ନୂଆଦିଲ୍ଲୀ, 19/12 : ନାଗରିକତ୍ବ ସଂରକ୍ଷଣ ବିଲ୍କୁ ନେଇ ନୂଆଦିଲ୍ଲୀରେ ଆନ୍ଦୋଳନ ଚାଲିଥିବା ବେଳେ ମେଟ୍ରୋ ସେବା ବ୍ୟାହତ ହୋଇଛି । ଏହି ଆନ୍ଦୋଳନ ଫଳରେ ଦିଲ୍ଲୀର 14ଟି ମେଟ୍ରୋ ଷ୍ଟେସନ୍ରେ ସେବା ବନ୍ଦ ରଖାଯାଇଛି । ଲାଲ କିଲ୍ଲାରେ ଧାରା 144 ଲାଗୁ କରାଯିବା ପରେ ଡିଏମ୍ଆର୍ସି କର୍ତ୍ତୃପକ୍ଷ ଲାଲ କିଲ୍ଲା, ଜାମା ମସଜିଦ୍, ଚାନ୍ଦନୀ ଚୌକ୍, ବିଶ୍ବବିଦ୍ୟାଳୟ, ଜାମିଆ ମାଲିଆ ଇସଲାମିଆ, ଜସୋଲା ବିହାର, ଶାହିନ୍ ବିହାର ଏବଂ ମୁନିର୍କା ମେଟ୍ରୋ ଷ୍ଟେସନ୍ ବନ୍ଦ ରହିଛି । ଗତକାଲି ଠାରୁ 6ଟି ମେଟ୍ରୋ ଷ୍ଟେସନ୍ ବନ୍ଦ ରହିଛି । ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ବର୍ତ୍ତମାନ ସୁଦ୍ଧା ସୁପ୍ରିମକୋର୍ଟରେ 59ଟି ମାମଲା ଦାୟର କରାଯାଇଛି । (ଏଜେନ୍ସୀ)
Author: Samikhsya Bureau
କଟକ, ୧୯/୧୨: ଆସନ୍ତା ୨୨ ତାରିଖରେ ଭାରତ-ୱେଷ୍ଟଇଣ୍ଡିଜ୍ ବାରବାଟୀ ଦିନିକିଆ ଶୃଙ୍ଖଳର ଅନ୍ତିମ ମ୍ୟାଚ୍ କଟକ ବାରବାଟୀଠାରେ ଅନୁଷ୍ଠିତ ହେବ। ଏଥିପାଇଁ କ୍ରୀଡ଼ାପ୍ରେମୀଙ୍କ ମହଲରେ ପ୍ରବଳ ଉତ୍ସାହ ବଢିଯାଇଛି। ଅନ୍ଲାଇନ୍ରେ ଟିକେଟ ବିକ୍ରି ସରିଯାଇଥିବାବେଳେ ଆଜିଠାରୁ ୨୧ ତାରିଖ ଯାଏ କାଉଣ୍ଟରରେ ଟିକେଟ ବିକ୍ରି ହେଉଛି। ୧୨ଟି କାଉଣ୍ଟରରେ ୧୦ ହଜାର ୫୦ଟି ଟିକେଟ ବିକ୍ରି କରାଯିବ। ୩ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ମଧ୍ୟ ପୂରା ଟିକେଟ ଲାଗିବ। ପରିଚୟପତ୍ର ଦେଖାଇ ସର୍ବାଧିକ ୨ଟି ଟିକେଟ ନେଇ ହେବ ବୋଲି ସୂଚନା ରହିଛି। ଟିକେଟ ପାଇଁ ଲୋକମାନେ ରାତିରୁ ଲାଇନ୍ ଲଗାଇଥିବାର ଜଣାପଡିଛି। ଟିକେଟ ବିକ୍ରି ଯାଗାରେ ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। କ୍ରିକେଟ୍ ଖେଳ ପାଇଁ ଭାରତୀୟ କ୍ରିକେଟ ଖେଳାଳୀ ଓ ଓ୍ବେଷ୍ଟ ଇଣ୍ଡିଜ୍ କ୍ରିକେଟ ଖେଳାଳୀ ଅପରାହ୍ନ ୧.୩୦ରେ ଭୁବନେଶ୍ବରରେ ପହଞ୍ଚିବେ ବୋଲି ସୂଚନା ରହିଛି। (ଏଜେନ୍ସି)
ସମୀକ୍ଷା ବ୍ୟୁରୋ କୁଜଙ୍ଗ, ୧୯/୧୨: ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ଜିଲ୍ଲା ନାସି ଗ୍ରାମ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା କାର୍ଯ୍ୟ ଅତି ନିମ୍ନମାନର ହୋଇଥିବାର ଅଭିଯୋଗ ହୋଇଛି। ରାସ୍ତା ଓ କୋଠାବାଡ଼ି ବିଭାଗ ପକ୍ଷରୁ ବିନା ଫଳକରେ ପିଚୁ ରାସ୍ତାକାମ ମରାମତି କାର୍ଯ୍ୟ ହେଉଛି। କଟକ – ପାରାଦ୍ଵୀପ ରାସ୍ତା ତାଳଦଣ୍ଡା କେନାଲ ପାଖରୁ ଜିଲ୍ଲା ନାସି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ମରାମତି କାର୍ଯ୍ୟ କରିବା ନାମରେ ଭଲ ରାସ୍ତା ଉପରେ ପତଳା ପିଚୁ ପକାଇ ସରକାରୀ ଅର୍ଥ ଆତ୍ମସାତ କରିବା ପାଇଁ ମସୁଧା ଚାଲିଥିବାର ଅଭିଯୋଗ ହେଉଛି। ଯାହା ଫଳରେ ରାସ୍ତାର ସ୍ଥାୟୀତ୍ବକୁ ନେଇ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହୋଇଛି। ମିଳିଥିବା ସୂଚନାରୁ ପ୍ରକାଶ ଯେ, ଏହି ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା କାର୍ଯ୍ୟ ଗତ ୯ ତାରିଖରେ କରାଯାଇଥିବାବେଳେ ଏହାର ୧୦ ଦିନ ନ ପୂରୁଣୁ ରାସ୍ତାରୁ ପିଚୁ ଉଠିଯାଇଥିବାର ଦେଖିବାକୁ ମିଳିଛି। ଓ…
ମୁମ୍ବାଇ,19/12 : ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ସମଗ୍ର ଦେଶରେ ଆନ୍ଦୋଳନ ଚାଲିଥିବା ବେଳେ ମହାରାଷ୍ଟ୍ରରେ ଶାନ୍ତି ବଜାୟ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ନିବେଦନ କରିଛନ୍ତି । ଏହି ଆଇନକୁ ନେଇ ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ବିଭିନ୍ନ ମୁସଲିମ୍ ସମ୍ପ୍ରଦାୟର ମୁଖ୍ୟଙ୍କ ସହିତ ଉଦ୍ଧବ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବା ସହିତ ଶାନ୍ତି ବଜାୟ ରଖିବା ପାଇଁ ଅନୁରୋଧ କରିଥିଲେ । ବିଭିନ୍ନ ବିରୋଧୀ ଦଳର ନେତା ରାଷ୍ଟ୍ରପତିଙ୍କୁ ଭେଟି ସିଏଏ ପ୍ରତ୍ୟାହାର ପାଇଁ ଅନୁରୋଧ କରିବା ପରେ ଉଦ୍ଧବ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ସହିତ ଜାମିଆ ବିଶ୍ବ ବିଦ୍ୟାଳୟରେ ଆକ୍ରମଣକୁ ଉଦ୍ଧବ ନିନ୍ଦା କରିଥିଲେ । (ଏଜେନ୍ସୀ)
Kolkata: Indian Premier League (IPL) team Kolkata Knight Riders’ (KKR) co-owner Shah Rukh Khan arrives at Netaji Subhash Chandra Bose International Airport (NSCBI) in Kolkata on Dec 18, 2019. (Photo: IANS)
Mumbai: Actress Kriti Sanon during the launch of IAMS PetCare in Mumbai on Dec 18, 2019. (Photo: IANS)
ୱାସିଂଟନ, ୧୯/୧୨ : ଆମେରିକା ରାଷ୍ଟ୍ରପତିଙ୍କ ଟ୍ରମ୍ପ୍କୁ ବଡ଼ ଝଟ୍କା ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ହାଉସ ଅଫ ରିପ୍ରେଜେଣ୍ଟିଭରେ ମହାଭିଯୋଗ ପ୍ରସ୍ତାବ ପାସ ହୋଇଯାଇଛି। ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ବୁଧବାର ଦୀର୍ଘ ସମୟ ଧରି ବିତର୍କ ହୋଇଥିଲା। ବିତର୍କ ପରେ ପୁଣି ମତଦାନ ହୋଇଥିଲା। ହାଉସ ଅଫ ରିପ୍ରେଜେଣ୍ଟିଭ ଡୋନାଲ୍ଡ ଟ୍ରମ୍ପ ବିରୋଧରେ ମହାଭିଯୋଗ ଚଲାଇବା ପକ୍ଷରେ ମତଦାନ କରିଥିଲା। ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତାର ଦୁରୁପୋଯୋଗ ପାଇଁ ମହାଭିଯୋଗ ପ୍ରସ୍ତାବ ଆମେରିକୀୟ ଗୃହରେ ପାସ ହୋଇଯାଇଛି। ସୂଚନାଯୋଗ୍ୟ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ କ୍ଷମତାର ଦୂରୁପଯୋଗ ମାମଲା ଆସିଛି। ସଂସଦର ନିମ୍ନ ଗୃହ ହାଉସ ଅଫ ରିପ୍ରେଜେଣ୍ଟିଭରେ ବୁଧବାର ୧୦ ଘଣ୍ଟା ଯାଏଁ ବିତର୍କ ହୋଇଛି। (ଏଜେନ୍ସି)
ଲକ୍ଷ୍ନୌ, ୧୯/୧୨ : ସମଗ୍ର ଉତ୍ତର ଭାରତରେ ଶୀତଲହରୀର ପ୍ରଭାବ ଦେଖିବାକୁ ମିଳିଛି। ଉତ୍ତର ପ୍ରଦେଶ ସରକାର ଆଗାମୀ ଡିସେମ୍ବର ୨୦ ତାରିଖ ଯାଏଁ ରାଜ୍ୟର ସମସ୍ତ ସ୍କୁଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ ଜିଲ୍ଲା ସ୍ତରରେ ଅନେକ ଜିଲ୍ଲା ଅଧିକାରୀ ସ୍କୁଲକୁ ଡିସେମ୍ବର ୨୦ ଓ ୨୧ରେ ବନ୍ଦ କରିବାକୁ ଆଦେଶ ଜାରି କରିଥିଲେ। ଲକ୍ଷ୍ନୌ, ବାରାଣସୀ, କାନପୁର, ବରେଲି, ଗାଜିଆବାଦ ସମେତ କିଛି ସହରର ଜିଲ୍ଲା ଅଧିକାରୀ ପ୍ରଥମେ ଶୀତ ଯୋଗୁଁ ପ୍ରାଥମିକ ବିଦ୍ୟାଳୟ ଠାରୁ ଅଷ୍ଟମ ଶ୍ରେଣୀ ଯାଏଁ ଡିସେମ୍ବର ୨୦ ରୁ ୨୧ ଯାଏଁ ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲେ। ସମଗ୍ର ଉତ୍ତର ଭାରତରେ ଶୀତଲହରୀର ପ୍ରଭାବ ଦେଖିବାକୁ ମିଳିଛି। (ଏଜେନ୍ସି)
କେଦାର ମିଶ୍ର ଗତକାଲି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଯେ ସଂସଦରେ ତାଙ୍କ ଦଳ ନାଗରିକତା ସଂଶୋଧନ ଆଇନ ସପକ୍ଷରେ ଭୋଟ ଦେଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଜାତୀୟ ନାଗରିକ ରେକର୍ଡ ବା ଏନଆରସିକୁ ସମର୍ଥନ କରିବ ନାହିଁ। ନବୀନ ବାବୁଙ୍କ ମତରେ ନାଗରିକତା ସଂଶୋଧନ ଆଇନରେ ଭାରତର କୌଣସି ନାଗରିକ ପ୍ରଭାବିତ ହେବେନାହିଁ, କାରଣ ଏହା କେବଳ ବିଦେଶୀଙ୍କ ପାଇଁ ଲାଗୁ ହେବ ବୋଲି ବ୍ୟବସ୍ଥା ରହିଛି। ଆପାତତଃ ନବୀନ ବାବୁ ଠିକ କହୁଛନ୍ତି। ନାଗରିକ ସଂଶୋଧନ ଆଇନର କୌଣସି ପ୍ରଭାବ ଭାରତୀୟ ନାଗରିକଙ୍କ ଉପରେ ପଡିବ ନାହିଁ। ତେବେ ଏହି ଆଇନକୁ ବିରୋଧ କରିବାର କାରଣ ଆଦୌ ସ୍ଵଦେଶୀ ବା ବିଦେଶୀ ନୁହେଁ, ବରଂ ଏହି ଆଇନକୁ ବିରୋଧ କରିବାର ଏକମାତ୍ର କାରଣ ହେଉଛି, ଏହା ନାଗରିକତାର ବିଚାର ପାଇଁ ଧର୍ମକୁ ଏକ ଯୋଗ୍ୟତା ଭାବେ ଗ୍ରହଣ କରିଛି। ଜଣେ ବିଦେଶୀ ଭାରତର…
ମୁମ୍ବାଇଏ 19/12:ନାଗରିକତା ସଂଶୋଧନ ଆଇନକୁ ନେଇ ରାଜଧାନୀ ଦିଲ୍ଲୀ ସମେତ ସାରା ଦେଶରେ ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଇତିମଧ୍ୟରେ ଆଜି ଅର୍ଥାତ୍ ଗୁରୁବାର 19 ଡିସେମ୍ବରରେ ମୁମ୍ବାଇ ସ୍ଥିତ କ୍ରାନ୍ତି ମଇଦାନରେ ସିଏଏ ବିରୋଧରେ ପ୍ରଦର୍ଶନ ହେବାକୁ ରହିଛି। ଏହି କ୍ରାନ୍ତି ମଇଦାନରେ ହେବାକୁ ଥିବା ବିରୋଧ ପ୍ରଦର୍ଶନରେ ବଲିଉଡ୍ ସେଲିବ୍ରିଟ୍ମାନେ ନଜର ଆସିବେ। ଏହି ବିରୋଧ ପ୍ରଦର୍ଶନ ଅପରାହ୍ନ 4ଟାରୁ ଆରମ୍ଭ ହୋଇ ସନ୍ଧ୍ୟା 7 ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ନିକଟରେ ଅଭିନେତା ଫରହାନ୍ ଅଖତର୍ ଏକ ଟୁଇଟ୍ କରି ଏହି ସମ୍ପର୍କରେ ଅବଗତ କରାଇଛନ୍ତି। ଫରାହନ୍ ନାଗରିକତା ସଂଶୋଧନ କାନୁନ୍ ଓ ଏନ୍ଆରସି ସମ୍ବନ୍ଧୀୟ ଏକ ଚିତ୍ର ଟୁଇଟ୍ କରିବା ସହିତ କହିଛନ୍ତି ଯେ, ଏହା ବିରୋଧରେ ଆନ୍ଦୋଳନ କରିବା ଜରୁରୀ। ସେ ଆହୁରି ମଧ୍ୟ କହିଛନ୍ତି ଯେ, କେବଳ ସୋସିଆଲ ମିଡିଆରେ ବିରୋଧ କରିବାର ସମୟ ସରିଯାଇଛି। ଏବେ ବିରୋଧ…
Hyderabad: Actress Vedhika a interview in Hyderabad. (Photo: IANS)
Mumbai: Actors Varun Dhawan and Shraddha Kapoor during the promotions film “Street Dancer 3D” in Mumbai on Dec 17, 2019. (Photo: IANS)
ମୁମ୍ବାଇ,18/12: ରେମୋ ଡିସୌଜାଙ୍କ ନିର୍ଦ୍ଦେଶିତ ଫିଲ୍ମ ଷ୍ଟ୍ରିଟ୍ ଡ୍ୟାନ୍ସର-3ଡିର ଟ୍ରେଲର ରିଲିଜ୍ ହୋଇଛି । ଏବିସିଡି ଏବଂ ଏବିସିଡି-2ର ତୃତୀୟ ଭାଗରେ ବରୁଣ ଧଓ୍ବନ ଏବଂ ଶ୍ରଦ୍ଧା କପୁର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ନୋରା ଫତେହୀ, ଅପାରଶକ୍ତି ଖୁରାନା ଏବଂ ପ୍ରଭୁ ଦେବା ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିଛନ୍ତି । ଫିଲ୍ମରେ ଭାରତ ପାକ୍ ସମ୍ପର୍କର ତିକ୍ତତା ଦେଖାଇଛନ୍ତି ରେମୋ । ଏହା ସହିତ 90 ଦଶକର ଲୋକପ୍ରିୟ ଗୀତ ମୁକାବିଲାରେ ପ୍ରଭୁଦେବା ନାଚୁଥିବା ଟ୍ରେଲରରେ ଦେଖିବାକୁ ମିଳିଛି । ହଲିଉଡ୍ ଫିଲ୍ମ ଷ୍ଟେପ୍ଅପ୍-3ରେ କିଛି ସିନ୍ କପି କରାଯାଇଥିବା ଦେଖିବାକୁ ମିଳିଛି । ଫିଲ୍ମଟି ଜାନୁୟାରୀ 24, 2020ରେ ରିଲିଜ ହେବାକୁ ଯାଉଛି ।
Mumbai: Actress Kriti Sanon’s sister Nupur Sanon during launch a product in Mumbai on Dec 17, 2019. (Photo: IANS)
New Delhi: Actors Akshay Kumar, Kareena Kapoor, Diljit Dosanjh and Kiara Advani during the Group Photoshoot of the starcast of upcoming film “Good Newwz” in New Delhi on Dec 18, 2019. (Photo: Amlan Paliwal/IANS)
(191217) — CHICAGO, Dec. 17, 2019 (Xinhua) — People visit the Lincoln Park Zoo’s Zoolights in Chicago, the United States, on Dec. 16, 2019. Zoolights is an annual event to greet Christmas and the New Year. (Photo by Joel Lerner/Xinhua)
Mumbai: Actress Raveena Tandon seen at Bandra, in Mumbai on Dec 17, 2019. (Photo: IANS)
Mumbai: Actress Aditi Rao Hydari seen at Bandra, in Mumbai on Dec 17, 2019. (Photo: IANS)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର,18/12 : ଓଡିଶାର ଖ୍ୟାତନାମା କଥାଶୀଳ୍ପି ତରୁଣକାନ୍ତି ମିଶ୍ରଙ୍କୁ ଚଳିତବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଦିଆଯିବ ବୋଲି ଏକାଡେମୀ ପକ୍ଷରୁ ଘୋଷଣା କରାଯାଉଛି। ତାଙ୍କର ଗଳ୍ପ ପୁସ୍ତକ “ଭାସ୍ବତୀ” ପାଇଁ ଚଳିତ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବ ବୋଲି ଏକାଡେମୀ ତରଫରୁ ସୂଚନା ମିଳିଛି। ଶ୍ରୀ ମିଶ୍ର ଓଡ଼ିଆ ଭାଷାରେ ଗତ ଚାଳିଶ ବର୍ଷ ଧରି ଗଳ୍ପ ଓ ଉପନ୍ୟାସ ରଚନା କରି ଆସୁଛନ୍ତି। ତାଙ୍କର ଚର୍ଚ୍ଚିତ ପୁସ୍ତକ ଗୁଡିକ ଭିତରୁ “କୋମଳ ଗାନ୍ଧାର”, “ଶରଦ ଶତମ୍”, “ଭାସ୍ବତୀ” ଇତ୍ୟାଦି ବେଶ ପାଠକୀୟ ଆଦୃତି ପାଇଛି।
Mumbai: Actress Janhvi Kapoor seen at Bandra, in Mumbai on Dec 17, 2019. (Photo: IANS)
ବିଶାଖାପଟ୍ଟନମ୍, 18/12 : ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଅନୁଷ୍ଠିତ ଦିନିକିଆ ସିରିଜ୍ର ଦ୍ବିତୀୟ ଦିନିକିଆରେ ଓ୍ବିଣ୍ଡିଜ୍ ସମ୍ମୁଖରେ 388 ରନ୍ର ବିଜୟ ଲକ୍ଷ୍ୟ ରହିଛି । ଭାରତ ପକ୍ଷରୁ ଦୁଇ ଓପ୍ନର ରୋହିତ ଶର୍ମା(159) ଏବଂ ରାହୁଲ(102) ଶତକ ହାସଲ କରିଥିଲେ । ରୋହିତ ନିଜ ଅନ୍ତର୍ଜାତୀୟ କ୍ୟାରିୟରର 28 ତମ ଶତକ ହାସଲ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରେୟସ ଆୟାର (53) ଏବଂ ଋଷଭ ପନ୍ତ(39) ରନ୍ ସଂଗ୍ରହ କରିଥିଲେ । ପ୍ରଥମ ଓ୍ବିକେଟରେ ରାହୁଲ-ରୋହିତ 227 ରନ୍ ଯୋଡିଥିଲେ । ରୋହିତ 135 ବଲ୍ର ସମ୍ମୁଖୀନ ହୋଇ 17ଟି ଚୌକା ଏବଂ 5 ଛକ୍କା ସହାୟତାରେ 159 ରନ୍ କରିଥିବା ବେଳେ ରାହୁଲ 104 ଟି ବଲ୍ର ସମ୍ମୁଖୀନ ହୋଇ 8ଟି ଚୌକା ଏବଂ 3ଟି ଛକ୍କା ସହାୟତାରେ 102 ରନ୍ ସଂଗ୍ରହ କରିଥିଲେ । ଶେଷ ଭାଗରେ ପନ୍ତ 16ଟି ବଲ୍ର ସମ୍ମୁଖୀନ ହୋଇ…

