Author: Samikhsya Bureau

ଭୁବନେଶ୍ୱର: ସୌର ଜଳନିଧି ଯୋଜନାରେ ରାଜ୍ୟର ଚାଷୀମାନଙ୍କୁ ଜଳସେଚନର ସୁବିଧା ନିମନ୍ତେ ସୋଲାର ପମ୍ପସେଟ୍‌ ସ୍ଥାପନର ଅଗ୍ରଗତିର ଏକ ସମୀକ୍ଷା ବୈଠକ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆଜି କୃଷି ଭବନରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ୨୦୧୮-୧୯ ବର୍ଷରୁ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନାର ସଦ୍ୟତମ ସ୍ଥିତି ବିଷୟରେ ସମୀକ୍ଷା କରିବା ଅବସରରେ ଧାର୍ଯ୍ୟ ଲକ୍ଷ୍ୟକୁ ଶୀଘ୍ର ପୂରଣ କରି ଚାଷୀମାନଙ୍କୁ ଜଳସେଚନର ସୁବିଧା ଉପଲବ୍ଧ କରାଇବା ପାଇଁ ବିଭାଗୀୟ ଅଧିକାରୀ ଓ ଚୁକ୍ତିଭୁକ୍ତ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଓରେଡାର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୬ଟି ଚୁକ୍ତିଭୁକ୍ତ କମ୍ପାନୀ ମାଧ୍ୟମରେ ରାଜ୍ୟରେ ସୋଲାର ପମ୍ପସେଟ୍‌ ସ୍ଥାପନ କରାଯାଇଛି। ନ୍ୟୁନତମ ୦.୫ ଏକର ଚାଷ ଜମି ଥିବା ଓ କୂଅ/ଫାର୍ମପଣ୍ଡ କିମ୍ବା ନିକଟସ୍ଥ ଚେକ୍‌ଡ୍ୟାମ୍‌ରୁ ପାଣିନେବାର ସୁବିଧାଥିବା ଚାଷୀମାନଙ୍କୁ ସୋଲାର ପମ୍ପସେଟ୍‌ ସ୍ଥାପନ ନିମନ୍ତେ…

Read More

କନ୍ଦର୍ପ ବେହେରା ରେଢ଼ାଖୋଲ: ଭୁବନେଶ୍ବର-ରାଉରକେଲା ଟ୍ରେନ୍ ରେ କଟି ରେଢ଼ାଖୋଲ ନବଘନପୁର ଗ୍ରାମ ନିକଟରେ ଜନୈକ ଅଜଣା ଯୁବକର ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି। ରେଢ଼ାଖୋଲ ଥାନା ଲୁହାପଙ୍କ ପଂଚାୟତର ନବଘନପୁର ଠାରେ ଆଜି ସଂଧ୍ୟା ୫ ଟାରୁ ୬ ଟା ମଧ୍ୟରେ ଭୁବନେଶ୍ବର ରାଉରକେଲା ଇଣ୍ଟରସିଟି ଟ୍ରେନ୍ ରେ ଯୁବକ ଜଣଙ୍କ କଟିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ରେଲୱେ ପୋଲିସ୍ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ମୃତକର ପରିଚୟ ମିଳିପାରି ନାହିଁ।

Read More

ଭୁବନେଶ୍ବର: ଆଜି ରାଜ୍ୟ ସରକାର ୩୪ ଜଣ ବିଡିଓଙ୍କୁ ଅଦଳ ବଦଳ କରିଛନ୍ତି। ଏ ନେଇ ଆଜି ରାଜ୍ୟ ପଞ୍ଚାୟତ ଏବଂ ପାନୀୟଜଳ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି ଅନୁସାରେ ଯେଉଁମାନଙ୍କ ବଦଳ ହେଲା ସେମାନେ ହେଲେ… ୧- ଜୁଜୁମରା ବିଡିଓ ସରୋଜ କୁମାର ବିଶ୍ୱାଳଙ୍କୁ ବିଜେପୁର ବିଡିଓ ୨- ବାଲିଗୁଡା ତହସିଲଦାର ଶଶାଙ୍କ କୁମାର ପାତ୍ରଙ୍କୁ ବାଲିଗୁଡା ବିଡିଓ ୩- ବାଲିଗୁଡ଼ା ଓ କେ.ନୂଆଗାଁ ବିଡିଓ ଶରତ କୁମାର ପାତ୍ରଙ୍କୁ ରାଇକିଆ ବିଡିଓ ୪- ସାଲେପୁର ତହସିଲଦାର ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓଙ୍କୁ ନିଶ୍ଚିନ୍ତକୋଇଲି ବିଡିଓ ୫- ପରଜଙ୍ଗ ବିଡିଓ ବିନୋଦ ବିହାରୀ ବେହେରାଙ୍କୁ କିଶୋର ନଗର ବିଡିଓ ୬- ସହରପଡ଼ା ବିଡିଓ ଲମ୍ବୋଦର ଖୁଣ୍ଟିଆଙ୍କୁ ରଘୁନାଥପୁର ବିଡିଓ ୭- ତିରଙ୍ଗ ବିଡିଓ ଜ୍ୟୋତିର୍ମୟୀ ପ୍ରଧାନଙ୍କୁ ବାଲିଶଙ୍କରା ବିଡିଓ ଭାବେ ବଦଳି କରାଯାଇଛି ୮- ବାଲିଶଙ୍କରା ବିଡିଓ ବାସନ୍ତୀ ଲାକ୍ରାଙ୍କୁ ତିରଙ୍ଗ ବିଡିଓ ୯- ବିଜେପୁର ବିଡିଓ…

Read More

ଭୁବନେଶ୍ୱର: ଭାରତର ଏକ ପ୍ରମୁଖ ରାଜ୍ୟ ଭାବରେ ଓଡିଶା, ଶିଶୁ ଅଧିକାର ବିଧେୟକକୁ ପୂର୍ଣ୍ଣମାତ୍ରାରେ କାର‌୍ୟ୍ୟକାରୀ କରିବାକୁ ପ୍ରତିବଦ୍ଧ ହୋଇ କାର‌୍ୟ୍ୟ କରୁଛି । ଆଇନ୍ ସହାୟତା ଆବଶ୍ୟକ କରୁଥିବା ପ୍ରତ୍ୟକ ଶିଶୁଙ୍କ ପ୍ରତି ଧ୍ୟାନ ଦିଆଯାଉଛି । ମିଳିତ ଜାତି ସଂଘର ଶିଶୁ ଅଧିକାର ସମ୍ମିଳନୀ ନିର‌୍ୟ୍ୟାସ ଅନୁସାରେ ଆମ ରାଜ୍ୟ ଶିଶୁମାନଙ୍କର ଉନ୍ନତି ଓ ସେମାନଙ୍କର ସୁରକ୍ଷା ନିମନ୍ତେ ବିଭିନ୍ନ ନୀତି ପ୍ରଣୟନ କରି ତାହାକୁ କାର‌୍ୟ୍ୟକାରୀ କରୁଛନ୍ତି । ପ୍ରତି ଶିଶୁ ଯେପରି ସୁରକ୍ଷିତ ରହିବେ, ସୁସ୍ଥ ଜୀବନ ଯାପନ କରିବେ, ସେମାନଙ୍କ ପାଇଁ ରହିଥିବା ବିଭିନ୍ନ ସେବା ପ୍ରଦାନ କାରୀ ସଂସ୍ଥା, ବିଭିନ୍ନ ସଂଗଠନ, କମିଟି ଓ ନେଟଓ୍ୱାର୍କ ଜରିଆରେ ଏ ଦିଗରେ ବିଭିନ୍ନ ଅନୁଷ୍ଠାନଗୁଡିକୁ ସଂପୃକ୍ତ କରାଯାଇକାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏବଂ ୟୁନିସେଫ୍ ସହଯୋଗରେ ଆଜି ପୂର୍ବାହ୍ଣରେ ସ୍ୱସ୍ତି ପ୍ରିମିୟମ ହୋଟେଲ ପରିସରରେ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଏଠାରେ ଅନୁଷ୍ଠିତ ଅର୍ଥନୀତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବ୍ରାଜିଲର ବିଏମ୍-ସିଲ୍-୧୧ ପ୍ରକଳ୍ପରେ ଅତିରିକ୍ତ ପୁଞ୍ଜି ନିବେଶ ସଂକ୍ରାନ୍ତ ଏକ ପ୍ରସ୍ତାବକୁ ଅନୁମୋଦନ କରିଛି। ଏହାଫଳରେ ଏହି ପ୍ରକଳ୍ପରେ ଭାରତୀୟ କମ୍ପାନୀ ଭାରତ ପେଟ୍ରୋ ରିସୋର୍ସେସ ଲିମିଟେଡ ଏହି ପ୍ରକଳ୍ପରେ ଅଧିକ ପୁଞ୍ଜିନିବେଶ କରିବାର ଅନୁମତି ପାଇଛି। ଏହି କମ୍ପାନୀ ଭାରତ ପେଟ୍ରୋଲିୟମ କର୍ପୋରସନ ଲିମିଟେଡର ଏକ ଅଧିସ୍ୱୀକୃତ ସହଯୋଗୀ ସଂସ୍ଥା। କ୍ୟାବିନେଟର ଅନୁମୋଦନ ଫଳରେ ଭାରତ ପେଟ୍ରୋ ରିସୋର୍ସେସ ଲିମିଟେଡ ବ୍ରାଜିଲର ବିଏମ୍-ସିଲ-୧୧ ପ୍ରକଳ୍ପରେ ଅତିରିକ୍ତ ୧୫ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବ। ଏହାଫଳରେ ଏହି ପ୍ରକଳ୍ପରେ ଭାରତ ପେଟ୍ରୋ ରିସୋର୍ସେସର ଅଂଶଧନ ପରିମାଣ ୨୦ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇବ। ବ୍ରାଜିଲ ପଟ୍ରୋଲିୟମ ଲିମିଟେଡ ଦ୍ୱାରା ପରିଚାଳିତ ବିଏମ୍-ସିଲ୍-୧୧ ପ୍ରକଳ୍ପରେ ଏବେ ଭାରତ ପେଟ୍ରୋ ରିସୋର୍ସେସ (ବିପିଆରଏଲ) ସଂସ୍ଥାର ଅଂଶ ଧନ ମାତ୍ର ୫୦୦୦ କୋଟି ଟଙ୍କା ରହିଛି। ଏହାର…

Read More

ଭୁବନେଶ୍ବର: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ଭୁବନେଶ୍ବର ଉପଜୋନ୍‌ ପକ୍ଷରୁ ମଙ୍ଗଳବାର ଦିନ ୧ହଜାର ୮୯୬ କିଲୋ ୮୧୨ ଗ୍ରାମ ଗଞ୍ଜେଇ ନଷ୍ଟ କରାଯାଇଛି। ଓଡ଼ିଶାର ବିଭିନ୍ନ କୋର୍ଟରେ ପଞ୍ଜିକୃତ ୭ଟି ମାମଲାରେ ଜବତ ଏସବୁ ଗଞ୍ଜେଇକୁ ନିୟମିତ ନିଶାଦ୍ରବ୍ୟ ନଷ୍ଟ କମିଟିର ଉପସ୍ଥିତିରେ ଖୋର୍ଦ୍ଧାର ସାନି କ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ ଠାରେ ଭସ୍ମିକରଣ ମାଧ୍ୟମରେ ନଷ୍ଟ କରାଯାଇଥିଲା। ଗଞ୍ଜେଇ ନଷ୍ଟ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ, ନିୟମିତ ନିଶାଦ୍ରବ୍ୟ ନଷ୍ଟ କମିଟି (ଆରଡିଡିସି) ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଏନସିବି କୋଲକାତା ଜୋନାଲ ୟୁନିଟର ନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ କୁମାର ସିଂ, ଡିଆରଆଇ, ଭୁବନେଶ୍ବର ଏବଂ ଡିଜିଜିଆଇ, ଭୁବନେଶ୍ବରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ୨୦୧୨ର ଅପରାଧିକ ଅପିଲ ସଂଖ୍ୟା ୬୫୨ (ଭାରତ ସରକାର ବନାମ ମୋହନଲାଲ ଓ ଅନ୍ୟମାନେ)ରେ ୨୮.୦୧.୨୦୧୬ରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରା ଦିଆଯାଇଥିବା ଆଦେଶକୁ ପାଳନ କରି ଖୋର୍ଦ୍ଧାସ୍ଥିତ ସାନି କ୍ଲିନ୍‌ ପ୍ରାଃ ଲିଃ…

Read More

ନୂଆଦିଲ୍ଲୀ: ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗ/ଏଜେନ୍ସି ଦ୍ୱାରା ପ୍ରଦାନ କରାଯାଉଥିବା ସମସ୍ତ ପୁରସ୍କାରକୁ ଗୋଟିଏ ମଞ୍ଚକୁ ଆଣି ପୁରସ୍କାର ପ୍ରଦାନରେ ପାରଦର୍ଶିତା ଓ ଜନ ଭାଗିଦାରୀ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ଦ୍ୱାରା ଏକ ସାଧାରଣ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ (https://awards.gov.in ) ବିକଶିତ କରାଯାଇଛି। ନାଗରିକମାନେ କିମ୍ବା ସଂଗଠନଗୁଡିକ ଏହି ପୋର୍ଟାଲ ମାଧ୍ୟମରେ ଭାରତ ସରକାରଙ୍କ ଦ୍ୱାରା ସ୍ଥାପିତ ବିଭିନ୍ନ ପୁରସ୍କାର ପାଇଁ ବ୍ୟକ୍ତି/ସଂଗଠନଙ୍କୁ ନାମାଙ୍କିତ କରିପାରିବେ। ବର୍ତ୍ତମାନ ନିମ୍ନଲିଖିତ ପୁରସ୍କାରଗୁଡିକ ପାଇଁ ନାମାଙ୍କନ/ସୁପାରିଶ ଜାରି ରହିଛି ୧. ପଦ୍ମ ପୁରସ୍କାର- ନାମାଙ୍କନ ଦାଖଲର ଶେଷ ତାରିଖ ୧୫/୦୯/୨୦୨୨ ୨. କୌଶଳାଚାର୍ଯ୍ୟ ପୁରସ୍କାର- ନାମାଙ୍କନ ଦାଖଲର ଶେଷ ତାରିଖ ୩୦/୦୭/୨୦୨୨ ୩. ବରିଷ୍ଠ ନାଗରିକଙ୍କ ପାଇଁ ଜାତୀୟ ପୁରସ୍କାର- ବୟୋଶ୍ରେଷ୍ଠ ସମ୍ମାନ, ନାମାଙ୍କନ ଦାଖଲର ଶେଷ ତାରିଖ ୧୮/୦୮/୨୦୨୨ ୪. ବ୍ୟକ୍ତିଗତ ଉତ୍କର୍ଷତା ପାଇଁ ଜାତୀୟ ପୁରସ୍କାର-୨୦୨୧, ନାମାଙ୍କନ ଦାଖଲର ଶେଷ ତାରିଖ ୨୮/୦୮/୨୦୨୨ ୫. ବ୍ୟକ୍ତିଗତ ଉତ୍କର୍ଷତା ପାଇଁ…

Read More

ନୂଆଦିଲ୍ଲୀ: ସାରା ଦେଶରେ ୪ ଜି ମୋବାଇଲ ସେବାର ସମ୍ପୂର୍ଣ୍ଣ ପ୍ରସାର ପାଇଁ ମୋଟ୍‌ ୨୬,୩୧୬ କୋଟି ଟଙ୍କାର ବ୍ୟୟ କରାଯିବ। ଏହି ଅର୍ଥରେ ଦେଶର ଅପହଞ୍ଚ ଗାଁମାନଙ୍କରେ ୪ ଜି ସେବା ଯୋଗାଇ ଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଡିଜିଟାଲ ସମାବେଶନ ଏବଂ ସମସ୍ତଙ୍କୁ କନେକ୍ଟିଭିଟୀ ବା ଯୋଗାଯୋଗ ସୁବିଧା ପ୍ରଦାନ କରିବା ସରକାରଙ୍କ ‘ଅନ୍ତ୍ୟୋଦୟ’ ସଂକଳ୍ପର ଏକ ଅଭିନ୍ନ ଅଙ୍ଗ। ଗତ ବର୍ଷ ସରକାର ୫ଟି ରାଜ୍ୟର ୪୪ଟି ଆକାଂକ୍ଷୀ ଜିଲ୍ଲାରେ ଥିବା ୭,୨୮୭ଟି ଅପହଞ୍ଚ ଇଲାକାରେ ୪ ଜି ମୋବାଇଲ ସେବା ଯୋଗାଇ ଦେବା ପାଇଁ ଏକ ପ୍ରକଳ୍ପକୁ ଅନୁମୋଦନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୧ରେ ତାଙ୍କର ସ୍ବାଧୀନତା ଦିବସ ଅଭିଭାଷଣରେ ସବୁ ସରକାରୀ ଯୋଜନାର ପରିପୂର୍ଣ୍ଣତା ବା ସେଚୁରେସନ ପାଇଁ ଆହ୍ବାନ କରିଥିଲେ। ଆଜି କ୍ୟାବିନେଟର ଅନୁମୋଦନ ଲାଭ…

Read More

ଖୋର୍ଦ୍ଧା: ସାରା ରାଜ୍ୟରେ ବେଆଇନ ଗୋରୁ ଚାଲାଣକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଏଥିରୁ ବାଦ ପଡିନି। ପୁର୍ବରୁ ଏକାଧିକ ଥର ପୋଲିସ ଗୋ ଚାଲାଣ ଯୋଜନା ପଣ୍ଡ କରିଥିବା ବେଳେ ବହୁତ ଦିନ ପରେ ଆଜି ପୁଣି ଏକ ବଡ଼ ଧରଣର ବେଆଇନ ଗୋ ଚାଲାଣକୁ ରୋକିଛି ନିରାକାରପୁର ପୋଲିସ। ପୋଲିସ ଏକ ଗୋରୁ ବୋଝେଇ ଆଇଚର ଟ୍ରକକୁ ଜବତ କରି ତନ୍ମଧ୍ୟରୁ ୨୪ ଗୋଟି ଜୀବନ୍ତ ଗୋରୁକୁ ଉଦ୍ଧାର କରିଛି। ସୂଚନା ମୁତାବକ ଟାଙ୍ଗି ଥାନା ପଣସପୁର ଅଞ୍ଚଳରୁ ନୂଆ ଜଗନ୍ନାଥ ସଡକ ନିରାକାରପୁର ଦେଇ ପୁରି ଜିଲ୍ଲା ଚନ୍ଦନପୁର ଥାନା ସୁକଳ ଅଞ୍ଚଳକୁ ଏକ ବେଆଇନ ଗୋରୁ ବୋଝେଇ କଣ୍ଟେନର ଯାଉଥିବାର ନିରାକାରପୁର ଥାନା ଆଇଆଇସି ଗୀତାଞ୍ଜଳି ନାୟକ ସୂଚନା ପାଇଥିଲେ। ବିଳମ୍ବ ନକରି ସଙ୍ଗେ ସଙ୍ଗେ ଆଇଆଇସି ଓ ଟିମ ଉକ୍ତ ଗାଡିକୁ ଧରିବା ପାଇଁ ଯୋଜନା କରିଥିଲେ ଏବଂ…

Read More

ଭୁବନେଶ୍ବର: ବାଲେଶ୍ୱର ଅରଡ଼ା ବଜାର ରେଳ ଲେଭେଲ କ୍ରସିଂଙ୍ଗ ନିକଟରେ ଚଢ଼ାଉ କରି କୋଟିଏରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ଜଣେ ବ୍ରାଉନ ସୁଗାର ବେପାରିଙ୍କୁ ଭୁବନେଶ୍ୱର ଏସଟିଏଫ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବାଲେଶ୍ୱର ଜିଲ୍ଲାଅରଡ଼ ବଜାର ଅଞ୍ଚଳର ଶେଖ ମେଜୁ। ତାଙ୍କ ନିକଟରୁ ଏସଟିଏଫ ୧ କେଜି ୫୦ ଗ୍ରାମ ବ୍ରାଉନ ସୁଗାର ସହ ନକଦ ୨୮ ହଜାର ୧୦୦ ଟଙ୍କା ଜବତ କରିଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ଏକ କୋଟି ପାଞ୍ଚ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଏ ସଂକ୍ରାନ୍ତରେ ଏସଟିଏଫ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେଶ ନମ୍ବର ୧୭/୨୨ ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ବାଲେଶ୍ୱର ସ୍ୱତନ୍ତ୍ର ଜିଲ୍ଲା ଜଜଙ୍କ ସମ୍ମୁଖରେ ହଜାର କରିଛି।

Read More

ନୂଆଦିଲ୍ଲୀ:  ବିଏସଏନଏଲର ପୁନଃଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାର ଦେବେ ୧ ଲକ୍ଷ ୬୪ ହଜାର କୋଟି ଟଙ୍କା। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ପ୍ୟାକେଜକୁ ଅନୁମୋଦନ ଦିଆଯାଇଛି। ବର୍ତ୍ତମାନର ପ୍ରତିଯୋଗୀତାକୁ ଦେଖି କେନ୍ଦ୍ର କ୍ୟାବିନେଟ ଏହି ନିଷ୍ପତି ଗ୍ରହଣ କରିଛି। କ୍ୟାବିନେଟ୍ ଦ୍ବାର ଅନୁମୋଦିତ ପୁନଃଉଦ୍ଧାର ପ୍ୟାକେଜରେ ବିଏସଏନଏଲ ବିଭିନ୍ନ ପଦକ୍ଷେପ ନେବା ପାଇଁ ନିଷ୍ପିତି କରାଯାଇଛି। ସେଗୁଡିକ ମଧ୍ୟରେ ରହିଛି  BSNL ର ସେବାଗୁଡିକର ନବୀକରଣ, ସ୍ପେକ୍ଟ୍ରମ ଆବଣ୍ଟନ, ଏବଂ ଭାରତ ବ୍ରଡବ୍ୟାଣ୍ଡ ନିଗମ ଲିମିଟେଡ୍ (BBNL) କୁ BSNL ସହିତ ମିଶ୍ରଣ କରି ଏହାର ଫାଇବର ନେଟୱାର୍କକୁ ବୃଦ୍ଧି କରିବା ଉପରେ ଗୁରୁତ୍ବ ଦିଆଯାଇଛି। ବିଏସଏନଏଲ 4G ସେବା ଯୋଗାଇବା ପାଇଁ ଇକ୍ୱିଟି ଇନଫ୍ୟୁଜନ୍ ମାଧ୍ୟମରେ ୪୪,୯୯୩ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।  ଏହାକୁ 900/1800 MHz ବ୍ୟାଣ୍ଡର ସ୍ପେକ୍ଟ୍ରମ୍ ବଣ୍ଟନ କରାଯିବ।  ଏହି ସ୍ପେକ୍ଟ୍ରମ ହାସଲ କଲେ  BSNL…

Read More

ସୀତାରାମ ଅଗ୍ରୱାଲ ବାଣପୁର: ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା। ପରିଶେଷରେ ସ୍ୱାମୀ ରାଗରେ ନିଜ ଘରେ ଲଗେଇଦେଲେ ନିଆଁ। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ କଉଡିଆ ସାହିରେ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ସୂଚନା ମୁତାବକ କଉଡିଆ ସାହିର ବିଭୁତି ସାହୁ ଏବଂ ଦମୟନ୍ତୀ ସାହୁ ଉଭୟ ପତି ପତ୍ନୀ ଅଟନ୍ତି। ତେବେ ଆଜି ମଧ୍ୟାହ୍ନରେ କୌଣସି କାରଣ ବଶତଃ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା।  ଶେଷରେ ସ୍ୱାମୀ ବିଭୁତି କ୍ରୋଧରେ ନିଜ ପତ୍ନୀଙ୍କ ଲୁଗାପଟାରେ ନିଆଁ ଲଗାଇଦେଇଥିଲେ। ଫଳରେ ଚାହୁଁ ଚାହୁଁ ନିଆଁ ଘରେ ବ୍ୟାପି ଯାଇଥିଲା। ଏହା ଦେଖି ସ୍ତ୍ରୀ ଦମୟନ୍ତୀ ତୁରନ୍ତ ଗମ୍ଭାରୀମୁଣ୍ଡା ବିଟ ହାଉସ ଯାଇ ସ୍ୱାମୀ ବିରୋଧରେ ଏତଲା ଦେଇଥିବା ବେଳେ ଅପରପକ୍ଷେ ସ୍ୱାମୀ ବିଭୁତି ଘରେ ନିଆଁ ଲାଗିଯାଇଥିବାର ଖବର ବାଣପୁର ଅଗ୍ନିଶମ ବାହିନୀକୁ ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଚେଷ୍ଟା କରି ନିଆଁକୁ ଆୟତ୍ତ…

Read More

ନୂଆଦିଲ୍ଲୀ: ଆଜି ଅଭିନେତା-ରାଜନେତା ମିଥୁନ ଚକ୍ରବର୍ତ୍ତୀ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଟିଏମସିର ୩୮ ଜଣ ବିଧାୟକ ବିଜେପି ସହ ଯୋଗାଯୋଗରେ ଅଛନ୍ତି। ସେ ଦାବି କରିଛନ୍ତି ଯେ, ସେ ନିଜେ ୨୧ ଜଣ ବିଧାୟକଙ୍କ ସହ ଆଲୋଚନା କରୁଛନ୍ତି। ଆଜି କୋଲକାତାରେ ପାର୍ଟି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମିଥୁନ ଏହି ଦାବି କରିଛନ୍ତି। ସେ ସାମ୍ବାଦିକମାନଙ୍କୁ ପଚାରିଲେ ଯେ, ଆପଣ ବ୍ରେକିଙ୍ଗ୍ ନ୍ୟୁଜ୍ ଜାଣିବାକୁ ଚାହୁଁଛନ୍ତି କି? ମୋର ବ୍ରେକିଙ୍ଗ୍ ଖବର ଅଛି। ବର୍ତ୍ତମାନ ୩୮ ଟିଏମସି ବିଧାୟକ ଆମ ସହିତ ଯୋଗାଯୋଗ କରୁଛନ୍ତି। ଏହା ବ୍ୟତୀତ ମିଥୁନ ଚକ୍ରବର୍ତ୍ତୀ କହିଛନ୍ତି ଯେ, ସର୍ବଦା ଅଭିଯୋଗ ହେଉଛି ଯେ ଦଙ୍ଗା ଘଟଣାରେ ବିଜେପି ଜଡିତ ଅଛି, ବିଜେପି ଦଙ୍ଗା ସୃଷ୍ଟି କରୁଛି। କିନ୍ତୁ ମୋତେ ଏକ ଘଟଣା ଦେଖାନ୍ତୁ ଯେଉଁଥିରେ ବିଜେପି ଜଡିତ ଅଛି। ଅନ୍ୟପକ୍ଷରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ପ୍ରସଙ୍ଗରେ ମିଥୁନ…

Read More

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରାଯାଉଛି। ଏହାର ଅଂଶବିଶେଷ ସ୍ବରୂପ ଭାରତ ସରକାର ଶକ୍ତି ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ‘‘ଉଜ୍ଜ୍ବଳ ଭାରତ–ଉଜ୍ଜ୍ବଳ ଭବିଷ୍ୟ ଶକ୍ତି @୨୦୪୭’’ ସମାରୋହ ଆୟୋଜିତ ହେଉଛି। ବୁଧବାର ଦିନ ଖୋର୍ଦ୍ଧା ଟାଉନ ହଲ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀ, ଖୋର୍ଦ୍ଧା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଦୀଗନ୍ତ ରାଉତରାୟ, ଖୋର୍ଦ୍ଧା ପୌରପାଳିକା ଅଧ୍ୟକ୍ଷା କନକଲତା ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂହ, ଖୋର୍ଦ୍ଧା ବ୍ଲକ୍‌ ଅଧ୍ୟକ୍ଷା ଶ୍ରୀମୟୀ ପ୍ରିୟଦର୍ଶିନୀ ପାତ୍ର, ଜଟଣୀ ପୌରପାଳିକା ଅଧ୍ୟକ୍ଷ ଅନନ୍ତ ଦାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଶକ୍ତି କ୍ଷେତ୍ରରେ ଦେଶର ଗୁରୁତ୍ବପୂର୍ଣ୍ଣ ଉପଲବ୍ଧିକୁ ଲୋକଲୋଚନକୁ ଆଣିବା…

Read More

ଦିଲ୍ଲୀ: ୨୦୧୪ରୁ ଏବେ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କର ବିଭିନ୍ନ ବିଭାଗ ଗୁଡିକରେ ୭ ଲକ୍ଷ ୨୨ ହଜାରରୁ ଅଧିକ ଲୋକଙ୍କୁ ସ୍ଥାୟୀ ନିଯୁକ୍ତି ମିଳିଛି। ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତର ଦେଇ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ (ସ୍ୱତନ୍ତ୍ର ଦାୟିତ୍ୱ), ବିଜ୍ଞାନ ଏବଂ ପ୍ରଯୁକ୍ତି; ରାଷ୍ଟ୍ର ମନ୍ତ୍ରୀ (ସ୍ୱତନ୍ତ୍ର ଦାୟିତ୍ୱ) ଭୂ ବିଜ୍ଞାନ; ରାଷ୍ଟ୍ରମନ୍ତ୍ରୀ ପିଏମ୍‌ଓ, କାର୍ମିକ, ଜନ ଅଭିଯୋଗ, ପେନ୍‌ସନ୍‌, ପରମାଣୁ ଶକ୍ତି ଏବଂ ମହାକାଶ, ଡଃ ଜିତେନ୍ଦ୍ର ସିଂହ କହିଥିଲେ ଯେ, ନିଯୁକ୍ତି ସୃଷ୍ଟି କରିବା ସହିତ ନିଯୁକ୍ତିରେ ସଂସ୍କାର ସରକାରଙ୍କର ପ୍ରାଥମିକତା ଅଟେ। ଡଃ ଜିତେନ୍ଦ୍ର ସିଂହ କହିଥିଲେ ଯେ, ଏହା ବ୍ୟତୀତ ଭାରତ ସରକାର ଦେଶରେ ନିଯୁକ୍ତି ସୃଷ୍ଟି କରିବା ନିମନ୍ତେ ଅନେକ ପଦକ୍ଷେପ ନେଇଛନ୍ତି। ୨୦୨୧- ୨୨ ବଜେଟ୍‌ରେ ୨୦୨୧ – ୨୨ରୁ ଆରମ୍ଭ ହୋଇ ୫ ବର୍ଷର ଅବଧି ନିମନ୍ତେ ୧.୯୭ ଲକ୍ଷ କୋଟି ଟଙ୍କାର ଖର୍ଚ୍ଚ ସହିତ ଉତ୍ପାଦନ ଭିତ୍ତିକ…

Read More

ଭୁବନେଶ୍ୱର : ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳ। ଆଜି ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାସ ଏହି ଫଳକୁ ଘୋଷଣା କରିଛନ୍ତି । ତେବେ ଏଥର କେବଳ ଯୁକ୍ତ ଦୁଇ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି। ଘୋଷଣା ଅନୁସାରେ ବିଜ୍ଞାନରେ ୯୪.୧୨% ଓ ବାଣିଜ୍ୟରେ ୮୯.୨୦% ପିଲା ପାସ୍ କରିଛନ୍ତି । ଏଥର ବିଜ୍ଞାନରେ ୭୬ ହଜାର ୬୦୪ ପିଲା ପରୀକ୍ଷା ଦେଇଥିବା ବେଳେ ପାସ୍ କରିଛନ୍ତି ୭୨ ହଜାର ୧୦୬ ଜଣ । ସେମାନଙ୍କ ମଧ୍ୟରୁ ୪୫ହଜାର ୫୮୭ ଛାତ୍ର ପାସ୍ କରିଥିବା ବେଳେ ୩୨ ହଜାର ୫୧୯ ଜଣ ଛାତ୍ରୀ ପାସ୍ କରିଛନ୍ତି। ଛାତ୍ରୀଙ୍କ ପାସ୍ ହାର ୯୩.୮୦ ରହି ଥିବାବେଳେ ଛାତ୍ରଙ୍କ ପାସ୍ ହାର ରହିଛି ୯୪.୫୨% । ଘୋଷଣା ଅନୁସାରେ ଏଥର ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି ୫୦ହଜାର ୧୫୭ଜଣ ଦ୍ୱିତୀୟ ଶ୍ରେଣୀରେ ୧୪ହଜାର ୯୩୨ଜଣ ଓ ତୃତୀୟ ଶ୍ରେଣୀରେ…

Read More

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀ ଶାସ୍ତ୍ରଭବନ ସ୍ଥିତ ଶିକ୍ଷା ମନ୍ତ୍ରଣାଳୟରେ ନୀତି ଆୟୋଗ ଉପାଧ୍ୟକ୍ଷ ଡା. ସୁମନ କେ ବେରୀ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ୍ କରିଛନ୍ତି। ଏହି ବୈଠକରେ ଜାତୀୟ ଶିକ୍ଷା ନୀତି-୨୦୨୦ ଯୋଜନାବଦ୍ଧ କ୍ରିୟାନ୍ୱୟନ ଏବଂ କେନ୍ଦ୍ରୀୟ ଏବଂ ରାଜ୍ୟ ସ୍ତରରେ ଏହାର ପ୍ରସ୍ତୁତି ଉପରେ ଆଲୋଚନା ହୋଇଛି। ସେହିପରି ଭବିଷ୍ୟତର ଶିକ୍ଷାଦାନ, ପାଠପଢ଼ା, ସମସାମୟିକ ଦକ୍ଷତା ବିକାଶ ଏବଂ ନବସୃଜନ ଓ ଉଦ୍ୟମିତାକୁ ପ୍ରୋତ୍ସାହନ ଦେବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା କରାଯାଇଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ଏହି ଆଲୋଚନା କାଳରେ ଡକ୍ଟର ବେରୀ ନୀତି ଆୟୋଗ ଦ୍ୱାରା ସମ୍ବନ୍ଧୀୟ ସମସ୍ତ ପ୍ରସ୍ତୁତି କାର୍ଯ୍ୟକ୍ରମ ଗୁଡ଼ିକର ବିବରଣୀ ଉପରେ ଆଲୋକପାତ କରିଛନ୍ତି। ନୀତି ଆୟୋଗଙ୍କ ଦ୍ୱାରା ନିକଟରେ ପ୍ରକାଶିତ “ଇଣ୍ଡିଆ ଇନୋଭେସନ୍ ଇଣ୍ଡେକ୍ସ” ରିପୋର୍ଟ ବିଷୟରେ  ଡା. ବେରୀ ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ…

Read More

ଭୁବନେଶ୍ବର: ଆଜି ଯୁକ୍ତ୨ କଲେଜ (ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ର ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ବିଜ୍ଞାନରେ ୯୪ ପ୍ରତିଶତ ଓ ବାଣିଜ୍ୟରେ ୮୯ ପ୍ରତିଶତ ପିଲା ଉତ୍ତୀର୍ଣ୍ଣ କରିଛନ୍ତି। ବିଜ୍ଞାନରେ ୭୨, ୧୦୬ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ରେଗୁଲାରରେ ୭୦, ୯୧୮ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଏକ୍ସରେଗୁଲାର ୧୧୮୮ ଜଣ  ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଯଦି ଆମେ ଛାତ୍ରମାନଙ୍କ ଫଳାଫଳ ଉପରେ ଆଲୋଚନା କରିବା, ତେବେ ୪୨, ୨୦୩ ଜଣ ଛାତ୍ର ଚଳିତ ବର୍ଷ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୩୯,୫୮୭ ଜଣ ଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହି ଅନୁଯାୟୀ ଛାତ୍ରଙ୍କ ପାସ ହାର ୯୩.୮୦ ପ୍ରତିଶତ ରହିଛି। ସେହିଭଳି ଚଳିତ ବର୍ଷ ଯୁକ୍ତ ୨ ବାଣିଜ୍ୟରେ ୨୩,୭୨୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥିରୁ ୮୯.୨୦ ପ୍ରତିଶତ ଅର୍ଥାତ ୨୧,୧୬୫ ଜଣ ପିଲା ଉତ୍ତୀର୍ଣ୍ଣ କରିଛନ୍ତି। ପ୍ରଥମ ଶ୍ରେଣୀରେ ୧୦,୮୬୩ ଜଣ…

Read More

ନୂଆଦିଲ୍ଲୀ: ଝଣ୍ଡେୱାଲାନର ଭିଏଚପି କାର୍ଯ୍ୟାଳୟରେ ପ୍ରବେଶ କରି ବୋମା ବିସ୍ଫୋରଣ କରିବାକୁ ଜଣେ ବ୍ୟକ୍ତି ଧମକ ଦେଉଥିଲେ। ଆଜି ଦିଲ୍ଲୀ ପୋଲିସ ନିୟନ୍ତ୍ରଣ କକ୍ଷରୁ ଏ ସୂଚନା ପାଇଥିଲା। ଖବର ପାଇବା ପରେ ତୁରନ୍ତ ଦିଲ୍ଲୀ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେତେବେଳକୁ ଭିଏଚପି କାର୍ଯ୍ୟାଳୟରେ ଉପସ୍ଥିତ ଥିବା ଭିଏଚପି ଦିଲ୍ଲୀ ମନ୍ତ୍ରୀ ସୁରେନ୍ଦ୍ର କୁମାର ଅଭିଯୁକ୍ତଙ୍କୁ ପକାବୁ କରିଦେଇଥିଲେ। ତାପରେ ପୋଲିସ ତାଙ୍କୁ ଗିରଫ କରିଥିଲା। ଦିଲ୍ଲୀ ପୋଲିସର ସୂଚନାନୁସାରେ, ଆଜି ମଧ୍ୟାହ୍ନ ୧୨.୪୧ ସମୟରେ ଏକ କଲ ଆସିଥିଲା ​​ଯେ, କେହି ଜଣେ ଝଣ୍ଡେୱାଲାନରେ ଅବସ୍ଥିତ ଭିଏଚପି ଅଫିସରେ ପ୍ରବେଶ କରି ବିସ୍ଫୋରଣ କରିବାକୁ ଧମକ ଦେଉଛନ୍ତି। ପୋଲିସର କହିବାନୁସାରେ, ଅଭିଯୁକ୍ତଙ୍କ ନାମ ପ୍ରିନ୍ସ ପାଣ୍ଡେ। ପଚରାଉଚୁରାରେ ପ୍ରିନ୍ସ କହିଛନ୍ତି ଯେ ସେ ମଧ୍ୟପ୍ରଦେଶ ବାସିନ୍ଦା ଏବଂ ଫତେହପୁର ବେରୀରେ ତାଙ୍କ ମାଉସୀ ଘରେ ସେ ରହୁଥିଲେ। ପୋଲିସର ସୂଚନାନୁସାରେ, ପ୍ରିନ୍ସ କେବଳ ଜୁଲାଇ ୨୨ ତାରିଖରେ ଦିଲ୍ଲୀ…

Read More

ନୂଆଦିଲ୍ଲୀ: ଆଜି ସନ୍ଧ୍ୟା ୭ ଟାରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ୍ ରେ ଇଣ୍ଡିଆ ଏବଂ ୱେଷ୍ଟଇଣ୍ଡିଜ୍ ଦଳ ପରସ୍ପର ମୁହାଁମୁହିଁ ହେବେ। ଭାରତୀୟ ଦଳ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଏହି ସିରିଜ୍ ଜିତି ସାରିଛି। ଏଭଳି ପରିସ୍ଥିତିରେ, ବର୍ତ୍ତମାନ ଏହି ସିରିଜର ଶେଷ ମ୍ୟାଚ୍ ଜିତିବା ଏବଂ ପ୍ରଥମ ଥର ପାଇଁ ନିଜ ମାଟିରେ ୱେଷ୍ଟଇଣ୍ଡିଜ୍ କୁ ହ୍ଵାଇଟ ୱାସ କରିବା ଲକ୍ଷ୍ୟ ରହିବ। ଏଠାରେ ୱିଣ୍ଡିଜ୍ ଦଳ ସିରିଜରେ ଏକ ସାନ୍ତ୍ୱନାମୂଳକ ବିଜୟ ପଞ୍ଜିକରଣ କରିବାକୁ ଚେଷ୍ଟା କରିବ। ଗତ ଦୁଇଟି ମ୍ୟାଚ୍ ରୋମାଞ୍ଚକର ହୋଇଥିଲା। ଶେଷ ମ୍ୟାଚର ମଧ୍ୟ ଆକର୍ଷଣୀୟ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ଗତ ଦୁଇଟି ମ୍ୟାଚରେ ଭାରତୀୟ ଦଳ ଶେଷ ଓଭରରେ ଜିତିଥିଲା। ଭାରତୀୟ ଦଳ ବର୍ତ୍ତମାନ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ସନ୍ତୁଳିତ ଦେଖାଯାଉଛି। ଭାରତ ପାଇଁ ବ୍ୟାଟିଂରେ ଟପ୍ ଅର୍ଡର ଭଲ ପ୍ରଦର୍ଶନ…

Read More

ଭୁବନେଶ୍ବର: ବହୁ ବର୍ଷ ଧରି ଦାବୀକୁ ଶେଷରେ ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ରାଜ୍ୟର ସ୍କୁଲରେ କାର୍ଯ୍ୟରତ ପିଇଟି ଶିକ୍ଷକଙ୍କ ଦରମା ବୃଦ୍ଧି କରାଯାଇଛି। ଏ ନେଇ ରାଜ୍ୟ ଶିକ୍ଷା ବିଭାଗ ତରଫରୁ ଘୋଷଣା କରାଯାଇଛି। ଘୋଷଣା ଅନୁସାରେ ବର୍ତ୍ତମାନ ରାଜ୍ୟରେ କାର୍ଯ୍ୟରତ ପିଇଟିମାନଙ୍କ ଦରମା ମାସିକ 8 ହଜାର ଟଙ୍କାରୁ  13 ହଜାର 500 ଟଙ୍କାକୁ ବୃଦ୍ଧି କରାଯାଇଛି। ତେବେ ଏହା ଘୋଷଣା ଅନୁସାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗ୍ରାଣ୍ଟ-ଇନ-ଏଡ ଅର୍ଡର 2014 ଅନୁଯାୟୀ ଅନୁଦାନପ୍ରାପ୍ତ ସ୍କୁଲର ପିଇଟି ପାଇବେ। ତେବେ ସେମାନେ ବିପିଇଡି ବା ବିଏସିପିଇଡି ଯୋଗ୍ୟତା ହାସଲ କରିଥିବା ଶିକ୍ଷକଙ୍କୁ ଏହି ବର୍ଦ୍ଧିତ ଦରମା ପ୍ରଦାନ କରାଯିବ।

Read More