(191225) — KHARTOUM, Dec. 25, 2019 (Xinhua) — People take part in a rally marking the first anniversary of Sudan’s December protests in Khartoum, Sudan, on Dec. 25, 2019. The Sudanese celebrated on Wednesday in Khartoum the first anniversary of the protests which erupted on December 19, 2018. (Photo by Mohamed Khidir/Xinhua)
Author: Samikhsya Bureau
(191225) — GOLAN HEIGHTS, Dec. 25, 2019 (Xinhua) — A snowplow works on the road in Mount Hermon in the Israeli-annexed Golan Heights as the first snowfall of the winter hits Golan Heights on Dec. 25, 2019. (Ayal Margolin/JINI via Xinhua)
ଚେନ୍ନାଇ, 26/12 : ତାମିଲ ଅଭିନେତା ସିଦ୍ଧାର୍ଥ କ୍ରିଷ୍ଣନ୍ ଏବଂ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ନିଭେତା ଥୋମାସ୍ ପ୍ରଥମ ଥର ପାଇଁ ଏକତ୍ର ନଜର ଆସିବାକୁ ଯାଉଛନ୍ତି । ସୁଧନ୍ ସୁନ୍ଦରମ୍ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଦୁଇ ଜଣ ମୁଖ୍ୟ ଅଭିନେତ୍ରୀ ରହିଥିବା ଜଣାପଡିଛି । ଫିଲ୍ମଟିର ନାମ ଟକ୍କର ରହିଥିବା ବେଳେ ଫିଲ୍ମଟି ଉଭୟ ତାମିଲ ଏବଂ ତେଲୁଗୁ ଭାଷାରେ ନିର୍ମାଣ ହେବାକୁ ଯାଉଛି । ଫିଲ୍ମର ସୁଟିଂ ଆସନ୍ତା ମାସରୁ ଆରମ୍ଭ ହେବ ବୋଲି ଜଣାପଡିଛି । ନିଭେତା ରଜନୀକାନ୍ତଙ୍କ ଅଭିନୀତ ଦର୍ବାରରେ ଏକ ପ୍ରମୁଖ ଭୂମିକାରେ ମଧ୍ୟ ଆସିବାକୁ ଯାଉଛନ୍ତି । ଏହି ଫିଲ୍ମ ବ୍ୟତୀତ ନିଭେତା ପିଙ୍କର ତେଲୁଗୁ ରିମେକ୍ରେ ନଜର ଆସିବାକୁ ଯାଉଛନ୍ତି । ଏହି ଅନ୍ଟାଇଟଲ୍ଡ ଫିଲ୍ମରେ ନିଭେତା ତାପସୀ ପାନ୍ନୁଙ୍କ ଚରିତ୍ରରେ ନଜର ଆସିବେ ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ୱର: କେନ୍ଦ୍ର ସରକାର ଆଣିଥିବା ନାଗରିକତା ସଂଶୋଧନ ଦ୍ୱାରା ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ରୂପେ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁ ବର୍ଗର ଶରଣାର୍ଥୀ ମାନଙ୍କୁ ନାଗରିକତା ପ୍ରଦାନ କରାଯିବ। ନାଗରିକତା ସଂଶୋଧନ ଆଇନ ସଂପର୍କରେ ବ୍ୟାପକ ଜନଜାଗରଣ କରିବା ପାଇଁ ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରି ଜନସାଧାରଣମାନଙ୍କୁ ସଚେତନ କରାଯିବ। ଏହି ପରିପ୍ରେକ୍ଷୀରେ ଆଜି ବିଜେପି ପକ୍ଷରୁ ନାଗରିକତା ସଂଶୋଧନ ନିୟମ ଉପରେ ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜିତ କରାଯାଇଥିଲା । ଏହି କର୍ମଶାଳାରେ ନାଗରିକତା ସଂଶୋଧନ ଆଇନ ସଂପର୍କରେ ବିସ୍ତୁତ ଭାବେ ଆଲୋଚନା କରାଯାଇଥିଲା । ଆଗାମୀ ଜାନୁଆରୀ ମାସରେ ନାଗରିକତା ସଂଶୋଧନ ଆଇନ ଉପରେ ବ୍ୟାପକ ଜନଜାଗରଣ କରିବାକୁ ବିଜେପି ନିଷ୍ପତି କରିଛି । ରାଜ୍ୟର ସମସ୍ତ ୩୬ଟି ସାଙ୍ଗଠନିକ ଜିଲ୍ଲାରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ଦଳ ଏହି ଆଇନ ସଂପର୍କରେ ବ୍ୟାପକ ଭାବେ…
ସମୀକ୍ଷା ବ୍ୟୁରୋ କୁଜଙ୍ଗ, ୨୬/୧୨: ସମଗ୍ର ରାଜ୍ୟରେ ବିଜେଡିର ୨୩ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହେଉଛି। ଏହି ଅବସରରେ କୁଜଙ୍ଗ ବ୍ଲକ୍ ପଡିଆରେ ମଧ୍ୟ ବିଜେଡି ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ ମୁଖ୍ୟ ଅତିଥି ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପୂର୍ବତନ ସାଂସଦ କୁଳମଣି ସାମଲ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ସମ୍ବିତ ରାଉତରାୟ ନବୀନ ପଟ୍ଟନାୟକଙ୍କ ନେତୃତ୍ବକୁ ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ରାଜ୍ୟ ପ୍ରଗତି କରୁଛି ଏବଂ ଫାଇଭ-ଟି ଦ୍ବାରା ରାଜ୍ୟ ଆହୁରି ପ୍ରଗତି କରିବ ବୋଲି ପାରାଦୀପ ବିଧାୟକ ପ୍ରକାଶ କରିଥିଲେ। ବ୍ଲକ୍ ସଭାପତି ନରେନ୍ଦ୍ର କୁମାର ପରିଡ଼ା ସଭା ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଂସଦଙ୍କ କୁଜଙ୍ଗ ବ୍ଳକ୍ ପ୍ରତିନିଧି ସୁଧଳ କୁମାର ସ୍ବାଇଁ, ରାଜ୍ୟ ସମ୍ପାଦକ ପ୍ରମୋଦ କୁମାର ଜେନା, ପାରାଦୀପ ମ୍ୟୁନିସିପାଲିଟି ଅଧ୍ୟକ୍ଷ ବସନ୍ତ କୁମାର ବିଶ୍ବାଳ, ପାରାଦୀପ ନଗର…
ସମୀକ୍ଷା ବ୍ୟୁରୋ ନୟାଗଡ, 26/12 : ମହୀପୁରବାସୀଙ୍କ ଦୀର୍ଘ ଦିନର ଆଶା ପୂରଣ ହୋଇଛି । ଶେଷରେ ମହୀପୁରକୁ ଗଡିଛି ପାସେଞ୍ଜର ଟ୍ରେନ୍ । ନୟାଗଡ଼ ଟାଉନ ଷ୍ଟେସନରୁ ମହୀପୁରକୁ ଗଡ଼ିଛି ଖୋର୍ଦ୍ଧା-ନୟାଗଡ଼ ପାସେଞ୍ଜର ଟ୍ରେନ । ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସବୁଜ ପତାକା ଦେଖାଇ ଲୋକାର୍ପଣ କରିଛନ୍ତି । ଦୀର୍ଘଦିନ ଧରି ମହୀପୁରରେ ରେଳ ଯୋଗାଯୋଗ ପାଇଁ ଦାବି କରାଯଉଥିଲା । ପୂର୍ବରୁ ପରୀକ୍ଷାମୂଳକ ଭାବରେ ଟ୍ରେନ ଇଞ୍ଜିନ ଚଲାଯାଇଥିବା ବେଳେ ଆଜି ପାସେଞ୍ଜର ଟ୍ରେନ୍ ଚାଲିଛି । ଉଲ୍ଲେଖଯୋଗ୍ୟ ଯେ ମହୀପୁରରୁ ପୁରୀ ମଧ୍ୟରେ 2ଟି ପାସେଞ୍ଜର ଟ୍ରେନ ଚଳାଚଳ କରିବ ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, ୨୬/୧୨: ବିଜେଡିର ୨୩ତମ ପ୍ରତିଷ୍ଠା ଦିବସରେ ମତ ରଖିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜୁ ଜନତା ଦଳର ରାଜ୍ୟ ମୁଖ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନବୀନ ପ୍ରଥମେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଆଦର୍ଶକୁ ଆପଣାଇବାକୁ ଆହ୍ବାନ ଦେବା ସହିତ ସାଢେ ଚାରି କୋଟି ଓଡିଆଙ୍କୁ ଧନ୍ୟବାଦ ଜଣାଇଥିଲେ। ଓଡିଶାରେ ନିର୍ବାଚନରେ ଜିତିବା ପାଇଁ ବିଜେଡି କାର୍ଯ୍ୟ କରୁନାହିଁ ବରଂ ଲୋକଙ୍କ ହୃଦୟ ଜିତିବା ପାଇଁ କାମ କରୁଛି ବୋଲି ନବୀନ ପ୍ରକାଶ କରିଥିଲେ। ରାଜ୍ୟର ସାଢେ ଚାରି କୋଟି ଭାଇ ଭଉଣୀ ମିଳିତ ଭାବରେ ଦେଇଥିବା କ୍ଷମତା ହେଉଛି ବିଜେଡି। ବିଜେଡି କାହା ଉପରେ ନିର୍ଭରଶୀଳ ନୁହେଁ ଏପରିକି ମୋ ଉପରେ ମଧ୍ୟ ନୁହେଁ ବୋଲି ନବୀନ ପ୍ରକାଶ କରିଥିଲେ। ବିଜେଡି ବର୍ତ୍ତମାନ ଏକ ଦଳ ନୁହେଁ ବରଂ ଜନ ଆନ୍ଦୋଳନରେ ରୂପାନ୍ତରିତ ହୋଇ ସାରିଛି ବୋଲି ନବୀନ ପ୍ରକାଶ କରିଥିଲେ।…
https://www.youtube.com/watch?v=OI8NHo_HZow
ମାନିଲା, 26/12 : ସାମୁଦ୍ରିକ ଝଡ ଟାଇଫୁନ୍ ଫିଲିପାଇନ୍ସରେ ଏହାର ତାଣ୍ଡବ ରଚିଛି । ଟାଇଫୁନ୍ ଫାନ୍ଫୋନ୍ ତାଣ୍ଡବରେ ଗୁରୁବାର ଫିଲିପାଇନ୍ସରେ 13 ଜଣଙ୍କର ମୃତ୍ୟୁ ଘଟିଛି । ଫିଲିପାଇନ୍ସ ସରକାରଙ୍କ ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି । ଫିଲିପାଇନ୍ସର ପ୍ରାକୃତିକ ବିପର୍ଯ୍ୟୟ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । 13 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 6 ଜଣ ନିଖୋଜ ଅଛନ୍ତି । ଏହି ସୂଚନା ସରକାରୀ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଟାଇଫୁନ୍ କାରଣରୁ 100ଟି ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରଖାଯାଇଛି । (ଏଜେନ୍ସୀ)
Mumbai: Actress Sara Ali Khan at actress Kareena Kapoor’s Christmas party in Mumbai on Dec 24, 2019. (Photo: IANS)
Mumbai: Actress Kim Sharma during the celebration of Jackky Bhagnani’s birthday party in Mumbai on Dec 24, 2019. (Photo: IANS)
Mumbai: Actress Rakul Preet Singh during the celebration of Jackky Bhagnani’s birthday party in Mumbai on Dec 24, 2019. (Photo: IANS)
Mumbai: Actors Nora Fatehi and Varun Dhawan during the celebration of Jackky Bhagnani’s birthday party in Mumbai on Dec 24, 2019. (Photo: IANS)
Amritsar: Actress Raveena Tandon visits the Golden temple in Amritsar on Dec 25, 2019. (Photo: IANS)
Mumbai: Actor Sanjay Kapoor with wife Maheep Kapoor and fashion designer Seema Khan at actress Kareena Kapoor’s Christmas party in Mumbai on Dec 24, 2019. (Photo: IANS)
Mumbai: Actors Kareena Kapoor and Saif Ali Khan with their son Taimur Ali Khan at Christmas party in Mumbai on Dec 25, 2019. (Photo: IANS)
Mumbai: Actress Amyra Dastur seen at Bandra, in Mumbai on Dec 25, 2019. (Photo: IANS)
Kolkata: Bengal’s Manoj Tiwary in action during the Elite Group A Ranji Trophy match between Bengal and Andhra at Eden Gardens, in Kolkata on Dec 25, 2019. (Photo: IANS)
ନୂଆଦିଲ୍ଲୀ, 26/12 : ବାରମୁଳାର ନିୟନ୍ତ୍ରଣ ରେଖା ନିକଟରେ ଦୁଇ ପାକ୍ ସୈନ୍ୟ ନିହତ ହୋଇଛନ୍ତି । ଉରିରେ ପାକିସ୍ତାନ ଆକ୍ରମଣରେ ଜଣେ ଭାରତୀୟ ଯବାନ ପ୍ରାଣ ହରାଇବା ପରେ ପ୍ରତିଆକ୍ରମଣରେ ପାକ୍ ଯବାନ ପ୍ରାଣ ହରାଇଛନ୍ତି । ଗୁରୁବାର ଭାରତୀୟ ସେନା ପକ୍ଷରୁ ଏହି ବକ୍ରମଣ କରାଯାଇଥିବା ବେଳେ ପାକ୍ ସେନାର 2ରୁ 3ଟି ଶିବିର ନଷ୍ଟ କରିଦିଆଯାଇଛି ବୋଲି ସେନା ପକ୍ଷରୁ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ବୁଧବାର ପାକ୍ ସେନା ପକ୍ଷରୁ ସିଲିକୁଟ, ହଥଲଙ୍ଗା, ମୋଥଲ, ସୋୱରା, ବାଲାକୋଟ ଏବଂ ଚୁରଣ୍ଡା ଅଞ୍ଚଳରେ ଗୁଳିମାଡ କରାଯାଇଥିବା ବେଳେ ଜଣେ ଯବାନଙ୍କ ସମେତ ଜଣେ 23 ବର୍ଷୀୟ ଯୁବତୀ ପ୍ରାଣ ହରାଇଥିଲେ । (ଏଜେନ୍ସୀ)
ନୂଆଦିଲ୍ଲୀ,26/12 : ନବମ ଖେଳାଳି ଭାବରେ ଟେଷ୍ଟରେ 150 ତମ ଟେଷ୍ଟ ଖେଳିବାର ଗୌରବ ହାସଲ କରିଛନ୍ତି ଇଂଲଣ୍ଡର ଜେମ୍ସ ଆଣ୍ଡରସନ୍ । ଗୁରୁବାର ଦକ୍ଷିଣ ଆଫ୍ରିକା ବିପକ୍ଷ ବକ୍ସିଂ ଡେ ଟେଷ୍ଟ ଖେଳି ଆଣ୍ଡରସନ୍ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି । ମେ 22, 2003ରେ ଲର୍ଡସ୍ରେ ପଦାର୍ପଣ କରିଥିବା ଆଣ୍ଡରସନ୍ ଏହି ମ୍ୟାଚ୍ ପୂର୍ବରୁ 149 ଟେଷ୍ଟରୁ 29.64 ହାରରେ 575 ଓ୍ବିକେଟ୍ ଅକ୍ତିଆର କରିଛନ୍ତି । ବକ୍ସିଂ ଡେ ଟେଷ୍ଟର ପ୍ରଥମ ବଲ୍ରେ ଆଣ୍ଡରସନ୍ ଡିନ୍ ଏଲ୍ଗାରଙ୍କୁ ଆଉଟ କରି ସଫଳତା ହାସଲ କରିଥିଲେ । 200 ଟେଷ୍ଟ ସହିତ ସଚିନ୍ ତେନ୍ଦୁଲକର ଏହି ତାଲିକାର ଏକନମ୍ବର ସ୍ଥାନରେ ରହିଛନ୍ତି । ଅନ୍ୟତମ ଇଂଲଣ୍ଡ ଖେଳାଳି ଆଲେଷ୍ଟେୟାର କୁକ୍ 161 ଟେଷ୍ଟ ସହିତ ପଞ୍ଚମ ସ୍ଥାନରେ ରହିଛନ୍ତି । (ଏଜେନ୍ସୀ)
https://www.youtube.com/watch?v=NoHR9Lz0mrw

