Author: Samikhsya Bureau

ଭୁବନେଶ୍ୱର: ଭାରତ ସରକାରଙ୍କ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ଅଧୀନ କ୍ଷେତ୍ର ପରିଚାଳନା ଡିଭିଜନର ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ (ଏନଏସଏସଓ) ୧୯୫୦ ମସିହା ଠାରୁ ବିଭିନ୍ନ ସାମାଜିକ-ଆର୍ଥିକ ବିଷୟବସ୍ତୁ ଉପରେ ଦେଶବ୍ୟାପୀ ବ୍ୟାପକ ଆକାରରେ ନମୁନା ସର୍ବେକ୍ଷଣ ଆୟୋଜନ କରି ଆସୁଛି। ଦେଶର ଅର୍ଥବ୍ୟବସ୍ଥାରେ ସେବା କ୍ଷେତ୍ର ଏକ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ଏବଂ ଜିଡିପିରେ ଏହି କ୍ଷେତ୍ରର ସର୍ବାଧିକ ଅଂଶଧନ ରହିଛି। ଏହି କାରଣରୁ ଏନଏସଏସଓ ଦ୍ୱାରା ସଂଗଠିତ/ନିଗମିତ ସେବା କ୍ଷେତ୍ର ଉଦ୍ୟୋଗ ଉପରେ ଏକ ଦେଶବ୍ୟାପୀ ସର୍ବେକ୍ଷଣ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏହି କ୍ଷେତ୍ରରେ ନିଯୁକ୍ତି, ପୁଞ୍ଜି ସୃଷ୍ଟି, ସକଳ ମୂଲ୍ୟ ବୃଦ୍ଧି, ଉଦ୍ୟୋଗ ମାନ୍ୟତା ଆଦି ସଂକ୍ରାନ୍ତ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟରେ ରହିଥିବା ତଥ୍ୟାତ୍ମକ ଶୂନ୍ୟସ୍ଥାନକୁ ପୂରଣ କରିବା ଉଦ୍ଦେଶ୍ୟରେ ସର୍ବେକ୍ଷଣ ଆୟୋଜନ କରାଯିବ। ସର୍ବଭାରତୀୟ ସ୍ତରରେ ଚୁଡ଼ାନ୍ତ ସେବା ଆୟୋଜନ କରିବା ପୂର୍ବରୁ ଜିଏସଟିଏନ ତଥ୍ୟକୁ ଆଧାର କରି ଓଡ଼ିଶା, ମଧ୍ୟପ୍ରଦେଶ…

Read More

ଭୁବନେଶ୍ୱର: ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ, ଭାରତୀୟ ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକର, ଆଦି ଗୀତିନାଟ୍ୟକାର ଲୋକକବି ଜଗନ୍ନାଥ ପାଣିଙ୍କ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଅବସରରେ ଆଜି ଅପରାହ୍ନରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ସ୍ୱତନ୍ତ୍ର ପୁସ୍ତକ ପ୍ରଦର୍ଶନୀ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ଏଥିରେ ଭାରପ୍ରାପ୍ତ ଅଧିକାରୀ ଲଷ୍ମୀଧର ବେହେରାଙ୍କ ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମରେ ଗ୍ରନ୍ଥାଗାରିକ ସସ୍ମିତା ମିଶ୍ର, ରୁଦ୍ରପ୍ରସାଦ ବେହେରା, କୁକୁମିନା ଦାସ, ବିଦ୍ୟାଧର ପଣ୍ଡା, ସଳିତା ପାତ୍ର, ମଂଜୁରାଣୀ ମୁଦୁଲି ଓ ଗ୍ରନ୍ଥାଗାର ଶିକ୍ଷାନବିଶମାନେ ଯୋଗଦେଇ ନିଜ ବକ୍ତବ୍ୟରେ ରାଜଧାନୀ ଭୁବନେଶ୍ୱର ଆଜି ନିଜର ୭୫ବର୍ଷ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଶିକ୍ଷା, ସ୍ୱାସ୍ଥ୍ୟ, ସୂଚନାପ୍ରଯୁକ୍ତି ପ୍ରତି କ୍ଷେତ୍ରରେ ଉନ୍ନତିର ଚରମ ସୋପାନରେ ପହଞ୍ଚି ପରିବ୍ୟାପ୍ତ ହୋଇଛି ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକର ଓ ଲୋକକବି ଜଗନ୍ନାଥ ପାଣିଙ୍କ ସ୍ମୃତି ଚାରଣ କରାଯାଇଥିଲା।…

Read More

ନୂଆଦିଲ୍ଲୀ: ଡିସେମ୍ବର UGC NET ପରୀକ୍ଷାର ଫଳାଫଳ ଜାତୀୟ ପରୀକ୍ଷା ଏଜେନ୍ସି ଦ୍ୱାରା ପ୍ରକାଶ ପାଇଛି। ପରୀକ୍ଷାରେ ଉପସ୍ଥିତ ଥିବା ପ୍ରାର୍ଥୀମାନେ ସେମାନଙ୍କର ଆବେଦନ ନମ୍ବର ଏବଂ ଜନ୍ମ ତାରିଖ ପ୍ରବେଶ କରି ଅଫିସିଆଲ୍ ସାଇଟରେ ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ। ଏହା ବ୍ୟତୀତ ପ୍ରାର୍ଥୀମାନେ ମଧ୍ୟ ଏଠାରେ ଉଲ୍ଲେଖ କରାଯାଇଥିବା ପଦ୍ଧତି ଅନୁଯାୟୀ ସେମାନଙ୍କର ଫଳାଫଳ ଯାଞ୍ଚ କରିବାରେ ସକ୍ଷମ ହେବେ। କିଛି ଦିନ ପୂର୍ବରୁ NTA ଏହି ପରୀକ୍ଷାର ଅନ୍ତିମ ଉତ୍ତର ଚାବି ପ୍ରକାଶ କରିଥିଲା। ଏଥର ଏହି ପରୀକ୍ଷା 21 ଫେବୃଆରୀରୁ 16 ମାର୍ଚ୍ଚ ପର୍ଯ୍ୟନ୍ତ କରାଯାଇଥିଲା। ଏହି ପରୀକ୍ଷା 83 ଟି ବିଷୟ ପାଇଁ 5 ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ଏହି ପରୀକ୍ଷାରେ ମୋଟ 8,34,537 ପ୍ରାର୍ଥୀ ଉପସ୍ଥିତ ଥିଲେ। ଯେଉଁମାନେ ପରୀକ୍ଷା ପରଠାରୁ ଫଳାଫଳକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ, ଯାହା ବର୍ତ୍ତମାନ ଶେଷ ହୋଇଛି। ଏହି ବର୍ଷ ପରୀକ୍ଷା ପାଇଁ ସାରା…

Read More

ନୂଆଦିଲ୍ଲୀ/ଭୁବନେଶ୍ୱର: ରିଲାଏନ୍ସ ଜିଓ ୫ଜି ଗ୍ରାହକମାନଙ୍କୁ ହାଇ ସ୍ପିଡ୍ ଡାଟା ପ୍ରଦାନ କରୁଛି। ଜିଓ ଗ୍ରାହକଙ୍କୁ ହାରାହାରି ୩୧୫.୩ ଏମ୍‌ବିପିଏସ୍‌ର ସୁପର ଡାଉନ୍‌ଲୋଡ୍ ସ୍ପିଡ୍ ମିଳିଛି । ଜିଓ ତୁଳନାରେ ଏୟାରଟେଲ୍ ପଛୁଆ ରହିଛି। ଏୟାରଟେଲ୍‌ର ହାରାହାରି ୫ଜି ଡାଉନ୍‌ଲୋଡ୍ ସ୍ପିଡ୍ ୨୬୧.୨ ଏମ୍‌ବିପିଏସ୍ ରହିଛି। ଓପନ୍ ସିଗ୍ନାଲ୍‌ର ମୋବାଇଲ୍ ନେଟ୍‌ୱର୍କ ଏକ୍ସପେରିଏନ୍ସ ରିପୋର୍ଟରେ ଏହା ପ୍ରକାଶ ପାଇଛି। ୫ଜି ସ୍ପିଡ୍ ସହିତ ୫ଜି କଭରେଜ୍‌ରେ ମଧ୍ୟ ଜିଓ ନିଜ ପ୍ରତିଦ୍ୱନ୍ଦ୍ୱୀ ଏୟାରଟେଲ୍‌ଠାରୁ ପ୍ରାୟ ତିନି ଗୁଣା ଆଗରେ ରହିଛି। ଜିଓ ଗ୍ରାହକମାନେ ୩୨.୫ ପ୍ରତିଶତ ସମୟ ୫ଜି ନେଟ୍‌ୱର୍କରେ ବିତାଉଥିବା ବେଳେ ଏୟାରଟେଲ୍ ଗ୍ରାହକମାନେ ମାତ୍ର ୧୧.୪ ପ୍ରତିଶତ ସମୟ ବିତାଉଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଯେହେତୁ ଗ୍ରାହକମାନେ ଏବେ ଉଭୟ ୪ଜି ଓ ୫ଜି ନେଟ୍‌ୱର୍କରେ ସମୟ ବିତାଉଛନ୍ତି ତେଣୁ, ଓପନ୍ ସିଗ୍ନାଲ୍ ପକ୍ଷରୁ କଭରେଜ୍ ମାପିବା ଲାଗି ଗ୍ରାହକମାନଙ୍କ ୫ଜି ନେଟ୍‌ୱର୍କରେ ବିତାଇଥିବା ସମୟ ବିଚାରକୁ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୪୫ ଗୋଟି ସ୍ଥାନରେ ଆୟୋଜିତ ହେଇଥିବା କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୩ ଏପ୍ରିଲ ୨୦୧୩ ରେ ପ୍ରାୟ ୭୧,୦୦୦ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନବନିଯୁକ୍ତ କର୍ମଚାରୀମାନଙ୍କୁ ସମ୍ବୋଧିତ କରିଛନ୍ତି। ଧର୍ମେନ୍ଦ୍ର ପ୍ରଧାନ, ମାନ୍ୟବର କେନ୍ଦ୍ର ଶିକ୍ଷା, କୌଶଳ ବିକାଶ ଏବଂ ଉଦ୍ୟମଶୀଳତା ମନ୍ତ୍ରୀ, ଭାରତ ସରକାର, ଭୁବନେଶ୍ୱର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୨୩୧ ନବନିଯୁକ୍ତଙ୍କୁ, ବିଶ୍ୱେଶ୍ୱର ଟୁଡୁ, ମାନ୍ୟବର କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ, ଆଦିବାସୀ ବ୍ୟାପାର ଏବଂ ଜଳ ଶକ୍ତି, ଭାରତ ସରକାର, କଟକ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୧୮୩ ନବନିଯୁକ୍ତଙ୍କୁ ଏବଂ ଫଗନ ସିଂ କୁଲାଷ୍ଟେ, ମାନ୍ୟବର କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ, ଇସ୍ପାତ ଏବଂ ଗ୍ରାମୀଣ ବିକାଶ, ଭାରତ ସରକାର, ବିଶାଖାପାଟନମ୍ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୧୬୫ ନବନିଯୁକ୍ତଙ୍କୁ ଯଥାକ୍ରମେ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ରୋଜଗାର ସୃଷ୍ଟି ପାଇଁ ସର୍ବୋଚ୍ଚ ପ୍ରାଥମିକତା ଦେବା…

Read More

ଭୁବନେଶ୍ବର: ଗରିବ ଲୋକମାନେ ଯେପରି ତାଙ୍କ ପ୍ରିୟଜନଙ୍କ ଅନ୍ତେଷ୍ଟିକ୍ରିୟା ସଂପାଦନରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ହରିଶ୍ଚନ୍ଦ୍ର ସହାୟତା ଯୋଜନା। ଏହି ଯୋଜନାରେ ଅନ୍ତେଷ୍ଟି ପାଇଁ ଗ୍ରାମାଞ୍ଚଳରେ ଦୁଇ ହଜାର ଟଙ୍କା ଓ ସହରାଞ୍ଚଳରେ ତିନି ହଜାର ଟଙ୍କା ସହାୟତା ମିଳୁଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହା ସହାୟତାକୁ ଗ୍ରାମାଞ୍ଚଳ ପାଇଁ ଦୁଇ ହଜାରରୁ ତିନି ହଜାର ଟଙ୍କା ଏବଂ ସହରାଞ୍ଚଳ ଓ ପୁରୀ ସ୍ବର୍ଗଦ୍ବାର ପାଇଁ ତିନି ହଜାରରୁ ଚାରି ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିନିମନ୍ତେ ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଏକ ରିଭଲଭିଂ ଫଣ୍ଡ ଖୋଲାଯାଇ ଏଥିପାଇଁ ୧୫ ହଜାର ଟଙ୍କା ଲେଖାଏ ଅର୍ଥ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ ହରିଶ୍ଚନ୍ଦ୍ର ସହାୟତା ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଭରଣା କରାଯାଉଛି। ସାରା ରାଜ୍ୟର ସମସ୍ତ ପଞ୍ଚାୟତର ରିଭଲଭିଂ ଫଣ୍ଡ ପାଇଁ ୧୦ କୋଟି ୧୯ ଲକ୍ଷ…

Read More

ରଣପୁର: ରଣପୁର କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟ ପରିସରରୁ ୧୦ ଦିନ ଭିତରେ ୨ଟି ଅହିରାଜ ସାପ ଉଦ୍ଧାର କରାଯାଇଥିବା ଜଣାଯାଇଛି। କିଛି ଦିନ ତଳେ ଅଫିସର ପରିସ୍ରାଗାରା ଭିତରୁ ଏକ ୧୦ ଫୁଟର ଅହିରାଜ ଉଦ୍ଧାର କରାଯାଇଥିବା ବେଳେ ଗତକାଲି ଅଫିସ ପରିସରରେ ଥିବା ପଣସ ଗଛରୁ ଏକ ୧୧ ଫୁଟ୍‌ର ଅହିରାଜକୁ ଉଦ୍ଧାର କରାଯାଇଛି। ସାପ ଧରାଳି ମନୁ ଥାପା ଏହି ଦୁଇଟି ଅହିରାଜକୁ ଉଦ୍ଧାର କରି ରଣପୁର ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇଥିବା ଜଣାଯାଇଛି।

Read More

ରଣପୁର: ଓଡିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ନୟାଗଡ ଜିଲ୍ଲା ରଣପୁର ଜଗନ୍ନାଥ ମନ୍ଦିରର ୨୦୨୩ ରଥଯାତ୍ରା ପାଇଁ ରଥଖଳାରେ ଗତକକାଲି ଠାରୁ ରଥ ନିର୍ମାଣ ପାଇଁ କାଠ ଆସି ପହଂଚି ସାରିଛି। ଆଗାମୀ ୨୩ ତାରିଖରେ ଅକ୍ଷୟ ତୃତୀୟାରେ ରଥ କାଠ ଅନୂକୂଳ କରାଯିବ। ଏହା ସହ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା ମଦନ ମୋହନଙ୍କ ସହ ପଞ୍ଚୁ ମହାଦେବ ବଧି ପୋଖରୀରେ ଚନ୍ଦନ ଯାତ୍ରା କରିବେ। ଅକ୍ଷୟ ତୃତୀୟା ଠାରୁ ତିନି ରଥ ପାଇଁ ତିନୋଟି କାଠ ଅନୁକୂଳ କରାଯିବ।

Read More

ରଣପୁର: ଆଜି ପବିତ୍ର ମେରୁ ଉପବାସ ରଣପୁରରେ ମହାସମାରୋହରେ ପାଳିତ ହୋଇଯାଇଛି। ଓଡିଶାର ଧର୍ମ ସଂସ୍କୃତି କହିଲେ ବିଷ୍ନୁ ଏବଂ ଶିବଙ୍କୁ ନେଇ ଆଧାରିତ ହୋଇଥାଏ। କିଛି ବ୍ୟକ୍ତି ବିଷ୍ଣୁଙ୍କୁ ଉପାସନା କରୁଥିଲା ବେଳେ ଆଉ କିଛି ବ୍ୟକ୍ତି ଶିବଙ୍କୁ ଉପାସନା କରିଥାନ୍ତି। ଗାଁ ଗହଳି ପୁରପଲ୍ଲୀରେ ଜୁଆଡେ ଦେଖିବ ଉପବାସ୍ୟାଙ୍କ ଭିଡ। ଆଜି ଶୈବ ଉପାସକମାନେ ରଣପୁର ଅଚଂଳରେ ଏକ ଗଣ ପର୍ବ ଭାବରେ ମେରୁ ପର୍ବକୁ ପାଳନ କରିଥାନ୍ତି। ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ନିର୍ଜଳ ଉପବାସ କରି ଅପରାହ୍ନରେ ଦଣ୍ଡ ଠାକୁରଙ୍କ ସ୍ନାନ ପରେ ସମସ୍ତେ ସ୍ନାନ କରି ପ୍ରଭୁଙ୍କ ଅଧରପଣା ସେବନ କରିଥାନ୍ତି। ଏବଂ ସନ୍ଧ୍ୟାରେ ସମସ୍ତ ଦଣ୍ଡ ପାଟବେତ କୋଠୀ ସାମ୍ନାରେ ଭକ୍ତା ମାନେ ନିଷ୍ଠା ପରାକାଷ୍ଠାର ସହ ଓହଳତୋପ କରିଥାନ୍ତି। ଗୋଡ ଦୁଇଟିକୁ ଉପରେ ବାନ୍ଧି ରଖି ଅଗ୍ନି କୁଣ୍ଡରେ ଓହଳି ଦଣ୍ଡ ପାଟବେତଙ୍କୁ ଆରାଧନା କରିଥିବାର ଦେଖିବାକୁ ମିଳିଥିଲା। ରଣପୁର ସ୍ୱପ୍ନେଶ୍ୱର ଦେବ,…

Read More

ଭୁବନେଶ୍ୱର: ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ପୂର୍ବରୁ ଆୟୋଜିତ ଜନଭାଗିଦାରୀ କାର୍ଯ୍ୟକ୍ରମରେ ଏକ ପ୍ରମୁଖ (ଆଙ୍କର) ଶିକ୍ଷାନୁଷ୍ଠାନ ଭାବେ ସାମିଲ ହୋଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଏନସିଇଆରଟି। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ୱାରା ମିଳିଥିବା ଏହି ଦାୟିତ୍ୱକୁ ନିର୍ବାହ କରିବାକୁ ଯାଇ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇ ଭାରତର ଜି-୨୦ ଅଧ୍ୟକ୍ଷତା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି। ଏହି କ୍ରମରେ ଆଜି ଜନଭାଗିଦାରୀ କାର୍ଯ୍ୟକ୍ରମର ତ୍ରୟୋଦଶ ଦିନରେ ପ୍ରତିଷ୍ଠାନ ପକ୍ଷରୁ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଉପରେ ଏକ ଜାତୀୟ ୱେବିନାର ଆୟୋଜନ କରାଯାଇଥିଲା। ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପି. ସି. ଅଗ୍ରୱାଲ ୱେବିନାରରେ ଅଧ୍ୟକ୍ଷତା କରିଥିବା ବେଳେ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ। ଅନ୍ୟ ବକ୍ତାମାନଙ୍କ ମଧ୍ୟରେ ଏନସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଏଚ. କେ.…

Read More

ଭୁବନେଶ୍ଵର: ଆଜି ପୁଣି ସାରା ରାଜ୍ୟରେ ଅସହ୍ୟ ତାତି ଯୋଗୁଁ ଲୋକେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। କେବଳ ମଣିଷ କାହିଁକି ଏଭଳି ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜୀବଜନ୍ତୁଙ୍କ ଜୀବନ ମଧ୍ୟ ବିପଦରେ ପଡିଛି। ଆଜି ତାପମାତ୍ରାରେ ସବୁ ରେକର୍ଡ ଭାଙ୍ଗିଯାଇଛି। ୮ ଟି ସହରରେ ୪୨ ଡିଗ୍ରୀ ଉପରେ ତାପମାତ୍ରା ତାପମାତ୍ରା ରହିଥିବା ବେଳେ ୨୫ ଟି ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିଛି। ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ବାରିପଦା ରେକର୍ଡ କରିଛି। ବାରିପଦାରେ ତାପମାତ୍ରା ୪୩.୫ ଡିଗ୍ରୀ ସେଲସିୟସ ରହିଛି। ଅନୁଗୁଳ, ସୋନପୁର ଓ ବୌଦ୍ଧରେ ତାପମାତ୍ରା ୪୨.୫ ଡିଗ୍ରୀ ସେଲସିୟସ ରହିଛି। ସେହିଭଳି ଟିଟିଲାଗଡରେ ୪୨.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ତାଳଚେର, ଭବାନୀପାଟଣା ଓ ବଲାଙ୍ଗୀରରେ ୪୨ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି। ତେବେ କଟକରେ ୪୧.୪ ଡିଗ୍ରୀ ସେଲସିୟସ ଏବନ ଭୁବନେଶ୍ବରରେ ୪୦.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

Read More

କନ୍ଦର୍ପ ବେହେରା ରେଢାଖୋଲ: ସରକାର ଗରିବ ତଥା ଆର୍ଥିକ ଅନଗ୍ରସର ଏବଂ ରୋଗୀମାନଙ୍କ ପାଇଁ ପୁଳା ପୁଳା ଯୋଜନା କାର୍ଯ୍ୟକାରୀ କରିଛନ୍ତି। ହେଲେ ଯୋଜନା ଗୁଡିକ ଠିକ୍ ବ୍ୟକ୍ତି ପାଖରେ ପହଂଚି ପାରୁନି। ଯା’ ଫଳରେ ଗ୍ରାମାଂଚଳରେ ରୋଗୀଟିଏ ଚିକିତ୍ସା ନ ପାଇ ମୃତ୍ୟୁ ମୁଖରେ ପଡୁଛି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି। ସେଇ ଟଙ୍କା ରୋଗୀ ପାଖରେ ନପହଂଚି ବାଟମାରଣା ହେଉଛି ଅଧା ବାଟରେ। ସେଇଭଳି ଦୁଇ ଜଣ ରୋଗୀ ଚିକିତ୍ସା ଅଭାବରୁ ଶଯ୍ୟା ଶାୟୀ। ନା ତାଙ୍କ ପାଖରେ ଟଙ୍କା ଅଛି ନା ସରକାରୀ ସହାୟତା ପାଉଛନ୍ତି। ଏଇ ରୋଗୀ ଦୁଇ ଜଣ ହେଲେ ନାକଟିଦେଉଳ ବ୍ଲକ୍ ସରାପାଲି ଗ୍ରାମର। ଅର୍ଥ ଅଭାବରୁ ୨ ଭାଇ ଏବେ ଶଯ୍ୟାଶାୟୀ। ସେମାନଙ୍କର ଦେଖାରଖା କରୁଛନ୍ତି ଚପଳା ନାଏକ। ନାକଟିଦେଉଳ ବ୍ଲକ୍ ସରାପାଲି ଗ୍ରାମର ପ୍ରଶାନ୍ତ କୁମାର ନାଏକ (୫୦) କଟକ ଜିଲ୍ଲା ଫୁଲନଖରା ର କୁରଙ୍ଗବଜାର…

Read More

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ ଗୌରବମୟ ଅତୀତ ଓ ବର୍ତ୍ତମାନକୁ ଏକତି୍ରତ କରି ଭୁବନେଶ୍ୱରର ପ୍ରାଚୀନ ଐତିହ୍ୟ, ପ୍ରତିଷ୍ଠା, କ୍ରମବିକାଶ ଓ ସମୃଦ୍ଧିର ବାର୍ତ୍ତାବହନ କରିଛି। ମନ୍ଦିରମାଳିନୀ ଭୁବନେଶ୍ୱର ଆଜି ଭାରତର ଏକ ଅତ୍ୟାଧୁନିକ ସହରରେ ପରିଣତ ହୋଇଛି। ଦୀର୍ଘ ୭୫ ବର୍ଷର ଇତିହାସକୁ ଏହି ପ୍ରଦର୍ଶନୀରେ ଯେଉଁଭଳି ସାବଲୀଳ ଢଙ୍ଗରେ ସ୍ଥାନିତ କରାଯାଇଛି ତାହା ବାସ୍ତବରେ ପ୍ରଶଂସନୀୟ ବୋଲି ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ପ୍ରକାଶ କରିଛନ୍ତି। ଆଜି ପୂର୍ବାହ୍ନରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ଅମାତ ଉଦ୍‌ଘାଟନ କରିବା ସହ ଏହାକୁ ବୁଲି ଦେଖିଥିଲେ। ଉଦ୍‌ଘାଟନ ସମୟରେ ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ରନାଥ ପରିଡ଼ା, ଉତ୍କଳ…

Read More

ଭୁବନେଶ୍ୱର: ସମ୍ବେଦନଶୀଳ ଆଇନ୍ ଶୃଙ୍ଖଳା ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ରାଜନୀତି ନକରିବାକୁ କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର। ଆଜି ଏଠାରେ ସାମ୍ବାଦିକମାନଙ୍କୁ ଶ୍ରୀମତୀ ମିଶ୍ର କହିଛନ୍ତି ଯେ ଦେଶର ବିଜେପି ଶାସିତ ରାଜ୍ୟ ଯଥା ଉତ୍ତରପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ତୁଳନାରେ ଓଡିଶାର ଆଇନ୍‌ଶୃଙ୍ଖଳା ପରିସ୍ଥିତି ବେଶ୍ ଭଲ ରହିଛି। ଏପରିକି ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟସଭାକୁ ଯାଇଥିବା ମଧ୍ୟପ୍ରଦେଶ ତୁଳନାରେ ଓଡିଶାର ଆଇନ୍‌ଶୃଙ୍ଖଳା ସ୍ଥିତି ବେଶ୍ ଭଲ। ଏହା ଅତ୍ୟନ୍ତ ସ୍ପର୍ଶକାତର ଘଟଣା ଓ ଏହାକୁ ନେଇ ରାଜନୀତି କରିବା ବଦଳରେ ସଂଯମତାର ସହ ମୁକାବିଲା କରାଯିବା ଆବଶ୍ୟକ। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଢ ଭାବେ ପରିଚାଳନା ଏବଂ ପରିସ୍ଥିତିକୁ ଶାନ୍ତ କରିବାକୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି ଯାହା ସମସ୍ତେ ଦେଖୁଛନ୍ତି। କେନ୍ଦ୍ର ସରକାରଙ୍କର ଜଣେ ଦାୟିତ୍ୱସମ୍ପନ୍ନ ମନ୍ତ୍ରୀ ଭାବେ ଯଦି ଆପଣ ଏହାକୁ ନେଇ ରାଜନୀତି କରିବା ବଦଳରେ ଲୋକଙ୍କୁ ଶାନ୍ତ ରହିବାକୁ ନିବେଦନ କରିଥାନ୍ତେ…

Read More

ନୂଆଦିଲ୍ଲୀ: ଆଜି ଆଇପିଏଲରେ ପଞ୍ଜାବ କିଙ୍ଗସ୍ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଲଢେଇ ହେବ। ଇଂଲଣ୍ଡର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଲିଆମ୍ ଲିଭିଙ୍ଗଷ୍ଟୋନ ପଞ୍ଜାବ ଦଳରେ ଯୋଗ ଦେଇଛନ୍ତି। ଏଭଳି ପରିସ୍ଥିତିରେ ପଞ୍ଜାବ ଦଳକୁ ବହୁତ ଶକ୍ତି ମିଳିବ। ଏଥି ସହିତ ଗୁଜୁରାଟ ଦଳ ପାଇଁ ଶେଷ ମ୍ୟାଚରେ ଅନୁପସ୍ଥିତ ଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ଏହି ମ୍ୟାଚରେ ପୁଣି ଥରେ ତାଙ୍କ ଦଳର ଅଧିନାୟକତ୍ୱ ପରିଚାଳନା କରୁଥିବା ଦେଖିବାକୁ ମିଳିବ। ଏହି ଦୁଇ ଅଲରାଉଣ୍ଡରଙ୍କ ପ୍ରତ୍ୟାବର୍ତ୍ତନ ସହିତ ଉଭୟ ଦଳକୁ ପ୍ଲେଇଂ-୧୧ ଏବଂ ରଣନୀତିରେ କିଛି ପରିବର୍ତ୍ତନ କରିବାକୁ ପଡିବ। ସମ୍ଭାବ୍ୟ ଖେଳାଳି ଏକାଦଶ ଏବଂ ଉଭୟ ଦଳର ଇମ୍ପାକ୍ଟ ଖେଳାଳି: ପଞ୍ଜାବ କିଙ୍ଗ୍ସ (ପ୍ରଥମେ ବ୍ୟାଟିଂ): ପ୍ରଭାସୀମରନ୍ ସିଂ, ଶିଖର ଧାୱନ (ଅଧିନାୟକ), ଭାନୁକା ରାଜପକ୍ସା, ଜିତେଶ ଶର୍ମା (ୱି.କି), ଲିଆମ୍ ଲିଭିଙ୍ଗଷ୍ଟୋନ୍, ସାମ୍ କୁରାନ୍, ଏମ୍ ଶାହରୁଖ ଖାନ୍, ହରପ୍ରୀତ ବରାର, ନାଥାନ୍ ଏଲିସ୍, ରାହୁଲ ଚହର, ଅର୍ଶଦୀପ…

Read More

ଭୁବନେଶ୍ଵର: ଆଜି ମଧ୍ୟ ରାଜ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ମେଘମୁକ୍ତ ଆକାଶ, ସୂର୍ଯ୍ୟଙ୍କ ପ୍ରଖର କିରଣ, ବାୟୁମଣ୍ଡଳରେ ଜଳୀୟବାଷ୍ପ ପରିମାଣ ହ୍ରାସ ଏବଂ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବାହିତ ହେଉଥିବା ଗରମ ଶୁଷ୍କ ପବନ ପାଇଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଆଜି ଦିନ ୧୧.୩୦ ସୁଦ୍ଧା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ଝାରସୁଗୁଡାରେ ୩୯.୨ ଡ଼ିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ସେହିଭଳି ବାଲେଶ୍ୱର ଓ ଚାନ୍ଦବାଲିରେ ୩୯ ଡ଼ିଗ୍ରୀ ଲେଖାଏଁ, ଭୁବନେଶ୍ୱରରେ ୩୮.୬ ଡ଼ିଗ୍ରୀ, ସମ୍ବଲପୁରରେ ୩୮.୨ ଡ଼ିଗ୍ରୀ, କେନ୍ଦୁଝରରେ ୩୭.୬ ଡ଼ିଗ୍ରୀ, ହୀରାକୁଦରେ ୩୭.୪ ଡ଼ିଗ୍ରୀ, ଗୋପାଳପୁରରେ ୩୪.୬ ଡ଼ିଗ୍ରୀ, ପୁରୀରେ ୩୩.୪ ଡ଼ିଗ୍ରୀ ଏବଂ ପାରାଦୀପରେ ୩୩ ଡ଼ିଗ୍ରୀ ତାପମାତ୍ରା ରେକରଦ କରାଯାଇଛି। ତେବେ ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଗତକାଲି ଝାରସୁଗୁଡା ବିଶ୍ବର ପଞ୍ଚମ ଉତ୍ତପ୍ତ ସହର ହୋଇଥିଲା। ଅନ୍ୟପଟେ ୧୬ ତାରିଖରେ ପାଗରେ…

Read More

ନାଗପୁର (ମହାରାଷ୍ଟ୍ର): କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କୁ ଧମକ ଦେବା ମାମଲାରେ ଏକ ନୂଆ ମୋଡ଼ ଆସିଛି। ନାଗପୁର ପୋଲିସ ମଧ୍ୟ ଏହି ମାମଲାରେ ଆତଙ୍କବାଦ ବିରୋଧୀ ଆଇନ UAPA ର ଏକ ଧାରା ଯୋଡିଛି। ପୋଲିସର ସୂଚନାନୁସାରେ, ଅଭିଯୁକ୍ତ ଜୟେଶ ପୂଜାରୀଙ୍କ ପିଏଫଆଇ ଏବଂ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ସହ ସମ୍ପର୍କ ରହିଛି ବୋଲି ସୂଚନା ରହିଛି। ଜେଲରେ ଥିବାବେଳେ ନିତିନ ଗଡକରୀଙ୍କୁ ହତ୍ୟା କରାଯିବ ବୋଲି ଜୟଶ ପୂଜାରୀ ଧମକ ଦେଇଥିଲେ। ବର୍ତ୍ତମାନ ଏଟିଏସ୍ ମଧ୍ୟ ପୁରୋହିତଙ୍କୁ ପଚରାଉଚରା କରିପାରନ୍ତି। ବାସ୍ତବରେ କେଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କୁ କର୍ଣ୍ଣାଟକର ଜେଲରେ ଥିବା କଏଦୀ ଜୟଶ ପୂଜାରୀ ଧମକ ଦେଇଥିଲେ। ସେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀଙ୍କ ନାଗପୁର କାର୍ଯ୍ୟାଳୟକୁ ଧମକ ଦେଇ ୧୦୦ କୋଟି ଟଙ୍କା ମାଗିଥିଲେ। ଅନୁସନ୍ଧାନ ବେଳେ ପୋଲିସ ଜାଣିବାକୁ ପାଇଲା ଯେ, କଏଦୀ ଜୟଶ ପୂଜାରୀ ହିଣ୍ଡାଲଗାଙ୍କୁ ହତ୍ୟା ମାମଲାରେ…

Read More

ଭୁବନେଶ୍ଵର: ଆଜି ଝାରସୁଗୁଡା ଉପ-ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ଆଜି ଠାରୁ ୨୦ ତାରିଖ ଯାଏଁ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିପାରିବେ। ସେଥିପାଇଁ ସମୟ ମଧ୍ୟ ନିର୍ଦ୍ଧାରଣ କରାଯାଇଛି। ଦିନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ କରିପାରିବେ। ତେବେ ଏପ୍ରିଲ ୨୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ଏବଂ ଏପ୍ରିଲ ୨୪ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇପାରିବ। ସେହିଭଳି ମେ’ ୧୦ ତାରିଖରେ ଭୋଟଗ୍ରହଣ ହେବ। ସକାଳ ୭ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ। ଏବଂ ମେ’ ୧୩ ତାରିଖରେ ଭୋଟଗଣତି ହେବ। ପ୍ରକାଶ ଥାଉ କି ଝାରସୁଗୁଡା ଉପ-ନିର୍ବାଚନ ପାଇଁ ପ୍ରତ୍ୟେକ ରାଜନୈତିକ ଦଳଗୁଡିକ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ବିଜୁ ଜନତା ଦଳ ପକ୍ଷରୁ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଥିବା ବେଳେ…

Read More

ନୂଆଦିଲ୍ଲୀ: ଦେଶର ସର୍ବ ପୁରାତନ ମେଟ୍ରୋ ସେବା କୋଲକାତା ମେଟ୍ରୋ ଇତିହାସ ସୃଷ୍ଟି କରିଛି। ଭାରତରେ ପ୍ରଥମ ଥର ପାଇଁ ଏକ ମେଟ୍ରୋ ନଦୀରେ ଗତି କରିଛି। ମେଟ୍ରୋ ହୁଗୁଲି ନଦୀ ତଳେ ଯାତ୍ରା କରୁଥିବା ବେଳେ କୋଲକାତାର ହାୱଡାରୁ ଏସପ୍ଲାନେଡ୍ ପର୍ଯ୍ୟନ୍ତ ଏକ ଟ୍ରାଏଲ୍ ରନ୍ କରାଯାଇଥିଲା। କୋଲକାତା ମେଟ୍ରୋ ଜେନେରାଲ୍ ମ୍ୟାନେଜର ପି ଉଦୟ କୁମାର ରେଡ୍ଡୀ ଏହି ରନ୍ କୁ କୋଲକାତା ସହର ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି। ଉଦୟ କୁମାର ରେଡ୍ଡୀ କହିଛନ୍ତି ଯେ, ଏହା ପ୍ରଥମ ଥର ପାଇଁ ହୁଗଲି ନଦୀରେ ଏକ ଟ୍ରେନ୍ ଚାଲିଛି। ଏହା ମଧ୍ୟ ୩୩ ମିଟର ଗଭୀରତା ବିଶିଷ୍ଟ ସବୁଠୁ ଗଭୀର ଷ୍ଟେସନ। ଭାରତରେ ପ୍ରଥମ ଥର ପାଇଁ ଏହା ଘଟିଛି। କୋଲକାତା ସହର ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ। ସେ କହିଛନ୍ତି ଯେ, ହାୱଡା ମଇଦାନରୁ ଏସପ୍ଲାନେଡ ପର୍ଯ୍ୟନ୍ତ ପରୀକ୍ଷା ଆସନ୍ତା…

Read More

ପୁଣେ: ହିନ୍ଦୁତ୍ୱ ଭାବବାଦୀ ବିନାୟକ ଦାମୋଦର ସାବରକରଙ୍କ ନାତି ବୁଧବାର ଦିନ ମହାରାଷ୍ଟ୍ର କୋର୍ଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଅପରାଧିକ ମାନହାନି ମକଦ୍ଦମା ଦାୟର କରିଛନ୍ତି। ବିନାୟକ ଦାମୋଦର ସାବରକରଙ୍କ ନାତି ସାତ୍ତ୍ଵିକ ସାବରକର କହିଛନ୍ତି ଯେ, ତାଙ୍କ ଓକିଲ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୪୯୯ ଏବଂ ୫୦୦ ଅନୁଯାୟୀ କୋର୍ଟରେ ହଜାର ହୋଇଛନ୍ତି। ସାତ୍ତ୍ଵିକ ପିଟିଆଇକୁ କହିଛନ୍ତି ଯେ, ଆଜି କୋର୍ଟର ଅଧିକାରୀମାନେ ଅନୁପସ୍ଥିତ ଥିବାରୁ ସେମାନେ ଆମକୁ ଶନିବାର ଦିନ ପୁନର୍ବାର ଆସିବାକୁ କହିଛନ୍ତି। ଅଭିଯୋଗର ବିଷୟବସ୍ତୁ ସମ୍ପର୍କରେ ସାତ୍ତ୍ଵିକ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଲଣ୍ଡନରେ ପ୍ରବାସୀ ଭାରତୀୟ ସମ୍ପ୍ରଦାୟ ସହ କଥାବାର୍ତ୍ତା ସମୟରେ ସାବରକରଙ୍କ ବିଷୟ ଉଠାଇଛନ୍ତି। ରାହୁଲ ଗାନ୍ଧୀ ଉପସ୍ଥିତ ଲୋକଙ୍କୁ କହିଥିଲେ ଯେ, ବିନାୟକ ଦାମୋଦର ସାବରକର ଏକ ପୁସ୍ତକ ଲେଖିଛନ୍ତି ଯେଉଁଥିରେ କୁହାଯାଇଛି ଯେ ସେ ଏବଂ ତାଙ୍କର ପାଞ୍ଚରୁ ଛଅ ଜଣ ବନ୍ଧୁ…

Read More

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣର ଦ୍ରୁତ ଗତି ବର୍ତ୍ତମାନ ଅଧିକ ଭୟଭୀତ କରିବାରେ ଲାଗିଛି। ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୦ ହଜାର ୧୫୮ ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି। ଏହା ପରେ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୪୪ ହଜାର ୯୯୮ କୁ ବୃଦ୍ଧି ପାଇଛି। ପୂର୍ବ ଦିନ ତୁଳନାରେ କରୋନା ମାମଲାରେ ଦ୍ରୁତ ବୃଦ୍ଧି ଘଟିଛି। ଏହାର ଗୋଟିଏ ଦିନ ପୂର୍ବରୁ ଦେଶରେ ମୋଟ ୭ ହଜାର ୮୩୦ ମାମଲା ରିପୋର୍ଟ ହୋଇଥିଲା।

Read More