Author: Samikhsya Bureau

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ୟୁନିସେଫ୍‌ର ଦୁଇଜଣିଆ ପ୍ରତିନିଧି ଦଳ ଡ଼ୁରା ସ୍ଥିତ ନ୍ୟାସନାଲ୍ ହାଇସ୍କୁଲ ପରିଦର୍ଶନରେ ଆସିଥିଲେ। ବିଦ୍ୟାର୍ଥୀମାନେ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଆଗାମୀ ଭବିଷ୍ୟତ ପାଇଁ ନିଜର କ୍ୟାରିୟର କେଉଁ ଦିଗରେ ଚୟନ କରିବେ ସେ ବିଷୟରେ ଏକ କର୍ମଶାଳାର ଆୟୋଜନ ହୋଇଥିଲା। ଏଥିରେ ୟୁନିଶେଫ୍ ରାଜ୍ୟମୁଖ୍ୟ ଲଲିତା ପଟ୍ଟନାୟକ ଏବଂ ଜୟାଜ୍ୟୋତି ପଣ୍ଡା ପରିଦର୍ଶନ କରି ମୋବାଇଲ୍ ଦ୍ୱାରା କ୍ୟାରିୟର ପୋର୍ଟାଲର ପଂଜିକରଣ ଓ ବ୍ୟବହାର ବିଷୟରେ ବିଦ୍ୟାର୍ଥୀମାନଙ୍କୁ ଅବଗତ କରାଇବା ସହ ବିଦ୍ୟାର୍ଥୀଙ୍କ ନାମକୁ ପୋର୍ଟାଲ୍‌ରେ ପଂଜିକୃତ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରଙ୍ଗେଇଲୁଣ୍ଡା ବିଇଓ ପ୍ରଭାତୀ ମହାପାତ୍ର ୧୦ମ ଶ୍ରେଣୀର ସମସ୍ତ ୯୨ ଜଣ ବିଦ୍ୟାର୍ଥୀଙ୍କ ନାମକୁ କ୍ୟାରିୟାର ପୋର୍ଟାଲ୍‌ରେ ପଂଜିକରଣ କରାଇଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ବି. ଏରେୟା ରେଡ଼ି, ଶିକ୍ଷୟିତ୍ରୀ ନିର୍ମଳା ଦାସ, ଦୀପ୍ତିମୟୀ ପଟ୍ଟନାୟକ, ଗୀତାଞ୍ଜଳି ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତ ଜଣଙ୍କ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୯୫୧ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୬୦୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ  ୨୪୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରସ୍ଥିତ ଆଦର୍ଶ ବିଦ୍ୟାଳୟରେ ପିଅନ ଚାକିରୀ ରେ ନିଯୁକ୍ତି ଦେବାପାଇଁ ୪୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିିଲାନ୍ସ ହାତରେ ପ୍ରନ୍ସିପାଲ ଧରାପଡିଥିବା ସୂଚନା ମିଳିଛି। ଘଟଣାରୁ ପ୍ରକାଶେଯ, ମ.ରାମପୁର ଚାରିଛକର ଭୀମା ବାଗଙ୍କ ପୁଅ ଗଙ୍ଗାଧର ବାଗଙ୍କୁ ପିଅନ-ଚୌକିଦାର ପଦବୀରେ ନିଯୁକ୍ତି ଦେବାକୁ ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ କ୍ଷିତିଶ ବିଶ୍ୱାଳ କୁଆଡେ ଏକ ଲକ୍ଷ ଟଙ୍କା ଲାଂଚ ଦାବୀ କରିଥିଲେ। ଗଙ୍ଗାଧର ଗରିବ ପରିବାରର ହୋଇଥିବାରୁ ଦାବୀ ମୁତାବକ ଟଙ୍କା ଦେଇପାରିନଥିଲେ। ପ୍ରିନ୍ସିପାଲ ଶେଷରେ ୫୦ ହଜାର ଟଙ୍କାରେ ରାଜି ହୋଇ ୪୦ ହଜାର ଟଙ୍କା ଏଡଭାନ୍ସ ଦାବୀ କରିଥିଲେ। ଗରିବ ଗଙ୍ଗାଧର ବାଧ୍ୟ ହୋଇ ଭିଜିଲାନ୍ସ ବିଭାଗ ସହ ଯୋଗାଯୋଗ କରିଥିଲେ। ଅଭିଯୋଗ ଅନୁସାରେ କୋରାପୁଟ ଭିଜିଲାନ୍ସ ଥାନା କେଶ ନଂ.୦୭/୨୧ ରେ ଏକ କେଶ ରୁଜ୍ଜୁ କରାଯାଇ କଳାହାଣ୍ଡି ଭିଜିଲାନ୍ସ ଡିଏସପିଙ୍କୁ ଘଟଣାର ତଦନ୍ତ ଦାୟୀତ୍ୱ…

Read More

ଭୁବନେଶ୍ୱର: ବିଶ୍ବରେ କରୋନାର ନୂଆ ଷ୍ଟ୍ରେନ ବ୍ୟାପିବା ଆଶଙ୍କା ବଢୁଛି। ଦେଶରେ ସ୍ୱାସ୍ଥ୍ୟ ବିଭାଗ ଏନେଇ ସମସ୍ତ ରାଜ୍ୟଗୁଡ଼ିକୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ତେଣୁ ରାଜ୍ୟରେ କୋଭିଡ୍‌ କଟକଣାକୁ କଡାକଡି କରିବା ପାଇଁ ସ୍ୱତନ୍ତ୍ର ରିଲିଫ୍‌ କମିଶନର ସମସ୍ତ ଜିଲ୍ଲାପାଳ, ପୌର କମିଶନର ଓ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି। ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। କର୍ମ କ୍ଷେତ୍ରରେ, ଶିକ୍ଷାନୁଷ୍ଠାନ, ଶିଳ୍ପାଞ୍ଚଳ ଓ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଜରୁରୀ ବୋଲି ନିର୍ଦ୍ଧେଶ ହୋଇଛି। ବଜାର, ହାଟ ଓ ଅନ୍ୟ ସ୍ଥାନରେ ମାଇକ୍‌ରେ ସଚେତନ କରି ଓ ଶିକ୍ଷାନୁଷ୍ଠାନ ସମେତ ସବୁ ଅଫିସ୍‌ରେ କୋଭିଡ୍ ନିୟମ ପାଳନ କଡ଼ାକଡ଼ି କରିବା ପାଇଁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ଅଫିସ୍ ଓ ଅନୁଷ୍ଠାନରେ ଯେମିତି କୋଭିଡ୍‌ ନିୟମ କଡ଼ାକଡ଼ି ଭାବେ ପାଳନ ହେବ ସେଥିପାଇଁ ସଂପୃକ୍ତ ଅନୁଷ୍ଠାନ ଓ ଅଫିସ୍ ମୁଖ୍ୟଙ୍କୁ ନିୟମ ପାଳନର ତଦାରଖ ଦାୟିତ୍ୱ…

Read More

ଭୁବନେଶ୍ବର, ଗତକାଲି ରାଜ୍ୟରେ ମୋଟ ୨୮୬ଟି ସେସନ୍ ସାଇଟରେ ୧ମ ଏବଂ ୨ୟ ଡୋଜ୍ କୋଭିଡ୍ ଟୀକାକରଣ ହୋଇଛି। ଗତକାଲି ୩୪,୪୮୩ ଜଣ ହିତାଧିକାରୀଙ୍କୁ ଟୀକା ଦେବା ଲକ୍ଷ୍ୟ ରଖାଯାଇଥିବା ବେଳେ ୩୧,୩୮୦ ଜଣ ହିତାଧିକାରୀ ଟୀକା ନେଇଛନ୍ତି। ପ୍ରଥମ ଡୋଜ୍ ଟୀକା ନେଇଥିବା ସ୍ବାସ୍ଥ୍ୟସେବା ହିତାଧିକାରୀଙ୍କ ମଧ୍ୟରୁ ୨୬,୮୩୭ ଜଣଙ୍କୁ ୨ୟ ଡୋଜ୍ ଟୀକା ପ୍ରଦାନ ଦିଆଯାଇଛି।

Read More

ଭୁବନେଶ୍ବର, ଆଜି ରାଜ୍ୟରୁ 58 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ 34 ଜଣ କ୍ବାରଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ 24 ଜଣ ସ୍ଥାନୀୟ ସଂକ୍ରମିତ। ଏଥର ବଲାଙ୍ଗୀର ଏବଂ ମୟୁରଭଂଜରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଭିନ୍ନ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ହେଲା 1. Angul: 2 2. Balasore: 2 3. Bargarh: 3 4. Balangir: 5 5. Boudh: 2 6. Cuttack: 4 7. Deogarh: 2 8. Jajpur: 4 9. Jharsuguda: 3 10. Kalahandi: 2 11. Khurda: 1 12. Mayurbhanj: 5 13. Nayagarh: 1 14. Nuapada: 3 15. Puri: 2

Read More

ନୂଆଦିଲ୍ଲୀ, ଆଜି ନୂଆଦିଲ୍ଲୀରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପଦାଧିକାରୀଙ୍କ ବୈଠକ ଆରମ୍ଭ ହୋଇଛି। ବିଜେପି ସଭାପତି ଜେ.ପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଛନ୍ତି। ଏହି ବୈଠକରେ ପ୍ରଦେଶ ସଭାପତି ସହିତ ପ୍ରଦେଶ ପ୍ରଭାରୀମାନେ ମଧ୍ୟ ଯୋଗ ଦେଇଛନ୍ତି। ଏହି ବୈଠକରେ ପାଞ୍ଚୋଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ନେଇ ରଣନୀତି ପ୍ରସ୍ତୁତ ହେବ ବୋଲି କୁହାଯାଉଛି। ସେହିପରି ଚାଷୀ ଆନ୍ଦୋଳନ ଉପରେ ମଧ୍ୟ ଆଲୋଚନା ହେବ।ପ୍ରଥମ ଅଧିବେସନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଦୀପ ପ୍ରଜ୍ଜଳନ କରି ଆରମ୍ଭ କରି ନିଜର ସଂକ୍ଷିପ୍ତ ଅଭିଭାଷଣ ରଖିଛନ୍ତି। ଉଦଜାପନୀ ସମାରୋହରେ ମଧ୍ୟ ସେ ଯୋଗ ଦେଇ ବିସ୍ତୁତ ଉପଦେଶ ଦେବେ ବୋଲି ଜଣାପଡିଛି।

Read More

ଭୁବନେଶ୍ୱର, ଜାତିରପିତା ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଶତବାର୍ଷିକ ପୂର୍ତି ଓ ଓଡିଶା କଂଗ୍ରେସର ୧୦୦ ବର୍ଷ ପୂର୍ତି ଅବସରରେ ପୁରୀ ଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁ ଆସନ୍ତା ମାର୍ଚ୍ଚ୧୩ ଓ ୧୪ ତାରିଖ ଦୁଇଦିନ ବ୍ୟାପୀ ‘ସଦ୍‌ଭାବନା ପଦଯାତ୍ରା’ର ଆୟୋଜନ କରାଯିବ ବୋଲି ନିଷ୍ପତି କରାଯାଇଛି। ଏହି ଉପଲକ୍ଷେ ୧୩ ତାରିଖ ସକାଳ ୭ ଘଟିକା ସମୟରେ ପୁରୀ ଜିଲ୍ଲା ଅନ୍ତର୍ଗତ ଗାନ୍ଧୀ ସ୍ମାରକୀ ପୀଠ ତଥା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ କର୍ମଭୂମି ବେରବୋଇ ଠାରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏହି ପଦଯାତ୍ରାକୁ ଉଦ୍‌ଘାଟନ କରିବେ ବୋଲି ପୁରୀ ଜିଲ୍ଲା କଂଗ୍ରେସ ସେବାଦଳ ମୁଖ୍ୟ ସଂଗଠକ ବିଶ୍ୱକେତନ ହରିଚନ୍ଦନ ମହାପାତ୍ର ସୂଚନା ଦେଇଛନ୍ତି । ପରେ ଏହି ପଦଯାତ୍ରା ପଟ୍ଟନାୟିକିଆ ଛକ ଦେଇ ଗୋପବନ୍ଧୁଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଗ୍ରାମରେ ପହଂଚିବ । ଏହିଦିନ ସନ୍ଧ୍ୟା ସମୟରେ ଗାନ୍ଧୀ, ଗୋପବନ୍ଧୁ ଓ କଂଗ୍ରେସକୁ…

Read More

ଅହମଦାବାଦ, ଆଜି ସକାଳୁ ବିଜେପିର ତୁଙ୍ଗ ନେତା ତଥା ଗୃହମନ୍ତ୍ରୀ ଅମିତ ସାହା ଅହମଦାବାଦର ଏକ ବୁଥରେ ଭୋଟ ପ୍ରଦାନ କରିଛନ୍ତି। ସେ ସସ୍ତ୍ରୀକ ଅହମଦାବାଦର ନାରଣପୁରା ଅଞ୍ଚଳର ଏକ ବୁଥରେ ଭୋଟ ଦେଇଛନ୍ତି। ଆଜି ଅହମଦାବାଦ ସହିତ ଛଅଟି ମ୍ୟୁନିସପାଲ୍ କର୍ପୋରେସନର ନିର୍ବାଚନ ଅନୁଷ୍ଠିତ ହେଉଛି। ସେହି ଗଣତନ୍ତ୍ର ପର୍ବରେ ନିଜକୁ ସାମିଲ କରିବା ପାଇଁ ଅମିତ ସାହା ଗୁଜୁରାଟ ଗସ୍ତରେ ଅଛନ୍ତି। ଆଜି ଅହମଦାବାଦ ସହିତ ବଦଦୋରା, ସୁରତ, ରାଜକୋଟ, ଜାମନଗର ଏବଂ ଭବନଗରର ମହାନଗର ପାଇଁ ଭୋଟ ଗ୍ରହଣ ଚାଲିଛି।  ସକାଳ ସାତଟାରୁ ଏହି ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଯାହା ଅପରାହ୍ନ 5ଟା ପର୍ଯ୍ୟନ୍ତ ଚାଲିବ। ଆସନ୍ତା 23 ତାରିଖରେ ଭୋଟ ଗଣତି କରାଯିବ। ଏହି ଛଅଟି ସହରରେ ମୋଟ 575ଟି ଆସନ ପାଇଁ ଭୋଟ ଗ୍ରହଣ କରାଯାଉଛି। ଏଥିରେ ପ୍ରାୟ 1 କୋଟି 14 ଲକ୍ଷ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ବର୍ତ୍ତମାନ…

Read More

ଭୁବନେଶ୍ବର, ରାଜ୍ୟରେ ନିର୍ବାଚିତ ସରକାରଙ୍କୁ କାମ କରିବାକୁ ଦିଅ, ନିର୍ବାଚିତ ସରକାରଙ୍କ ପ୍ରତିଟି କାର୍ଯ୍ୟକୁ ରାଜନୈତିକ ଦୃଷ୍ଟି କୋଣରୁ ଦେଖା ନ ଯାଉ। କେନ୍ଦ୍ର ସରକାରଙ୍କ ଆଗରେ ଏହିପରି ଏକ ତଥ୍ୟ ବାଢିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୀତି ଆୟୋଗ ବୈଠକରେ ନବୀନ ଭିଡିଓ କନଫ୍ରେସିଂ ମାଧ୍ୟମରେ ସେ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି। ଯାହାକୁ ନେଇ ଜାତୀୟ ରାଜନୀତିରେ ଏକ ପ୍ରକାରର କମ୍ପନ ସୃଷ୍ଟି ହୋଇଛି। କାରଣ ହେଲା ନବୀନ ଏପରି କାହିଁକି କହିଲେ। ପ୍ରଶ୍ନ ଉଠିଛି ଯେ, ତେବେ ବିଭିନ୍ନ ରାଜ୍ୟରେ ଥିବା ନିର୍ବାଚିତ ସରକାର କଣ ଠିକରେ କାମ କରିପାରୁ ନାହାଁନ୍ତି କି ? ଭାରତର ରାଜନୈତିକ ସମୀକ୍ଷକମାନେ ଭଲ ଭାବରେ ଜାଣନ୍ତି ଯେ, ନବୀନ ଏବଂ ମୋଦୀଙ୍କ ମଧ୍ୟରେ ଭଲ ବୁଝାମଣା ରହିଛି। ସଂସଦରେ ବିଭିନ୍ନ ବିଲ ପାଶ କରିବା ନେଇ ବିଜେଡି ହେଉଛି ଏକ ମାତ୍ର ଅଣ ଏନଡିଏ ଦଳ ଯେ କି ସବୁ…

Read More

ଭୁବନେଶ୍ବର, ରିଲାଏନ୍ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋର ନୂଆ ସାମସଙ୍ଗ ଗାଲାକ୍ସି ଏଫ୬୨ ର ଶୁଭାରମ୍ଭ କରିବା ପାଇଁ ଅଫଲାଇନ୍ ସହଭାଗୀତା ସ୍ଥାପନ କରିଛନ୍ତି । ଏହା ୨୨ ଫେବୃୟାରୀରୁ ଆରମ୍ଭ କରାଯାଉଛି ଏବଂ ଗ୍ରାହକମାନେ ଏହି ନୂତନ ସାମସଙ୍ଗ ସ୍ମାର୍ଟ ଫୋନକୁ ରିଲାଏନ୍ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋର ଗୁଡିକରେ ଏହାକୁ ଦେଖି ପାରିବେ, ଅନୁଭବ କରିପାରିବେ ଓ କିଣିିପାରିବେ । ରିଲାଏନ୍‌ସ ଡିଜିଟାଲର ବ୍ୟାପକ ନେଟୱର୍କ ମାଧ୍ୟମରେ ସାମସଙ୍ଗ ଗାଲାକ୍ସି ଏଫ୍‌୬୨ ସାରା ଦେଶରେ ଉପଲବ୍ଧ ହେବ ଯଦ୍ୱାରା ଫୋନ୍ କିଣିବାକୁ ଆଗ୍ରହୀ ଗ୍ରାହକମାନେ ଏହି ଶକ୍ତିସମ୍ପନ୍ନ ଡିଭାଇସର ପ୍ରତ୍ୟକ୍ଷ୍ୟ ଅନୁଭବ କରିପାରିବେ । ନୂଆ ସାମସଙ୍ଗ ଗାଲାକ୍ସି ରେ ଏଫ୬୨ ରେ ରହିଛି ୨.୭୩ ଗିଗା ହର୍ଜ ଅକ୍ଟା କୋର ପ୍ରୋସେସର ତଥା ସାମସଙ୍ଗ ୭ ଏନଏମ ଏକ୍ସିନୋସ୍ ୯୮୨୫ ସହିତ ୧୨୮ ଜିବି ଏକ୍ସପାଣ୍ଡେବଲ୍ ଷ୍ଟୋରେଜ୍ ଓ ଏକ କଲର ସୁପର ଆମୋଏଲ୍‌ଇଡି…

Read More

ନୂଆଦିଲ୍ଲୀ, ବର୍ତ୍ତମାନ ସମୟରେ, ପେଟରେ ଅମ୍ଳତା ବା ଏସିଡିଟି ରହିବା ଅତି ସାଧାରଣ ଅଟେ । କିନ୍ତୁ ଏହା ଯୋଗୁଁ ଆମକୁ ଅନେକ ଗମ୍ଭୀର ସମସ୍ୟାର ସାମ୍ନା କରିବାକୁ ପଡିବ । ଏସିଡିଟିର ଗମ୍ଭୀର ସମସ୍ୟା ହୁଏ ଯେତେବେଳେ ଆମର ହଜମ ପ୍ରକ୍ରିୟା ସମ୍ପୂର୍ଣ୍ଣ ରୂପେ କାମ କରେ ନାହିଁ । ଏସବୁର କାରଣ ପାଇଁ ଆମେ ହିଁ ଦାୟୀ । କାରଣ ଠିକ୍ ସମୟରେ ନ ଖାଇବା, ଭୋଜନ ମଧ୍ୟରେ ଅତ୍ୟଧିକ ଫାଙ୍କା ରହିବା। ବିଭିନ୍ନ ବାହାର ଜିନିଷ ଖାଇବା କିମ୍ବା ଅତ୍ୟଧିକ ଖାଇବା ପରି କାମ କରିଥାଉ। ଏହିପରି କାର୍ଯ୍ୟ ଆମେ ଦୈନନ୍ଦିନ ଜୀବନରେ କରିଥାଉ କିନ୍ତୁ ଆମର ଭୁଲ ପ୍ରତି ଧ୍ୟାନ ଦେଇନଥାଉ । ଏହି କାରଣରୁ ଆମର ପେଟର ଅମ୍ଳତା, ଉତ୍ତେଜନା ଏବଂ ପେଟ ବଢେ । ଆଜି ଆମେ ଆପଣଙ୍କୁ ଅମ୍ଳତା ସହିତ ଜଡିତ କିଛି ଘରୋଇ ଉପଚାର ବିଷୟରେ କହୁଛୁ, ଏହାକୁ ଗ୍ରହଣ…

Read More

ଧନୁ- କୌଣସି ବଡ କାମ କରି ଖୁସି ହେବେ । ରୋଜଗାର ବୃଦ୍ଧି ପାଇବ । ବ୍ୟବସାୟ ଯାତ୍ରା ସଫଳ ହେବ । କଠିନ ପରିଶ୍ରମ ଏବଂ ନିଷ୍ଠା ସହିତ, ଆପଣ ବିଭିନ୍ନ କ୍ଷେତ୍ରରେ ଉନ୍ନତ ସଫଳତା ହାସଲ କରିବାକୁ ସମର୍ଥ ହେବେ । ମକର-  କିଛି ଅସୁବିଧା ଆସିପାରେ । କାରବାରରେ ସାବଧାନ ରୁହନ୍ତୁ । ଏକ ଅପଚୟ ହେବ । ବିପଦ କରନ୍ତୁ ନାହିଁ । ବନ୍ଧୁମାନେ ବ୍ୟବସାୟ ଯୋଜନା ବିସ୍ତାର କରିବାରେ ସାହାଯ୍ୟ ପାଇବେ । ପୁରୁଣା ବିଶୃଙ୍ଖଳାରୁ ମୁକ୍ତି ପାଇବାକୁ ସମର୍ଥ ହେବେ । କୁମ୍ଭ- ବକେୟା ପୁନରୁଦ୍ଧାର ପାଇଁ ଉଦ୍ୟମ ସଫଳ ହେବ । ଭ୍ରମଣ ଲାଭଦାୟକ ହେବ । ରୋଜଗାର ବଢିବ । ଘର ବିଷୟରେ ଚିନ୍ତା କରିବେ । ବିରୋଧୀମାନେ ମଧ୍ୟ ଆପଣଙ୍କ ଦ୍ୱାରା ପ୍ରଭାବିତ ହେବେ । ମୀନ- ଶତ୍ରୁମାନେ ପରାସ୍ତ ହେବେ । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ।…

Read More

ମେଷ- ସୁଖର ମାଧ୍ୟମ ସଂଗ୍ରହ କରିବ । ଆଇନଗତ ବାଧା ଦୂର ହେବ । ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ । ଲାଭ ବୃଦ୍ଧି ପାଇବ । ଦୁଷ୍କର୍ମରୁ ଦୂରେଇ ରୁହନ୍ତୁ । ପରିବାରରେ ମାଙ୍ଗାଳିକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହେବ । ପିଲାମାନଙ୍କର ଜୀବିକା ଚିନ୍ତା ଦୂର କରିବାର ସମ୍ଭାବନା ଅଛି । ବ୍ୟବସାୟ ଭଲ କରିବ । ବୃଷ- ଶତ୍ରୁମାନେ ସକ୍ରିୟ ରହିବେ । ଯାନ ଏବଂ ଯନ୍ତ୍ରପାତି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । ବିବାଦ କରନ୍ତୁ ନାହିଁ । ଶୀଘ୍ର କୌଣସି କାମ କରନ୍ତୁ ନାହିଁ । ପୁରୁଣା ସମ୍ପତ୍ତି ରକ୍ଷଣାବେକ୍ଷଣ ପାଇଁ ଅର୍ଥ ଖର୍ଚ୍ଚ ହୋଇପାରେ । ସାମାଜିକ ଏବଂ ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ଛାତ୍ରମାନେ ଅଧ୍ୟୟନ ପାଇଁ ଚିନ୍ତିତ ହେବେ ।

Read More

ମେଷ- ସୁଖର ମାଧ୍ୟମ ସଂଗ୍ରହ କରିବ । ଆଇନଗତ ବାଧା ଦୂର ହେବ । ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ । ଲାଭ ବୃଦ୍ଧି ପାଇବ । ଦୁଷ୍କର୍ମରୁ ଦୂରେଇ ରୁହନ୍ତୁ । ପରିବାରରେ ମାଙ୍ଗାଳିକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହେବ । ପିଲାମାନଙ୍କର ଜୀବିକା ଚିନ୍ତା ଦୂର କରିବାର ସମ୍ଭାବନା ଅଛି । ବ୍ୟବସାୟ ଭଲ କରିବ । ବୃଷ- ଶତ୍ରୁମାନେ ସକ୍ରିୟ ରହିବେ । ଯାନ ଏବଂ ଯନ୍ତ୍ରପାତି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । ବିବାଦ କରନ୍ତୁ ନାହିଁ । ଶୀଘ୍ର କୌଣସି କାମ କରନ୍ତୁ ନାହିଁ । ପୁରୁଣା ସମ୍ପତ୍ତି ରକ୍ଷଣାବେକ୍ଷଣ ପାଇଁ ଅର୍ଥ ଖର୍ଚ୍ଚ ହୋଇପାରେ । ସାମାଜିକ ଏବଂ ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ଛାତ୍ରମାନେ ଅଧ୍ୟୟନ ପାଇଁ ଚିନ୍ତିତ ହେବେ । ମିଥୁନ- ବିବାଦ ସମସ୍ୟା ସୃଷ୍ଟି କରିବ ।…

Read More

କନ୍ୟା- ଦୁଷ୍ଟ ଲୋକମାନେ କ୍ଷତି କରିବାକୁ ଆସିବେ, ହେଲେ ଦୌଡ଼ି ପଳାଇବେ । ଦୁଃଖଦ ଖବର ମିଳିପାରେ । ଥୟ ଧର କାର୍ଯ୍ୟଭାର ହ୍ରାସ କରିବା ପାଇଁ ଦାୟିତ୍ବ ବାଣ୍ଟିବା ଆବଶ୍ୟକ । ଅର୍ଥନୈତିକ କାର୍ଯ୍ୟକଳାପରେ ଅସୁବିଧା ହେବାର ସମ୍ଭାବନା ଅଛି । ତୂଳା- ପ୍ରୟାସ ସଫଳ ହେବ । କାର୍ଯ୍ୟକୁ ପ୍ରଶଂସା କରାଯିବ । ଟଙ୍କା ପାଇବା ସହଜ ହେବ । ବ୍ୟସ୍ତ ରହିବେ । ସୁଖ ବୃଦ୍ଧି ପାଇବ । ବ୍ୟବସାୟରେ ସମ୍ଭବତଃ ଏକ ଇଚ୍ଛାଶକ୍ତି ବୃଦ୍ଧି ପାଇବ । ବିଛା- କାରବାରରେ ସାବଧାନ ରୁହନ୍ତୁ । ଅତିଥିମାନେ ଆସିବେ । ଆପଣଙ୍କ ପାଇଁ ଖୁସି ଖବର । ମୂଲ୍ୟ ବୃଦ୍ଧି ହେବ । ରୋଜଗାର କରିବ । ଉତ୍ତମ ନିଯୁକ୍ତି ସୁଯୋଗ ଯୋଗୁଁ ଆୟ ବୃଦ୍ଧି ପାଇବ ।

Read More

ମିଥୁନ- ବିବାଦ ସମସ୍ୟା ସୃଷ୍ଟି କରିବ । ଆଇନଗତ ପ୍ରତିବନ୍ଧକ ହଟିଯିବ । ପତି-ପତ୍ନୀଙ୍କଠାରୁ ସମର୍ଥନ ପାଇବେ । ବ୍ୟବସାୟ ଭଲ କରିବ । ବ୍ୟବସାୟରେ ନୂତନ ପ୍ରସ୍ତାବଗୁଡ଼ିକ ଲାଭଦାୟକ ହେବ । କର୍କଟ- ଶତ୍ରୁମାନେ ସକ୍ରିୟ ରହିବେ । ଘର ବାହାରେ ଟେନସନ ହେବ। କଥାବାର୍ତ୍ତାରେ ନିୟନ୍ତ୍ରଣ ରଖନ୍ତୁ। ସମ୍ପତ୍ତି କାର୍ଯ୍ୟଗୁଡ଼ିକ ଲାଭଦାୟକ ହେବ । ଭାବପ୍ରବଣ ସଂପର୍କରେ ଶୀଘ୍ର ନିଷ୍ପତ୍ତି ନିଅନ୍ତୁ ନାହିଁ । ଆପଣଙ୍କ କାର୍ଯ୍ୟ ଶୈଳୀ ଦ୍ୱାରା ଅଧିକାରୀମାନେ ଅସନ୍ତୁଷ୍ଟ ହୋଇପାରନ୍ତି । ସିଂହ- ଭ୍ରମଣ ଚିତ୍ତାକର୍ଷକ ହେବ । ଆପଣ ସ୍ୱାଦିଷ୍ଟ ଖାଦ୍ୟ ଉପଭୋଗ କରିବେ । ଛାତ୍ରମାନେ ସଫଳ ହେବେ । ରୋଜଗାର କରିବ । ପୁଞ୍ଜି ବିନିଯୋଗ ସମ୍ବନ୍ଧୀୟ କାର୍ଯ୍ୟଗୁଡ଼ିକରେ ଯତ୍ନବାନ ହୁଅନ୍ତୁ । ଆତ୍ମବିଶ୍ୱାସୀ ରହିବେ ।

Read More

ବୃଷ- ଶତ୍ରୁମାନେ ସକ୍ରିୟ ରହିବେ । ଯାନ ଏବଂ ଯନ୍ତ୍ରପାତି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । ବିବାଦ କରନ୍ତୁ ନାହିଁ । ଶୀଘ୍ର କୌଣସି କାମ କରନ୍ତୁ ନାହିଁ । କର୍କଟ- ଶତ୍ରୁମାନେ ସକ୍ରିୟ ରହିବେ । ଘର ବାହାରେ ଟେନସନ ହେବ। କଥାବାର୍ତ୍ତାରେ ନିୟନ୍ତ୍ରଣ ରଖନ୍ତୁ। ସମ୍ପତ୍ତି କାର୍ଯ୍ୟଗୁଡ଼ିକ ଲାଭଦାୟକ ହେବ । ଭାବପ୍ରବଣ ସଂପର୍କରେ ଶୀଘ୍ର ନିଷ୍ପତ୍ତି ନିଅନ୍ତୁ ନାହିଁ । କନ୍ୟା- ଦୁଷ୍ଟ ଲୋକମାନେ କ୍ଷତି କରିବାକୁ ଆସିବେ, ହେଲେ ଦୈଡ଼ି ପଳାଇବେ । ଦୁଃଖଦ ଖବର ମିଳିପାରେ । ଥୟ ଧର କାର୍ଯ୍ୟଭାର ହ୍ରାସ କରିବା ପାଇଁ ଦାୟିତ୍ବ ବାଣ୍ଟିବା ଆବଶ୍ୟକ । ବିଛା- କାରବାରରେ ସାବଧାନ ରୁହନ୍ତୁ । ଅତିଥିମାନେ ଆସିବେ । ଆପଣଙ୍କ ପାଇଁ ଖୁସି ଖବର । ମୂଲ୍ୟ ବୃଦ୍ଧି ହେବ । ରୋଜଗାର କରିବ । ଉତ୍ତମ ନିଯୁକ୍ତି ସୁଯୋଗ ଯୋଗୁଁ ଆୟ…

Read More

ମକର-  କିଛି ଅସୁବିଧା ଆସିପାରେ । କାରବାରରେ ସାବଧାନ ରୁହନ୍ତୁ । ଏକ ଅପଚୟ ହେବ । ବିପଦ କରନ୍ତୁ ନାହିଁ । ବନ୍ଧୁମାନେ ବ୍ୟବସାୟ ଯୋଜନା ବିସ୍ତାର କରିବାରେ ସାହାଯ୍ୟ ପାଇବେ । ମୀନ- ଶତ୍ରୁମାନେ ପରାସ୍ତ ହେବେ । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । ନୂତନ ଚୁକ୍ତିନାମା ହୋଇପାରେ । ପ୍ରତିଷ୍ଠା ବୃଦ୍ଧି ପାଇବ । ସହଭାଗୀତାରେ ଆରମ୍ଭ ହୋଇଥିବା କାର୍ଯ୍ୟ ଲାଭ ପାଇଁ ସୁଯୋଗ ବଢିପାରେ । ମେଷ- ସୁଖର ମାଧ୍ୟମ ସଂଗ୍ରହ କରିବ । ଆଇନଗତ ବାଧା ଦୂର ହେବ । ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ । ଲାଭ ବୃଦ୍ଧି ପାଇବ । ଦୁଷ୍କର୍ମରୁ ଦୂରେଇ ରୁହନ୍ତୁ । ପରିବାରରେ ମାଙ୍ଗାଳିକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହେବ । ମିଥୁନ- ବିବାଦ ସମସ୍ୟା ସୃଷ୍ଟି କରିବ । ଆଇନଗତ ପ୍ରତିବନ୍ଧକ ହଟିଯିବ । ପତି-ପତ୍ନୀଙ୍କଠାରୁ ସମର୍ଥନ ପାଇବେ । ବ୍ୟବସାୟ ଭଲ କରିବ…

Read More

ନୂଆଦିଲ୍ଲୀ, ରବିବାରରେ ତିନୋଟି ରାଶିର ବ୍ୟକ୍ତିମାନଙ୍କ ପାଇଁ ରହିଛି ଭଲ ଖବର। ସୁଖର ମାଧ୍ୟମ ସଂଗ୍ରହ କରିବ । ଆଇନଗତ ବାଧା ଦୂର ହେବ । ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ। ଲାଭ ବୃଦ୍ଧି ପାଇବ । ଦୁଷ୍କର୍ମରୁ ଦୂରେଇ ରୁହନ୍ତୁ । ପରିବାରରେ ମାଙ୍ଗାଳିକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହେବ । ପିଲାମାନଙ୍କର ଜୀବିକା ଚିନ୍ତା ଦୂର କରିବାର ସମ୍ଭାବନା ଅଛି । ବ୍ୟବସାୟ ଭଲ କରିବ । ଏହି ତିନୋଟି ରାଶି ହେଲା ମେଷ, ସିଂହ, ଧନୁ। ଆପଣ ସ୍ୱାଦିଷ୍ଟ ଖାଦ୍ୟ ଉପଭୋଗ କରିବେ । ଛାତ୍ରମାନେ ସଫଳ ହେବେ । ରୋଜଗାର କରିବ । ପୁଞ୍ଜି ବିନିଯୋଗ ସମ୍ବନ୍ଧୀୟ କାର୍ଯ୍ୟଗୁଡ଼ିକରେ ଯତ୍ନବାନ ହୁଅନ୍ତୁ । ଆତ୍ମବିଶ୍ୱାସୀ ରହିବେ । ବ୍ୟବସାୟ ଅସ୍ଥିର ରହିବ। ପାରିବାରିକ ସମସ୍ୟାକୁ ପ୍ରାଥମିକତା ଦିଅନ୍ତୁ ।

Read More

ବୃଷ- ଶତ୍ରୁମାନେ ସକ୍ରିୟ ରହିବେ । ଯାନ ଏବଂ ଯନ୍ତ୍ରପାତି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । ବିବାଦ କରନ୍ତୁ ନାହିଁ । ଶୀଘ୍ର କୌଣସି କାମ କରନ୍ତୁ ନାହିଁ । ମିଥୁନ- ବିବାଦ ସମସ୍ୟା ସୃଷ୍ଟି କରିବ । ଆଇନଗତ ପ୍ରତିବନ୍ଧକ ହଟିଯିବ । ପତି-ପତ୍ନୀଙ୍କଠାରୁ ସମର୍ଥନ ପାଇବେ । ବ୍ୟବସାୟ ଭଲ କରିବ । ବ୍ୟବସାୟରେ ନୂତନ ପ୍ରସ୍ତାବଗୁଡ଼ିକ ଲାଭଦାୟକ ହେବ । କର୍କଟ- ଶତ୍ରୁମାନେ ସକ୍ରିୟ ରହିବେ । ଘର ବାହାରେ ଟେନସନ ହେବ। କଥାବାର୍ତ୍ତାରେ ନିୟନ୍ତ୍ରଣ ରଖନ୍ତୁ। ସମ୍ପତ୍ତି କାର୍ଯ୍ୟଗୁଡ଼ିକ ଲାଭଦାୟକ ହେବ । ଭାବପ୍ରବଣ ସଂପର୍କରେ ଶୀଘ୍ର ନିଷ୍ପତ୍ତି ନିଅନ୍ତୁ ନାହିଁ ।

Read More