Author: Samikhsya Bureau

ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ କୌଣସି ଶୁଭ କାର୍ଯ୍ୟ କିମ୍ବା ପୂଜାରେ ନଡ଼ିଆ ନିଶ୍ଚିତ ଭାବରେ ବ୍ୟବହୃତ ହୁଏ। ନଡ଼ିଆକୁ ଶ୍ରୀଫଳ ମଧ୍ୟ କୁହାଯାଏ। ପୂଜାରେ ନଡ଼ିଆ ବିନା କଳଶର ପ୍ରତିଷ୍ଠା ଅସମ୍ପୂର୍ଣ୍ଣ ଅଟେ। ନଡ଼ିଆରେ ତ୍ରିଦେବଙ୍କ ବାସସ୍ଥାନ ବୋଲି ବିଶ୍ୱାସ କରାଯାଏ। ଏହା ପ୍ରତ୍ୟେକ ଶୁଭ କାର୍ଯ୍ୟ ପାଇଁ ବ୍ୟବହୃତ ହୁଏ। ମାତା ଲକ୍ଷ୍ମୀଙ୍କ ପାଇଁ ଶ୍ରୀଫଳ ବିଶେଷ ପ୍ରିୟ। ନଡ଼ିଆ ସହିତ ଜଡିତ କିଛି ବିଶେଷ ଉପାୟ ଗ୍ରହଣ କରି ଲକ୍ଷ୍ମୀ ମାତାଙ୍କୁ ପ୍ରସନ୍ନ କରାଯାଇପାରେ। ଏହା ଧନ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ଅତ୍ୟନ୍ତ ଉପଯୋଗୀ ବୋଲି ବିବେଚନା କରାଯାଏ। ଆସନ୍ତୁ ଏହା ବିଷୟରେ ଜାଣିବା… ନଡ଼ିଆ ଆର୍ଥିକ ସମସ୍ୟା ଦୂର କରିଥାଏ: ଅର୍ଥ ସମ୍ବନ୍ଧୀୟ ସମସ୍ୟାରେ ନଡ଼ିଆ ଉପଚାର ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ। ଯଦି ଆପଣଙ୍କ ହାତରେ ଟଙ୍କା ନାହିଁ, ତେବେ ଶୁକ୍ରବାର ଦିନ ସକାଳେ ଗାଧୋଇବା ପରେ ନାଲି ପୋଷାକ ପିନ୍ଧନ୍ତୁ। ଏହି…

Read More

ନୂଆଦିଲ୍ଲୀ: କୃଷି ଏବଂ କୃଷକ ବିକାଶ ମନ୍ତ୍ରଣାଳୟ ଦ୍ୱାରା ୨୦୨୨- ୨୩ ମସିହା ନିମନ୍ତେ ମୁଖ୍ୟ ଖରିଫ ଫସଲମାନଙ୍କ ଉତ୍ପାଦନର ପ୍ରଥମ ଅଗ୍ରୀମ ଆକଳନ ଜାରି କରାଯାଇଛି। କେନ୍ଦ୍ର କୃଷି ଏବଂ କୃଷକ ବିକାଶ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଏହି ସୂଚନା ଦେଇ କହିଛନ୍ତିଯେ ଖରିଫ ଋତୁରେ ୧୪୯.୯୨ ନିୟୁତ ଟନ୍ ଖାଦ୍ୟାନ୍ନ ଉତ୍ପାଦନ ହେବାର ପୂର୍ବାନୁମାନ କରାଯାଇଛି। ସେ କହିଲେ ଯେ, କୃଷି କ୍ଷେତ୍ରରେ ପ୍ରତି ଦିନ କୃଷକମାନେ କରୁଥିବା କଠିନ ପରିଶ୍ରମ, ବୈଜ୍ଞାନିକମାନଙ୍କ କୁଶଳତା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାରଙ୍କ କୃଷକ ହିତୈଷୀ ନୀତିଗୁଡ଼ିକ କାରଣରୁ ଏଭଳି ବିକାଶ ହୋଇଚାଲିଛି। ପ୍ରଥମ ଅଗ୍ରୀମ ଅନୁମାନ ଅନୁସାରେ, ୨୦୨୨- ୨୩ରେ ମୁଖ୍ୟ ଖରିଫ ଫସଲଗୁଡ଼ିକର ଅନୁମାନିତ ଉତ୍ପାଦନ ନିମ୍ନମତେ ହେବ: -ଖାଦ୍ୟାନ୍ନ – ୧୪୯.୯୨ ନିୟୁତ ଟନ୍‌ -ଧାନ – ୧୦୪.୯୯ ନିୟୁତ ଟନ୍‌ -ପୋଷକ/ ମୋଟା ଶସ୍ୟ – ୩୬.୫୬ ନିୟୁତ ଟନ୍‌ -ମକା…

Read More

କୁମ୍ଭ- ସମୟର ଯତ୍ନ ନିଅନ୍ତୁ । କିଛି ବିଶେଷ କାର୍ଯ୍ୟ ପାଇଁ ଆପଣଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିପାରେ । ଆପଣ ମଧ୍ୟ କୈଣସି ଆକସ୍ମିକ ଘଟଣାରେ ତୁରନ୍ତ ନିଷ୍ପତ୍ତି ନେବା ଠାରୁ ଦୂରେଇ ରହିବା ଉଚିତ୍ । ଆପଣଙ୍କ ସ୍ୱାସ୍ଥ୍ୟ ସ୍ୱାଭାବିକ ହେବ । ସାମାନ୍ୟ ଥକ୍କା ମଧ୍ୟ ହୋଇପାରେ। ମୀନ– ଭାଗ୍ୟ ଆପଣଙ୍କ ସହିତ ରହିପାରେ ।  ଏହି ସମୟରେ କରାଯାଇଥିବା ପ୍ରୟାସ ସଫଳ ହେବାର ସମ୍ଭାବନା ଅଧିକ । ବୋଧହୁଏ ଆପଣ ଅତିରିକ୍ତ ଦାୟିତ୍ବ ପାଇବେ କିମ୍ବା ସାମ୍ପ୍ରତିକ ଚାକିରିରେ କାମ କରିବ । ଆପଣଙ୍କର ଆୟ ବଢିବାର ସମ୍ଭାବନା ମଧ୍ୟ ଅଧିକ। ଆପଣଙ୍କର ମନ ଭଲ କାମ କରିବ ।

Read More

ମେଷ- ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । କାରବାରରେ ସତର୍କତା ବ୍ୟବହାର କରନ୍ତୁ । ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ । ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ । ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ । ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ । ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ ବୃଷ- ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ । ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ । ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ ।  ବ୍ୟବସାୟ ଭଲ କରିବ । ଅଫିସରେ ଚାକିରୀକୁ ନେଇ ସନ୍ତୁଷ୍ଟ ହେବେ । ଘର ବାହାରେ ଜୀବନ ଖୁସି ହେବ । ମୋଟ ଉପରେ, ଆଜି ଆପଣଙ୍କ ପାଇଁ ସଠିକ୍ ଦିନ ହେବ । ମିଥୁନ- ଆପଣ ଏକାସାଙ୍ଗରେ ଅନେକ…

Read More

ଭୁବନେଶ୍ବର: ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ଆଜି ସଂଧ୍ୟାରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର‌୍ୟ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଓଡିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢୀ ଯୋଗଦେଇ ପ୍ରଦୀପ ପ୍ରଜଜ୍ଜ୍ୱନ ପୂର୍ବକ ଉଦଘାଟନ କରିଥିଲେ। ଏହି ଉପଲକ୍ଷେ ପରିଷଦ ତରଫରୁ ଏକ ନାଟକ ‘ଏ ଦୁନିଆ ସ୍ୱାର୍ଥପର’ ଅନୁଷ୍ଠିତ ହୋଇଥିଲା। ଜୀବନ ଧର୍ମୀ କାହାଣୀ ସଂପର୍କିତ ଏହି ନାଟକକୁ ଗୋଲକ ମହାରଣା ରଚନା କରିଥିବା ବେଳେ ହରେନ୍ ସାହୁନିର୍ଦ୍ଦେଶନା ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ କହିଲେ ଯେ, ସଂସ୍କୃତି ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ବର୍ଷସାରା ସବୁବେଳେ ବିଭିନ୍ନ ସାଂସ୍କୃତିକ କାର‌୍ୟ୍ୟକ୍ରମ ନିମନ୍ତେ ସାଂସ୍କୃତିକ ଦଳ ପ୍ରେରଣ ଓ ଅନ୍ୟାନ୍ୟ ବିଭାଗୀୟ କାର‌୍ୟ୍ୟକ୍ରମରେ ବ୍ୟସ୍ତ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଜୁନାଗଡ ବ୍ଲକ ଅନ୍ତର୍ଗତ ହାବସପୁର ଗ୍ରାମ ପଂଚାୟତ ତରଫରୁ ଆଜାଦି କି ଅମୃତ ମହୋତ୍ସବ ଅବସରରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ହବସପୁର ସରପଞ୍ଚ ବିକାଶ ରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ସ୍ବାସ୍ଥ୍ୟ ସେବା ପଦାଧିକାରୀ, ସ୍ଥାନୀୟ ବୁଦ୍ଧିଜୀବି, କର୍ମଚାରୀ, ସମାଜସେବୀ, ନିର୍ବାଚିତ ପ୍ରତିନିଧି ମାନଙ୍କ ଉପସ୍ଥିତିରେ ନିଜ ନିଜ ପରିବେଶ ର ସ୍ବଚ୍ଛତା ରକ୍ଷା କରିବା ପାଇଁ ଶପଥ ପାଠ କରାଯାଇଥିଲା। ଏହାପରେ ସ୍ଥାନୀୟ ଛାତ୍ର ଛାତ୍ରୀ, ସ୍ବାସ୍ଥ୍ୟ ସେବା ପଦାଧିକାରୀ, ସ୍ଥାନୀୟ ବୁଦ୍ଧିଜୀବି, କର୍ମଚାରୀ, ସମାଜସେବୀ, ନିର୍ବାଚିତ ପ୍ରତିନିଧି ମାନଙ୍କ ଦ୍ବାରା ଶୋଭାଯାତ୍ରା ସମସ୍ତ ଗ୍ରାମ ପରିକ୍ରମା କରାଯାଇ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ଦିଆଯାଇଥିଲା। ଏଭଳି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଆଗାମୀ ଦିନରେ ପରିବେଶ ସୁରକ୍ଷା ରକ୍ଷା କରାଯାଇପାରିବ ବୋଲି ମତ ପ୍ରକାଶ ପାଇଛି। ସ୍ଥାନୀୟ ସ୍ବାସ୍ଥ୍ୟ ସେବା ପଦାଧିକାରୀ ସାଧୁରାମ କୈବର୍ତ୍ତ, ଆଶାରାଣୀ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାମପନ୍ଥୀ ଉଗ୍ରବାଦ ମୁକ୍ତ ଭାରତ ପରିକଳ୍ପନା ଏବଂ ଆତଙ୍କବାଦ ବିରୋଧରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଶୂନ୍ୟ ସହନଶୀଳତା ନୀତିକୁ କାର୍ଯ୍ୟକାରୀ କରିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ବିଭିନ୍ନ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ କରିଛନ୍ତି। ସେମାନେ ଦେଶବ୍ୟାପୀ ବାମପନ୍ଥୀ ଉଗ୍ରବାଦ ବିରୋଧୀ ଲଢ଼େଇକୁ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚାଇଛନ୍ତି। ମାଓବାଦ ଓ ନକ୍ସଲବାଦ ବିରୋଧରେ ଜାରି ରହିଥିବା ଅନ୍ତିମ ପର୍ଯ୍ୟାୟ ନିର୍ଣ୍ଣାୟକ ଲଢ଼େଇରେ ସୁରକ୍ଷାବାହିନୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ବାମପନ୍ଥୀ ଉଗ୍ରବାଦ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୂନ୍ୟ ସହନଶୀଳତା ନୀତିକୁ ସଫଳତା ମିଳିଛି। ପ୍ରଥମ ଥର ପାଇଁ ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାରେ ଥିବା ‘ବୁଢ଼ାପାହାଡ଼’ ଏବଂ ବିହାରର ସମ୍ପୂର୍ଣ୍ଣ ଅପହଞ୍ଚ ଇଲାକା ଚକ୍ରାବନ୍ଧ ଓ ଭୀମାବନ୍ଧକୁ ସୁରକ୍ଷାବାହିନୀ କବଜାକୁ ଆଣିବାରେ ସଫଳ ହୋଇଛନ୍ତି। ମାଓବାଦୀଙ୍କ ଗଡ଼ ଭୁଶୁଡ଼ିଛି ଏବଂ ସୁରକ୍ଷାବାହିନୀ ଏଠାରେ ସ୍ଥାୟୀ ଶିବିର ପ୍ରତିଷ୍ଠା…

Read More

ଭୁବନେଶ୍ବର: ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତ ପ୍ରାଣୀ ଚିକିତ୍ସକ, ପ୍ରାଣୀଧନ ନିରୀକ୍ଷକ, କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଓ କନିଷ୍ଠ ଯନ୍ତ୍ରୀଙ୍କ ପାଇଁ ଆୟୋଜିତ ଦିଗଦର୍ଶନ କାର୍ଯ୍ୟକ୍ରମରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀସଂପଦ କ୍ଷେତ୍ରକୁ ତୃଣମୂଳ ସ୍ତରରେ ଅଭିବୃଦ୍ଧିର ଏକ ଇଞ୍ଜିନ ବୋଲି ମତ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ଏକସଙ୍ଗେ ଭୁବନେଶ୍ବରର ଲୋକସେବା ଭବନ ସମ୍ମିଳନୀ କକ୍ଷ ଏବଂ ଜୟଦେବ ଭବନ ଠାରେ ଆୟୋଜିତ ହୋଇଥିଲା। ସମସ୍ତ ଜିଲ୍ଲାର ବିଭାଗୀୟ ଅଧିକାରୀମାନେ ଭିଡିଓ କନଫରେନସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ ଦ୍ଵାରା ମୋଟ ୧୪୬ ପ୍ରାଣୀ ଚିକିତ୍ସକ, ୫୮୮ ପ୍ରାଣୀଧନ ନିରୀକ୍ଷକ, ୬୭ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଓ ୩ କନିଷ୍ଠ ଯନ୍ତ୍ରୀ ନୂତନ ଭାବରେ ନିଯୁକ୍ତ ହୋଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ…

Read More

ଭୁବନେଶ୍ବର: ଓଡିଆ ଚଳଚିତ୍ରର ପ୍ରଯୋଜକ ତଥା ନିର୍ଦ୍ଦେଶକ ସୁମନ୍ତ କୁମାର ଦେ ଙ୍କ ପରଲୋକ ହୋଇଛି। ଆଜି ଦିନ 2ଟା 30 ମିନିଟରେ 58 ବର୍ଷ ବୟସରେ ବାଲେଶ୍ବରରେ ତାଙ୍କର ପରଲୋକ ଘଟିଛି। ଫଳରେ ଓଡିଆ ସିନେ ଜଗତର ଏକ ଶୋକର ଛାୟା ଖେଳିଯାଇଛି। 90 ଦଶକରେ ସୁମନ୍ତ ଓଡିଆ ଚଳଚିତ୍ରରେ ବେଶ୍ ଜଣାଶୁଣା ଥିଲେ। ପ୍ରଯୋଜକ ତଥା ନିର୍ଦ୍ଦେଶକ ଭାବେ ତାଙ୍କର ଚଳଚିତ୍ର ବେଶ ଲୋକପ୍ରିୟ ଅର୍ଜନ କରିଥିଲା। ସେଗୁଡିକ ମଧ୍ୟରେ ଥିଲା ବଡ ଭାଉଜ. ହିସାବ କରିବ କାଳିଆ, ଅନ୍ଧ ଅର୍ଜୁନ ଯାହା ମୁକ୍ତିଲାଭ କରିପାରି ନ ଥିଲା। କେବଳ ସିନେମା ନୁହେଁ ସେ ଯାତ୍ରା ଜଗତର ମଧ୍ୟ ଜଣେ ପରିଚିତ ବ୍ୟକ୍ତିତ୍ବ ଥିଲେ। ସେ ପ୍ରାୟ 20 ରୁ ଅଧିକ ଯାତ୍ରାର ନିର୍ଦ୍ଦେଶକ ଥିଲେ। ତାଙ୍କ ବିୟୋଗରେ ଓଡିଆ ଚଳଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଅନ୍ତିମ ସଂସ୍କାର ପୁରୀ ସ୍ବର୍ଗଦ୍ବାରରେ କରାଯାଇଛି।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଏଠାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଦେଶର ଜାତୀୟ ଲଜିଷ୍ଟିକ୍ ନୀତିକୁ ଅନୁମୋଦନ ପ୍ରଦାନ କରାଯାଇଛି। ଲଜିଷ୍ଟିକ୍ ବା ସମ୍ଭାରତନ୍ତ୍ର ଏବଂ ଏହାର ପରିବେଶକୁ ଆନ୍ତଃ ବିଷୟକ, ବିଭିନ୍ନ କ୍ଷେତ୍ର ଭିତ୍ତିକ, ପୂର୍ଣ୍ଣାଙ୍ଗ ଏବଂ ସୁସଂହତ କରିବା ଏହି ନୀତିର ଲକ୍ଷ୍ୟ। ସାମଗ୍ରୀ ଓ ରସଦ ଯୋଗାଣ କ୍ଷେତ୍ରରେ ଲଜିଷ୍ଟିକ୍ ବ୍ୟବସ୍ଥାର ଗୁରୁତ୍ୱ ଅଧିକ। ଏହା ଯୁଗ ଉପଯୋଗୀ, ସୁଂସହତ ଏବଂ ପୂର୍ଣ୍ଣାଙ୍ଗ ନ ହେଲେ ବିକାଶ ପ୍ରକ୍ରିୟା ଆଗେଇ ପାରିବ ନାହିଁ। ସେ ଦୃଷ୍ଟିରୁ ନୂଆ ଲଜିଷ୍ଟିକ୍ ନୀତିର ପ୍ରଣୟନ ଓ ପ୍ରବର୍ତ୍ତନର ଆବଶ୍ୟକତା ରହିଛି। ଏହି ନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜାତୀୟ ଗତିଶକ୍ତି ମାଷ୍ଟର ପ୍ଲାନକୁ ପ୍ରଶଂସା କରାଯାଇ ତଦନୁସାରେ ବିଧିବ୍ୟବସ୍ଥା ପ୍ରସ୍ତୁତ ହୋଇଛି। ପ୍ରଧାନମନ୍ତ୍ରୀ ଜାତୀୟ ଗତିଶକ୍ତି ମାଷ୍ଟର ପ୍ଲାନରେ ସମନ୍ୱିତ ଭିତ୍ତିଭୂମି ବିକାଶ ଗୁରୁତ୍ୱ ପାଇଛି। ଅତଏବ ତାହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଥିବା ନୂଆ…

Read More

ଭୁବନେଶ୍ବର: ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ ଭ୍ରମଣରେ ଆସିଥିବା ମହାରାଷ୍ଟ୍ରର ଛାତ୍ରଛାତ୍ରୀମାନେ ଗସ୍ତର ତୃତୀୟ ଦିନ ଆଜି ଭୁବନେଶ୍ବରର ଖଣ୍ଡଗିରି ଓ ଉଦୟଗିରି, କଳିଙ୍ଗ ଷ୍ଟାଡିୟମ ଓ ଆଦିବାସୀ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି। ଓଡ଼ିଶାର ଖଣ୍ଡଗିରି ଓ ଉଦୟଗିରିର ପୁରାତନ ଗୁମ୍ଫାର ଇତିହାସ ବିଷୟରେ ଛାତ୍ରମାନଙ୍କୁ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରାଯାଇଥିଲା। ରାଜ୍ୟ ଆଦିବାସୀ ସଂଗ୍ରହାଳୟରେ ଛାତ୍ରଛାତ୍ରୀମାନେ ରାଜ୍ୟର ଆଦିବାସୀ ଜୀବନଶୈଳୀ, କଳା, ସଂସ୍କୃତି ଓ ଆହୁରି ଅନେକ ବିଷୟରେ ଜାଣିବାକୁ ପାଇଲେ। କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରି ଛାତ୍ରମାନେ ଷ୍ଟାଡିୟମର ବିଶ୍ବଶ୍ରେଣୀୟ ଭିତ୍ତିଭୂମିକୁ ଦେଖିବାର ସୁଯୋଗ ପାଇଲେ। ଏଠାରେ ଆଗାମୀ ଏଫଆଇଏଚ୍ ପୁରୁଷ ହକି ବିଶ୍ବ କପ୍ ଅନୁଷ୍ଠିତ ହେବାକୁ ଯାଉଛି। ଭୁବନେଶ୍ବର ଭ୍ରମଣ କରିସାରିବା ପରେ, ଛାତ୍ରମାନେ ଜିଆଇଏଫଟି ଭୁବନେଶ୍ବର ଠାରେ ସାଂସ୍କୃତିକ ହବି କ୍ଲାସରେ ଅଂଶଗ୍ରହଣ କରିଥିଲେ। ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଆଇଏଫଟି ଭୁବନେଶ୍ବର ପରିଦର୍ଶନରେ ଆସିଥିବା ମହାରାଷ୍ଟ୍ରର ଛାତ୍ରମାନଙ୍କ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକରେ ଉଚ୍ଚଦକ୍ଷତା ବିଶିଷ୍ଟ ସୌର ପିଭି ମଡ୍ୟୁଲରେ ଗିଗାୱାଟ ଆଧାରିତ ଉତ୍ପାଦନ କ୍ଷମତା ହାସଲ କରିବା ଲକ୍ଷ୍ୟ ନେଇ ୧୯ହଜାର ୫୦୦ କୋଟି ଟଙ୍କାର ବ୍ୟୟବରାଦ ସହିତ ‘ଉଚ୍ଚ ଦକ୍ଷତା ବିଶିଷ୍ଟ ସୌର ପିଭି ମଡ୍ୟୁଲର ଜାତୀୟ କାର୍ଯ୍ୟକ୍ରମ’ ପାଇଁ ଉତ୍ପାଦନ ଆଧାରିତ ପ୍ରୋତ୍ସାହନ ଯୋଜନାକୁ ଅନୁମୋଦନ କରାଯାଇଛି। ଏଥିପାଇଁ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଉଚ୍ଚ ଦକ୍ଷତା ବିଶିଷ୍ଟ ସୌର ପିଭି ମଡ୍ୟୁଲ ପାଇଁ ଜାତୀୟ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଭାରତରେ ଉଚ୍ଚ ଦକ୍ଷତା ବିଶିଷ୍ଟ ସୌର ପିଭି ମଡ୍ୟୁଲ ପ୍ରସ୍ତୁତି ପାଇଁ ଏକ ଇକୋସିଷ୍ଟମ ନିର୍ମାଣ କରିବା। ଏହା ମାଧ୍ୟମରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଆମଦାନୀ ଉପରେ ନିର୍ଭରଶୀଳତାକୁ ମଧ୍ୟ କମ କରାଯାଇ ପାରିବ। ଏହି ପଦକ୍ଷେପ ‘ଆତ୍ମନିର୍ଭର ଭାରତ’ ଅଭିଯାନକୁ ମଜବୁତ କରିବା ସହିତ ରୋଜଗାର ମଧ୍ୟ ବୃଦ୍ଧି…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ପରିବେଶ ମନ୍ତ୍ରୀମାନଙ୍କ ଜାତୀୟ ସମ୍ମିଳନୀକୁ ଆସନ୍ତା ୨୩ ତାରିଖ ପୂର୍ବାହ୍ନ ସାଢେ ଦଶଟାରେ ଗୁଜରାଟର ଏକତାନଗରଠାରେ ଆଭାସୀ ମାଧ୍ୟମରେ ଉଦ୍‌ଘାଟନ କରିବେ। ଏହି ଅବସରରେ ସେ ସମବେତ ଜନତାଙ୍କୁ ମଧ୍ୟ ଉଦ୍‌ବୋଧନ ଦେବେ। ସଂଘୀୟ ସହଯୋଗ ବ୍ୟବସ୍ଥାକୁ ଆଗେଇ ନେବା ତଥା କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ପରିବେଶ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ସୁସମନ୍ୱୟ ରକ୍ଷା ଉଦ୍ଦେଶ୍ୟରେ ଏହି ସମ୍ମିଳନୀ ଡକାଯାଇଛି। ନୀତିଗୁଡିକ ମଧ୍ୟରେ ପ୍ଲାଷ୍ଟିକ ପ୍ରଦୂଷଣ ନିରାକରଣ, ପରିବେଶ ପାଇଁ ଜୀବନ ଶୈଳୀ ଉପରେ ଗୁରୁତ୍ୱ ଦେଇ ଜଳବାୟୁ ପରିବର୍ତ୍ତନ ସମସ୍ୟାର ମୁକାବିଲା ନିମନ୍ତେ ରାଜ୍ୟର କାର୍ଯ୍ୟାନ୍ୱୟନ ଯୋଜନା ଇତ୍ୟାଦି ଅନ୍ତର୍ଭୁକ୍ତ। ଅନୁର୍ବର ଜମିର ପୁନରୁଦ୍ଧାର ଓ ବନ୍ୟପ୍ରାଣୀ ସଂରକ୍ଷଣ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇ ଜଙ୍ଗଲ ସୀମା ବୃଦ୍ଧି ନେଇ ମଧ୍ୟ ସମ୍ମିଳନୀରେ ଗୁରୁତ୍ୱ ଆରୋପ କରାଯିବ। ୨୩ ଓ ୨୪ସେପ୍ଟେମ୍ବରରେ ଆୟୋଜିତ ହେବାକୁ ଥିବା ଏହି ଦୁଇଦିନିଆ ସମ୍ମିଳନୀରେ ଛଅଟି…

Read More

ଭୁବନେଶ୍ବର: ଦକ୍ଷିଣ ପୂର୍ବ ମଧ୍ୟ ରେଳପଥ ବିଳାସପୁର ରେଳମଣ୍ଡଳର ରାଇଗଡ଼ ଓ ଝାରସୁଗୁଡା ରେଳ ସେକ୍ସନ ଅନ୍ତର୍ଗତ ଇବ ଷ୍ଟେସନ ଠାରେ ଚତୁର୍ଥ ଲାଇନ କାର୍ଯ୍ୟକ୍ଷମ ପାଇଁ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ରୁ ଛାଡୁଥିବା କିମ୍ବା ରେଳପଥକୁ ଆସୁଥିବା ପ୍ରଦତ୍ତ ଟ୍ରେନ୍ ନିମ୍ନଲିଖିତ ଅନୁଯାୟୀ ପ୍ରଭାବିତ ହେବ… ଟ୍ରେନର ବାତିଲ୍: ଭୁବନେଶ୍ୱର ଠାରୁ ଚଳିତ ମାସ 22, 26 ଏବଂ 29.09.2022 ତାରିଖରେ ଏବଂ ମୁମ୍ବାଇ ଏଲଟିଟି ଠାରୁ 24, 28.09.2022 ଏବଂ 01.10.2022 ତାରିଖରେ ଛାଡିବାକୁ ଥିବା 12880/12879 ଭୁବନେଶ୍ୱର-ଏଲଟିଟି- ଭୁବନେଶ୍ୱର ଏକ୍ସପ୍ରେସ ବାତିଲ ରହିବ। ପୁରୀ ଠାରୁ ଚଳିତ ମାସ 27.09.2022 ତାରିଖରେ ଏବଂ ମୁମ୍ବାଇ ଏଲଟିଟି ଠାରୁ 29.09.2022 ତାରିଖରେ ଛାଡିବାକୁ ଥିବା 22866/22865 ପୁରୀ-ଏଲଟିଟି-ପୁରୀ ଏକ୍ସପ୍ରେସ ବାତିଲ ରହିବ। ବିଶାଖାପାଟନମ୍ ଠାରୁ ଚଳିତ ମାସ 23, 24 ଏବଂ 27.09.2022 ତାରିଖରେ ଏବଂ ଅମୃତସରରୁ 24, 25 ଏବଂ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଭାରତରେ ସେମିକଣ୍ଡକ୍ଟର ବିକାଶ ଏବଂ ଡିସପ୍ଲେ ଉତ୍ପାଦନ ଇକୋସିଷ୍ଟମ କାର୍ଯ୍ୟକ୍ରମରେ ନିମ୍ନଲିଖିତ ସଂଶୋଧନକୁ ମଞ୍ଜୁର କରିଛନ୍ତି: ୧. ଭାରତରେ ସେମିକଣ୍ଡକ୍ଟର ଫ୍ୟାବ ପ୍ରତିଷ୍ଠା ଯୋଜନା ଅଧୀନରେ ସବୁ ପ୍ରଯୁକ୍ତି ନୋଡସ୍‌ ପାଇଁ ପ୍ରକଳ୍ପ ଖର୍ଚ୍ଚର ୫୦ ପ୍ରତିଶତ ସହ ସମାନ ଆର୍ଥିକ ସହାୟତା। ୨. ଡିସପ୍ଲେ ଫ୍ୟାବ୍‌ ପ୍ରତିଷ୍ଠା କରିବାର ଯୋଜନା ଅଧୀନରେ ପ୍ରକଳ୍ପ ଖର୍ଚ୍ଚର ୫୦ ପ୍ରତିଶତ ସହ ସମାନ ଆଧାରରେ ଆର୍ଥିକ ସହାୟତା। ୩. ଭାରତରେ କମ୍ପାଉଣ୍ଡ ସେମିକଣ୍ଡକ୍ଟର/ସିଲିକନ ଫୋଟୋନିକ୍ସ/ସେନ୍ସର ଫ୍ୟାବ ଏବଂ ସେମିକଣ୍ଡକ୍ଟର ଏଟିଏମପି/ଓଏସଏଟି ସୁବିଧା ପ୍ରତିଷ୍ଠା ଲାଗି ଏହି ଯୋଜନା ଅଧୀନରେ ପୁଞ୍ଜିଗତ ବ୍ୟୟର ୫୦ ପ୍ରତିଶତ ସମାନତା ଆଧାରରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏହା ବ୍ୟତୀତ ଯୋଜନା ଅଧୀନରେ ଲକ୍ଷ୍ୟ ଆଧାରିତ ପ୍ରଯୁକ୍ତିରେ ଡିସ୍କ୍ରିପ୍ଟ ଫ୍ୟାବଗୁଡ଼ିକୁ ମଧ୍ୟ ସାମିଲ କରାଯିବ। ସଂଶୋଧିତ କାର୍ଯ୍ୟକ୍ରମ ଅଧୀନରେ, ସମସ୍ତ ପ୍ରଯୁକ୍ତି ନୋଡ୍ସ ପାଇଁ ସେମିକଣ୍ଡକ୍ଟର ଫ୍ୟାବ…

Read More

କନ୍ଦର୍ପ ବେହେରା ରେଢ଼ାଖୋଲ: ରେଢ଼ାଖୋଲ ସହରରୁ ବାଇକ୍ ଚୋରି ଅଭିଯୋଗରେ ପୋଲିସ ୩ ଟି ଚୋରି ହୋଇଥିବା ବାଇକ୍ ଉଦ୍ଧାର କରିଥିବାବେଳେ ୨ ଜଣଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଥିବା ରେଢ଼ାଖୋଲ ଏସଡିପିଓ ପ୍ରଶାନ୍ତ କୁମାର ମେହେର ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି। ପୋଲିସ୍ ସୂତ୍ରରୁ ଜଣା ପଡ଼ିଛି ଯେ, ଗତ ଅଗଷ୍ଟ ୩ ତାରିଖରେ ରେଢ଼ାଖୋଲ ତହସିଲ କାର୍ଯ୍ୟାଳୟ ସମ୍ମୁଖରୁ ଜଣେ ତହସିଲ କର୍ମଚାରୀଙ୍କ ଏକ ହୋଣ୍ଡା ବାଇକ୍ ଚୋରି ହୋଇଥିଲା। ଏନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା। ପୋଲିସ୍ ଘଟଣାଟିକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲ। ପୁଣି ଗତ ୧୦ ତାରିଖରେ ରେଢ଼ାଖୋଲ ସାପ୍ତାହିକ ବଜାରରୁ ଏକ ପେସନ ପ୍ରୋ ଗାଡ଼ି ଚୋରି ହୋଇଥିଲା। ଏନେଇ ପୋଲିସ ସହରର ସିସିଟିଭି ଫୁଟେଜରୁ ଜାଣିବାକୁ ପାଇଥିଲା ଯେ ଯୁଯୋମୁରା ଅଞ୍ଚଳର ଜଣେ ବ୍ୟକ୍ତି ଲଗାତାର ଭାବେ ରେଢ଼ାଖୋଲ ଅଞ୍ଚଳରୁ ବାଇକ୍ ଚୋରି କରିନେଉଛି।…

Read More

ଭୁବନେଶ୍ୱର: ଏକ ଦୁର୍ଘଟଣାର ଶିକାର ହୋଇ ଶରୀରର ୩୦ ପ୍ରତିଶତ ପୋଡି ହୋଇଯାଇଥିବା ଏକ ୪ ବର୍ଷର ଶିଶୁ କନ୍ୟା ସମ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇଛି। ହସ୍ପିଟାଲ୍‌ର ବର୍ନ ଆଣ୍ଡ ପ୍ଲାଷ୍ଟିକ ସର୍ଜରୀ ବିଭାଗର ସଫଳ ଚିକିତ୍ସା ଯୋଗୁଁ ଶିଶୁଟି ସୁ୍‌ସ୍ଥ ହୋଇ ଘରକୁ ଫେରିଛି। ପ୍ରଜ୍ଞା ପ୍ରିୟଦର୍ଶିନୀ ସାହୁ ନାମକ ଏହି ଶିଶୁ କନ୍ୟାଟିର ଏକ ଦୁର୍ଘଟଣାରେ ମୁହଁ, ବେକ ଓ ଶରୀରର ଉପର ଭାଗର ୩୦ ପ୍ରତିଶତ ପୋଡି ହୋଇଯାଇଥିବା ବେଳେ ତାଙ୍କ ମା’ଙ୍କ ଶରୀର ୯୦ ପ୍ରତିଶତ ପୋଡି ହୋଇଯାଇଥିଲା। ତେବେ ଡାକ୍ତର, ନର୍ସ ଓ ପାରାମେଡିକ୍ସଙ୍କର ସମସ୍ତ ଚିକିତ୍ସା ଓ ଉଦ୍ୟମ ସତ୍ୱେ ଶିଶୁଟିର ମା’ ବଂଚିପାରି ନଥିଲେ। ତେବେ ଶିଶୁଟିକୁ ଆଇସିୟୁରେ ରଖାଯାଇ ସମସ୍ତ ପ୍ରକାର ଉନ୍ନତ ଧରଣର ଚିକିତ୍ସା ଆରମ୍ଭ କରାଯାଇଥିଲା। ସବୁଦିନ ଡ୍ରେସିଂ ସହିତ ଆବଶ୍ୟକୀୟ ମାତ୍ରାର ଆଂଟିବାୟୋଟିକ ଏବଂ ଅନ୍ୟାନ୍ୟ ଔଷଧ ପ୍ରଦାନ କରାଯାଉଥିଲା। ତା’ର…

Read More

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ରାଜସ୍ୱ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ ସୁନା ଚୋରା ଚାଲାଣ ଉଦ୍ୟମକୁ ବିଫଳ କରିଛି। ମୁମ୍ବାଇ, ପାଟନା ଏବଂ ଦିଲ୍ଲୀରେ ପ୍ରାୟ ୬୬ କିଲୋଗ୍ରାମ ସୁନା ଜବତ କରାଯାଇଛି। ରାଜସ୍ୱ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ ଦ୍ୱାରା ଉଦ୍ଧାର ହୋଇଥିବା ସୁନାର ମୂଲ୍ୟ ପ୍ରାୟ ୩୪ କୋଟି ବୋଲି କୁହାଯାଉଛି। ବିଶେଷ କଥା ହେଉଛି ଏଥିରେ ୩୯୪ ଟି ସୁନା ଷ୍ଟିକ ଅଛି ଯାହା ବିଦେଶୀ, ଯାହା ଉତ୍ତର ପୂର୍ବ ଦେଶରୁ ଚୋରା ଚାଲାଣ କରାଯାଉଥିଲା। ଡିଆରଆଇ ଦ୍ଵାରା ଅପରେସନ୍ ଗୋଲ୍ଡ ରଶ୍ ଅଭିଯାନ ଜାରି ରହିଛି, ଯାହା ଅଧୀନରେ ଏହି ସୁନା ଜବତ କରାଯାଇଛି।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ “ଜରୁରୀକାଳୀନ ପରିସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଏବଂ ରିଲିଫ୍ ପାଣ୍ଠି” ଅର୍ଥାତ୍ “ପିଏମ୍ କେୟାର ଫଣ୍ଡ” ର ଟ୍ରଷ୍ଟ ବୋର୍ଡ ସହିତ ଏକ ବୈଠକ କରିଛନ୍ତି। ଏଥିରେ ଯୋଗଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ପ୍ରଶଂସା କରିଛନ୍ତି। ଏହି ବୈଠକରେ ପୂର୍ବତନ ସୁପ୍ରିମକୋର୍ଟର ଜଷ୍ଟିସ କେ.ଟି ଥୋମାସ, ଲୋକସଭାର ପୂର୍ବତନ ଉପ ବାଚସ୍ପତି କରିଆ ମୁଣ୍ଡା ଏବଂ ଟାଟା ସନ୍ସ ଅଧ୍ୟକ୍ଷ ରତନ ଟାଟାଙ୍କୁ ନୂତନ ଟ୍ରଷ୍ଟି ଭାବେ ନିଯୁକ୍ତି ଦିଆଯାଇଛି। ଆଜି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଦ୍ୱାରା ପ୍ରକାଶିତ ଏକ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି। ଏହି ବୈଠକରେ ଭାରତର ପୂର୍ବତନ କମ୍ପ୍ଟ୍ରୋଲର ତଥା ଅଡିଟର ଜେନେରାଲ ରାଜୀବ ମେହେରୀ, ଇନଫୋସିସ୍ ଫାଉଣ୍ଡେସନର ପୂର୍ବତନ ଅଧ୍ୟକ୍ଷ ସୁଧା ମୁର୍ତ୍ତୀ ଏବଂ ଇଣ୍ଡି କର୍ପସ ଏବଂ ପିରାମଲ ଫାଉଣ୍ଡେସନର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଆନନ୍ଦ ଶାହାଙ୍କୁ ପିଏମ କେୟାର ଫଣ୍ଡର ପରାମର୍ଶଦାତା ବୋର୍ଡରେ…

Read More

ନୂଆଦିଲ୍ଲୀ: ବଡ ଧରଣର ଡ୍ରଗ୍ସ କାରବାର ଯୋଜନାକୁ ଦିଲ୍ଲୀ ପୋଲିସ ପଣ୍ଡ କରିଛି। ଗୁପ୍ତ ସୂଚନା ଆଧାରରେ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ମୁମ୍ବାଇରେ ଅବସ୍ଥିତ ନାଭା ଶେବା ବନ୍ଦରରୁ ୨୦ ଟନ୍ ହିରୋଇନ୍ ଜବତ କରିଛି। ଦିଲ୍ଲୀ ପୋଲିସ ଜବତ କରିଥିବା ହିରୋଇନର ଏହା ହେଉଛି ସବୁଠାରୁ ବଡ ସାମଗ୍ରୀ। ଏହାର ବଜାର ମୂଲ୍ୟ ପ୍ରାୟ ୧୭୨୫ କୋଟି ହେବ ବୋଲି ଆକଳନ କରାଯାଇଛି। ଏତେ ପରିମାଣର ଡ୍ରଗ୍ସ ଦେଖି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି। ନାଭା ଶେବା ବନ୍ଦରରେ କିପରି ଏତେ ପରିମାଣର ହିରୋଇନ ପହଞ୍ଚିଲା, ତାହା ଏବେ ସବୁଠୁ ବଡ ପ୍ରଶ୍ନ ପାଲଟିଛି?

Read More

ଲକ୍ଷ୍ନୌ: ଲକ୍ଷ୍ନୌର ତତ୍କାଳୀନ ଜେଲରଙ୍କୁ ଧମକ ଦେବା ମାମଲାରେ ମାଫିଆ ମୁଖତାର ଅନସାରୀଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ହାଇକୋର୍ଟଙ୍କ ଦ୍ଵାରା ଅନସାରୀଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ହୋଇଛି। ୨୨ ବର୍ଷ ପୂର୍ବେ ଏପ୍ରିଲ ୩ ତାରିଖ ୨୦୦୦ରେ ଲକ୍ଷ୍ନୌର ଆଲାମବାଗ କୋତୱାଲିରେ ଏକ ମାମଲା ରୁଜୁ ହୋଇଥିଲା। ଜେଲର ଏସ.ଏନ୍ ଦ୍ୱିବେଦୀ ଅନସାରୀଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ଏହି ମାମଲାରେ ମୁଖତାର ଅନସାରୀ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। କିନ୍ତୁ ନିମ୍ନ ଅଦାଲତର ନିଷ୍ପତ୍ତି ବିରୋଧରେ ୟୁପି ସରକାର ହାଇକୋର୍ଟରେ ଆବେଦନ କରିଥିଲେ। ଯାହାର ଶୁଣାଣି ଆଜି ହୋଇଛି।

Read More