Author: Samikhsya Bureau

ନୂଆଦିଲ୍ଲୀ, ଆପଣଙ୍କର ଜୀବନର ସମସ୍ତ ଦୁଃଖ ଏବଂ ଯନ୍ତ୍ରଣା ସମାପ୍ତ ହେବ। ଜୀବନର ପ୍ରତ୍ୟେକ କାର୍ଯ୍ୟକୁ ବଡ଼ ସଫଳତା ସହିତ କରିବାକୁ ସକ୍ଷମ ହେବେ। ଆଜି ଆପଣଙ୍କର  କ୍ୟାରିଅରରେ ଅଗ୍ରଗତି କରିବ। ଏହି ରାଶିଗୁଡିକ ହେଲା କୁମ୍ଭ, ତୂଳା, ମକର ଏବଂ ମେଷ। ଏହି ରାଶିର ବ୍ୟକ୍ତିମାନଙ୍କ ଜୀବନରୁ ଦୁଃଖର କଳା ମେଘ କଟିଯିବ। ସଫଳତା ପାଇଁ ଧର୍ଯ୍ୟ ଗ୍ରହଣ କରିବା ଆବଶ୍ୟକ। ନୂତନ ଲୋକଙ୍କ ସଂସ୍ପର୍ଶରେ ଆସିବେ। ଆର୍ଥିକ କ୍ଷେତ୍ରରେ ଏକ ସୁବିଧା ରହିବ। ଆପଣଙ୍କ ସନ୍ତାଙ୍କ ସମସ୍ତ ଚିନ୍ତା ଦୂର ହୋଇଯିବ। ବ୍ୟକ୍ତିଗତ ଜୀବନକୁ ଏକ ଭଲ ଉପାୟରେ ବିତାଇବେ। ଆଗାମୀ ଦିନରେ ଭଲ ଲାଭ ପାଇପାରିବ, ସ୍ୱାସ୍ଥ୍ୟ ସ୍ୱାଭାବିକ ହେବ, ପ୍ରଭାବଶାଳୀ ଲୋକଙ୍କଠାରୁ ସମର୍ଥନ ପାଇେବ, ତୁମର ଜୀବନସାଥୀଙ୍କ ସହିତ ଭଲ ସମ୍ପର୍କ ରହିବ। ସାଥୀ ରହିବେ, ହଠାତ୍ ଟଙ୍କା ହୋଇପାରେ।

Read More

ସନାତନ ଧର୍ମରେ ଧୂପ ଏବଂ ଦୀପର ବିଶେଷ ମହତ୍ତ୍ୱ ରହିଛି । କୁହାଯାଏ ଯେ ଯଦି ପ୍ରତିଦିନ ଧୂପ ଏବଂ ଦୀପ ଦିଆଯାଏ, ତେବେ ଘରର ସମସ୍ତ ଅସୁବିଧା ଏବଂ ନକାରାତ୍ମକତା ଦୂର ହୁଏ। ଆସନ୍ତୁ ଆପଣଙ୍କୁ ଦୀପ ସହିତ ଜଡିତ କିଛି ବିଶେଷ କଥା ଜାଣିବା ଧୂପର କିଛି ନିୟମ ମଧ୍ୟ ଅଛି 1-ଏହାକୁ ଜାଳିବା ଦ୍ୱାରା ପାର୍ଥିବ ଶକ୍ତି ଆକର୍ଷିତ ହୁଏ । ବିଶେଷକରି ଯଦି ଗୁରୁବାର ସମାଧୀରେ ଧୂପ ଜଳାଇବେ ତେବେ ପୂର୍ବପୁରୁଷମାନେ ଆପଣଙ୍କୁ ସାହାଯ୍ୟ କରିବେ । 2-ସେହିପରି ଘରେ ଯଦି କେହି ଗୁଣି କରିଛି ବୋଲି ଭାବୁଛନ୍ତି ତେବେ ଘରେ ଝୁଣା ଧୂପ ଦିଅନ୍ତୁ। ଏଥିସହିତ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ। ଏକୋଇଶ ଦିନ ପର୍ଯ୍ୟନ୍ତ ଏପରି କରନ୍ତୁ। 3- ଯଦି ଆପଣଙ୍କ ଘରେ ବାସ୍ତୁ ତ୍ରୁଟି ଦ୍ୱାରା ଅସୁବିଧାରେ ପଡ଼ନ୍ତି, ତେବେ ଘରେ ଦୁଇଥର ନିମ୍ ପତ୍ରର ଧୂପ ଜାଳନ୍ତୁ । ଏହି…

Read More

ମେଷ ରାଶି- ବ୍ୟବସାୟ ଯାତ୍ରା ସଫଳ ହେବ। ରୋଜଗାର ବୃଦ୍ଧି ପାଇବ। ଉପହାର ଗ୍ରହଣ କରାଯିବ। ଶତ୍ରୁମାନେ ସକ୍ରିୟ ରହିବେ। ଅହଂକାର ଦୂର କର । ରାଜନୈତିକ ବ୍ୟକ୍ତିଙ୍କଠାରୁ ଲାଭଜନକ ଯୋଗ ଗଠନ ହେବ। ମନୋବଳ ବୃଦ୍ଧି ଚାପକୁ ହ୍ରାସ କରିବ। ସହଭାଗିତାରେ ନୂତନ ପ୍ରସ୍ତାବ ଗ୍ରହଣ କରାଯିବ। ବୃଷ ରାଶି- ଅପଚୟ ଖର୍ଚ୍ଚ ହେବ। ଦୁଷ୍ଟ ଲୋକମାନେ କ୍ଷତି ଘଟାଇ ପାରନ୍ତି। ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ । ଚିନ୍ତା ଏବଂ ଟେନସନ ହେବ । ବ୍ୟବସାୟ ଯୋଜନା କାର୍ଯ୍ୟକାରୀ ହେବ ନାହିଁ । ପରିବାର ଚିନ୍ତିତ ହେବେ । ଆୟଠାରୁ ବ୍ୟୟ ଅଧିକ ହେବ । ଅପରିଚିତ ବ୍ୟକ୍ତିଙ୍କ ଉପରେ ବିଶ୍ୱାସ କରିବା ଦ୍ୱାରା କ୍ଷତି ହୋଇପାରେ। ମିଥୁନ ରାଶି-  ଦେୟ ଫେରସ୍ତ ପାଇଁ ପ୍ରୟାସ ସଫଳ ହେବ । ଯାତ୍ରା ସଫଳ ହେବ । ରୋଜଗାର ବୃଦ୍ଧି ପାଇବ। ବିପଦଜନକ କାର୍ଯ୍ୟ କରନ୍ତୁ ନାହିଁ ।  ନିଶାକୁ…

Read More

ନୂଆଦିଲ୍ଲୀ, ଆଜି ଦୁଇଟି ରାଶିର ମହାଯୋଗ ସୃଷ୍ଟି ହୋଇଛି। ଯେଉଁଥି ପାଇଁ ମୀନ ଏବଂ ବୃଷ ଲୋକମାନଙ୍କର ଭାଗ୍ୟ ଉଜ୍ଜ୍ୱଳ ହୋଇପାରେ। ସେମାନେ ନିଶ୍ଚିତ ଭାବେ ଜୀବନରେ ଉପକୃତ ହୋଇ ପାରିବେ। ତାଙ୍କର ସ୍ୱପ୍ନ ସାକାର ହେବ। ପ୍ରେମ ଏବଂ ଅର୍ଥରେ ସେମାନେ ବଡ଼ ସଫଳତା ପାଇ ପାରିବେ। ସେମାନଙ୍କର ସମସ୍ତ ଇଚ୍ଛା ପୂରଣ ହୋଇପାରିବ। ଜମି କିମ୍ବା ଘର କିଣିବାର ସ୍ୱପ୍ନ ପୂରଣ ହୋଇ ପାରିବ। ସେମାନେ ପ୍ରତ୍ୟେକ କାର୍ଯ୍ୟରେ ଭାଗ୍ୟବାନ ହୋଇପାରନ୍ତି। ଆପଣ ଭଗବାନ କୃଷ୍ଣଙ୍କୁ ପୂଜା କରନ୍ତୁ। ଆପଣଙ୍କ ଜୀବନସାଥୀଙ୍କ ସହିତ ବୁଲିବାକୁ ବାହାରକୁ ଯାଇପାରନ୍ତି। ବର୍ତ୍ତମାନ ଆପଣ ଧନୀମାନଙ୍କ ପରି ଜୀବନ ବିତାଇବେ। ଏହିପରି ଶୁଭ ଦିନଗୁଡ଼ିକ ଆପଣଙ୍କ ଜୀବନରେ ପୁନର୍ବାର ଆସିବ ନାହିଁ।

Read More

ନୂଆଦିଲ୍ଲୀ: ବାସ୍ତୁଶାସ୍ତ୍ର ଅନୁସାରେ ବାସ୍ତୁ ଦୋଷ ରହୁଥିବା ଘରେ ସୁଖ ଶାନ୍ତି ଏବଂ ପରିବାରର ଉନ୍ନତିରେ ସମସ୍ୟା ଦେଖାଯାଏ। ବାସ୍ତୁ ଦୋଷ କାରଣରୁ କୌଣସି ବ୍ଯକ୍ତିର ଭାଗ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ। ଏହାସହିତ ଘରର ଅନ୍ୟ ସଦସ୍ୟଙ୍କ ମଧ୍ୟରେ ଅନେକ ସମସ୍ୟା ଦେଖାଯାଏ। ତେବେ ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରର ବାସ୍ତୁ ଦୋଷ ଦୂର କରିବା ପାଇଁ କର୍ପୂରକୁ ମହତ୍ବପୂର୍ଣ୍ଣ ଏବଂ ଫଳପ୍ରଦ ବୋଲି ବିଶ୍ବାସ କରାଯାଏ। କର୍ପୂରର ଏମିତି କିଛି ଉପାୟ ଅଛି, ଯେଉଁଥିରେ ବାସ୍ତୁ ଦୋଷ ଦୂର ହୋଇପାରିବ। ବାସ୍ତୁ ଦୋଷ ଦୂର କରିବାର ଉପାୟ ଗୁଡିକ ହେଲା: ୧- ଘରର କୋଣରେ କିଛି କର୍ପୂର ରଖିଦିଅନ୍ତୁ, ତାହା ଆପେ ଆପେ ତରଳି ମିଶିଲା ପରେ ପୁନଶ୍ଚ ଆଉ କିଛି କର୍ପୂର ରଖିଦିଅନ୍ତୁ। ଏହା କରିବା ଦ୍ଵାରା ଘରର ବାସ୍ତୁ ଦୋଷ ଦୂର ହୋଇପାରିବ ନାହିଁ। ୨- ଗୃହରେ ସବୁବେଳେ ସକାଳେ ଏବଂ ସନ୍ଧ୍ୟା ସମୟରେ ଦେଶୀ…

Read More

ଇସ୍ଲାମାବାଦ: ଭାରତରେ କୃଷି ଆଇନ ବିରୋଧରେ ଚାଲିଥିବା କୃଷକ ଆନ୍ଦୋଳନକୁ ନେଇ ପାକିସ୍ଥାନ ଟିପ୍ପଣୀ ରଖିଛି। ପାକିସ୍ଥାନର ବିଦେଶ ମନ୍ତ୍ରୀ ଶାହ ମହମୁଦ କୁରେଶୀ ଏକ ବୟାନ କହିଛନ୍ତି ଯେ, ଭାରତ ସରକାର ଆନ୍ଦୋଳନରତ ଚାଷୀଙ୍କ ଆୱାଜ ବନ୍ଦ କରିବାକୁ ବିଫଳ ହୋଇଛି। ଏବଂ ସମଗ୍ର ଭାରତ କୃଷକଙ୍କ ସାଥିରେ ଠିଆ ହୋଇଛି। ଏହା ସହିତ କୁରେଶୀ ପୁଣି ଥରେ କାଶ୍ମୀର ମୁଦ୍ଦା ଉଠାଇଥିଲେ। ପାକିସ୍ଥାନର ଖବର କାଗଜକୁ ବିଦେଶମନ୍ତ୍ରୀ କୁରେଶୀ କହିଛନ୍ତି ଯେ, କାଶ୍ମୀର ଘଟଣା ଉପରେ ଭାରତ ଯଦି ଏତେ ମଜବୁତ ଅଛି, ତେବେ ସେମାନେ ଆଲୋଚନା କରିବାକୁ କାହିଁକି ଡରୁଛନ୍ତି? ଭାରତ କେବେ ପାକିସ୍ଥାନ ପ୍ରଧାନମନ୍ତ୍ରୀଙ୍କ ଶାନ୍ତିପୂର୍ଣ୍ଣ ଆଲୋଚନାର ପ୍ରସ୍ତାବକୁ ଧ୍ୟାନ ଦେଇନାହିଁ। ବରଂ ଭାରତ ଏମିତି  ପଦକ୍ଷେପ ନେଇଛି ଯାହାଫଳରେ କାଶ୍ମୀରରେ ଏମିତି ବିବାଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ପରମାଣୁ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ଦୁଇ ଦେଶ ମଧ୍ୟରେ କାଶ୍ମୀରକୁ ନେଇ ବିବାଦ ଲାଗିରହିଛି। ସେଥିପାଇଁ ଦୁଇ…

Read More

ଭୁବନେଶ୍ଵର: ଆଜି ରାଜ୍ୟରୁ ୧୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୨୯, ଖୋର୍ଦ୍ଧାରୁ ୧୯, ପୁରୀରୁ ୧୬, ସମ୍ବଲପୁରରୁ ୧୨, ବରଗଡରୁ ୧୦, ଅନୁଗୁଳରୁ ୯, କଟକରୁ ୭, ଯାଜପୁରରୁ ୭, ବାଲେଶ୍ବରରୁ ୬, ନୂଆପଡାରୁ ୫, କେନ୍ଦ୍ରାପଡାରୁ ୪, କେନ୍ଦୁଝରରୁ ୩, ବଲାଙ୍ଗୀରିରୁ ୨, ବୌଦ୍ଧରୁ ୨, ଗଞ୍ଜାମରୁ ୨, ଝାରସୁଗୁଡାରୁ ୨, ଭଦ୍ରକରୁ ୧, ଦେବଗଡରୁ ୧, ଜଗତସିଂହପୁରରୁ ୧ ଏବଂ ଷ୍ଟେଟପୁଲରୁ ୫ ଜଣ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୧ ହଜାର ୪୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୫୨୯ କୁ ବୃଦ୍ଧି ହୋଇଛି। ତେବେ ୧ ହାଜର ୧୪୩ ଆକ୍ରାନ୍ତ ବର୍ତ୍ତମାନ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ପୋଖରୀରେ ବୁଡି ଜଣେ ୨୮ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ମୋରମୋରୀ ପଂଚାୟତର ମୋରାମୋରି ଗ୍ରାମରେ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ଆଜି ଅପରାହ୍ନ ୨ ଘଟିକା ସମୟରରେ ମୋରାମୋରି ଗ୍ରାମର ଲକ୍ଷ୍ମୀଧର ବରାଳଙ୍କ ପୁତ୍ର ବିଭୁତି ବରାଳ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଛନ୍ତି। ପରିବାର ବର୍ଗଙ୍କ ସୂଚନା ଅନୁଯାୟୀ ବିଭୁତି ପୋଖରୀକୁ ଗାଧେଇବା ପାଇଁ ଯାଇଥିଲେ। କିନ୍ତୁ କୌଣସି କାରଣ ବଶତଃ ପୋଖରୀ ମଧ୍ୟକୁ ଗୋଡ଼ ଖସିଯିବାରୁ ସେ ପୋଖରୀ ଭିତରେ ବୁଡି ଯାଇଥିଲେ। ସେଠାରେ ଥିବା ଅନ୍ୟ ଲୋକମାନେ ଏ ନେଇ ତୁରନ୍ତ ବିଭୁତିଙ୍କ ଘରେ ଖବର ଦେଇଥିଲେ। ସଙ୍ଗେ ସଙ୍ଗେ ପରିବାର ଲୋକ ଘଟଣାସ୍ଥଳରେ ପହଁଚି ବିଭୂତିଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଓଡିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରତି ସହରର ସଫେଇ କର୍ମଚାରୀମାନଙ୍କୁ ଉତ୍ସାହିତ ଏବଂ ସମ୍ମାନିତ କରିବା ଉଦ୍ଦେଶ୍ୟରେ ‘ବଡ଼ା ଖାନା’ ନାମକ ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଅଛି। ରାଜ୍ୟର ପ୍ରତ୍ୟେକ ୟୁ.ଏଲ.ବି ରେ ଏହି କାର୍ଯ୍ୟକ୍ରମ ପ୍ରତି ମାସରେ ଗୋଟାଏ ଥର ଆୟୋଜନ କରାଯିବ। ୟୁ.ଏଲ.ବି କର୍ତ୍ତୃପକ୍ଷଙ୍କ ଦ୍ଵାରା ପ୍ରତ୍ୟେକ ସଫେଇ କର୍ମଚାରୀମାନଙ୍କୁ ମାସରେ ଗୋଟିଏ ଦିନ ଭୋଜନ ପରିବେଷଣ କରାଯିବ। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏନ.ଏ.ସି ରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଆଜି ମଧ୍ୟାହ୍ନରେ ଏନ.ଏ.ସି କାର୍ଯ୍ୟାଳୟ ପରିସରରେ ‘ବଡ଼ା ଖାନା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ  ପ୍ରଶାନ୍ତ ଜଗଦ୍ଦେବ, ବାଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ, ଏନ. ଏ. ସି କାର୍ଯ୍ୟନିର୍ବାହୀ ଅଧିକାରି, ସାନିଟେସନ ଏକ୍ସପର୍ଟ, ସି.ଓ, ସି.ଏମ୍.ଏମ୍, ୱାର୍ଡ ଅଫିସର, ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ବିଜ୍ଞାପିତ ପରିଷଦର…

Read More

ନୂଆଦିଲ୍ଲୀ: ଦିଲ୍ଲୀରେ ଟ୍ରାକ୍ଟର ପରେଡ଼ରେ ପୋଲିସ ଏବଂ କୃଷକ ମଧ୍ୟରେ ସଂଘର୍ଷ ହୋଇଥିଲା। ସେଥିପାଇଁ ପୋଲିସକୁ ବହୁତ କଷ୍ଟ କରିବାକୁ ପଡିଥିଲା। ଏପରିକି ଆନ୍ଦୋଳଙ୍କକାରୀଙ୍କୁ ରୋକିବା ପାଇଁ ଲୁହ ଗ୍ୟାସର ଗୁଳି ଛାଡିବାକୁ ପଡିଥିଲା ଏବଂ ଲାଠି ଚାର୍ଜ ମଧ୍ୟ କରିଥିଲା। ସଂଘର୍ଷ ଭିତରେ କେତେଜଣ କୃଷକ ଲାଲ କିଲାରେ ପହଞ୍ଚିଯାଇଥିଲା। ଏନେଇ ଅଭିନେତ୍ରୀ କଙ୍ଗନା ରଣାୱାତ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏବେ ସେ ଦିଲଜିତ ଦୋସାଞ୍ଝ ଏବଂ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଠାରୁ ଉତ୍ତର ମାଗିଛନ୍ତି। କଙ୍ଗନା ନିଜର ଟୁଇଟରେ ଲେଖିଛନ୍ତି ଯେ, ଦିଲଜିତ ଏବଂ ପ୍ରିୟଙ୍କା ଏହା ଉପରେ ମତାମତ ରଖିବା ଜରୁରୀ। ଆଜି ସମଗ୍ର ଦୁନିଆ ଆମ ଉପରେ ହସୁଛି। ଏହା ତୁମ ମାନଙ୍କୁ ଦରକାର ଥିଲା ନା। ଧନ୍ୟବାଦ। ସୂଚନା ଯୋଗ୍ୟ ଯେ, କୃଷକ ଆନ୍ଦୋଳନକୁ ନେଇ ଏମାନଙ୍କ ମଧ୍ୟରେ ପୂର୍ବରୁ ବହୁ ଟୁଇଟ ଯୁଦ୍ଧ ହୋଇଥିଲା। ଦିଲଜିତ ଏବଂ ପ୍ରିୟଙ୍କା କୃଷକ ଆନ୍ଦୋଳନକୁ ସମର୍ଥନ…

Read More

କଳାହାଣ୍ଡି ଜିଲ୍ଲା ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ, ଭବାନୀପାଟଣାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଜିଲ୍ଲାବାସୀଙ୍କୁ ଉଦବୋଧନ ଦେଲି। ଏହି ଶୁଭ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।

Read More

ୱାଶିଂଟନ: ଆମେରିକାରେ ନୂତନ ସରକାର ଆସିବା ପରେ ପାକିସ୍ଥାନକୁ ପ୍ରଥମ ଝଟକା ଲାଗିଛି। ଆମେରିକା ଦକ୍ଷିଣ ଏସିଆର ଥିବା ତିନୋଟି ଦେଶ ପାଇଁ ନିଜର ଟ୍ରାଭେଲ ଆଡଭାଇଜରୀ ଜାରି କରିଛି। ଯେଉଁଥିରେ ପାକିସ୍ଥାନକୁ ଯାତ୍ରା କରିବା ବିପଦ ବୋଲି ଦର୍ଶାଯାଇଛି। ଆମେରିକା ନିଜର ନାଗରିକମାନଙ୍କୁ ପାକିସ୍ଥାନ, ବାଂଲାଦେଶ ଏବଂ ଆଫଗାନିସ୍ଥାନକୁ ଯାତ୍ରା କରିବା ଲାଗି ମନା କରିଦେଇଛି। ଆମେରିକାର ବିଦେଶ ମନ୍ତ୍ରାଳୟ  ଏହି ତିନି ଦେଶ ପାଇଁ ଅଲଗା ଟ୍ରାଭେଲ ଆଡଭାଇଜରୀ ଜାରି କରିଛି। ଆଡଭାଇଜରୀ ଅନୁଯାୟୀ, କୋଭିଡ଼-୧୯, ଆତଙ୍କବାଦ ଏବଂ ସାମ୍ପ୍ରଦାୟିକ ହିଂସାକୁ ଦେଖି ଆମେରିକା ନାଗରିକାମାନଙ୍କୁ ପାକିସ୍ଥାନକୁ ଯାତ୍ରା ନକରିବା ପାଇଁ ପରାମର୍ଶ ଦିଆଯାଇଛି। ଆତଙ୍କବାଦ ଏବଂ ଅପହରଣକୁ ଲକ୍ଷ କରି ପାକିସ୍ଥାନର ବଲୁଚିସ୍ଥାନକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ଏହା ସହିତ ଭାରତ-ପାକିସ୍ଥାନ ସୀମାକୁ ନଯିବା ପାଇଁ କୁହାଯାଇଛି। କାରଣ ସେହି ଅଞ୍ଚଳରେ ଆନ୍ତଙ୍କବାଦୀ ସଂଗଠନ ସକ୍ରିୟ ଅଛନ୍ତି। ତେବେ ବାଇଡେନ ସରକରା ଆସିବା ପରେ ଆମେରିକା…

Read More

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ଆନ୍ଦୋଳନରତ ଚାଷୀ ଉଗ୍ରରୂପ ଧାରଣ କରିଛନ୍ତି। ଗୋଟିଏ ପଟେ ସମଗ୍ର ଦେଶ ଏହାର 72 ତମ ଗଣତନ୍ତ୍ର ଦିବସ ପାଳନ କରୁଥିବାବେଳେ ଅନ୍ୟ ପଟେ ଜାତୀୟ ରାଜଧାନୀ ଦିଲ୍ଲୀର କୃଷକମାନେ ନୂତନ କୃଷି ଆଇନ ବିରୋଧରେ ଟ୍ରାକ୍ଟର ପରେଡ କରିଛନ୍ତି। ଅନେକ ସ୍ଥାନରେ କୃଷକମାନେ ଦିଲ୍ଲୀରେ ପ୍ରବେଶ ପାଇଁ ପୋଲିସର ବ୍ୟାରିକେଡ୍ ଭାଙ୍ଗିଥିଲେ, ତା’ପରେ ପୋଲିସ ଏବଂ ଚାଷୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା।  କୃଷକଙ୍କ ଏହି ଟ୍ରାକ୍ଟର ରାଲି ଦିଲ୍ଲୀର ସୀମାନ୍ତରେ କରୁଛନ୍ତି। ଆଜି ଗାଜିପୁର ସୀମାରୁ ଏକ କୃଷକ ଦଳ ଏହି ରାଲିରେ ବାହାରି ITO ରେ ପହଞ୍ଚିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏହି କୃଷକମାନେ ଲାଲକିଲା ଯିବା ପାଇଁ ଚେଷ୍ଟା କରୁଛନ୍ତି। ପୋଲିସ ଚାଷୀଙ୍କୁ ଅଟକାଇବାକୁ ଚେଷ୍ଟା କରୁଛି, କିନ୍ତୁ ଚାଷୀମାନେ ଅଟକାଇବାକୁ ପ୍ରସ୍ତୁତ ନୁହଁନ୍ତି। କୃଷକମାନେ କ୍ରମାଗତ ଭାବରେ ଆଗକୁ ବଢିବାରେ ଲାଗିଛନ୍ତି। କୃଷକମାନେ ଟ୍ରାକ୍ଟର ସାହାଯ୍ୟରେ ପୋଲିସ ବ୍ୟାରିକେଟକୁ ହଟାଇବାକୁ ଚେଷ୍ଟା…

Read More

ନୂଆଦିଲ୍ଲୀ: ଆଜି ଦେଶ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି। ଆଜି ଦିଲ୍ଲୀର ରାଜପଥ ସହିତ ଦିଲ୍ଲୀ ସୀମା ଉପରେ ସମସ୍ତଙ୍କ ନଜର ରହିଛି। ଗଣତନ୍ତ୍ର ଦିବସରେ କୃଷି ଆନ୍ଦୋଳନରତ କୃଷକମାନେ ଦିଲ୍ଲୀରେ ହିଂସାତ୍ମକ ଆନ୍ଦୋଳନ ଆଡକୁ ଗତି କରୁଥିବା ଦେଖାଯାଇଛି। ଦିଲ୍ଲୀ ପୋଲିସ ସର୍ତ୍ତମୂଳକ ଭାବେ କୃଷକମାନନୁ ଟ୍ରାକ୍ଟର ରାଲି କରିବାକୁ ଅନୁମତି ଦେଇଥିଲା। କିନ୍ତୁ ପୋଲିସର ସର୍ତ୍ତକୁ ଅଣଦେଖା କରି ଦିଲ୍ଲୀ ଭିତରେ ପ୍ରବେଶ କରିଛନ୍ତି। ସୀମାରେ ଥିବା ବ୍ୟାରିକେଡ଼କୁ ଭାଙ୍ଗି ଚାଷୀ ଲାଲ କିଲା ପର୍ଯ୍ୟନ୍ତ ପହଞ୍ଚିଥିବା ଦେଖାଯାଇଛି। ଏହାସହିତ ଆଇଟିଓ ରେ ପୋଲିସ ଏବଂ ଚାଷୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ୧୧ତମ ଜାତୀୟ ଭୋଟର ଦିବସ ଟାଉନ୍ ହଲ୍ ପରିସରରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଭାବେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଶ୍ରୀଯୁକ୍ତ ଟି. ଆଓ ଯୋଗଦେଇ ଭାରତବର୍ଷର ଗଣତନ୍ତ୍ର ଓ ପରମ୍ପରା ଉଚ୍ଚକୋଟିର ଓ ଭାରତବର୍ଷର ସବୁଠାରୁ ବୃହତ୍ ଗଣତ୍ତ୍ର ଉତ୍ସବର ସଂବିଧାନ ଦିବସ ବା ଭୋଟ ପ୍ରଦାନ କରିବା ଦିବସ ବୋଲି ମୁଖ୍ୟଅତିଥି କହିଥିଲେ। ସମ୍ମାନିତ ଅତିଥି ରୂପେ ବ୍ରହ୍ମପୁର ମହାନଗର ନିଗମ କମିଶନର ଡ. ସିଦ୍ଧେଶ୍ୱର ବଳିରାମ ବୋନ୍ଦାର କହିଥିଲେ ଯେ ଆମେ ନିଜ ଦେଶର ଗଣତନ୍ତ୍ର ପରମ୍ପରାର ମର୍ଯ୍ୟାଦା ବଜାୟ ରଖିବୁ ଏବଂ ସମସ୍ତ ବିଏଲ୍‌ଓ ଓ ସୁପରଭାଇଜରଙ୍କୁ ନିଷ୍ଠାର ସହିତ ଭଲ କାମ କରିବାକୁ ପରାମର୍ଶ ଦେଇଥିଲେ। ଉପଜିଲ୍ଲାପାଳ ଭି. କୀର୍ତ୍ତିଭାସନ କହିଥିଲେ ଯେ ଗଣତନ୍ତ୍ରର ସୁରକ୍ଷା ଲାଗି ଶାନ୍ତିପୂର୍ଣ୍ଣ ନିର୍ବାଚନର ଗରିମାକୁ ଅକ୍ଷୁଣ୍ଣ ରଖି ନିର୍ଭିକ ହୋଇ ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠି, ଭାଷା ଏବଂ କୌଣସି…

Read More

କୋରାପୁଟ, ୭୨ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ କୋରାପୁଟରେ ପାଳିତ ହୋଇଛି। ଏହି ସମାରୋହରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏଥିସହିତ ଏକ ସମ୍ମିଳିତ ପାରଡରେ ଅଭିବାଦନ ଗ୍ରହଣ କରଥିଲେ। ଏହି ପାରଡରେ ଜିଲ୍ଲା ପୋଲିସ ତରଫରୁ ଆୟୋଜିତ କରାଯାଇଥିଲା। ମନ୍ତ୍ରୀ ପତାକା ଉତ୍ତୋଳନ କରିବା ପାଇଁ ଗତକାଲି କୋରାପୁଟ ଗସ୍ତ କରିଥିଲେ। ସେଠାରେ ଜିଲ୍ଲା ଅଧିକାରୀମାନେ ତାଙ୍କୁ ସ୍ବାଗତ କରିଥିଲେ। ଏଥିସହିତ ଏହି ଗଣତନ୍ତ୍ର ଉତ୍ସବରେ ଚିତାକର୍ଷକ କାର୍ଯ୍ୟକ୍ରମ ମଧ୍ୟ ପ୍ରସ୍ତୁତ କରାଯାଇଥିଲା।

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଭୟାବହ ଅଗ୍ନିକାଣ୍ଡରେ ୫ ବଖରା ଘର ସହ ଗୋଟିଏ ବଳଦ ଏବଂ ଗୋଟିଏ ବାଛୁରୀ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବଡପାରୀ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ମୁତାବକ, ବଡପାରୀ ଗ୍ରାମର ଗୋଦାବରୀ ପାଲଟାସିଂହଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ଟାଙ୍ଗୀ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ହେଲେ ତା’ପୂର୍ବରୁ ଗୋଦାବରୀଙ୍କ ୫ ବଖରା ଘର ଅଗ୍ନିକାଣ୍ଡରେ ପାଉଁଶ ହୋଇଯାଇଥିଲା। ଏହି ଘରେ ଥିବା ଆସବାବପତ୍ର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଏହାସହିତ ଏହି ଭୟାବହ ଅଗ୍ନିକାଣ୍ଡରେ ଗୋଟିଏ ବଳଦ ଏବଂ ଗୋଟିଏ ବାଛୁରୀ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ।

Read More

ଭୁବନେଶ୍ବର: ଆଜି ଦେଶ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି। ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ନେହୁରୁ, ନେତାଜୀ ସୁବାସ ଚନ୍ଦ୍ର ବୋଷ, ମୋଲନା ଆଜାଦ, ଡଃ. ଆମ୍ବେଦକର, ବୀର ସୁରେନ୍ଦ୍ର ସାଏ, ବକ୍ସି ଜଗବନ୍ଧୁ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ଶହିଦ ଲକ୍ଷ୍ମଣ ନାୟକ, ରମା ଦେବୀ, ପାର୍ବତୀ ଗିରି, ଡଃ. ହରେକୃଷ୍ଣ ମହାତାବ ଓ ବିଜୁ ପଟ୍ଟନାୟକଙ୍କ ପରି ମହାନ ସଂଗ୍ରାମୀମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଦେଶ ପାଇଁ ବଳିଦାନ ଦେଇଥିବା ସହିଦ ମାନଙ୍କ ପ୍ରତି ମଧ୍ୟ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେହିପରି ସହିଦ ହୋଇଥିବା କୋଭିଡ଼ ଯୋଦ୍ଧାମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ଭାରତ ବହୁ ଜାତି, ଧର୍ମ, ଭାଷା,…

Read More

ଭୁବନେଶ୍ବର, ଆଜି 72 ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ବାର୍ତ୍ତା ପ୍ରଦାନ କରିଛନ୍ତି। ସେ ଯାହା କହିଛନ୍ତି ତାହା ଥିଲା ଏହିପରି ପ୍ରିୟ ଭାଇ ଓ ଭଉଣୀମାନେ, ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଏହି ଅବସରରେ ଜାତିର ଜନକ ମହାତ୍ମାଗାନ୍ଧୀ, ପଣ୍ଡିତ ନେହୁର, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ମୌଲନା ଆଜାଦ, ଡଃ ଆମ୍ବଦେକର, ବୀର ସୁରନ୍ଦ୍ର ସାଏ, ବକ୍ସି ଜଗବନ୍ଧୁ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୁଦନ ଦାସ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ସହିଦ ଲକ୍ଷ୍ମଣ ନାୟକ, ରମାଦେବୀ, ମାଳତୀ ଚୌଧୁରୀ, ପାର୍ବତୀ ଗିରି, ଡଃ ହରକେୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ପରି ମହାନ ସଂଗ୍ରାମୀ ମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଦେଶର ଏକତା ଓ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଅମର ସହିଦ୍‌ ମାନଙ୍କ ପ୍ରତି…

Read More

ଭୁବନେଶ୍ବର: ସାତ ମାସ ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶହେ ତଳକୁ ଖସିଛି। ଆଜି ୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୫୮ ଜଣ ଚିହ୍ନଟ ହୋଇଥିବାବେଳେ ୪୧ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୫୨୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୧ ହଜାର ୨୮୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ହଜାର ୨୮୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୪ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୧୯ ଟି ଜିଲ୍ଲାରୁ ମୋଟ୍‌ ୯୯ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୨୦, ଅନୁଗୁଳ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତ ୨୦ ତାରିଖରେ ବେଗୁନିଆପଡ଼ାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଦେବରାଜ ସାହୁଙ୍କ ହତ୍ୟା ଘଟଣାରେ ପୋଲିସ୍ ଆଜି ୫ ଜଣ ଅଭିଯୁକ୍ତକୁ ଗିରଫ କରିଥିବାବେଳେ ସେମାନଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ବନ୍ଧୁକ ଓ ଗୁଳି ଜବତ କରିଛି। ଏନେଇ ଦକ୍ଷିରାଞ୍ଚଳ ଡ଼ିଆଇଜି ସତ୍ୟବ୍ରତ ଭୋଇ ଓ ଗଂଜାମ ଏସ୍‌ପି ବ୍ରିଜେଶ ରାୟ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସମସ୍ତ ସୂଚନା ଦେଇଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ଅଜୟ ବାରିକ, ବଳିଆ ଓରଫ୍ ବଳରାମ ପରିଡ଼ା, ପବନ ପହାନ, ପ୍ରଶାନ୍ତ ସ୍ୱାଇଁ ଏବଂ ଗଗନ ବିଶ୍ୱାଳ। ପୋଲିସ୍ ଅଭିଯୁକ୍ତଙ୍କ ନିକଟରୁ ୩ଟି ବନ୍ଧୁକ, ୬୩ଟି ଗୁଳି, ୫ଟି ମୋବାଇଲ୍ ଫୋନ୍ ଏବଂ ଏଟିଏମ୍ କାର୍ଡ଼ ଜବତ କରିଛି। ମୁଖ୍ୟତଃ ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି। ସୂଚନାଯୋଗ୍ୟ ଘଟଣା ଦିନ ସ୍ୱର୍ଗତ ସାହୁ ଏକ ଚା’ ଦୋକାନରେ ଛିଡ଼ା ହୋଇ କଥା ହେଉଥିବା ବେଳେ କିଛି…

Read More