Author: Samikhsya Bureau

ନୂଆଦିଲ୍ଲୀ, ଆଜି ତିନୋଟି ରାଶି ଉପରେ ରହିଛି କୋପ ଦୃଷ୍ଟି। ଏହି କାରଣରୁ କ୍ରନିକ୍ ରୋଗ ସୃଷ୍ଟି ହୋଇପାରେ। ଆଘାତ, ଚୋରି ଏବଂ ବିବାଦ ଇତ୍ୟାଦି କାରଣରୁ କ୍ଷତି ସମ୍ଭବ । ଆୟ ହ୍ରାସ ପାଇବ। ଧୈର୍ଯ୍ୟ ଧରନ୍ତୁ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ହେବ । ଇଶ୍ବରଙ୍କ ଉପରେ ବିଶ୍ୱାସ ବୃଦ୍ଧି ପାଇବ। ଆପଣଙ୍କ ସାଥୀଙ୍କ ଭାବନା ବୁଝନ୍ତୁ । ଆର୍ଥିକ ବିନିଯୋଗ ଲାଭଦାୟକ ହେବ। ସେହି ତିନୋଟି ରାଶି ହେଲା ଧନୁ, ସିଂହ ଏବଂ ବୃଷ ରାଶି। ନିରାଶାରୁ ଦୂରେଇ ରୁହନ୍ତୁ। କାରବାରରେ ସାବଧାନ ରୁହନ୍ତୁ । ଶାରୀରିକ କଷ୍ଟ ସମ୍ଭାବନା । ଖର୍ଚ୍ଚ ବୃଦ୍ଧି ଚାପ ସୃଷ୍ଟି କରିବ। ବିବାଦ କର ନାହିଁ । ସର୍ବସାଧାରଣ କାର୍ଯ୍ୟରେ ସମୟ ଅତିବାହିତ ହେବ । ପିଲାମାନଙ୍କଠାରୁ ଭଲ ଖବର ଆସିବ । ସ୍ୱାସ୍ଥ୍ୟ ଭଲ ହେବ । ରୋଜଗାର କ୍ଷେତ୍ରରେ ଅଗ୍ରଗତି ହେବ । ଦୁଃଖଦ ଖବର ମିଳିପାରେ ।…

Read More

ନୂଆଦିଲ୍ଲୀ, ଆମର ଜ୍ୟୋତିଷ ଶାସ୍ତ୍ରରେ ଏପରି ଅନେକ ଜିନିଷ ଉଲ୍ଲେଖ କରାଯାଇଛି, ଯାହା ଆମ ଜୀବନରେ ବରଦାନ ସଦୃଶ୍ୟ ହୋଇଥାଏ। ଆମ ଜୀବନ ସୁଖ ସମୃଦ୍ଧିରେ ଭରପୂର ହୋଇଯାଏ। ଯଦି ଆପଣ ଆପଣଙ୍କ ଦିନକୁ ସଠିକ୍ ଭାବରେ ଆରମ୍ଭ କରିଛନ୍ତି, ତେବେ ଆପଣଙ୍କର ପୁରା ଦିନ ଭଲରେ ଚାଲିଥାଏ। କିନ୍ତୁ ଯଦି ଆପଣ କିଛି ଭୁଲ୍ ଜିନିଷ ଦେଖନ୍ତି ତେବେ ଦିନଟି ଖରାପ ହୋଇଯାଏ। ସକାଳେ କେଉଁ ଜିନିଷ ଦେଖିବେ, କେଉଁ ଜିନିଷ ଦେଖିବେ ନାହିଁ 1-ଜଣେ ସକାଳେ ଉଠିବା ଏବଂ ଦର୍ପଣ ଦେଖିବା ଉଚିତ୍ ନୁହେଁ। ଯଦି ଆପଣ ଏହା କରନ୍ତି ତେବେ ଦିନସାରା ଆପଣଙ୍କ ସହିତ ନକାରାତ୍ମକ କାମ ଦେଖାଦେବ। ଯାହା ଆପଣଙ୍କୁ ଦୁଃଖ ଦେବ। 2-ଆପଣଙ୍କ ଦିନ ଆପଣଙ୍କ ଦେବୀଙ୍କ ଉପରେ ଧ୍ୟାନ କରି ଆରମ୍ଭ କରନ୍ତୁ। ଯଦି ସୁବିଧା ଅଛି ତେବେ ଦେବୀ ଦର୍ଶନ କରନ୍ତୁ। ଏହା ଆପଣଙ୍କୁ ସକରାତ୍ମକ ଭାବରେ ପ୍ରଭାବିତ କରିବ। ଆହୁରି…

Read More

ନୂଆଦିଲ୍ଲୀ, ପରିବାର ଚିନ୍ତିତ ହେବେ । ପତି-ପତ୍ନୀଙ୍କଠାରୁ ସମର୍ଥନ ପାଇବେ । ଆଇନଗତ ପ୍ରତିବନ୍ଧକ ହଟିଯିବ । ବ୍ୟବସାୟ ଭଲ କରିବ । ଆପଣ ଦାନ କରି ମାନସିକ ସୁଖ ଅର୍ଜନ କରିବେ। ଏହି ତିନୋଟି ରାଶି ହେଲା ମକର, କୁମ୍ଭ ଏବଂ ମୀନ ରାଶି। ଶତ୍ରୁମାନେ ପରାସ୍ତ ହେବେ । ଜମି ଏବଂ ବିଲ୍ଡିଂ କାରବାର ହୋଇପାରିବ । ଚାକିରି ପାଇବେ। ବ୍ୟବସାୟ ଭଲ କରିବ । ନୂତନ କାର୍ଯ୍ୟକଳାପ ଲାଭଦାୟକ ହେବ । ଛାତ୍ର ଶ୍ରେଣୀ ସଫଳତା ହାସଲ କରିବେ। ଆପଣ ପାର୍ଟୀ ଏବଂ ପିକନିକ୍ ଉପଭୋଗ କରିବେ । ଘର ବାହାରେ ସୁଖ ମିଳିବ । ରୋଜଗାର ଚିନ୍ତା ହୋଇପାରେ । ସ୍ୱାସ୍ଥ୍ୟ ଭଲ ରହିବ।

Read More

କର୍କଟ ରାଶି-  ବ୍ୟବସାୟ ଯାତ୍ରା ସଫଳ ହେବ । ଆଖି ଯନ୍ତ୍ରଣା ସମ୍ଭାବନା । ବିବାଦ କରନ୍ତୁ ନାହିଁ । ଚାକିରି ପାଇବେ । ଉପହାର ମିଳିବାର ସମ୍ଭାବନା । କନ୍ୟା ରାଶି- ବୈବାହିକ ପ୍ରସ୍ତାବ ମିଳିବ । ଦେୟ ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ । ଯାତ୍ରା ସଫଳ ହେବ । ଉପକୃତ ହେବ । ଉତ୍ତମ ମନୋବଳ ଆପଣଙ୍କର ସମସ୍ତ ସମସ୍ୟାର ସମାଧାନ କରିବ ।

Read More

ନୂଆଦିଲ୍ଲୀ, ଆଜି ଦୁଇଟି ରାଶିର ବ୍ୟକ୍ତିମାନେ ସକାଳୁ ଶୁଭ ଖବର ହାସଲ କରିବେ। ସେମାନେ ସୁଖର ମାଧ୍ୟମ ପ୍ରାପ୍ତ କରିବେ । ପ୍ରୟାସ ସଫଳ ହେବ ।  ସମ୍ମାନ ପାଇବେ । ବ୍ୟବସାୟ ଭଲ କରିବ । ଖୁସି ହେବ । ଚାକିରିରେ ଇଚ୍ଛାକୃତ ପଦୋନ୍ନତି ପାଇବେ । ଧର୍ମର କାର୍ଯ୍ୟ ପ୍ରତି ଆଗ୍ରହ ଆପଣଙ୍କ ମନୋବଳ ବୃଦ୍ଧି କରିବ । ଅପରିଚିତ ଲୋକଙ୍କୁ ବିଶ୍ୱାସ କରନ୍ତୁ ନାହିଁ। ଏହି ଦୁଇଟି ରାଶି ହେଲା ମେଷ ଏବଂ ମିଥୁନ ରାଶି। ଅତିଥିମାନେ ଆସିବେ । ଆପଣଙ୍କ ପାଇଁ ଖୁସି ଖବର । ମୂଲ୍ୟ ବୃଦ୍ଧି ହେବ । ବିବାଦ କରନ୍ତୁ ନାହିଁ । ଆର୍ଥିକ ସ୍ଥିତିରେ ସୁଧାର ଆସିବାର ସମ୍ଭାବନା ରହିଛି । ବ୍ୟବସାୟରେ ନୂତନ ଚୁକ୍ତିନାମା ହେବ । ଖର୍ଚ୍ଚ ହ୍ରାସ କରାଯିବା ଉଚିତ୍ । ବ୍ୟବସାୟ ଭଲ କରିବ । ଜୀବନସାଥୀଠାରୁ ସହଯୋଗ ମିଳିବ ।  ଅପଚୟ ଖର୍ଚ୍ଚ…

Read More

ନୂଆଦିଲ୍ଲୀ, ଆଜି ଶନି ଦେବ ତାଙ୍କର ଗତି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହାଦ୍ବାରା  6 ଟି ରାଶିର ଭଲ ପ୍ରଭାବ ପଡିବ ବୋଲି ସମ୍ଭାବନା ରହିଛି।ଶନି ଦେବଙ୍କ ଅନୁଗ୍ରହ ଅତି ଶୀଘ୍ର କୋଟିପତି କରିଥାଏ ଏବଂ ଏହି ରାଶିର ବ୍ୟକ୍ତିଙ୍କୁ କେହି କୋଟିପତି ହେବାକୁ ଅଟକାଇ ପାରିବ ନାହିଁ । ଶନି ଦେବଙ୍କ କୃପାରୁ ଟଙ୍କା ସହିତ, ତାଙ୍କର ଭାଗ୍ୟ ମଧ୍ୟ ଉଜ୍ଜ୍ୱଳ ହୁଏ ଏବଂ ଖରାପ କାର୍ଯ୍ୟଗୁଡ଼ିକ ଅପଣଙ୍କର ପୂର୍ବ ଜନ୍ମରୁ ଅପସାରିତ ହୋଇଯାଅ। ଆପଣ ବହୁତ ସୁନ୍ଦର ଜୀବନ ବିତାଇବ। ବିଦେଶରେ ରହୁଥିବା ସମ୍ପର୍କୀୟଙ୍କଠାରୁ ଉପହାର ଆପଣଙ୍କୁ ଖୁସି ଦେଇପାରେ। ଅପ୍ରତ୍ୟାଶିତ ରୋମାଣ୍ଟିକ ଆକର୍ଷଣର ସମ୍ଭାବନା ଅଛି। ଆପଣଙ୍କର କଳା ଏବଂ ସୃଜନଶୀଳ ଦକ୍ଷତାକୁ ଉଚ୍ଚ ପ୍ରଶଂସା କରାଯିବ ଏବଂ ହଠାତ୍ ଲାଭର ସମ୍ଭାବନା ମଧ୍ୟ ଅଛି। ମିଥୁନ, କର୍କଟ, କୁମ୍ଭ, ମୀନ, ବୃଷ ଏବଂ ମେଷ ରାଶିର ଲୋକମାନେ ଏହି ଭାଗ୍ୟଶାଳୀ ରାଶି ବହୁତ ଭାଗ୍ୟବାନ ଅଟନ୍ତି।…

Read More

ଗଜପତି: ଓଡ଼ିଶାରେ ଆନ୍ଧ୍ର ଆରମ୍ଭ କରିଥିବା ପଞ୍ଚାୟତ ନିର୍ବାଚନ ପ୍ରକିୟା ଗଜପତି ପ୍ରଶାସନର କଡା ପଦକ୍ଷେପ ଯୋଗୁଁ ପରିଶେଷରେ ବିଫଳ ହେଲା। ଉକ୍ତ ତାତି କମିନଥିବା ବେଳେ ଆଜି ଆନ୍ଧ୍ରର ତହସିଲ କର୍ମଚାରୀମାନେ ସୀମା ନିର୍ଦ୍ଧାରଣ କରିବା ସକାଶେ ଆସିଥିଲେ। ଉକ୍ତ ଖବର ଶୁଣି  ରାୟଗଡ ତହସିଲଦାର ଓ ଗାରବନ୍ଧା ପୁଲିସ  ଘଟଣା ସ୍ଥଳରେ ପହଁଚିବାରୁ ସେମାନେ ସେଠାରୁ ଚାଲି ଯାଇଥିଲେ। ଉକ୍ତ ଅଂଚଳ ଓଡ଼ିଶାର କହି ଆମେ ଭୂଲରେ ପଳେଇ ଆସିଥିଲୁ କହି ଚାଲିଯାଇଥିଲେ। ଏହିପରି ଆନ୍ଧ୍ରର ବେଆଇନ କାର୍ଯ୍ୟ ଯୋଗୁଁ ଓଡ଼ିଶାରେ ଦିନକୁ ଦିନ ସୀମା ବିବାଦ ଲାଗିରହୁଛି। ବର୍ତ୍ତମାନ ଆନ୍ଧ୍ରରେ ହେଉଥିବା ନିର୍ବାଚନରେ ଓଡ଼ିଆର ଦୁଇ ଜଣ ପ୍ରାର୍ଥୀ ସକାଶେ ନାମାଙ୍କନ କରିଥିଲେ। ସେଥିରୁ ଗତ ଦୁଇ ଦିନ ମଧ୍ୟରେ ଜଣେ ପ୍ରାର୍ଥୀନୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବା ବେଳେ ଗତକାଲି ପୁଣି ଜଣେ ପ୍ରାର୍ଥୀନୀ ତାଙ୍କର ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଛନ୍ତି। ତଥାପି ଏହି ସୀମାନ୍ତ ବର୍ତ୍ତୀ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ବଡକୁଳ ପଞ୍ଚାୟତ ଅନ୍ତର୍ଗତ ବୋରିଆସାହି ଗ୍ରାମରେ ଭାଲେରୀ ପ୍ରିମିଅର ଲିଗ-୩  କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବରେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଉକ୍ତ ପ୍ରିମିଅର ଲିଗରେ ୬ ଟି ଦଳ ପାଇଁ ୬ ଜଣ ଫ୍ରାଞ୍ଚାଇଜ ରହିଥିବା ବେଳେ ପାଞ୍ଚଟି ପଞ୍ଚାୟତର ମୋଟ ୧୨୦ ଜଣ ଖେଳାଳି ଏଥିରେ ଭାଗ ନେଉଛନ୍ତି। ତେବେ ଆଜିର ଉଦଘାଟନୀ ମ୍ୟାଚ ରତ୍ନମାଳୀ ୱାରିଅର୍ସ ଏବଂ ଏସ.ଏମ ଭାଲେରୀ ୟୁଥ ଆଇକନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଭାଲେରୀ ୟୁଥ ଆଇକନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରତ୍ନମାଳୀ ୱାରିଅର୍ସ ନିର୍ଦ୍ଧାରିତ ୧୫ ଓଭରରେ ୧୨୫ ରନ ସଂଗ୍ରହ କରିଥିବା ବେଳେ ଭାଲେରୀ ୟୁଥ ଆଇକନ ୧୨୬ ରନର ଲକ୍ଷ୍ୟକୁ ପୂରଣ କରି ବିଜୟ ଲାଭ କରିଥିଲା। ଭାଲେରୀ ୟୁଥ ଆଇକନର…

Read More

କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ଥାନା ଅଂଚଳରେ ମିଥ୍ୟା ଇଲେକ୍ଟ୍ରିବିଲ୍ ଦେଇ ଟଙ୍କା ଅସୁଲି କରୁଥିବା ଅଭିଯୋଗ ହୋଇଛି। ଅଭିଯୋଗରୁ ପ୍ରକାଶ ଯେ, ରେଢାଖୋଲ ଥାନା ବୁର୍ଡା ପଂଚାୟତ କାଣ୍ଡତଏଲା ଗ୍ରାମରେ କେତେଜଣ ଅଜଣା ଲୋକ ଘରକୁ ଘର ବୁଲି ନକଲି ଇଲେକ୍ଟ୍ରବିଲ୍ ଦେଇ ଟଙ୍କା ଅସୁଲି କରୁଥିବା ଜଣା ପଡିଛି। ଗ୍ରାମର ଉର୍ମିଳା ପୁଷ୍ପା ଖାଡିଆ, ତେରନୁସ୍ କାଣ୍ଡୁଲିନା ପ୍ରମୁଖ ବିଦ୍ୟୁତ୍ ବିଭାଗର ଏସ୍‌ଡିଓ ଙ୍କ ପାଖରେ ଅଭିଯୋଗ କରିଛନ୍ତି। ବିଦ୍ୟୁତ୍ ବିଭାଗ ରେଢାଖୋଲ ଥାନାରେ ଜଣାଇବା ପରେ ପୋଲିସ୍ ଏହାର ତଦନ୍ତ କରୁଥିବା ଜଣା ପଡିଛି। ଗ୍ରାମାଂଚଳର ଜନସାଧାରଣ ଏ ଦିଗରେ ସଚେତନ ରହିବାକୁ ପୋଲିସ୍ ପରାମର୍ଶ ଦେଇଛି।

Read More

ମୋହନା: ଗଜପତି ଜିଲ୍ଲାର ମୋହନା ବ୍ଳକ ଅନ୍ତର୍ଗତ ଅଡବା ଥାନା ଅଞ୍ଚଳରେ ଗୁଣିଗାରେଡି ସନ୍ଦେହରେ ଗୁଳି ଫୁଟିଛି। ଅଳ୍ପକେ ମରଣ ମୁହଁରୁ ବଞ୍ଚିଯାଇଛନ୍ତି ପାଳକ( ପାଷ୍ଟର)। ଏଭଳି ଏକ ଘଟଣା ଘଟିଛି ଅଡ୍‌ବା ଥାନା ଅଞ୍ଚଳରେ। ଜୁଡ଼ୁଙ୍ଗ ଗ୍ରାମର ପାଷ୍ଟର ଡମ୍ବରୁଧର ମାଝୀ(୩୩) ନିଜ ଗ୍ରାମରୁ ନିକଟସ୍ଥ କରଡାବାଡି ଚର୍ଚ୍ଚକୁ ପ୍ରାର୍ଥନା କରିବା ପାଇଁ ଯାଉଥିବାବେଳେ ଆଗରୁ ସାରୁମେରା ନିକଟରେ ଛପି ରହିଥିବା ୩ ଜଣ ଯୁବକ ତାଙ୍କ ଉପରକୁ ଗୁଳି ଫୁଟାଇଥିଲେ। କିନ୍ତୁ ଗୁଳି ତାଙ୍କୁ ନ ବାଜି ତାଙ୍କ ବାଇକରେ ବାଜିଥିଲା। ସେ ଗାତି ଛାଡ଼ି ପ୍ରାଣ ବିକଳରେ ଜୀବନ ବଞ୍ଚାଇବା ପାଇଁ ବୌଡ଼ିଥିଲେ। ଦୁଇ ଜଣ ତାଙ୍କୁ ଧରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଧରି ନପାରି ତାଙ୍କ ମୁଣ୍ଡକୁ ପଥର ମାରିଥିଲେ। ସେ ଆହତ ହୋଇ ମଧ୍ୟ ବ୍ରାହ୍ମଣୀଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଯାଇଥିଲେ। ସେଠାରୁ ଫେରି ଅଡବା ଥାନାରେ ଲିଖିତ ଅଭିଯୋଗ କରିବାପରେ ଥାନା…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୨୧, ଖୋର୍ଦ୍ଧାରୁ ୧୨, ବରଗଡରୁ ୧୧, ସମ୍ବଲପୁରରୁ ୧୦, ପୁରୀରୁ ୮, ବାଲେଶ୍ବରରୁ ୭, କଟକରୁ ୭, ଯାଜପୁରରୁ ୫, ଅନୁଗୁଳରୁ ୪, ରାୟଗଡ଼ାରୁ ୪, ଦେବଗଡ଼ରୁ ୩, ଝାରସୁଗୁଡ଼ାରୁ ୩, ଗଜପତିରୁ ୨, ମୟୂରଭଞ୍ଜରୁ ୨, ନୂଆପଡ଼ାରୁ ୨, ଗଞ୍ଜାମରୁ ୧, ଜଗତସିଂହପୁରରୁ ୧, କୋରାପୁଟରୁ ୧, ନୟାଗଡରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୩ ହଜାର ୧୩୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୭୯୭ କୁ ବୃଦ୍ଧି ହୋଇଛି। ତେବେ ୬୯୫…

Read More

ପୁରୀ: ଶ୍ରୀ ଜଗନ୍ନାଥଧାମର ବାଇ-ଲ’ ପ୍ରତ୍ୟାହାର ଘୋଷଣାକୁ ଗଜପତି ମହାରାଜା ସ୍ଵାଗତ କରିଛନ୍ତି। ଶ୍ରୀମନ୍ଦିର ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ରାଜ୍ୟସରକାରଙ୍କ ସହ ଆଲୋଚନା ପାଇଁ ଗଜପତି କେନ୍ଦ୍ର ସରକାରଙ୍କୁ କହିଲେ। ଶ୍ରୀଜଗନ୍ନାଥ ଧାମର ରୂପାନ୍ତକରଣରେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସହଯୋଗିତାରେ ସମ୍ଭବ ହୋଇପାରି ବ‌ୋଲି ସେ କହିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅଧୀନସ୍ଥ ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ(ଏନ୍‌ଏମ୍‌ଏ)ଙ୍କ ପ୍ରସ୍ତାବିତ ବାଇ-ଲ’ କୁ କେନ୍ଦ୍ର ସରକାର ଆଜି ପ୍ରତ୍ୟାହାର କରିଛନ୍ତି। ଏହି ପ୍ରସଙ୍ଗରେ ପୁରୀର ସେବାୟତଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଲୋକ ବିରୋଧ କରିଥିଲେ।

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୯୧୮ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୪୯୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୬୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ନୂଆଦିଲ୍ଲୀ, ଆଜି ପୁଣିଥରେ ଓଡିଶାରେ ବିଧାନ ପରିଷଦ ଗଠନ ଦାବୀ ପ୍ରଂସଗ ଉଠିଛି। ରାଜ୍ୟ ସଭାରେ ବିଜେଡି ସାଂସଦ ଡ.ସସ୍ମିତ ପାତ୍ର ଏହି ପ୍ରଂସଗ ଉଠାଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ଜନସଂଖ୍ୟା ଏବଂ ଭୌଗଳିକ ସ୍ଥିତିକୁ ଦେଖି ବିଧାନ ପରିଷଦର ଆବଶ୍ୟକତା ରହିଛି। ସେଥିପାଇଁ କେନ୍ଦ୍ର ସରକାର ଏହି ବିଲ କୁ ପାରିତ କରିବା ପାଇଁ ତ୍ବରିତ ପଦକ୍ଷେପ ନିଅନ୍ତୁ ବୋଲି ଦାବୀ କରିଛନ୍ତି। ଏ ନେଇ ଓଡିଶା ବିଧାନ ସଭାରେ ଏକ ସଂକଳ୍ପ ପାରିତ ହୋଇଛି। ଏହା ପୂର୍ବରୁ ରାଜ୍ୟ କ୍ୟାବିନେଟ ମଧ୍ୟ ଏହାକୁ ମଂଜୁରୀ କରିଛନ୍ତି। ବର୍ତ୍ତମାନ ସଂସଦରେ ଏହା ପାରିତ ହେବାର ଆବଶ୍ୟକତା ରହିଛି ବୋଲି ସସ୍ମିତ ଉଲ୍ଲେଖ କରିଥିଲେ। ବିଧାନ ପରିଷଦ ଗଠନ ସହିତ ସସ୍ମତି ଆଜି ପୁଣି ଏକ ପୁରୁଣା ପ୍ରଂସଗକୁ ଦୋହାରାଇଥିଲେ। ତାହା ଥିଲା ଓଡିଶାକୁ ସ୍ବତନ୍ତ୍ର ପ୍ରଦେଶ ମାନ୍ୟତା ପ୍ରଦାନ। ସେ ଉଲ୍ଲେଖ କରିଥିଲେ ଯେ ପ୍ରତି ବର୍ଷ…

Read More

ଚେନ୍ନାଇ: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭ୍ରମଣକାରୀ ଦଳ ବିଜୟ ଲାଭ କରିଛି। ଇଂଲଣ୍ଡ ପ୍ରଥମ ଇନିଂସରେ ୫୭୮ ରନ ସଂଗ୍ରହ କରିଥିଲା। ଜବାବରେ ବିରାଟ ବାହିନୀ ପ୍ରଥମ ଇନିଂସରେ ମାତ୍ର ୩୩୭ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଇଂଲଣ୍ଡ ଦଳ ପ୍ରଥମ ଇନିଂସରେ ୨୪୧ ରନରେ ଅଗ୍ରଣୀ ରହିଥିଲା। ଭାରତକୁ ଫାଲୋଅନ ନ ଦେଇ ଇଂଲଣ୍ଡ ଦ୍ଵିତୀୟ ଇନିଂସରେ ବ୍ୟାଟିଂ ଆରମ୍ଭ କରିଥିଲା। ଦ୍ଵିତୀୟ ଇନିଂସରେ ଇଂଲଣ୍ଡ ମାତ୍ର ୧୭୮ ରନରେ ସମସ୍ତ ୱିକେଟ ହରାଇଥିଲା ଏବଂ ଭାରତକୁ ବିଜୟ ପାଇଁ ୪୨୦ ରନର ଲକ୍ଷ୍ୟ ଦେଇଥିଲା। ହେଲେ ଭାରତ ଆଜି ପଞ୍ଚମ ଦିନରେ ସମସ୍ତ ୱିକେଟ ହରାଇ ୧୯୨ ରନରେ ସୀମିତ ରହିଥିଲା। ଯାହାଫଳରେ ଭ୍ରମଣକାରୀ ଇଂଲଣ୍ଡ ଦଳ ୨୨୭ ରନ ବ୍ୟବଧାନରେ ବିଜୟ ଲାଭ କରିଛି। ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲୀ ସର୍ବାଧିକ ୭୨ ରନ କରିଥିବା ବେଳେ ଶୁବମାନ ଗିଲ ୫୦…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ କୁମାରାଙ୍ଗ ଛକରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏକ ଚଳନ୍ତା କାରରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଛି। ହେଲେ ସୌଭାଗ୍ୟବଶତଃ ଚାଳକ ସମେତ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସୂଚନା ମୁତାବକ ଆଜି ମଧ୍ୟାହ୍ନରେ ପ୍ରତାପ ଗ୍ରାମର ଆଦିତ୍ୟ ବାରିକ ନିଜ ଇଣ୍ଡିଗୋ କାରରେ ଚାରି ଜଣ ସମ୍ପର୍କୀୟଙ୍କୁ ନେଇ ବାଣପୁର ମେଡିକାଲ ଯାଇଥିଲେ। ତେବେ ମେଡ଼ିକାଲରୁ ଫେରିଲା ବେଳକୁ ଆଦିତ୍ୟ କାରଟିକୁ କୁମାରାଙ୍ଗ ଛକରେ ରଖି ଓହ୍ଲାଉଥିବାବେଳେ ହଠାତ କାରର ଇଞ୍ଜିନରେ ନିଆଁ ଲାଗିଯାଇଥିଲା ଏବଂ କାରଟି ଜଳିବାକୁ ଲାଗିଲା। ସଙ୍ଗେ ସଙ୍ଗେ ଆଦିତ୍ୟ ଚିତ୍କାର କରିବା ସହ ସମ୍ପର୍କୀୟଙ୍କୁ ଗାଡ଼ିରୁ ଖାଲି କରାଇଥିଲେ।  ସ୍ଥାନୀୟ ଲୋକଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରାଯାଇଥିବାସ୍ଥଳେ ବର୍ତ୍ତମାନ ବାଣପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି। ତେବେ ଯାନ୍ତ୍ରିକ ତୃଟି ଲାଗି ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି।

Read More

ଭୁବନେଶ୍ବର: କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଛି। ଆସନ୍ତା ୧୫ ତାରିଖ ଦିନ ଓଡିଶା ବନ୍ଦ ଡାକରା ଦିଆଯାଇଛି। କଂଗ୍ରେସ ଏହି ଦିନ ସକାଳ ୭ ଟାରୁ ଦିନ ୧ ଟା ପର୍ଯ୍ୟନ୍ତ ଓଡିଶା ବନ୍ଦ ଡାକରା ଦେଇଛି। ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ପେଟ୍ରୋଲ ଓ ଡିଜେଲ ଦରରେ ଅହେତୁକ ବୃଦ୍ଧି ପ୍ରତିବାଦରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। ଓଡ଼ିଶାର ସ୍ୱାର୍ଥ ପାଇଁ ରାଜ୍ୟବାସୀ ଏହି ବନ୍ଦକୁ ସହଯୋଗ କରନ୍ତୁ ବୋଲି କହିଛନ୍ତି ନିରଞ୍ଜନ।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୧୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୬୩ ଜଣ ଚିହ୍ନଟ ହୋଇଥିବାବେଳେ ୪୨ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୭୯୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୩ ହଜାର ୩୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮୦୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୯ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୨୨ ଟି ଜିଲ୍ଲାରୁ ମୋଟ୍‌ ୧୦୫ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୧୪ ଜଣ, ଅନୁଗୁଳ ଜିଲ୍ଲାରୁ ୩, ବାଲେଶ୍ଵର ଜିଲ୍ଲାରୁ ୩ ଜଣ, ବରଗଡ ଜିଲ୍ଲାରୁ ୫ ଜଣ,…

Read More

ନୂଆଦିଲ୍ଲୀ: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଉ ଥରେ ରାଜ୍ୟସଭାକୁ ସମ୍ବୋଧିତ କରିଥିଲେ। କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ସମେତ ରାଜ୍ୟସଭାରୁ ଚାରି ଜଣ ସାଂସଦ ଆଜି ବିଦାୟ ନେଉଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଗୁଲାମ ନବୀ ଆଜଦଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ଏକ ଆତଙ୍କବାଦୀ ଘଟଣା ପରେ ଗୁଲାମ ନବୀ ଆଜାଦଙ୍କ ସହ ଫୋନରେ ବାର୍ତ୍ତାକୁ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ। ସେହି ବାର୍ତ୍ତାକୁ ମନେ ପକାଇ ପ୍ରଧାନମନ୍ତ୍ରୀ ରାଜ୍ୟସଭାରେ ଅତ୍ୟନ୍ତ ଭାବପ୍ରବଣ ହୋଇପଡିଛନ୍ତି। ନରେନ୍ଦ୍ର ମୋଦୀ କହିଥିଲେ ଯେ, ଗୁଜୁରାଟରେ ଯେତେବେଳେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ସେତେବେଳ ଗୁଲାମ ନବୀ ଆଜାଦଙ୍କ ପ୍ରଥମ ଫୋନ ତାଙ୍କ ପାଖକୁ ଆସିଥିଲା। ଏହି ଫୋନ କେବଳ ସୂଚନା ଦେବା ପାଇଁ ଆସିନଥିଲା। ଫୋନରେ ଗୁଲାମ ନବୀ ଙ୍କ ଆଖିରୁ ଲୁହ ବନ୍ଦ ହେଉନଥିଲା। https://twitter.com/narendramodi/status/1359005993485570048 ସେତେବେଳ ରକ୍ଷାମନ୍ତ୍ରୀ ପ୍ରଣବ ମୁଖାର୍ଜୀ ଥିଲେ ଏବଂ ସେନାଙ୍କୁ ଆଣିବା ଲାଗି ବିମାନର ବ୍ୟବସ୍ଥା…

Read More