Author: Samikhsya Bureau

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ସ୍ବର୍ଗ ସୁଖ ଲାଭ କରୁଥିବା ବ୍ୟକ୍ତିଙ୍କ ସଂପର୍କରେ ଉଲ୍ଲେଖ କରିଛନ୍ତି। ତାଙ୍କ ମତରେ ପୃଥିବୀରେ ବାସ କରୁଥିବା ଲୋକେ ସ୍ବର୍ଗ ସୁଖ ମଧ୍ୟ ପାଇଥାନ୍ତି। ତେବେ ସମସ୍ତେ ନୁହଁନ୍ତି। କିଛି ଲୋକ ଅଛନ୍ତି ଯେଉଁମାନେ ଏହି ଭାଗ୍ୟଶାଳୀ ଗୋଷ୍ଠୀରେ ଆସୁଛନ୍ତି। ଚାଣକ୍ୟ ନୀତିରେ ରହିଛି ଯେ ଯାହାଙ୍କ ସନ୍ତାନର ପିତୃଭକ୍ତି ରହିଛି, ଯାହାର ଦାମ୍ପତ୍ୟ ଜୀବନ ମଧୁର ଅଛି, ଯିଏ ନିଜ ଧନସଂପତ୍ତିରେ ସନ୍ତୁଷ୍ଠ ଅଛି ସେ ସ୍ବର୍ଗ ସୁଖ ଲାଭ କରିପାରିବ। ଅର୍ଥାତ ଆପଣଙ୍କର ପିଲାମାନେ ଯଦି ଦୁଷ୍ଟ ନ ହୋଇ ପିତୃଭକ୍ତ ହେବେ ତେବେ ଆପଣଙ୍କର କୌଣସି ଚିନ୍ତା ରହିବ ନାହିଁ। ସେହିପରି ଆପଣଙ୍କ ଧର୍ମପତ୍ନୀଙ୍କ ସହିତ ଯଦି ଭଲ ସଂପର୍କ ଅଛି ତେବେ ସୁଖରେ ରହିବେ। କାରଣ ପତିପତ୍ନୀ ମଧ୍ୟରେ ଯଦି ଅପଡ ହେଲା ତେବେ ସେହି ଘରେ ସବୁବେଳେ କଳିଝଗଡା ଲାଗି ରହିବ। ସେହିପରି ସଂପତ୍ତି ପ୍ରତି…

Read More

ମେଷ- ଆପଣ ଆଜି କିଛି ନୂଆ କରିବାକୁ ଚିନ୍ତା କରିପାରିବେ । ଆଜି ଆପଣଙ୍କ ପାଇଁ ଏକ ମିଶ୍ରିତ ଦିନ ହେବାର ସମ୍ଭାବନା ଅଛି । ଆଜି ଆପଣ ଆର୍ଥିକ ପ୍ରସଙ୍ଗରେ ସତର୍କ ହେବା ଆବଶ୍ୟକ, ଅନାବଶ୍ୟକ ବିତର୍କରୁ ଦୂରେଇ ରୁହନ୍ତୁ । ଏକ ବଡ ଖର୍ଚ୍ଚ ହେବ । ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇପାରେ। ଯଦି ଆମେ ଟଙ୍କା ସମ୍ବନ୍ଧୀୟ ବିଷୟଗୁଡିକ ଯତ୍ନର ସହ ମୁକାବିଲା କରିବା ଭଲ ହେବ। ବୃଷ- ନିୟମିତ କାର୍ଯ୍ୟଗୁଡ଼ିକ ବାଧାପ୍ରାପ୍ତ ହେବ। ସ୍ୱାସ୍ଥ୍ୟ ଏବଂ ପ୍ରତିଷ୍ଠା ପ୍ରତି ସଚେତନ ରୁହନ୍ତୁ। ମନ ଅଶାନ୍ତ ହେବ। ଇଶ୍ବରଙ୍କଠାରେ ଧ୍ୟାନ କରନ୍ତୁ। ଆପଣ ଉତ୍ସାହଜନକ ସୂଚନା ପାଇବେ। ନୂତନ ସମ୍ପର୍କ ଗଠନ ହେବ। ସଂକ୍ଷିପ୍ତ ଯାତ୍ରା ହୋଇପାରେ। ଠିକ୍ ସମୟରେ କାମ କରି ଖୁସି ହେବେ। ଅନାବଶ୍ୟକ ଧର୍ଯ୍ୟବାନ ହୁଅନ୍ତୁ ନାହିଁ, ଏହା ଆପଣଙ୍କ ପାଇଁ ଲାଭଦାୟକ ହେବ । କୈଣସି ନିଷ୍ପତ୍ତି ନେବାକୁ ତତ୍ପର ହୁଅନ୍ତୁ…

Read More

ମେଷ- ଆପଣ ଆଜି କିଛି ନୂଆ କରିବାକୁ ଚିନ୍ତା କରିପାରିବେ । ଆଜି ଆପଣଙ୍କ ପାଇଁ ଏକ ମିଶ୍ରିତ ଦିନ ହେବାର ସମ୍ଭାବନା ଅଛି । ଆଜି ଆପଣ ଆର୍ଥିକ ପ୍ରସଙ୍ଗରେ ସତର୍କ ହେବା ଆବଶ୍ୟକ, ଅନାବଶ୍ୟକ ବିତର୍କରୁ ଦୂରେଇ ରୁହନ୍ତୁ । କୁମ୍ଭ- ବ୍ୟବସାୟିକ ଯୋଜନା ସଫଳ ହେବ। ପ୍ରେମ ସଂପର୍କରେ ସୁଖର ପରିବେଶ ରହିବ । ନୂତନ ବନ୍ଧୁ ସୃଷ୍ଟି ହେବ । ଅର୍ଥନୈତିକ ଦିଗ ଦୃଢ ହେବ। ମନ ପୂଜାରେ ନିୟୋଜିତ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ।

Read More

ମିଥୁନ- ଆଜି ଆପଣ କିଛି ନୂଆ କରିବାକୁ ଚିନ୍ତା କରିବେ। ବ୍ୟବସାୟ ଦୃଷ୍ଟିକୋଣରୁ ଆଜି ଏକ ଭଲ ଦିନ ହେବାର ସମ୍ଭାବନା ଅଛି। ବୁଡିଯାଇଥିବା ଟଙ୍କା ମିଳିପାରିବ। ଚେଷ୍ଟା କରନ୍ତୁ । ବ୍ୟବସାୟରେ ଅଗ୍ରଗତି ହେବ। ନୂତନ ଡିଲ୍ ହେବ। ଧନୁ- ଆପଣ ଆଜି ଖୁସି ହେବେ ଏବଂ ଆପଣ ନିଜ ପରିବାର ସହିତ ଭଲ ସମୟ ପାଇପାରିବେ। ସାଙ୍ଗମାନଙ୍କ ସହିତ ବହୁତ ଭଲ ବାର୍ତ୍ତାଳାପ ହେବ ଏବଂ ସେମାନେ ମଧ୍ୟ ସହଯୋଗ କରିବେ। ମୋଟ ଉପରେ, ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଅର୍ଥନୈତିକ ଲାଭର ରାଶି ସୃଷ୍ଟି ହେଉଛି।

Read More

କନ୍ୟା- ବହୁ ପ୍ରତୀକ୍ଷିତ କାର୍ଯ୍ୟର ସମାପ୍ତି ଆତ୍ମ ସମ୍ମାନ ବୃଦ୍ଧି କରିବ। ସ୍ଥାୟୀ ସମ୍ପତ୍ତି ବୃଦ୍ଧି ପାଇପାରେ । ଯେକୈଣସି ବଡ ଡିଲ୍ ଏକ ବଡ ଲାଭ ଦେଇପାରେ। ପ୍ରଗତିର ରାସ୍ତା ପକ୍କା ହେବ। ସୃଜନଶୀଳ ପ୍ରୟାସ ବୃଦ୍ଧି ପାଇବ । ମକର- ଆପଣଙ୍କର ବ୍ୟକ୍ତିଗତ ସମ୍ପର୍କ ଆଜି ମଧୁର ହେବ। ପାଲିଙ୍କ ଦାୟିତ୍ବ ପୂରଣ ହେବ। ସମ୍ପର୍କ ତୀବ୍ର ହେବ । ପାରିବାରିକ ପ୍ରତିଷ୍ଠା ବୃଦ୍ଧି ପାଇବ, କିନ୍ତୁ ଏପରି କିଛି ହୋଇପାରେ ଯାହା ଆପଣଙ୍କ ସ୍ୱାର୍ଥରେ ନାହିଁ । ସଜାଗ ରୁହନ୍ତୁ। କର୍ମକ୍ଷେତ୍ରରେ ଉନ୍ନତି ହେବ।

Read More

ମୀନ- ସମ୍ପର୍କ ନିକଟତର ହେବ। ଆଘାତ ଏବଂ ଦୁର୍ଘଟଣା ଶାରୀରିକ ଏବଂ ମାନସିକ ଦୁଃଖର କାରଣ ହୋଇପାରେ। ଶଶୁର ଘରର ସହଯୋଗ ମିଳିବ । କରାଯାଇଥିବା ପ୍ରୟାସ ଅର୍ଥପୂର୍ଣ୍ଣ ହେବ। ବିରୋଧୀମାନେ ସକ୍ରିୟ ରହିବେ। ସିଂହ- ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ବ୍ୟକ୍ତିଗତ ସମ୍ପର୍କ ଗଭୀର ହେବ। ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ । କାରବାରରେ ସତର୍କତା ବ୍ୟବହାର କରନ୍ତୁ। ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବ। ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ। ବ୍ୟବସାୟ ଭଲ କରିବ।

Read More

ତୂଳା- ବ୍ୟବସାୟ ଯୋଜନା ସଫଳ ହେବ । ଆପଣ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ସଫଳତା ପାଇବେ । ସଂକ୍ଷିପ୍ତ ଯାତ୍ରା ହୋଇପାରେ । ତତ୍ପରତା ନାହିଁ । ସ୍ୱାସ୍ଥ୍ୟ ଏବଂ ପ୍ରତିଷ୍ଠା ପ୍ରତି ସଚେତନ ରୁହନ୍ତୁ । ବୃଷ- ନିୟମିତ କାର୍ଯ୍ୟଗୁଡ଼ିକ ବାଧାପ୍ରାପ୍ତ ହେବ। ସ୍ୱାସ୍ଥ୍ୟ ଏବଂ ପ୍ରତିଷ୍ଠା ପ୍ରତି ସଚେତନ ରୁହନ୍ତୁ। ମନ ଅଶାନ୍ତ ହେବ। ଇଶ୍ବରଙ୍କଠାରେ ଧ୍ୟାନ କରନ୍ତୁ। ଆପଣ ଉତ୍ସାହଜନକ ସୂଚନା ପାଇବେ। ନୂତନ ସମ୍ପର୍କ ଗଠନ ହେବ। ସଂକ୍ଷିପ୍ତ ଯାତ୍ରା ହୋଇପାରେ। ଠିକ୍ ସମୟରେ କାମ କରି ଖୁସି ହେବେ।

Read More

କର୍କଟ- ଯଦିଓ ସବୁକିଛି ଠିକ ଅଛି, ଯଦି ଆପଣ ବାର୍ତ୍ତାଳାପକୁ ନିୟନ୍ତ୍ରଣ କରନ୍ତି ତେବେ ଏହା ଆପଣଙ୍କ ପାଇଁ ଭଲ ହେବ। କରାଯାଇଥିବା ପ୍ରୟାସ ଅର୍ଥପୂର୍ଣ୍ଣ ହେବ। ଭାଗୀଦାରି ମଧ୍ୟ ସେଠାରେ ରହିବେ। ବିଛା- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ। କୈଣସି ନିଷ୍ପତ୍ତି ନେବାକୁ ତତ୍ପର ହୁଅନ୍ତୁ ନାହିଁ। ପୂର୍ବରୁ କରାଯାଇଥିବା କଠିନ ପରିଶ୍ରମ ଫଳ ଦେବ। ଟଙ୍କା ଖର୍ଚ୍ଚ ହେବ। ମନ ଅସନ୍ତୁଷ୍ଟ ରହିବ ତଥାପି ଏହା ବ୍ୟସ୍ତ ରହିବ।

Read More

ଭୁବନେଶ୍ଵର: ପିପିଲି ଉପ-ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ମନୋନୀତ କରାଯାଇଛି। ଆଶ୍ରିତ ପଟ୍ଟନାୟକଙ୍କୁ ପିପିଲି ଉପ-ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ଆଶ୍ରିତ ୨୦୧୯ ନିର୍ବାଚନରେ ମଧ୍ୟ ବିଜେପି ତରଫରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ। ସେ ସ୍ଵର୍ଗତ ପ୍ରଦୀପ ମହାରଥୀଙ୍କ ବିରୋଧରେ ବିଜେପି ପକ୍ଷରୁ ନିର୍ବାଚନ ଲଢିଥିଲେ। ତେବେ ବିଜେପି ପ୍ରଥମ ଦଳ ଭାବେ ପିପିଲି ଉପ-ନିର୍ବାଚନ ପାଇଁ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ହେଲେ ବିଜେଡ଼ି ଏବଂ କଂଗ୍ରେସ ପକ୍ଷରୁ ଏଯାଏଁ ପ୍ରାର୍ଥୀ ଚୟନ ହୋଇନାହିଁ। ବିଜେଡ଼ି ତରଫରୁ ମହାରଥୀ ପରିବାରରୁ ପ୍ରାର୍ଥୀ ହେବେ ନା ଅନ୍ୟ କାହାକୁ ଟିକେଟ ମିଳିବ। ତାହା ଏବେ ଦେଖିବା ବାକି ରହିଲା।

Read More

ଭୁବନେଶ୍ୱର: କୃଷି ଆଇନ ବିରୋଧରେ ଆସନ୍ତାକାଲି ବନ୍ଦ ଡାକରା ଦିଆଯାଇଛି। ଏହି ପ୍ରରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି। ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ସ୍କୁଲ ବନ୍ଦ ରହିବ। ସେହିପରି ଦୋଳ ପୂର୍ଣ୍ଣିମା ଓ ହୋଲି ଉପଲକ୍ଷେ ଗଣଶିକ୍ଷା ବିଭାଗ ଅଧିନରେ ଆସୁଥିବା ଶିକ୍ଷାନୁଷ୍ଠାନ ଗୁଡିକୁ ୨ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି। ଆସନ୍ତା ୨୮ ଏବଂ ୨୯ ତାରିଖରେ ୨ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ସମସ୍ତ ଶିକ୍ଷା ଅଧିକାରୀଙ୍କି ଚିଠି ଲେଖି ଅତିରିକ୍ତ ଶାସନ ସଚିବ ପ୍ରତାପ କୁମାର ମିଶ୍ର ସୂଚନା ଦେଇଛନ୍ତି।

Read More

ଭୁବନେଶ୍ବର: ଦୋଳ ପୂର୍ଣ୍ଣିମା ଓ ହୋଲି ପାଇଁ ଗଣଶିକ୍ଷା ବିଭାଗ ଛୁଟି ଘୋଷଣା କରିଛନ୍ତି। ଗଣଶିକ୍ଷା ଅଧିନରେ ଆସୁଥିବା ଶିକ୍ଷାନୁଷ୍ଠାନ ଗୁଡିକ ପାଇଁ ୨ ଦିନ ଗଣ ଶିକ୍ଷା ବିଭାଗ ଛୁଟି ଘୋଷଣା କରିଛି। ଆସନ୍ତା ୨୮ ଏବଂ ୨୯ ତାରିଖରେ ସ୍କୁଲ ବନ୍ଦ ରହିବ। ସମସ୍ତ ଶିକ୍ଷା ଅଧିକାରୀଙ୍କି ଚିଠି ଲେଖି ଅତିରିକ୍ତ ଶାସନ ସଚିବ ପ୍ରତାପ କୁମାର ମିଶ୍ର ସୂଚନା ଦେଇଛନ୍ତି।

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୭୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୧୫, ମୟୂରଭଞ୍ଜରୁ ୧୧, ଖୋର୍ଦ୍ଧାରୁ ୮, ବଲାଙ୍ଗୀରିରୁ ୭, ବାଲେଶ୍ବରରୁ ୫, କଟକରୁ ୫, ଅନୁଗୁଳରୁ ୪, ଯାଜପୁରରୁ ୪, ପୁରୀରୁ ୩, ଦେବଗଡ଼ରୁ ୨, ରାୟଗଡ଼ାରୁ ୨, ସମ୍ବଲପୁରରୁ ୨, ଗଞ୍ଜାମରୁ ୧, ଜଗତସିଂହପୁରରୁ ୧, କେନ୍ଦୁଝରରୁ ୧ ଏବଂ ଷ୍ଟେଟ ପୁଲରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୬ ହଜାର ୪୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୪୬୦ କୁ ବୃଦ୍ଧି ହୋଇଛି। ତେବେ ୧୦୦୭ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୧୮ ଜଣ କରୋନାରେ ମୃତ୍ୟୁବରଣ…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୨୪ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୧ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୨୪୩ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୮୪୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୩୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ୱର: କୃଷକ ସଂଗଠନମାନଙ୍କ ଦ୍ୱାରା ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ଦିଆଯାଇଥିବା ଦେଶବ୍ୟାପୀ ଭାରତ ବନ୍ଦକୁ ସିପିଆଇ (ଏମ୍‌.ଏଲ୍‌) ଲିବରେସନ ଓଡ଼ିଶା ରାଜ୍ୟ କମିଟି ତରଫରୁ ସମର୍ଥନ କରୁଛୁ। କର୍ପୋରେଟ ସ୍ୱାର୍ଥ ରକ୍ଷା ପାଇଁ କେନ୍ଦ୍ର ସରକାର ଆଣିଥିବା ତିନୋଟି ଯାକ କୃଷି ଆଇନ ଦେଶର ଖାଦ୍ୟ ନିରାପତ୍ତାକୁ ଧ୍ୱଂସ କରିବା ସହ କୃଷି ଓ କୃଷକର ସର୍ବନାଶ କରିଦେବ। ଫଳରେ ଖାଦ୍ୟଶସ୍ୟ ଉତ୍ପାଦନ, ବଣ୍ଟନ ଓ କୃଷି କ୍ଷେତ୍ରରେ ନିଯୁକ୍ତି ସଙ୍କୁଚିତ ହୋଇ ଦେଶରେ ବେକାରୀ ଓ ଦର ବୃଦ୍ଧି ଘଟିବ। ମାର୍ଚ୍ଚ ୨୬ ତାରିଖକୁ ଦେଶବ୍ୟାପୀ କୃଷକ ଆନ୍ଦୋଳନକୁ ୪ ମାସ ପୁରିବ। ଆନ୍ଦୋଳନରତ କୃଷକଙ୍କ ଧୌର୍ଯ୍ୟ, ସାହସ ଓ ସଂଯମତା ଗଣତାନ୍ତ୍ରିକ ଆନ୍ଦୋଳନକୁ ଏକ ଉଚ୍ଚସୋପାନକୁ ନେଇଯାଇଛି। କେନ୍ଦ୍ର ସରକାର ତିନୋଟି ଯାକ କୃଷି ଆଇନକୁ ପ୍ରତ୍ୟାହାର କରିନେବାକୁ ରାଜ୍ୟବାସୀ ଏହି ବନ୍ଦକୁ ସମର୍ଥନ କରିବା ପାଇଁ ଆମେ ନିବେଦନ କରୁଛୁ।

Read More

ଭୁବନେଶ୍ୱର: ଓଡ଼ିଶା ପ୍ରାଇଭେଟ ସ୍କୁଲ ବିକାଶ ପରିଷଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ନାଗଭୂଷଣ ଭବନ, ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ପରିଷଦର ସଭାପତି ଉମାକାନ୍ତ ସ୍ୱାଇଁ ଓଡ଼ିଶାରେ ୨୫୦୦ରୁ ଉର୍ଦ୍ଧ୍ୱ ବିଦ୍ୟାଳୟ ଏପର୍ଯ୍ୟନ୍ତ ସମାନ ପରିସ୍ଥିତିରେ ଥାଇ ମଧ୍ୟ ସି.ଓ.ଆର ପାଇପାରି ନାହାଁନ୍ତି ବୋଲି ଦାବି କରିଥିଲେ। ଫଳସ୍ୱରୂପ ଉକ୍ତ ବିଦ୍ୟାଳୟଗୁଡ଼ିକ ସରକାରଙ୍କର ଆରଟିଇ ନିୟମ ଅନୁଯାୟୀ ଅନଲାଇନ ମାଧ୍ୟମରେ ୨୫ ପ୍ରତିଶତ ମାଗଣା ଶିକ୍ଷା ନିମନ୍ତେ ଛାତ୍ରଛାତ୍ରୀମାନଙ୍କ ପଞ୍ଜିକରଣ କରିବାରୁ ବଞ୍ଚିତ ରହିବା ସହିତ ବିଦ୍ୟାଳୟଗୁଡ଼ିକରେ ଅଧ୍ୟୟନରତ କୋମଳମତି ଶିଶୁମାନେ ସରକାରୀ ମେଧାବୃତ୍ତି, ନବୋଦୟ ବିଦ୍ୟାଳୟ ତଥା ଆଦର୍ଶ ବିଦ୍ୟାଳୟଗୁଡ଼ିକରେ କୃତିତ୍ୱ ଅର୍ଜନ ପାଇ ମଧ୍ୟ ନାମ ପଞ୍ଜିକୃତ କରିପାରୁ ନାହାଁନ୍ତି। କାର୍ଯ୍ୟକାରୀ ସଭାପତି ରମେଶ ଚନ୍ଦ୍ର ଖୁଣ୍ଟିଆ ପ୍ରତିବର୍ଷ ପରି ଚଳିତବର୍ଷ ପୁନର୍ବାର ପୋଟାଲ ଖୋଲାଯାଇ ସିଓଆର ପାଇନଥିବା ବିଦ୍ୟାଳୟଗୁଡ଼ିକର ତୃଟି ସଂଶୋଧନ ପାଇଁ ସୁଯୋଗ ପ୍ରଦାନ କରିବା ପାଇଁ ସରକାରଙ୍କ ପାଖରେ ନିବେଦନ କରାଯାଉଅଛି।…

Read More

କଟକ: କଟକର ଚଣ୍ଡୀ ଛକ ନିକଟରେ ଥିବା ଏକ କୋଚିଂ ସେଣ୍ଟରକୁ ସିଲ୍ କରାଯାଇଛି। କୋଭିଡ଼ କଟକଣା ନିୟମକୁ ପାଳନ କରିନଥିବାରୁ ଉକ୍ତ କୋଚିଂ ସେଣ୍ଟରକୁ ସିଲ୍ କରାଯାଇଛି। କୋଭିଡ଼ ନିୟମ ଉଲ୍ଲଂଘନ ଅଭିଯୋଗ ହୋଇଥିବାରୁ କଟକ ମ୍ୟୁନିସିପାଲ କର୍ପୋରେସନ ସିଲ୍ କରିଛି। ଏହା ପୂର୍ବରୁ ସକାଳେ ରଣିହାଟରେ ଏକ ସପିଙ୍ଗ୍ କମ୍ପ୍ଲେକ୍ସକୁ ମଧ୍ୟ ସିଏମସି ସିଲ୍ କରିଥିଲା।

Read More

କନ୍ଦର୍ପ ବେହେରା ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା ଜଣେ ହରିଜନ ମହିଳାଙ୍କ ଏକ ଜାଗାକୁ ଅକ୍ତିଆର୍ କରି ତାରବାଡ ଦେବା ଅଭିଯୋଗରେ ହୋଇଛି। ମହିଳାଜଣଙ୍କ ଜିଲ୍ଲାପାଳଙ୍କ ଠାରେ ଲିଖିତା କାରରେ ଅଭିଯୋଗ କରିଛନ୍ତି। ଅଭିଯୋଗରୁ ଅନୁଯାୟୀ, କିସିଣ୍ଡା ଗ୍ରାମର ବିଶାଖା ପାଇକଙ୍କ ପିତାଙ୍କ ନାମରେ କିସିଣ୍ଡା ମୌଜା ଖାତା ନଂ-୯ ରୁ ୭.୬୦ ଡିସିିମିଲ ଜମିରୁ ପ୍ଲଟ୍ ନଂ-୩୦୦୯ ରୁ ୦.୧୨ ଡିସିମିଲ୍ ଓ ପ୍ଲଟ୍ ନଂ-୩୦୧୦ ରୁ ୦.୦୭ ଡି ଜାଗାକୁ କିସିଣ୍ଡା ଥାନା ଜୋର ଜବର ଦସ୍ତି ଅକ୍ତିଆରରେ ରଖି ଲୁହାତାର ବାଡ ଦେଇଥିବା ଅଭିଯୋଗ କରିଛନ୍ତି। ଅଭିଯୋଗକାରିଣୀ ବିଶାଖା ପାଇକ କହିବା ମୁତାବକ ୨୦୧୫ ମସିହାରେ ନାକଟିଦେଉଳ ତହସିଲ୍‌ଦାର, କିସିଣ୍ଡା ରାଜସ୍ୱ ନିରୀକ୍ଷକ, କିସିଣ୍ଡା ଥାନା ଅଧିକାରୀଙ୍କ ଉପସ୍ଥିତିରେ ସେହି ଜାଗା ବଦଳରେ ଅନ୍ୟ ଏକ ଜାଗା ମୋ ନାମରେ ପଟ୍ଟା କରିଦେବାକୁ ପ୍ରତିଶୃତି ଦେଇଥିଲେ ବୋଲି ମହିଳା ଜଣଙ୍କ ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି।…

Read More

ସୀତାରାମ ଅଗ୍ରୱାଲ ଚିଲିକା: ବିଶ୍ୱ ପ୍ରସିଦ୍ଧ ଚିଲିକା ହ୍ରଦକୁ ଘେରି ମୁକ୍ତ କରିବା ପାଇଁ ଉଚ୍ଚତମ ନ୍ୟାୟଳୟର ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଆଗେଇ ଆସିଛି। ସୂଚନା ଅନୁସାରେ ଆଜି ସକାଳ ପ୍ରହରରୁ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆଙ୍କ ନେତୃତ୍ୱରେ ଚିଲିକା ବ୍ଲକ ହାଟବରଡି ଗ୍ରାମ ଜେଟି ଠାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ଚିଙ୍ଗୁଡ଼ି ଘେରି ଯୋଗୁଁ ଚିଲିକାର ସୌନ୍ଦର୍ଯ୍ୟ ଓ ଗାରିମା ନଷ୍ଟ କରୁଥିବା ଚିଙ୍ଗୁଡ଼ି ମାଫିଆମାନେ ରାତା ରାତି ଚିଲିକା ହ୍ରଦ ମଧ୍ୟରେ ଏକର ଏକର ଜାଗାରେ ଜାଲ ବିଛାଇ ଘେରି ସୃଷ୍ଟି କରୁଛନ୍ତି ଯାହା ବେଆଇନ ଅଟେ। ବର୍ତ୍ତମାନ ଘେରି ଉଚ୍ଛେଦ ପାଇଁ ପ୍ରଶାସନ ଅଣ୍ଟା ଭିଡ଼ିଥିବା ବେଳେ ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ, ଚିଲିକା ତହସିଲ ଦାର ପୂନମ ମହାପାତ୍ର, ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଏବଂ ଟାଙ୍ଗି ଥାନା ଆଇଆଇସି ସରୋଜ କୁମାର ଉପାଧ୍ୟାୟଙ୍କ ଉପସ୍ଥିତରେ…

Read More

ନୂଆଦିଲ୍ଲୀ: ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ପ୍ୟାନ ସହ ଆଧାର ଲିଙ୍କ କରିବାର ଶେଷ ତାରିଖ ରହିଛି। ଯଦି ପ୍ୟାନ ସହ ଆଧାର ଲିଙ୍କ କରିନାହାନ୍ତି, ତେବ ଖୁବ ଶୀଘ୍ର କରିନିଅନ୍ତୁ। ନଚେତ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିବ। ଏହା ପୂର୍ବରୁ ବହୁତ ଥର ଆଧାର ସହ ପ୍ୟାନ ଲିଙ୍କ କରିବା ପାଇଁ ଅବଧି କେନ୍ଦ୍ର ସରକାର ବଢାଇଛି। କିନ୍ତୁ ଏବେ ଲିଙ୍କ କରି ନପାରିଲେ କେନ୍ଦ୍ର ସରକାର ଜରିମାନାର ପ୍ରାବଧାନ ଆଣିଛି। ଏହାସହିତ କାର୍ଡ ଧାରକଙ୍କ ପ୍ୟାନକୁ ମଧ୍ୟ ଅବୈଧ ଘୋଷିତ କରାଯିବ। ଉଲ୍ଲେଖ ଯୋଗ୍ୟ ଯେ, ଗତ ମଙ୍ଗଳବାର ଦିନ ଆର୍ଥିକ ବିଲ-୨୦୨୧ ପାରିତ କରାଯାଇଛି। ଯେଉଁଥିରେ ଆୟକର ଧାରା, ୧୯୬୧ରେ ନୂଆ ଧାରା ୨୩୪ଏଚ ଅନୁଯାୟୀ, ପ୍ୟାନ ସହ ଆଧାର ଲିଙ୍କ କରାନଗଲେ ଏବେ ଲୋକଙ୍କୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ। ଏତଦବ୍ୟତିତ ସେହି ଲୋକଙ୍କ ପ୍ୟାନକୁ ଅବୈଧ ଘୋଷଣା କରାଯାଇପାରେ।

Read More

ନୂଆଦିଲ୍ଲୀ: କେବଳ ୯ ଦିନ ମଧ୍ୟରୁ ୭ ଦିନ ବ୍ୟାଙ୍କ ବନ୍ଦ ରହିବ। ଆସନ୍ତା ୨୭ ତାରିଖଠାରୁ ୪ ଏପ୍ରିଲ ମଧ୍ୟରେ ସାତ ଦିନ ବ୍ୟାଙ୍କ ବନ୍ଦ ରହିବ। ୨୭ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ କ୍ରମାଗତ ୩ ଦିନ ବ୍ୟାଙ୍କ ଛୁଟି ରହିବ। ସେଥିପାଇଁ ଏହା ଭିତରେ ଯଦି ବ୍ୟାଙ୍କରେ କିଛି ଜରୁରୀ କାମ ଅଛି, ତେବେ ୨୭ ତାରିଖ ପୂର୍ବରୁ କାମ ଶେଷ କରିଦିଅନ୍ତୁ। ଜାଣନ୍ତୁ କେଉଁ ତାରିଖରେ କଣ ପାଇଁ ବନ୍ଦ ରହିବ ବ୍ୟାଙ୍କ: ୧- ୨୭ ତାରିଖ- ମାସର ଚତୁର୍ଥ ଶନିବାର ୨- ୨୮ ତାରିଖ- ରବିବାର ୩- ୨୯ ତାରିଖ- ହୋଲି ୪- ୩୦ ତାରିଖ- କେବଳ ବିହାରରେ ହୋଲି ଉପଲକ୍ଷେ ବନ୍ଦ ରହିବ, ବାକି ସବୁ ସ୍ଥାନରେ ଖୋଲା ରହିବ। ୫- ୩୧ ତାରିଖ- ଆର୍ଥିକ ବର୍ଷର ଶେଷ ଦିନ ୬- ୧ ଏପ୍ରିଲ- କ୍ଳୋଜିଙ୍ଗ ଅଫ ଆକାଉଣ୍ଟସ୍ ପାଇଁ ରିଜର୍ଭ ବ୍ୟାଙ୍କ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏବଂ ବାଣପୁର ଅଞ୍ଚଳରେ ଗୋରୁ ଚାଲାଣ ବୃଦ୍ଧିକୁ ନେଇ ବଜରଙ୍ଗ ଦଳ, ଚିଲିକା ପ୍ରଖଣ୍ଡ ଚିନ୍ତା ପ୍ରକଟ କରିଛି। ଗୋରୁଙ୍କ ସୁରକ୍ଷା ପାଇଁ ବଜରଙ୍ଗ ଦଳ ଆଜି ବାଲୁଗାଁ ଏସଡିପିଓ ମନସ ରଞ୍ଜନ ବାରିକ ଏବଂ ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ହିନ୍ଦୁ ସଂସ୍କୃତି ହେଉଛି ବିଶ୍ଵର ସର୍ବ ପୁରାତନ ସଂସ୍କୃତି। ହିନ୍ଦୁମାନେ ଗାଈଙ୍କୁ ଦେବତା ରୂପେ ପୂଜା କରନ୍ତି। ତାଙ୍କ ଶରୀରରେ ୩୩ କୋଟି ଦେବତା ବାସ କରନ୍ତି ବୋଲି ବିଶ୍ଵାସ କରାଯାଏ। ଗାଈଙ୍କଠାରୁ ମନୁଷ୍ୟ ସମାଜ ସବୁକିଛି ପାଇଥାଏ। ମନୁଷ୍ୟର ଦୈନଦିନ ଜୀବନରେ ଗାଈର କ୍ଷୀରଠାରୁ ଆରମ୍ଭ କରି ଗୋବର ପର୍ଯ୍ୟନ୍ତ ସବୁ ଜିନିଷ କାମରେ ଆସିଥାଏ। ଏଇ ସଂସାରରେ ଗାଈ ଏମିତି ଏକ ଜନ୍ତୁ, ଯିଏ ନିଶ୍ଵାସ ପ୍ରଶ୍ଵାସରେ ଅମ୍ଳଜାନ ଗ୍ରହଣ କରିଥାଏ ଏବଂ ଅମ୍ଳଜାନ ମଧ୍ୟ ତ୍ୟାଗ କରିଥାଏ। ଗାଈର…

Read More