି ବାରହା ମାଂସ ସହ କେଜି, ପାଲ, ବଟକରା ଓ ଧାରୁଆ ଛୁରୀ ଜବତ କରାଯାଇଥିଲା। ଜବତ ମାଂସର ନମୁନା ସଂଗ୍ରହ କରାଯାଇ ଟାଙ୍ଗୀ ପ୍ରାଣୀ ଚିକିତ୍ସା ବିଭାଗ ସହାୟତାରେ ଓୟୁଏଟିକୁ ପରିକ୍ଷା ପାଇଁ ପଠାଯାଇଛି। ଏହା ସହ ବଳକା ମାଂସକୁ ଟାଙ୍ଗୀ…

Read More

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ କାଶ୍ମୀର ଫାଇଲ ଉପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦେଇଥିବା ବିବୃତ୍ତି ବିରୋଧରେ ବିଜେପି ଆଜି ବିରୋଧ କରୁଛି। ଏହି ସମୟ ମଧ୍ୟରେ ଦିଲ୍ଲୀ ପୋଲିସ ବିଜେପି ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ତେଜସ୍ୱୀ ସୂର୍ଯ୍ୟଙ୍କୁ ଅଟକ ରଖିଛି। ଦିଲ୍ଲୀ ପୋଲିସର ସୂଚନାନୁସାରେ, ବିଜେପି ଯୁବ ମୋର୍ଚ୍ଚାର ପ୍ରାୟ ୪୦ ରୁ ୫୦ ଜଣ କର୍ମୀଙ୍କୁ ଅଟକ ରଖାଯାଇଛି। ଯଦି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଦ୍ୱାରା କୌଣସି ଲିଖିତ ଅଭିଯୋଗ ଦିଆଯାଏ, ତେବେ ପୋଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ତେଜସ୍ୱୀ ସୂର୍ଯ୍ୟ ଏହି ବିରୋଧର ନେତୃତ୍ୱ ନେଉଥିଲେ। ବିକ୍ଷୋଭକାରୀଙ୍କୁ ଅଟକାଇବା ପାଇଁ ପୋଲିସ ବ୍ୟାରିକେଡ୍ ଲଗାଇ ୱାଟର କେନନ ବ୍ୟବହାର କରିଥିଲା। ବିକ୍ଷୋଭକାରୀମାନେ ଏହି ବ୍ୟାରିକେଡ୍ ଭାଙ୍ଗି ଆଗକୁ ଯାଇଥିଲେ। ୱାଟର କେନନ ଚଳାଇବା ପରେ ବିକ୍ଷୋଭକାରୀମାନେ ରାସ୍ତାରେ ବସିଥିଲେ। ଦି କାଶ୍ମୀର ଫାଇଲ ପାଇଁ ଦିଲ୍ଲୀରେ ବିଜେପି ନେତାଙ୍କ ଟିକସମୁକ୍ତ ଦାବି ଉପରେ କେଜ୍ରିୱାଲ ବିଧାନସଭାରେ କହିଥିଲେ…

Read More

ନୂଆଦିଲ୍ଲୀ: ଦେଶରେ ଇନ୍ଧନ ଦର ବୃଦ୍ଧି ପାଉଛି ଏବଂ ଏହା ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରୁଛି। ଏହି ସମୟରେ ଆଜି କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ଗ୍ରୀନ୍ ହାଇଡ୍ରୋଜେନ କାରରେ ଚାଲୁଥିବା କାରରେ ସଂସଦ ଗୃହରେ ପହଞ୍ଚିଛନ୍ତି। ଭାରତରେ ଏହା ହେଉଛି ପ୍ରଥମ କାର, ଯାହା ଗ୍ରୀନ ହାଇଡ୍ରୋଜେନ ଉପରେ ଚାଲିବ। ପାଇଲଟ୍ ପ୍ରକଳ୍ପ ଅଧୀନରେ ମନ୍ତ୍ରୀ ଆଜି ସକାଳେ ଏକ କାରରେ ତାଙ୍କ ବାସଭବନରୁ ସଂସଦ ଗୃହରେ ପହଞ୍ଚିଥିଲେ। ଏଥିରେ ଟାଙ୍କି ପୂର୍ଣ୍ଣ ହେବା ପରେ ୬୦୦ କିଲୋମିଟର ଯାତ୍ରା କରାଯାଇପାରିବ, ଯାହାର କିଲୋମିଟର ପ୍ରତି ୨ ଟଙ୍କା ଖର୍ଚ୍ଚ ହେବ। ପାଏହାର ଟ୍ୟାଙ୍କ 5 ମିନିଟ ମଧ୍ୟରେ ପୂର୍ଣ୍ଣ ହୁଏ । ଏ ସମ୍ପର୍କରେ ନିତିନ ଗାଡକରୀ କହିଛନ୍ତି ଯେ, ଭାରତର ପ୍ରଥମ ହାଇଡ୍ରୋଜେନ ଭିତ୍ତିକ ଇନ୍ଧନ ସେଲ ଇଲେକ୍ଟ୍ରିକ୍ ଯାନ (FCEV) ଟୟୋଟା ମିରାଇ ଚଳିତ ମାସ ଆରମ୍ଭରେ ଲଞ୍ଚ କରାଯାଇଥିଲା। ଏକ କାରକୁ…

Read More

କଲିକତା: ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ନିର୍ବାଚନ ଆୟୋଗ ଟିଏମସି ବିଧାୟକ ନରେନ୍ଦ୍ରନାଥ ଚକ୍ରବର୍ତ୍ତୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପଶ୍ଚିମବଙ୍ଗରେ ଚାଲିଥିବା ଉପ-ନିର୍ବାଚନରେ ସାଧାରଣ ସଭା, ରାଲି, ରୋଡ୍ ଶୋ କିମ୍ବା ସାକ୍ଷାତକାର ପାଇଁ ନିର୍ବାଚନ ଆୟୋଗ ନରେନ୍ଦ୍ରନାଥ ଚକ୍ରବର୍ତ୍ତୀଙ୍କୁ ମାର୍ଚ୍ଚ ୩୦ ତାରିଖ ସକାଳ ୧୦ ଟାରୁ ରାତି ୮ ଟା ପର୍ଯ୍ୟନ୍ତ ପ୍ରତିବନ୍ଧ ଲାଗିଛି। ବାସ୍ତବରେ, ଟିଏମସି ବିଧାୟକ ନରେନ୍ଦ୍ରନାଥ ଚକ୍ରବର୍ତ୍ତୀଙ୍କ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ବିଜେପି ନେତାଙ୍କୁ ଧମକ ଦେଉଥିବାର ଅଭିଯୋଗ ହୋଇଛି। ଭିଡିଓରେ, ଟିଏମସି ବିଧାୟକ କହୁଥିବାର ଦେଖିବାକୁ ମିଳୁଛି ଯେ, ବିଜେପି ସମର୍ଥକମାନେ ଭୋଟ୍ ଦେବାକୁ ବାହାରକୁ ଆସନ୍ତୁ ନାହିଁ। ଯଦି ସେମାନେ ବିଜେପିକୁ ଭୋଟ୍ ଦିଅନ୍ତି, ତେବେ ସେମାନଙ୍କୁ ଦେଖାଯିବ। ଏହି ଭିଡିଓରେ ବିଧାୟକମାନେ ମଧ୍ୟ କହିଛନ୍ତି ଯେ, ଯେଉଁମାନେ ବିଜେପିକୁ ଭୋଟ୍ ଦିଅନ୍ତି ନାହିଁ ସେମାନେ ବେଙ୍ଗଲରେ ରହି ବ୍ୟବସାୟ ଏବଂ ଚାକିରି କରିପାରିବେ।

Read More